ନର୍ସଙ୍କୁ ବଳାତ୍କାର ପରେ ହତ୍ୟା, ୯ ଦିନପରେ ମିଳିଲା ମୃତଦେହ
ନୂଆଦିଲ୍ଲୀ, ୧୬।୦୮: କୋଲକାତାର ଏକ ସରକାରୀ ଡାକ୍ତରଖାନାରେ ଜଣେ କାର୍ଯ୍ୟରତ ମହିଳା ଟ୍ରେନି ଡାକ୍ତରଙ୍କୁ ବଳାତ୍କାର ଏବଂ ହତ୍ୟା ଘଟଣାରେ ସାରା ଦେଶରେ ହଲ୍ଚଲ୍ ସୃଷ୍ଟି ହୋଇଛି । ଏହାରି ମଧ୍ୟରେ ଜଣେ ନର୍ସଙ୍କୁ ବଳାତ୍କାର ଏବଂ ହତ୍ୟା ଘଟଣା ସାମ୍ନାକୁ…
ଚାଷୀଙ୍କୁ ମିଳିବ ବୋନସ: ଏହି ରାଜ୍ୟ ସରକାର କଲେ ବଡ଼ ଘୋଷଣା
ନୂଆଦିଲ୍ଲୀ,୧୬।୮: ହରିଆଣାରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଛି। ତେବେ ନିର୍ବାଚନ କେବେ ହେବ ସେନେଇ ଅପରାହ୍ନ ୩ଟାରେ ନିର୍ବାଚନ ଆୟୋଗ ତାରିଖ ଘୋଷଣା କରିବେ। ଏହାର ମାତ୍ର ୬ ଘଣ୍ଟା ପୂର୍ବରୁ ହରିୟାଣା ସିଏମ ନାୟବ ସିଂ ସଇନି ଏକ…
ବିଜେଡିରୁ ଇସ୍ତଫା ଦେଲେ କର୍ପୋରେଟର
ଭୁବନେଶ୍ୱର,୧୬ା୮: ଭୁବନେଶ୍ୱରର ୩୭ନଂ ଓ୍ବାର୍ଡର କର୍ପୋରେଟର ବିଜେଡି ଛାଡ଼ିଛନ୍ତି। କର୍ପୋରେଟର ବନ୍ଦିତା ପାଲ୍ ଏବଂ ତାଙ୍କ ସ୍ବାମୀ ଶୁକ୍ରବାର ବିଜେଡିରୁ ଇସ୍ତଫା ଦେଇଛନ୍ତି। ସ୍ବାଧୀନ ଭାବରେ ଜିତିବା ପରେ ବନ୍ଦିତା ବିଜେଡିରେ ସାମିଲ ହୋଇଥିଲେ। ରାଜନୈତିକ କାରଣ ଦର୍ଶାଇ ସେ ବିଜେଡିରୁ…
ଶେଖ ହାସିନାଙ୍କୁ ଏବେ ଭାରତରେ ଶାନ୍ତିରେ ରହିବାକୁ ଦେବେନି ୟୁନୁସ ସରକାର, ନେବେ ଏହି ବଡ଼ ପଦକ୍ଷେପ
ଢାକା,୧୬।୮: ଶେଖ ହାସିନା ପ୍ରଧାନମନ୍ତ୍ରୀ ପଦ ଛାଡି ବାଂଲାଦେଶରୁ ଭାରତକୁ ପଳାଇଛନ୍ତି। କିନ୍ତୁ ସମସ୍ୟା ତାଙ୍କ ପିଛା ଛାଡୁନାହିଁ । ବାଂଲାଦେଶର ନୂତନ ୟୁନୁସ ସରକାର ଶେଖ ହାସିନାଙ୍କୁ ଭାରତରେ ମଧ୍ୟ ଶାନ୍ତିରେ ରହିବାକୁ ଦେବେ ନାହିଁ। କୁହାଯାଉଛି ବାଂଲାଦେଶ ସରକାର…
ପାକିସ୍ତାନ ପ୍ରଧାନମନ୍ତ୍ରୀଙ୍କୁ ଦରମା-ଭତ୍ତା କେତେ ମିଳେ? ଭାରତ ପ୍ରଧାନମନ୍ତ୍ରୀଙ୍କ ଠାରୁ ଏତେ…
