Home Left

ବିଜେଡି ଟପିଗଲା ସବୁ ସୀମା କାହିଁକି ଏମିତି କହିଲେ…

ଭୁବନେଶ୍ୱର, ୧୨।୮(ସୁନିତ୍‌ ମିଶ୍ର): ବିଜେଡି ସବୁ ସୀମା ଟପିଛି। ଯେତେବେଳେ ହତାଶ ଏବଂ ପରାଜୟ ଗ୍ଳାନିରେ ନିରାଶ ଭାବକୁ ପ୍ରକାଶ କରିବା ପାଇଁ କୌଣସି ରାସ୍ତା ନ ଥାଏ, ସେତେବେଳେ ଏଭଳି ‘ଔଷଧ ବିକଳରେ ତାଟିଆ କାମୁଡିବା’ ପ୍ରକୃତି ଦେଖାଯାଏ। ୨୫…

ଆଇଫେଲ ଟାଓ୍ବାରରେ ଚଢ଼ିଥିବା ବ୍ୟକ୍ତିଙ୍କୁ ଛାଡିଦେଲା ପୋଲିସ

ପ୍ୟାରିସ, ୧୩ା୮: ପ୍ୟାରିସ ଅଲିମ୍ପିକ୍ସ ଉଦ୍‌ଯାପନୀ ଉତ୍ସବ ବେଳେ ଆଇଫେଲ ଟାଓ୍ବାର ଉପରକୁ ଅନଧିକାର ଚଢ଼ିଯାଇଥିବା ବ୍ୟକ୍ତି ଜଣକ ଜଣେ ବ୍ରିଟିଶ ନାଗରିକ ବୋଲି ଜଣାପଡ଼ିଛି। ତାଙ୍କ ନାମ ପ୍ରକାଶ କରାଯାଇ ନାହିଁ। ପୋଲିସ ହେପାଜତରୁ ସେ ସୋମବାର ଛାଡ଼ ପାଇଛନ୍ତି।…

ବିଜେଡି ସଭାପତିଙ୍କୁ ଭେଟିଲେ ପୁରୀ, ଭଦ୍ରକ,ନବରଙ୍ଗପୁର ଜିଲା ପ୍ରତିନିଧି

ଭୁବନେଶ୍ୱର,୧୩।୮(ଅନିଲଦାସ): ପୁରୀ ଓ ନବରଙ୍ଗପୁରର ବ୍ଲକ ଓ ପଞ୍ଚାୟତ ପ୍ରତିନିଧି ତଥା ଭଦ୍ରକ ପୌର ପରିଷଦର ସଭ୍ୟମାନେ ସୋମବାର ନବୀନ ନିବାସ ଠାରେ ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କୁ ସାକ୍ଷାତ କରି ସେମାନଙ୍କ ବିଭିନ୍ନ ସମସ୍ୟା ସମ୍ପର୍କରେ ଆଲୋଚନା କରିଛନ୍ତି। ବିଜେଡିକୁ…

୫୯ ମାସରେ ସର୍ବନିମ୍ନ ସ୍ତରରେ ଖୁଚୁରା ମୁଦ୍ରାସ୍ଫୀତି

ଭୁବନେଶ୍ୱର, ୧୩।୮ (ଅନୁରାଧା ମହାରଣା): ଚଳିତ ଆର୍ଥିକ ବର୍ଷର ଜୁଲାଇରେ ଖୁଚୁରା ମୁଦ୍ରାସ୍ଫୀତି ୩.୫୪%କୁ ଖସି ଆସିଛି। ଏହି କ୍ରମରେ ଗତ ୫୯ ମାସର ସର୍ବନିମ୍ନ ସ୍ତରରେ ଖୁଚୁରା ମୁଦ୍ରାସ୍ଫୀତି ହାର ପହଞ୍ଚତ୍ଛି। ୨୦୧୯ ଅଗଷ୍ଟରେ ମୁଦ୍ରାସ୍ଫୀତି ୩.୨୧% ଥିବାବେଳେ ଜୁନ୍‌ରେ…

ଜନି ଲିଭର ପେଟ୍‌ ସଫାର ବ୍ରାଣ୍ଡ୍‌ ଆମ୍ବାସାଡର

ନୂଆଦିଲ୍ଲୀ,୧୩।୮: ଦଶର ପ୍ରମୁଖ ଆର୍ୟୁବେଦିକ ସଂସ୍ଥା ତଥା ଦିଭିସା ହର୍ବାଲସ ପ୍ରାଇଭେଟ ଲିମିଟେଡର ଅଗ୍ରଣୀ ବ୍ରାଣ୍ଡ୍‌ ‘ଫେଟ୍‌ ସଫା’ର ନୂତନ ଟିଭି କମର୍ସିଆଲ (ଟଭିସି) ବା ବିଜ୍ଞାପନ ପାଇଁ ବଲିଉଡ ଅଭିନେତା ଜନି ଲିଭର ଏବଂ ରାଜପାଲ ଯାଦବଙ୍କୁ ବ୍ରାଣ୍ଡ୍‌ର ବ୍ରାଣ୍ଡ୍‌…

ୱାଣ୍ଡର୍ଲା ଭୁବନେଶ୍ୱରର ଫ୍ରିଡମ୍‌ ମନ୍ଥ୍‌ ଅଫର୍‌

ଭୁବନେଶ୍ୱର,୧୩।୮: ଭାରତର ସର୍ବବୃହତ୍‌ ଆମ୍ୟୁଜମେଣ୍ଟ ପାର୍କ ଚେନ୍‌ ‘ୱାଣ୍ଡର୍ଲା ହଲିଡେଜ୍‌’ର ବହୁ ପ୍ରତୀକ୍ଷିତ ଫ୍ରିଡମ୍‌ ମନ୍ଥ୍‌ ଅଫର୍‌ ସମ୍ପର୍କରେ ଘୋଷଣା କରାଯାଇଛି। ଏପରିକି ୱାଣ୍ଡର୍ଲାର ଭୁବନେଶ୍ୱରସ୍ଥିତ ପାର୍କରେ ନିକଟରେ ଆରମ୍ଭ ହୋଇଥିବା ଇଣ୍ଡିପେଣ୍ଡେନ୍ସ ଡେ’ସେଲିବ୍ରେଶନ ପାଇଁ ଏକ ସ୍ବତନ୍ତ୍ର ଫ୍ରିଡମ ପାସ୍‌ର…

ଓଡିଏମ୍‌ ପବ୍ଲିକ୍‌ ସ୍କୁଲର ନଲେଜ୍‌-କ୍ରଲ

ଭୁବନେଶ୍ୱର,୧୩।୮: ରାଜ୍ୟର ପ୍ରମୁଖ ଘରୋଇ ଶିକ୍ଷାନୁଷ୍ଠାନ ତଥା ଭୁବନେଶ୍ୱରର ପଟିଆସ୍ଥିତ ଓଡିଏମ୍‌ ପବ୍ଲିକ୍‌ ସ୍କୁଲର ବାର୍ଷିକ ପ୍ରଦର୍ଶନୀ ‘ନଲେଜ୍‌-କ୍ରଲ୍‌-୨୦୨୪’ ନିକଟରେ ଅନୁଷ୍ଠିତ ହୋଇଯାଇଛି। ଓଡିଏମ୍‌ ଶିକ୍ଷାନୁଷ୍ଠାନ ସମୂହର ପ୍ରତିଷ୍ଠାତା ଡା. ସତ୍ୟବ୍ରତ ମୀନକେତନଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ସଭାରେ ଉତ୍କଳ ବିଶ୍ୱବିଦ୍ୟାଳୟ ଇଂରାଜୀ ବିଭାଗ…

ପ୍ରଥମ ତ୍ରୈମାସିକରେ ୬୦୧ କୋଟିର ନିଟ୍‌ ଲାଭ

ଭୁବନେଶ୍ୱର,୧୩।୮: ଦେଶର ପ୍ରମୁଖ ରାଷ୍ଟ୍ରାୟତ୍ତ ଉଦ୍ୟୋଗ ତଥା ନ୍ୟାଶନାଲ ଆଲୁମିନିୟମ୍‌ କମ୍ପାନୀ ଲିମିଟେଡ଼ ବା ନାଲ୍‌କୋର ନିର୍ଦ୍ଦେଶକମଣ୍ଡଳୀ ବୈଠକ ସୋମବାର ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ କମ୍ପାନୀର ଆଗାମୀ କାର୍ଯ୍ୟକଳାପ ସହିତ ୨୦୨୪-୨୫ ଆର୍ଥିକ ବର୍ଷର ପ୍ରଥମ ତ୍ରୈମାସିକ ଫଳାଫଳ ଘୋଷଣା…

ବୀର ଲଚିତ୍‌ ବୋରଫୁକାନଙ୍କ ଜୀବନୀ ଉପରେ ସିରିଜ୍‌

ଭୁବନେଶ୍ୱର, ୧୩।୮ (ଅନୁରାଧା ମହାରଣା): ଆସାମ ସଂସ୍କୃତି ବିଭାଗ ସହଯୋଗରେ ବୀର ଲଚିତ୍‌ ବୋରଫୁକାନଙ୍କ ଜୀବନୀ ଉପରେ ଆଧାରିତ ଏକ ଡକ୍ୟୁମେଣ୍ଟାରୀ ସିରିଜ ପ୍ରସ୍ତୁତ କରିବାକୁ ଯୋଜନା କରିଛି। ଏହି ପରିପ୍ରେକ୍ଷୀରେ ସୋମବାର ଦିନ ଗୁଆହାଟୀରେ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା…

ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ଭାଜପା କାଉନସିଲର

ନୀଳଗିରି,୧୩।୮(ପ୍ରଶାନ୍ତ ବିଶ୍ୱାଳ): ବାଲେଶ୍ୱର ଜିଲା ନୀଳଗିରି ବିଜ୍ଞପିତ ଅଞ୍ଚଳ ପରିଷଦ(ଏନ୍‌ଏଏସି)ରେ କିଛିଦିନ ହେଲା ରାଜନୈତିକ ହଟଚମଟ ଲାଗି ରହିଛି। ଅଧ୍ୟକ୍ଷା ଅମ୍ବିକା ଦାସଙ୍କ ବିରୋଧରେ ଆସନ୍ତା ୧୪ ତାରିଖରେ ଅନସ୍ଥା ଭୋଟ ଗ୍ରହଣ କରାଯିବ। ଏଥିପାଇଁ ପୂର୍ବରୁ ସମସ୍ତ କାଉନସିଲରଙ୍କୁ ନୋଟିସ୍‌…

ଶେୟାର ବଜାର କାରବାରରେ ହ୍ରାସ

ନୂଆଦିଲ୍ଲୀ,୧୩।୮: ଦିନକ ପରେ ପୁଣି ଥରେ ଘରୋଇ ଶେୟାର ବଜାର କାରବାରରେ ପରିବର୍ତ୍ତନ ହୋଇଛି। ଏପରିକି ଚଳିତ ସପ୍ତାହର ପ୍ରଥମ କାର୍ଯ୍ୟ ଦିବସର ଫଳାଫଳ ଅନୁଯାୟୀ ଶେୟାର ବଜାରର ନିବେଶକମାନେ ଲକ୍ଷାଧିକ ଟଙ୍କାର ନିବେଶ ହରାଇଛନ୍ତି। ବିଶେଷକରି ସୋମବାର ବମ୍ବେ ଷ୍ଟକ୍‌ ଏକ୍ସଚେଞ୍ଜ…

‘ଲାହୋର ୧୯୪୭’ର ଶୁଟିଂ ଶେଷ

ମୁମ୍ବାଇ: ବଲିଉଡ୍‌ ଅଭିନେତା ଆମିର ଖାନ୍‌ଙ୍କ ନିର୍ମିତ, ରାଜକୁମାର ସନ୍ତୋଷୀଙ୍କ ନିର୍ଦ୍ଦେଶିତ ‘ଲାହୋର ୧୯୪୭’ ଫିଲ୍ମର ଶୁଟିଂ ସୋମବାର ଶେଷ ହୋଇଛି। ଫିଲ୍ମ ନିର୍ମାତାଙ୍କ ସୂତ୍ରରୁ ଏହା ଜଣାପଡ଼ିଥିବା ନେଇ ବିଭିନ୍ନ ରିପୋର୍ଟ ପ୍ରକାଶ ପାଇଛି। ଏହି ଚଳଚ୍ଚିତ୍ରରେ ପ୍ରଥମ ଥର ପାଇଁ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri