Home Left

ଅଳଙ୍କାର ଦୋକାନ ଲୁଟ୍‌ ଘଟଣାର ପର୍ଦ୍ଦାଫାଶ କଲା ପୋଲିସ 

ଧରାକୋଟ,୨୬ା୮(ବିଷ୍ଣୁ କେଶରୀ ଆଚାର୍ଯ୍ୟ): ଗଞ୍ଜାମ ଜିଲା ଧରାକୋଟ ଥାନା ଅଧୀନ ସୁନାମୋହି ଗ୍ରାମରେ ଗତ ଜୁଲାଇ ମାସରେ ରୁଦ୍ରସାଇ ଦୋକାନରୁ ସୁନା ଅଳଙ୍କାର ଲୁଟ୍‌ ହୋଇଥିଲା। ଏହି ଘଟଣାର ସୋମବାର ପର୍ଦ୍ଦାଫାଶ ହୋଇଛି। ଏଥିରେ ୫ ଜଣ ଅଭିଯୁକ୍ତ ଗିରଫ ହୋଇଥିବା…

ବିବାହକୁ ନେଇ କ’ଣ ଯୋଜନା ଅଛି? ରାହୁଲଙ୍କୁ ଏଭଳି ପଚାରିଲେ କଶ୍ମୀରୀ ଯୁବତୀ, ଉତ୍ତରରେ କଂଗ୍ରେସ ନେତା କହିଲେ…

ନୂଆଦିଲ୍ଲୀ,୨୬।୮: କଂଗ୍ରେସ ନେତା ରାହୁଲ ଗାନ୍ଧୀ ଶ୍ରୀନଗରରେ କଶ୍ମୀରୀ ଝିଅମାନଙ୍କ ସହ କଥାବାର୍ତ୍ତା ସମୟରେ କହିଛନ୍ତି, ତାଙ୍କର ବିବାହ କରିବାର କୌଣସି ଯୋଜନା ନାହିଁ, କିନ୍ତୁ ଯଦି ବିବାହ ହୁଏ ତେବେ ଠିକ ଅଛି। ରାହୁଲ ଗାନ୍ଧୀ ଏହା ମଧ୍ୟ କହିଛନ୍ତି…

ଭଡାଟିଆ ମହିଳାଙ୍କୁ ମାଡ଼ ମାରି ଘରେ ତାଲା ପକାଇ ଦେଲେ ମାଲିକ, ଆଉ ତା’ପରେ

ନୀଳଗିରି,୨୬।୮ବାଲେଶ୍ୱର ଜିଲା ନୀଳଗିର ଅଞ୍ଚଳରୁ ଏକ ସୋମବାର ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଭଡାରେ ରହୁଥିବା ଜଣେ ମହିଳାଙ୍କୁ ଘର ମାଲିକ ମାଡ଼ ମାରି ଘରେ ତାଲା ପକାଇ ଦେଇଥିବା ଅଭିଯୋଗ ହୋଇଛି। ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି…

ଚିକିଟି ମଦମୃତ୍ୟୁ ମାମଲା: ଫେରାର ଥିବା ଆଉ ଜଣେ ଅଭିଯୁକ୍ତ ଗିରଫ

ଚିକିଟି,୨୬ା୮(ପ୍ରକାଶ ଚନ୍ଦ୍ର ସାହୁ): ଗଞ୍ଜାମ ଜିଲା ଚିକିଟି ବ୍ଲକ ଅଧୀନ ମାଉନ୍ଦପୁର ଗ୍ରାମରେ ଘଟିଥିବା ବିଷାକ୍ତ ମଦମୃତ୍ୟୁ ଘଟଣାରେ ଗିରଫ ସଂଖ୍ୟା ୧୦ରେ ପହଞ୍ଚିଛି। ଏହି ଘଟଣାରେ ଫେରାର ଥିବା ଅନ୍ୟ ଜଣେ ଅଭିଯୁକ୍ତଙ୍କୁ ସୋମବାର ଗିରଫ କରାଯାଇଛି। ସେ ହେଲେ…

