‘ଭାରତରେ ହେବ ମହିଳା ହକି ଇଣ୍ଡିଆ ଲିଗ୍’
ଭୁବନେଶ୍ୱର, ୨୭।୮ (ତପନ ସ୍ବାଇଁ): ଭାରତରେ ହେବ ମହିଳା ହକି ଇଣ୍ଡିଆ ଲିଗ୍। ଏହା ଆସନ୍ତା ଡିସେମ୍ବରରେ ଆରମ୍ଭ ହୋଇ ଫେବୃୟାରୀ ପର୍ଯ୍ୟନ୍ତ ଚାଲିବ। ଏହି ସର୍ବପ୍ରଥମ ମହିଳା ଲିଗ୍ରେ ୬ଟି ଫ୍ରାଞ୍ଚାଇଜ୍ ଦଳ ଭାଗନେବେ। ବିଶ୍ୱର ଶ୍ରେଷ୍ଠ ୧୬ଟି ହକି…
ପ୍ରଜାକୋର୍ଟରେ ଯୁବକଙ୍କୁ ମାରିଦେଲେ ମାଓବାଦୀ
ମାଲକାନଗିରି,୨୭।୮ (ଦୁର୍ଯ୍ୟୋଧନ ପାତ୍ର): ଛତିଶଗଡ଼ର ବିଜାପୁର ଜିଲାର ଭୈରମଗଡ଼ରେ ମାଓବାଦୀମାନେ ଏକ ପ୍ରଜା କୋର୍ଟକରି ଜଣେ ଯୁବକଙ୍କୁ ହତ୍ୟା କରିଥିବା ସୂଚନା ମିଳିଛି। ପୋଲିସ ଇନ୍ଫର୍ମର ଅଭିଯୋଗରେ ମାଓବାଦୀମାନେ ଯୁବକଙ୍କୁ ହତ୍ୟାଦଣ୍ଡରେ ଦଣ୍ଡିତ କରିଛନ୍ତି। ସୂଚନା ଅନୁଯାୟୀ, ମାଓବାଦୀ ସଙ୍ଗଠନ ଭୈରମଗଡ଼…
ସମୁଦ୍ରରେ ଫସିଛନ୍ତି ୧୨ ମତ୍ସ୍ୟଜୀବୀ
ଅସ୍ତରଙ୍ଗ,୨୭।୮(ପ୍ରଦୀପ୍ତ କୁମାର ଦୀକ୍ଷିତ): ପୁରୀ ଜିଲା ଅସ୍ତରଙ୍ଗର ନୂଆଗଡ଼ ଜେଟି ନିକଟରୁ ଚାରିଦିନ ତଳେ ମା’ କାଳୀ ଏବଂ ମା’ ପାର୍ବତୀ ନାମକ ଦୁଇଟି ବୋଟ ସମୁଦ୍ରକୁ ମାଛ ଧରିବାକୁ ଯାଇଥିଲା। ଶନିବାର ସକାଳେ ମା’ କାଳୀ ବୋଟ୍ ଦେବୀନଦୀ ମୁହାଣ…
ଆଜିଠୁ ୩ ଦିନିଆ ଓଡ଼ିଶା ଗସ୍ତରେ ଆସିବେ ଇଡି ନିର୍ଦ୍ଦେଶକ
ଭୁବନେଶ୍ୱର,୨୭।୮(ସତ୍ୟଜିତ୍ ରାଉତ):ଆଜିଠୁ ୩ ଦିନିଆ ଓଡ଼ିଶା ଗସ୍ତରେ ଆସିବେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ନିର୍ଦ୍ଦେଶକ ରାହୁଲ ନବୀନ। ଅଗଷ୍ଟ ୨୭ରୁ ୨୯ତାରିଖ ଯାଏ ସେ ଓଡ଼ିଶାରେ ରହିବାର କାର୍ଯ୍ୟକ୍ରମ ରହିଛି। ରାହୁଲ ମଙ୍ଗଳବାର ସା ୭ଟା ୫୫ରେ ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚତ୍ବେ।…
ଶିବଜୀ ମହାରାଜଙ୍କ ମୂର୍ତ୍ତି ଭଙ୍ଗା ଘଟଣାର ହେବ ଯାଞ୍ଚ