ନୂଆଦିଲ୍ଲୀ,୧୬।୮: ଆମ ଦେଶ ୭୮ତମ ସ୍ବାଧୀନତାର ପର୍ବ ପାଳନ କରୁଛି। ତେବେ ସ୍ବାଧୀନତା ପୂର୍ବରୁ ଭାରତ ବିଭାଜନ ହୋଇଥିଲା। ଯେଉଁଥିରେ ଭାରତ ଓ ପାକିସ୍ତାନ ନାମରେ ଦୁଇଟି ଦେଶ ଗଠନ ହୋଇଥିଲା। ତେବେ କୌଣସି କୌଣସି କାରଣରୁ ସୋସିଆଲ ମିଡିଆରେ ଭାରତ…
ପାକିସ୍ତାନରେ ମଙ୍କିପକ୍ସର ପ୍ରଥମ ମାମଲା ଚିହ୍ନଟ, ଭାରତ ପାଇଁ ବଢିଲା ଚିନ୍ତା
ଇସଲାମାବାଦ,୧୬।୮: ମଙ୍କିପକ୍ସ ଜୀବାଣୁ ବିପଦକୁ ଦୃଷ୍ଟିରେ ରଖି ବିଶ୍ୱ ସ୍ବସ୍ଥ୍ୟ ସଂଗଠନ (ଡବ୍ଲ୍ୟଏଚ୍ଓ) ବିଶ୍ୱବ୍ୟାପୀ ସତର୍କ ସୂଚନା ଜାରି କରିଛି। ବର୍ତ୍ତମାନ ପର୍ଯ୍ୟନ୍ତ ଏହି ରୋଗ ଆଫ୍ରିକୀୟ ଦେଶରେ ବ୍ୟାପିଥିଲା। ବର୍ତ୍ତମାନ ପାକିସ୍ତାନରେ ମଙ୍କିପକ୍ସର ପ୍ରଥମ ମାମଲା ସାମ୍ନାକୁ ଆସିଛି, ଯାହା…
କେଜ୍ରିଓ୍ବାଲଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଲେ ସିସୋଡିଆ, କହିଲେ ଆଜି ଦେଶର ଗଣତନ୍ତ୍ର…
ନୂଆଦିଲ୍ଲୀ,୧୬ା୮: ଆମ୍ ଆଦ୍ମୀ ପାର୍ଟି (ଏଏପି) ମୁଖ୍ୟ ତଥା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲଙ୍କ ଆଜି ଅର୍ଥାତ୍ ଶୁକ୍ରବାର ହେଉଛି ଜନ୍ମଦିନ। ତିହାର ଜେଲରେ ଥିବା କେଜ୍ରିଓ୍ବାଲ ଆଜି ୫୬ ବର୍ଷରେ ପଦାର୍ପଣ କରିଛନ୍ତି। ଏହି ଅବସରରେ ଏଏପି ନେତା ମନୀଷ…
ଡାକ୍ତର ବଳାତ୍କାର-ହତ୍ୟା ଘଟଣାରେ ମମତାଙ୍କ ଉପରେ ବର୍ଷିଲା ଜେଡିୟୁ, କହିଲେ ମରିଯାଇଛି…
କୋଲକାତା,୧୬।୮: କୋଲକାତାର ଆର.ଜି କର ହସ୍ପିଟାଲରେ ଜଣେ ମହିଳା ଡାକ୍ତରଙ୍କ ବଳାତ୍କାର ଓ ହତ୍ୟା ମାମଲାରେ ରାଜନୀତି ସରଗରମ ରହିଛି। ସ୍ବାଧୀନତା ଦିବସ ଅବସରରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ରାଜ ଭବନରେ ପହଞ୍ଚିଥିଲେ। ହେଲେ ଏଠାରେ ସେ ଚା’ପାର୍ଟି ପରେ ସେ…