ଅଭିଷେକଙ୍କ ଯୋଗୁ ଫିଲ୍ମରୁ ଦୂରେଇ ଗଲେ ଐଶ୍ୱର୍ଯ୍ୟା? ପ୍ରଶ୍ନରେ ଏଭଳି ଜବାବ ଦେଲେ ଅଭିନେତ୍ରୀ, ଯାହାକୁ ଶୁଣି ସ୍ବାମୀ ଦେଲେ…

ମୁମ୍ବାଇ: ଐଶ୍ୱର୍ଯ୍ୟା ରାୟ ବଚ୍ଚନ ଏବଂ ଅଭିଷେକ ବଚ୍ଚନଙ୍କ ସମ୍ପର୍କକୁ ନେଇ ଗତ କିଛି ମାସ ଧରି ବିଭିନ୍ନ କଳ୍ପନାଜଳ୍ପନା କରାଯାଉଥିଲା। କୁହାଯାଉଥିଲା ଯେ ଦୁହେଁ ଛାଡପତ୍ର ହେବାକୁ ଯାଉଛନ୍ତି। ଐଶ୍ୱର୍ଯ୍ୟା ତାଙ୍କ ଶାଶୁ ଜୟା ବଚ୍ଚନ ଏବଂ ନଣନ୍ଦ ଶ୍ୱେତା…

ସ୍ତ୍ରୀ-୨ ପାଇଁ କେତେ ଟଙ୍କା ନେଇଛନ୍ତି ଷ୍ଟାର୍‌କାଷ୍ଟ, ଜାଣନ୍ତୁ…

ମୁମ୍ବାଇ: ଅମର କୌଶିକଙ୍କ ନିର୍ଦ୍ଦେଶିତ ହରର୍‌ କମେଡି ସ୍ତ୍ରୀ-୨ ବଡ଼ ହିଟ ହୋଇଛି। ଏହି ଫିଲ୍ମ ୧୫ ଅଗଷ୍ଟରେ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିଥିଲା। ଏହି ଚଳଚ୍ଚିତ୍ରରେ ରାଜକୁମାର ରାଓ, ଶ୍ରଦ୍ଧା କପୁରଙ୍କ ସହ ଅଭିଷେକ ବାନାର୍ଜୀ, ଅପାରଶକ୍ତି ଖୁରାନା ଏବଂ ପଙ୍କଜ…

ସମ୍ପତ୍ତି ଭାଗ ନ ହେବାରୁ ବାପାଙ୍କୁ କାନ୍ଧ ଦେଲାନି ପୁଅ

ଭଦ୍ରକ, ୨୬।୮(ସନାତନ ରାଉତ ): ବାପା ସମ୍ପତ୍ତି ଭାଗ ନ ହେବାରୁ କାନ୍ଧ ଦେଲାନି ପୁଅ l ଶେଷରେ ବଡବାପା ପୁଅ ଓ ଗାଁ ଲୋକଙ୍କୁ ସାଥୀରେ ନେଇ ଅନ୍ତିମ ସତ୍କାର କରିଛନ୍ତି ଝିଅ l ଏପରି ଏକ ଅଭାବନୀୟ ଘଟଣା…

କୂଅରେ ପଡ଼ିଗଲେ ୫ ବାର୍‌ହା ଛୁଆ, ଆଉ ତାପରେ…

ଖଡ଼ିଆଳ,୨୬ା୮(ସୁଜିତ କୁମାର ପ୍ରଧାନ): ନୂଆପଡ଼ା ଜିଲା ଖଡ଼ିଆଳ ବ୍ଲକ ଗଡ୍ରାମୁଣ୍ଡା ଅଞ୍ଚଳରେ ଗତ କିଛିଦିନ ହେଲା ବାର୍‌ହା ଉପଦ୍ରବ ଲାଗିରହିଛି। ବାର୍‌ହା ପଲ ଲୋକଙ୍କ ବାରିରେ ପଶି ମକା ଓ ପନିପରିବା ଚାଷ ନଷ୍ଟ କରୁଛନ୍ତି। ଏହାକୁ ନେଇ ଚାଷୀମାନେ ଚିନ୍ତାରେ…

ଟେଲିଗ୍ରାମ ସିଇଓଙ୍କ ଗିରଫ ପଛରେ ରହସ୍ୟମୟୀ ମହିଳା; ହୋଇପାରନ୍ତି ଇସ୍ରାଏଲି ଗୋଇନ୍ଦା ମୁସାଦ ଏଜେଣ୍ଟ

ନୂଆଦିଲ୍ଲୀ,୨୬।୮: ଟେଲିଗ୍ରାମ ସିଇଓ ତଥା ପ୍ରତିଷ୍ଠାତା ପାଭେଲ ଡୁରୋଭଙ୍କୁ ଏୟାରପୋର୍ଟରୁ ଗିରଫ କରିଛି ପ୍ୟାରିସ ପୋଲିସ। ଏହି ବିତ୍ତଶାଳି ବ୍ୟବସାୟୀ, ଯାହାଙ୍କୁ ରୁଷିଆର ମାର୍କ ଜୁକରବର୍ଗ ବୋଲି କୁହାଯାଏ, ଟେଲିଗ୍ରାମରେ ଅପରାଧିକ କାର୍ଯ୍ୟକଳାପର ପ୍ରସାର ସମେତ ପ୍ରାୟ ୯୦୦ ନିୟୁତ ସକ୍ରିୟ…

ଚୋରି ମେଶିନ ଉଦ୍ଧାର, ଅଭିଯୁକ୍ତଙ୍କୁ ଖୋଜୁଛି ପୋଲିସ

ମୋରଡା,୨୬।୮(ସ୍ମାରକ ମାଜୀ): ମୟୂରଭଞ୍ଜ ଜିଲା ମୋରଡ଼ା ଥାନା ଅଧୀନ କୋହି ପଞ୍ଚାୟତ ରାଇଡିହା ଗ୍ରାମରେ ବସୁଧା ଯୋଜନାରେ ଏକ ପାଣି ଟାଙ୍କିର ନିର୍ମାଣ କାର୍ଯ୍ୟ ଚାଲିଛି। କାର୍ଯ୍ୟରେ ଏକ ଲିଫ୍ଟ ମିକ୍ସଚର ମେଶିନ ନିୟୋଜିତ ହୋଇଥିଲା। ଯାହାର ଆନୁମାନିକ ମୂଲ୍ୟ ୪ଲକ୍ଷ…

ଆଇପିଏଲ ପୂର୍ବରୁ ବଡ଼ ଖବର: ପଞ୍ଜାବ କିଙ୍ଗ୍ସରେ ଶିଖର ଧାୱନଙ୍କ ସ୍ଥାନ ନେବେ ରୋହିତ ଶର୍ମା! ଜୋର୍‌ ଧରିଲା ଚର୍ଚ୍ଚା

ନୂଆଦିଲ୍ଲୀ,୨୬।୮: ଇଣ୍ଡିଆନ ପ୍ରିମିୟର ଲିଗ ୨୦୨୫ ପୂର୍ବରୁ ଏକ ଗୁରୁତ୍ୱପୂର୍ଣ୍ଣ ଖବର ସାମ୍ନାକୁ ଆସିଛି । ମେଗା ନିଲାମରେ ରୋହିତ ଶର୍ମାଙ୍କୁ ଦେଖିବାକୁ ମିଳିପାରେ। ଯଦି ମୁମ୍ବାଇ ଇଣ୍ଡିଆନ୍ସ ତାଙ୍କୁ ମୁକ୍ତ କରେ ତେବେ ପଞ୍ଜାବ କିଙ୍ଗସ ତାଙ୍କୁ ଯେକୌଣସି ମୂହୁର୍ତ୍ତରେ…

ସନ୍ୟାସ ନେବା ପରେ ବଡ଼ ନିଷ୍ପତ୍ତି ନେଲେ ଶିଖର ଧାୱନ, ଏହି ଲିଗ୍‌ରେ…

ନୂଆଦିଲ୍ଲୀ,୨୬।୮: ପ୍ରାୟ ଦେଢ ଦଶନ୍ଧି ଧରି ଭାରତୀୟ କ୍ରିକେଟରେ ନିଜର ଶକ୍ତି ପ୍ରଦର୍ଶନ କରିବା ପରେ ଟିମ ଇଣ୍ଡିଆର ଗବର ତଥା ଶିଖର ଧାୱନ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ଘୋଷଣା କରିଛନ୍ତି। ପୂର୍ବତନ ଭାରତୀୟ ଓପନର୍‌ ଅବସର ନେବା ପରେ ସୋମବାର…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri