ଶାନ୍ତି ବାର୍ତ୍ତା ପାଇଁ ଭାରତ ସବୁଠୁ ଭଲ ସ୍ଥାନ: ମୋଦି ଫେରିବା ପରେ ଏମିତି କହିଲେ ୟୁକ୍ରେନ ରାଷ୍ଟ୍ରପତି
କିଭ୍,୨୬।୮: ଗତ ଅଢେଇ ବର୍ଷ ଧରି ରୁଷିଆ ଏବଂ ୟୁକ୍ରେନ ମଧ୍ୟରେ ଚାଲିଥିବା ଯୁଦ୍ଧ ଥମିବାର ନାଁ ଧରୁନି। ଏହି କାରଣରୁ ୟୁକ୍ରେନ ନିରନ୍ତର ଶାନ୍ତି କଥାବାର୍ତ୍ତା ପାଇଁ ଜିଦ ଧରିଛି। ୟୁକ୍ରେନ ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି ଏକ ସାମ୍ବାଦିକ ସମ୍ମିଳନୀରେ…
ଏହି ଦେଶର ମହିଳାଙ୍କ ନିକଟରେ ରହିଛି ସବୁଠୁ ଅଧିକ ସୁନା, ଆମେରିକାଠାରୁ ଆଗରେ…
ସାଧାରଣତଃ ଭାରତୀୟ ମହିଳାମାନେ ସୁନା ଅଳଙ୍କାରକୁ ଅଧିକ ପସନ୍ଦ କରନ୍ତି ବୋଲି ସମସ୍ତେ ଜାଣନ୍ତି। ମାତ୍ର ବିଦେଶର ମହିଳାଙ୍କ ନିକଟରେ ମଧ୍ୟ ସୁନା ଥାଏ ବୋଲି ଏକ ରିପୋର୍ଟରେ ପ୍ରକାଶ ପାଇଛି। ଏକ ଭାରତୀୟ ବିବାହ କିମ୍ବା ଅନ୍ୟ କୌଣସି କାର୍ଯ୍ୟରେ…
ଟିକ୍ଟକ୍ ଉପରୁ ହଟିଲା ବ୍ୟାନ୍
କାଠମାଣ୍ଡୁ,୨୬।୮: ଏକ ସମୟରେ ସୋସିଆଲ ମିଡିଆ ଆପ ଟିକ୍ଟକ୍ ବହୁତ ଚର୍ଚ୍ଚାରେ ଥିଲା। ଏହି ଆପକୁ ଲୋକମାନେ ବହୁତ ପସନ୍ଦ କରିଥିଲେ। କିନ୍ତୁ କିଛି ଦୁର୍ଘଟଣା ପରେ ଏହାକୁ ବ୍ୟାନ୍ କରାଯାଇଥିଲା। ଭାରତଠାରୁ ଆରମ୍ଭ କରି ଆମେରିକାରେ ଟିକ୍ଟକ୍ ବ୍ୟାନ୍ କରାଯାଇଛି।…
ହୋସ୍ ଉଡାଇବ ଉତ୍ତର କୋରିଆର ନୂଆ ଆତ୍ମଘାତି ଡ୍ରୋନ
ସିଓଲ,୨୬।୮: ଉତ୍ତର କୋରିଆ ଏହାର ଅମାବୀୟ କାର୍ଯ୍ୟରୁ କେବେ ପଛଘୁଞ୍ଚା ଦିଏନାହିଁ। ସେ ପ୍ରତିଦିନ ଆଣବିକ ଆକ୍ରମଣକୁ ନେଇ ଧମକ ଦେଇ ଆସିଛନ୍ତି। ଏବେ ଉତ୍ତର କୋରିଆ ଏକ ନୂଆ ଆତ୍ମଘାତି ଡ୍ରୋନ ପ୍ରସ୍ତୁତ କରିଥିବା ଜଣାପଡିଛି। ଏଥି ସହିତ, ଯଦି…
କାର୍ ଭିତରେ ହେଲମେଟ୍ ନ ପିନ୍ଧିବାରୁ ଯୁବ ସାମ୍ବାଦିକଙ୍କୁ ଜରିମାନା!
ଉତ୍ତରପ୍ରଦେଶ,୨୬।୮: କାର୍ ଭିତରେ ହେଲମେଟ୍ ନ ପିନ୍ଧିବାରୁ ଜରିମାନା ଦଣ୍ଡ। ଏପରି ଏକ ଅଭାବନୀୟ ଘଟଣା ଘଟିଛି ଉତ୍ତରପ୍ରଦେଶରେ। ଜଣେ ଯୁବ ସାମ୍ବାଦିକ କାର୍ ଭିତରେ ହେଲମେଟ ନ ପିନ୍ଧିବାରୁ ତାଙ୍କ ପାଖକୁ ଜରିମାନା ି। ନଅ ମାସ ପୂର୍ବେ, ରାମପୁରଠାରୁ…
ନିୟମିତ ଯୋଗ କରୁଥିଲେ ଏସବୁ ସମସ୍ୟାରୁ ମିଳିବ ମୁକ୍ତି
ଶରୀରକୁ ସୁସ୍ଥ ତଥା ନୀରୋଗ ରଖିବାକୁ କିଏ ବା ନ ଚାହେଁ? ଏଥିପାଇଁ ନିୟମିତ ବ୍ୟାୟାମ ନିଶ୍ଚୟ କରୁଥିବେ। ତେବେ ନିଜର ଦୈନନ୍ଦିନ ଜୀବନରେ ଯୋଗକୁ ମଧ୍ୟ ସାମିଲ କରନ୍ତୁ। କାରଣ ଶରୀରକୁ ଫିଟ୍ ରଖିବା ପାଇଁ ଯୋଗକୁ ହଁି ବିକଳ୍ପ…
ଚମ୍ପାଇ ସୋରେନଙ୍କୁ ନେଇ ବଢିଲା ସସପେନ୍ସ, କୁଆଡେ ଯିବେ ପୂର୍ବତନ ମୁଖ୍ୟମନ୍ତ୍ରୀ?
ରାଞ୍ଚି/ନୂଆଦିଲ୍ଲୀ,୨୬।୮: ଝାଡ଼ଖଣ୍ଡରେ ରାଜନୈତିକ ଅସ୍ଥିରତା ମଧ୍ୟରେ ଦିଲ୍ଲୀରୁ ଏକ ବଡ ଖବର ଆସୁଛି। ଝାଡ଼ଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ଚମ୍ପାଇ ସୋରେନ ସୋମବାର ଦିଲ୍ଲୀରେ ପହଞ୍ଚିଛନ୍ତି। ସୂଚନାନୁସାରେ, ଚମ୍ପାଇ ସୋରେନ ଦିଲ୍ଲୀରେ ବଡ ବଡ ଭାଜପା ନେତାଙ୍କୁ ଭେଟିବାକୁ ଯାଉଛନ୍ତି। କୁହାଯାଉଛି ଯେ…
ହାର୍ଟ ପାଇଁ ଉପକାରୀ ଅମୃତଭଣ୍ଡା
ଅମୃତଭଣ୍ଡାରେ ଅନେକ ପ୍ରକାର ସ୍ବାସ୍ଥ୍ୟୋପକାରୀ ଗୁଣ ଭରି ରହିଛି। ତେବେ ଏହାର ଭଲ ଗୁଣ ତାଲିକାରେ ଆଉ ଏକ କଥାକୁ ନିକଟରେ ଯୋଡ଼ାଯାଇଛି। ଏହାକୁ ଖାଇବା ଦ୍ୱାରା ହାର୍ଟ ବା ହୃତ୍ପିଣ୍ଡ ସୁସ୍ଥ ରହିବା ସହ ଠିକ୍ ଭାବରେ କାର୍ଯ୍ୟ କରିଥାଏ।…
ରାଜନୀତିରୁ ସନ୍ନ୍ୟାସ ନେବେ କି ମାୟାବତୀ: ଖୋଲିଲେ ସବୁ ଗୁମର
ଲକ୍ଷ୍ନୌ,୨୬।୮: ବହୁଜନ ସମାଜ ପାର୍ଟିର ରାଷ୍ଟ୍ରୀୟ ସଭାପତି ତଥା ଉତ୍ତରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ମାୟାବତୀ ଦଳର ଜାତୀୟ କାର୍ଯ୍ୟର୍ନିବାହୀ ବୈଠକ ପୂର୍ବରୁ ଏକ ବଡ଼ ବିବୃତ୍ତି ଦେଇଛନ୍ତି। ସେ ରାଜନୀତି ଛାଡିବା ନେଇ ଚାଲିଥିବା ଚର୍ଚ୍ଚା ଉପରେ ମଧ୍ୟ ମାୟାବତୀ ପ୍ରତିକ୍ରିୟା…
୧୫ ଲକ୍ଷ ବଦଳରେ ୧୫ଶହ ଦେଉଛି ଭାଜପା: ଆଦିତ୍ୟ ଠାକରେ
ମୁମ୍ବାଇ,୨୬।୮: ଶିବସେନା (ୟୁବିଟି) ନେତା ଆଦିତ୍ୟ ଠାକରେ ‘ଲାଡକି ବାହିନ’ ଯୋଜନାକୁ ନେଇ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛନ୍ତି। ସେ କହିଛନ୍ତି ଯେ କଳା ଟଙ୍କା ଫେରାଇ ଆଣି ଲୋକଙ୍କ ଆକାଉଣ୍ଟରେ ୧୫ ଲକ୍ଷ ଟଙ୍କା ଜମା କରିବା କଥା କହିଥିବା…
ଭାଜପା ବିରୋଧରେ ପ୍ରଚାର ପତ୍ର ବାଣ୍ଟିଲା ବିଜେଡି
ବ୍ରହ୍ମପୁର,୨୬।୮(ନରସିଂହ ସାହୁ): ଭାଜପା ଗତ ନିର୍ବାଚନୀ ସଂକଳ୍ପପତ୍ରରେ ହିତାଧିକାରୀଙ୍କ ଭତ୍ତା ବୃଦ୍ଧି କରାଯିବାର ପ୍ରତିଶ୍ରୁତି ଦେଇଥିଲା। ରାଜ୍ୟରେ ସରକାର ଗଠନ ପରେ ଭାଜପା ତାହା ଭୁଲି ଯାଇଛି। ଏହାର ପ୍ରତିବାଦରେ ବ୍ରହ୍ମପୁରରେ ବିଜେଡି ପକ୍ଷରୁ ପ୍ରଚାର ପତ୍ର (ଲିଫଲେଟ) ମାଧ୍ୟମରେ ମୋହନ…
ଅଙ୍ଗନୱାଡି କର୍ମୀଙ୍କୁ କୋର୍ଟ ଚାଲାଣ
ବୁଗୁଡ଼ା,୨୬।୮(କାଳିଚରଣ ଦାଶ):କୋର୍ଟରେ ଜୁନିୟର୍ ଟାଇପିଷ୍ଟ ପଦ ପାଇଁ ନକଲି ନିଯୁକ୍ତି ପତ୍ର ଦେଇ ଲକ୍ଷାଧିକ ଟଙ୍କା ଠକେଇ ହୋଇଥିବା ଅଭିଯୋଗ ହୋଇଥିଲା। ଠକାମୀର ଶିକାର ହୋଇଥିବା ଯୁବକ ସମେତ ୩ ଜଣଙ୍କୁ ପୋଲିସ ପୂର୍ବରୁ ଗିରଫ କରି କୋର୍ଟ ଚାଲାଣ କରିଥିଲା।…
Archives


