Home Left

ପୁଣି ବିବାଦରେ ଦିଲଜିତ୍‌ ଦୋସାଞ୍ଜ

ଲୁଧିଆନା, ୨।୧:ଲୋକପ୍ରିୟ ଗାୟକ ଏବଂ ଅଭିନେତା ଦିଲଜିତ୍‌ ଦୋସାଞ୍ଜ ପୁଣି ବିବାଦରେ ଫସିଛନ୍ତି। ଜିରୋନାଇଟ ଉପଲକ୍ଷେ ମଙ୍ଗଳବାର ରାତିରେ ପଞ୍ଜାବ ଏଗ୍ରିକଲ୍ଚର ୟୁନିଭର୍ସିଟିରେ ହେଉଥିବା ଲୁଧିଆନା କନ୍‌ସର୍ଟରେ ଦୋସାଞ୍ଜ ଗାଇଥିବା କେତେକ ଗୀତରେ ଆପତ୍ତି ଦର୍ଶାଇ ଚଣ୍ଡିଗଡ଼ର ଜଣେ ଆସିଷ୍ଟାଣ୍ଟ ପ୍ରଫେସର…

ଜଙ୍ଗଲ ନ କାଟିବାକୁ କମ୍ପାନୀ ଅଧିକାରୀଙ୍କ ଗୋଡ଼ ଧରିଲେ ଦିଲୀପ

ଛେଣ୍ଡିପଦା,୨ା୧ (ଅଜିତ ଧଳ):ଜଙ୍ଗଲ ବିଭାଗକୁ ଜୀବନ ବିଭାଗ ନାମରେ ନାମିତ କରିବା ଏବଂ ଜଙ୍ଗଲ କଟା ନ ଯିବା ଦାବିରେ ଅନୁଗୋଳ ଜିଲା ପାଲଲହଡ଼ା ବ୍ଲକ ଉଦୟପୁର ଅଞ୍ଚଳର ଦିଲୀପ କୁମାର ସାହୁ ବୁଧବାର ଅନୁଗୋଳ ଜିଲା ଛେଣ୍ଡିପଦା ସଂରକ୍ଷିତ ଜଙ୍ଗଲରେ…

ଖସିଲା ପାରଦ, ବଢ଼ିଲା ଶୀତ:୧୦ ଡିଗ୍ରୀ ତଳେ ପାରଦ

ଦାରିଙ୍ଗବାଡି,୨।୧(ଅରୁଣ ସାହୁ): ପୁଣି ବାହୁଡ଼ିଲା ଶୀତ। ଲଘୁଚାପ ଜନିତ ବର୍ଷା କିଛିଦିନ ଲାଗିରହିଥିଲା। ଫଳରେ ଦିନରେ କୋହଲା ପାଗ ସହ ରାତିରେ ତାପମାତ୍ରା ବୃଦ୍ଧି ପାଇ ୧୮ ଡିଗ୍ରୀ ପର୍ଯ୍ୟନ୍ତ ପାରଦ ଯାଇଥିଲା। ପୁଣି ଏବେ ପାଗ ଶୁଖିଲା ରହିବା ସହ…

ଅନ୍ତେବାସୀଙ୍କ ଗହଣରେ ନବବର୍ଷ ପାଳିଲେ ଜିଲାପାଳ: ପାଠ ପଢ଼ି ଭଲ ମଣିଷ ହେବାକୁ ଆହ୍ବାନ

ଭବାନୀପାଟଣା,୨ା୧(ଉତ୍ତମ କୁମାର ଦାଶ):ନୂଆ ଆଶା ଓ ଅଭିଳାଷକୁ ନେଇ ସୁନେଲି ସ୍ବପ୍ନ ଦେଖୁଥିବା ଶିଶୁ ଯତ୍ନ ଅନୁଷ୍ଠାନର କୁନି କୁନି ଶିଶୁମାନଙ୍କ ସହିତ ବୁଧବାର ନବବର୍ଷ ପାଳନ କରିଛନ୍ତି କଳାହାଣ୍ଡି ଜିଲାପାଳ ପାୱାର ସଚିନ ପ୍ରକାଶ ଓ ଅନ୍ୟ ଜିଲା ଅଧିକାରୀ।…

କନିଷ୍ଠ ଶିକ୍ଷକଙ୍କୁ ନୂଆବର୍ଷ ଭେଟି: ନିୟମିତ ହେଲେ ୯୨୯ ଶିକ୍ଷୟିତ୍ରୀଶିକ୍ଷକ

ଭବାନୀପାଟଣା, ୨ା୧(ଉତ୍ତମ କୁମାର ଦାଶ):ପ୍ରାଥମିକ ଶିକ୍ଷାକୁ ଅଧିକ କ୍ରିୟାଶୀଳ ଓ ସୁଦୃଢ କରି କୋମଳମତି ପିଲାଙ୍କ ସର୍ବାଙ୍ଗୀନ ବିକାଶ ପାଇଁ ୨୦୧୮ରେ ସରକାର କଳାହାଣ୍ଡି ଜିଲାରେ ୧୦୧୬ଜଣ କନିଷ୍ଠ ଶିକ୍ଷକଙ୍କୁ ନିଯୁକ୍ତି ଦେଇଥିଲେ। ଏହା ଦ୍ୱାରା ଗ୍ରାମାଞ୍ଚଳରେ ଶିକ୍ଷାଦାନର ସଫଳ ରୂପାୟନ…

ବାସହୀନଙ୍କ ଆଶୀର୍ବାଦ ନେଲେ କଂସ ଅଭିନେତା

ବରଗଡ଼,୨।୧(ପ୍ରେମାନନ୍ଦ ଖମାରୀ):ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବରେ ସର୍ଲା ଗ୍ରାମର ଭୁବନେଶ୍ୱର ପ୍ରଧାନ ଏଥର କଂସ ଅଭିନୟ କରିବେ। ତେବେ ଧନୁଯାତ୍ରାକୁ ଆଉମାତ୍ର ୨ଦିନ ବାକି ରହି ଥିବାବେଳେ ବୁଧବାର ପୂର୍ବାହ୍ନ ପ୍ରାୟ ୧୦ଟାରେ କଂସ ଅଭିନେତା ଭୁବନେଶ୍ୱର ସସ୍ତ୍ରୀକ…

ଆସୁଛି ଧନୁଯାତ୍ରା, ଚଳଚଞ୍ଚଳ ବରଗଡ଼

ବରଗଡ଼,୨।୧(ପ୍ରେମାନନ୍ଦ ଖମାରୀ):ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବକୁ ଆଉମାତ୍ର ୨ଦିନ ବାକି। ଆସନ୍ତା ୩ତାରିଖ ଶୁକ୍ରବାର ଦିନରୁ ଏହି ମହୋତ୍ସବ ଆରମ୍ଭ ହୋଇ ୧୩ତାରିଖ ପର୍ଯ୍ୟନ୍ତ ଚାଲିବ। ଶୁକ୍ରବାର ଦିନ ୨ଟାରେ ଧନୁଯାତ୍ରାକୁ ସ୍ବାଗତ କରିବା ପାଇଁ ସାଂସ୍କୃତିକ ଶୋଭାଯାତ୍ରା…

ଗମ୍ଭୀରଙ୍କୁ ମିଳିଲା ଅଲ୍ଟିମେଟମ୍‌! ଏବେ ହାତରେ ମାତ୍ର ୬୮ ଦିନ, ଟିମ୍‌ ଇଣ୍ଡିଆ ଖେଳରେ ସୁଧାର ନ ହେଲେ…

ନୂଆଦିଲ୍ଲୀ,୧।୧: ନୂଆ ବର୍ଷର ପ୍ରଥମ ଦିନରେ ବଡ଼ ଅଡ଼ୁଆରେ ଫସଛନ୍ତି ଭାରତୀୟ ଟିମ୍‌ର ମୁଖ୍ୟ କୋଚ୍‌ ଗୌତମ ଗମ୍ଭୀର। ଅଷ୍ଟ୍ରେଲିଆ ଗସ୍ତରେ ଟେଷ୍ଟ ସିରିଜରେ ଦଳ ଖରାପ ପ୍ରଦର୍ଶନ କରୁଛି। ନିକଟରେ ମେଲବର୍ନ ଟେଷ୍ଟ ଶେଷ ହେବା ପରେ କୋଚ୍‌ ଗମ୍ଭୀର…