ମାଲକାନଗିରିରେ ୧୨ ଘଣ୍ଟିଆ ବନ୍ଦ ପାଳନ
ମାଲକାନଗିରି,୧୬ା୮: ଶୁକ୍ରବାର ୧୨ ଘଣ୍ଟିଆ ମାଲକାନଗିରି ବନ୍ଦ ପାଳନ କରାଯାଇଛି। ମାଲକାନଗିରି ଜିଲା ହିନ୍ଦୁ ଜାଗରଣ ମଞ୍ଚ ପକ୍ଷରୁ ବନ୍ଦ ପାଳନ କରାଯାଇଛି। ବାଂଲାଦେଶରେ ହିନ୍ଦୁମାନଙ୍କ ଉପରେ ଚାଲିଥିବା ଅତ୍ୟାଚାର ବନ୍ଦ ଏବଂ ବାଂଲାଦେଶୀ ଅନୁପ୍ରବେଶକାରୀଙ୍କ ବିରୋଧରେ ଏହି ବନ୍ଦ ଡାକରା…
ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲଙ୍କ ଆଜି ଜନ୍ମଦିନ, ଏଏପି ନେତା ଟୁଇଟ୍ କରି ଲେଖିଲେ…
ନୂଆଦିଲ୍ଲୀ,୧୬।୮: ଆଜି ଆମ ଆଦମୀ ପାର୍ଟି ସଂଯୋଜକ ତଥା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲଙ୍କ ଆଜି ଜନ୍ମଦିନ। ଏହି ଅବସରରେ ସୋସିଆଲ ମିଡିଆ ସାଇଟ ’ଏକ୍ସ’ରେ ପୋଷ୍ଟ କରି ଏଏପି ନେତା ତଥା ଦିଲ୍ଲୀ ମନ୍ତ୍ରୀ ଆତିଶୀ ସିଏମ କେଜ୍ରିଓ୍ବାଲଙ୍କୁ ଅଭିନନ୍ଦନ…
ବୋଲେରୋ-ଟ୍ରକ୍ ମୁହାଁମୁହିଁ, ୬ ଗୁରୁତର
ଭବାନୀପାଟଣା,୧୬ା୮: କଳାହାଣ୍ଡି ଜିଲା ଭବାନୀପାଟଣା ଜାତୀୟ ରାଜପଥରେ ଶୁକ୍ରବାର ଏକ ବୋଲେରୋ ଏବଂ ଟ୍ରକ ସହ ମୁହାଁମୁହିଁ ଧକ୍କା ହେବାରୁ ୬ ଜଣ ଗୁରୁତର ହୋଇଛନ୍ତି। ଗୁରୁତରଙ୍କୁ ମେଡିକାଲରେ ଭର୍ତ୍ତି, ଦୁର୍ଘଟଣା ପରେ ଟ୍ରକ୍ ଡ୍ରାଇଭର ଫେରାର ହୋଇଯାଇଥିବା ବେଳେ ଏନ୍ଏଚ୍…
ଗମ୍ଭୀରଙ୍କ କୋଚିଂ ନେଇ ବଡ଼ ଖୁଲାସା କଲେ ଜୟ ଶାହା
ନୂଆଦିଲ୍ଲୀ,୧୬।୮: ରାହୁଲ ଦ୍ରାବିଡଙ୍କ ପରେ ଗୌତମ ଗମ୍ଭୀର ଟିମ ଇଣ୍ଡିଆର ମୁଖ୍ୟ କୋଚ ଦାୟିତ୍ୱ ଗ୍ରହଣ କରିଛନ୍ତି। ଗମ୍ଭୀର ପହଞ୍ଚିବା ମାତ୍ରେ ଧଳା ବଲ ଏବଂ ରେଡ ବଲ କ୍ରିକେଟ ମଧ୍ୟରେ ଏକ ବିରାଟ ପାର୍ଥକ୍ୟ ସୃଷ୍ଟି କରିଛି। ବିଭିନ୍ନ ଫର୍ମାଟ…
Archives