ନୂଆଦିଲ୍ଲୀ,୨୭।୮: ମହାରାଷ୍ଟ୍ର ସିନ୍ଧୁଦର୍ଗ ଜିଲାର ରାଜକୋଟ ଦୁର୍ଗରେ ଛତ୍ରପତି ଶିବାଜୀ ମହାରାଜଙ୍କ ୩୫ଫୁଟ ଉଚ୍ଚର ପ୍ରତିମୂର୍ତ୍ତି ସୋମବାର ପ୍ରବଳ ପବନ ଯୋଗୁଁ ଭୁଶୁଡି ପଡିଛି। ଗତ ବର୍ଷ (୪ ଡିସେମ୍ବର ୨୦୨୩) ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ପ୍ରତିମୂର୍ତ୍ତିକୁ ଉନ୍ମୋଚନ କରିଥିଲେ।…
ଫୋପାଡି ଥିଲେ ଗରମପାଣି, ହେଲେ ନିଲମ୍ବିତ
ବାରିପଦା(ନୀଳାଦ୍ରି ବିହାରୀ ଦଣ୍ଡପାଟ)/ବାଙ୍ଗିରିପୋଷି (ସଞ୍ଜୟ କୁମାର ଅଗ୍ରଓ୍ବାଲା), ୨୭।୮: ବିଳମ୍ବରେ ଅଫିସ ଆସିଲେ ବୋଲି ଅଗ୍ନିଶମ ବିଭାଗର ହାବିଲଦାର ଜଣେ ତଳିଆ କର୍ମଚାରୀଙ୍କ ଉପରକୁ ଗରମ ପାଣି ଫିଙ୍ଗିବା ଆଲୋଚ୍ୟର ବିଷୟ ପାଲଟିଛି। ମୟୂରଭଞ୍ଜ ଜିଲା ବାଙ୍ଗିରିପୋଷି ଅଗ୍ନିଶମ ବିଭାଗ କାର୍ଯ୍ୟାଳୟ…
ସ୍ବାମୀ ଲକ୍ଷ୍ମଣାନନ୍ଦ ସରସ୍ବତୀଙ୍କ ହତ୍ୟା ଘଟଣା: ସାର୍ବଜନୀନ ହେବ ରିପୋର୍ଟ ଏମିତି କହିଲେ…
ଭୁବନେଶ୍ୱର,୨୭।୮(ଅନିଲ ଦାସ): ସ୍ବାମୀ ଲକ୍ଷ୍ମଣାନନ୍ଦ ସରସ୍ବତୀଙ୍କ ହତ୍ୟା ଘଟଣାର ତଦନ୍ତ କମିଶନ ରିପୋର୍ଟକୁ ରାଜ୍ୟ ସରକାର ସାର୍ବଜନୀନ କରିବେ। ମୁଖ୍ୟମନ୍ତ୍ରୀଙ୍କ ସହ ଏ ନେଇ ଆଲୋଚନା ହୋଇଛି। ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ସୋମବାର ଗଣମାଧ୍ୟମକୁ ଏଭଳି ସୂଚନା ଦେଇଛନ୍ତି। ମନ୍ତ୍ରୀ…
ଆସୁଛି ଆଉ ଏକ ଲଘୁଚାପ: ପ୍ରବଳରୁ ଅତି ପ୍ରବଳ ବର୍ଷିବ
ଭୁବନେଶ୍ୱର,୨୭।୮(ଅନୁରାଧା ମହାରଣା): ଗାଙ୍ଗେୟ ପଶ୍ଚିମବଙ୍ଗ ଅଞ୍ଚଳରେ ସୃଷ୍ଟି ହୋଇଥିବା ଲଘୁଚାପ ଓ ଦକ୍ଷିଣପୂର୍ବ ବଙ୍ଗୋପସାଗରରୁ ଉତ୍ତରପୂର୍ବ ବଙ୍ଗୋପସାଗର ପର୍ଯ୍ୟନ୍ତ ବ୍ୟାପିଥିବା ମନ୍ସୁନ୍ ଟ୍ରପ୍ ଲାଇନ ପାଇଁ ବର୍ଷା ଜାରି ରହିଛି। ତେବେ ସୃଷ୍ଟ ଲଘୁଚାପ ୨୮ ତାରିଖ ମଧ୍ୟରେ ପଶ୍ଚିମ-ଉତ୍ତରପଶ୍ଚିମ ଦିଗରେ…
ଆଲ୍ଜିମର୍ସ ଓ ହୃଦ୍ରୋଗର ସମାନ ଆନୁବଂଶିକ ଉତ୍ପତ୍ତି
ବାସେଲ,୨୭ା୮: ମଣିଷ ଶରୀରରେ ଥିବା ହୃଦୟର ସ୍ଥିତି ସହ ଜଡ଼ିତ ଜିନ୍ ଆଲଜିମର୍ସ ରୋଗରେ ମଧ୍ୟ ଏକ ପ୍ରମୁଖ ଭୂମିକା ଗ୍ରହଣ କରିପାରେ ବୋଲି ଇଣ୍ଟରନ୍ୟାଶ୍ନାଲ୍ ଜର୍ନାଲ ଅଫ୍ ମଲିକୁଲାର ସାଇନ୍ସରେ ପ୍ରକାଶିତ ଏକ ଅଧ୍ୟୟନରୁ ଜଣାପଡ଼ିଛି। ଏହି ଅଧ୍ୟୟନ କରିଥିବା ଗବେଷକମାନେ…
୯ ବର୍ଷରେ ୯୨ ଅଫିସର ବହିଷ୍କୃତ
ନୂଆଦିଲ୍ଲୀ,୨୬ା୮: ୨୦୧୦ରୁ ୨୦୧୯ ପର୍ଯ୍ୟନ୍ତ ୯ ବର୍ଷ ମଧ୍ୟରେ ଜାଲ୍ ପ୍ରମାଣପତ୍ର ଦେଇ ସରକାରୀ ଚାକିରି କରିଥିବା ନେଇ ୧,୦୮୪ଟି ଅଭିଯୋଗ ହୋଇଥିଲା। ସେମାନଙ୍କ ମଧ୍ୟରୁ ୯୨ ଜଣ ଅଫିସରଙ୍କୁ ଚାକିରିରୁ ବହିଷ୍କାର କରାଯାଇଛି। ସୂଚନା ଅଧିକାର ଆଇନ (ଆର୍ଟିଆଇ) ବଳରେ କାର୍ମିକ…
ଗାଡ଼ିରୁ ମିଳିଲା ୫୦ କେଜି ସୁନା, ୨ କୁଇଣ୍ଟାଲ ରୁପା
ଭୁବନେଶ୍ୱର,୨୭ା୮(ସତ୍ୟଜିତ୍ ରାଉତ): ଭୁବନେଶ୍ୱର ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦର ନିକଟରୁ ସୋମବାର ୫୦ କେଜି ସୁନା ଓ ୨୦୦ କେଜି ରୁପା ଜବତ ହୋଇଛି। ଦୁଇଟି ଲଜିଷ୍ଟିକ୍ ଗାଡ଼ିରୁ ବାଣିଜ୍ୟ କର ଏବଂ ଦ୍ରବ୍ୟ ଓ ସେବାକର (ସିଟି ଆଣ୍ଡ ଜିଏସ୍ଟି) ଏନ୍ଫୋର୍ସମେଣ୍ଟ…
ଦିନକରେ ୨ ଲକ୍ଷ କୋଟି ଯୋଡ଼ିଲେ ନିବେଶକ
ନୂଆଦିଲ୍ଲୀ,୨୭।୮ (ଅଭୟ ଦାଶ): ଭୂ ରାଜନୈତିକ ସମସ୍ୟା ଓ ଦର ବୃଦ୍ଧି ସମସ୍ୟା ମଧ୍ୟରେ ଭାରତୀୟ ନିବେଶ ବଜାର ବେଶ୍ ଉତ୍ସାହଜନକ ରହିଛି। ଏପରିକି ଘରୋଇ ଶେୟାର ବଜାରର ନିବେଶକ ଦିନକରେ ୨ଲକ୍ଷ କୋଟି ଟଙ୍କାରୁ ଅଧିକ ପୁଞ୍ଜି ବଜାରରେ ଯୋଡ଼ିଛନ୍ତି। ଉଲ୍ଲେଖଯୋଗ୍ୟ,…
Archives