ଗୋଟିଏ କି ଦୁଇ ସପ୍ତାହ ନୁହେଁ ମାସ ସାରା ଖର୍ଚ୍ଚ କଲେ ବି ସରିବନି ଦରମା, ଯଦି ମାନି ନିଅନ୍ତି ଏହି ୫ କଥା…

ନୂଆଦିଲ୍ଲୀ,୧।୧: ଆଜିକାଲି ସମୟରେ ବଜେଟ କରିବା ଏବଂ ତା’ ହିସାବରେ ଚାଲିବା ବେଶ କଷ୍ଟକର। ଏମିତିରେ ରୋଜଗାର ଅଧିକ ହେବା ସତ୍ତ୍ୱେ ବହୁତ କମ୍‌ ସଞ୍ଚୟ ହେଉଛି। ଯଦି ଆପଣ ବି ଏଭଳି ସମସ୍ୟାର ସାମ୍ନା କରୁଛନ୍ତି ତେବେ ଏହାର ଅର୍ଥ…

ନୂଆବର୍ଷରେ ଉତ୍ସବ ପାଳନ କରୁଥିବା ଲୋକଙ୍କ ଉପରେ ଟ୍ରକ ଚଢ଼ାଇ ଆଖିବୁଜା ଗୁଳିମାଡ଼

ଓ୍ବାଶିଂଟନ, ୧।୧: ନୂଆବର୍ଷରେ ଆମେରିକାର ନ୍ୟୁ ଓରଲିୟନ୍ସସ୍ଥିତ ବୋରବନ୍‌ ଷ୍ଟ୍ରିଟଠାରେ ଏକ ଦୁଃଖଦ ଘଟଣା ସାମନାକୁ ଆସିଛି। ଗୋଟିଏ ଟ୍ରକ୍‌ ଦ୍ରୁତ ଗତିରେ ଆସି ନୂଆ ବର୍ଷ ପାଳନ କରୁଥିବା ହଜାରରୁ ଅଧିକ ଲୋକଙ୍କ ଉପରେ ଚଢ଼ିଯାଇଥିଲା। ଏହାପରେ ଡ୍ରାଇଭର ଜଣକ…

ଆଜିଠାରୁ ବଦଳି ଯାଇଛି ଏହି ୧୦ ବଡ଼ ନିୟମ, ଆପଣଙ୍କ ପକେଟ ଉପରେ ପଡ଼ିପାରେ ପ୍ରଭାବ…

ନୂଆଦିଲ୍ଲୀ,୧।୧: ଆସିଛି ନୂଆ ବର୍ଷ। ବର୍ଷ ଆରମ୍ଭ ହେବା ସହିତ ଆର୍ଥିକ ଏବଂ ବ୍ୟାଙ୍କିଙ୍ଗ କ୍ଷେତ୍ରରେ ଅନେକ ପ୍ରମୁଖ ପରିବର୍ତ୍ତନ କାର୍ଯ୍ୟକାରୀ ହୋଇଛି, ଯାହା ଆପଣଙ୍କର ଦୈନନ୍ଦିନ ଏବଂ ଆର୍ଥିକ ଜୀବନ ଉପରେ ପ୍ରଭାବ ପକାଇବ। ଏଠାରେ ଆମେ ପ୍ରାୟ ୧୦…

ହୁମା କ୍ୟୁରେସିଙ୍କୁ ବିବାହ କଲେ ଶିଖର ଧାଓ୍ବନ!

ନୂଆଦିଲ୍ଲୀ,୧।୧: ଭାରତୀୟ କ୍ରିକେଟର ଶିଖର ଧାଓ୍ବନ ନିଜର ବ୍ୟକ୍ତିଗତ ଜୀବନକୁ ନେଇ ପୁଣି ଚର୍ଚ୍ଚାରେ। ଗତ ବର୍ଷ କ୍ରିକେଟରଙ୍କ ଛାଡ଼ପତ୍ର ହେବା ପରେ ସେ ଏକାକୀ ଜୀବନ ବିତାଉଛନ୍ତି। ଏବେ ସୋସିଆଲ ମିଡିଆରେ ଶିଖର ଧାଓ୍ବନ ଏବଂ ହୁମା କ୍ୟୁରେସିଙ୍କ ଏକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?