Home Left

ମମତାଙ୍କ ପାଇଁ ଫାଶୀ ସଦୃଶ ନବନ୍ନା, ଜାଣନ୍ତୁ କ’ଣ ଏହି ନବନ୍ନା

କୋଲକତା,୨୭।୮: କୋଲକାତା ଆରଜି କର ହସ୍ପିଟାଲରେ ଜଣେ ମହିଳା ଡାକ୍ତରଙ୍କୁ ବଳାତ୍କାର ଓ ହତ୍ୟା ମାମଲାରେ ପଶ୍ଚିମବଙ୍ଗରେ ଉତ୍ତେଜନା ଦେଖାଦେଇଛି। ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଇସ୍ତଫା ଦାବିରେ ଛାତ୍ର ସଂଗଠନ ମଙ୍ଗଳବାର, ଅଗଷ୍ଟ ୨୭ରେ କୋଲକାତାର ‘ନବନ୍ନା ଅଭିଜାନ’ ବା ନବନ୍ନା…

ଭଦ୍ରକ ଡେଙ୍ଗୁ ଆତଙ୍କ: ଆକ୍ରାନ୍ତଙ୍କ ସଂଖ୍ୟା ଶହେ ଟପିଲା

ଭଦ୍ରକ,୨୭ା୮(ସନାତନ ରାଉତ): ଭଦ୍ରକ ଜିଲାରେ ଡେଙ୍ଗୁ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ି ଚାଲିଛି। ଗତ ୨ ମାସ ମଧ୍ୟରେ ଡେଙ୍ଗୁ ଆକ୍ରାନ୍ତଙ୍କ ସଂଖ୍ୟା ଶହେ ଟପିଛି। ଜୁଲାଇରେ ଆକ୍ରାନ୍ତଙ୍କ ସଂଖ୍ୟା ୩୧ ଥିବାବେଳେ ଅଗଷ୍ଟରେ ଏପର୍ଯ୍ୟନ୍ତ ୭୬ରେ ପହଞ୍ଚିଛି। ଏବେ ସୁଦ୍ଧା ଜିଲାରେ…

ମହିଳାଙ୍କୁ ସୁରକ୍ଷା ଦେବାରେ ପଶ୍ଚିମବଙ୍ଗ ସରକାର ବିଫଳ, କାହିଁକି ଏମିତି କହିଲେ…

ନୂଆଦିଲ୍ଲୀ,୨୭।୮: ପଶ୍ଚିମବଙ୍ଗରେ ୪୮,୬୦୦ ବଳାତ୍କାର ଏବଂ ପୋକ୍‌ସୋ ମାମଲା ବିଚାର ଅପେକ୍ଷାରେ ପଡ଼ି ରହିଥିବାବେଳେ ମମତା ବାନାର୍ଜୀ ସରକାର ଅବଶିଷ୍ଟ ୧୧ଟି ଫାଷ୍ଟ-ଟ୍ରାକ୍‌ କୋର୍ଟ ପ୍ରତିଷ୍ଠା କରିବାରେ ବିଫଳ ହୋଇଥିବା କେନ୍ଦ୍ର କହିଛି। ମହିଳା ଓ ଝିଅମାନଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ନିରାପତ୍ତା…

ନିଛାଟିଆ ଘରୁ ଶୁଭିଲା ମହିଳାଙ୍କ ଚିତ୍କାର: ପୋଲିସ ପହଞ୍ଚିବା ପରେ…

ନୀଳଗିରି, ୨୭।୦୮(ପ୍ରଶାନ୍ତ କୁମାର ବିଶ୍ବାଳ): ନିଛାଟିଆ ଗୃହରୁ ମହିଳାଙ୍କୁ ଉଦ୍ଧାର କରିଛି ନୀଳଗିରି ପୋଲିସ। ଏମିତି ଏକ ଘଟଣା ନୀଳଗିରି ଥାନା ଅଧୀନ ସିଆଡିମାଳ ଗ୍ରାମରେ ଦେଖିବାକୁ ମିଳିଛି। ସୂଚନା ମୁତାବକ ଗତ ସୋମବାର ସନ୍ଧ୍ୟା ସମୟରେ ନୀଳଗିରି ଥାନା ସିଆଡିମାଳ…

ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ କଂଗ୍ରେସ ବିଧାୟକ ଦଳ ନେତା

ଭୁବନେଶ୍ୱର,୨୭।୮(ଅନିଲ ଦାସ): ରାଜ୍ୟରେ ଅନୁସୂଚିତ ଜାତି, ଜନଜାତି ଓ ପଛୁଆବର୍ଗଙ୍କ ସଂରକ୍ଷଣ ଦାବି ନେଇ କଂଗ୍ରେସ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡାମ ସୋମବାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଚିଠି ଲେଖିଛନ୍ତି। ସେଥିରେ ସେ ଉଲ୍ଲେଖ କରିଛନ୍ତି, ଦୀର୍ଘ ବର୍ଷ…

ପୂର୍ବତନ ଆତଙ୍କବାଦୀ, ବିଚ୍ଛିନ୍ନତାବାଦୀ ନେତା ଲଢିବେ ନିର୍ବାଚନ, ଅଫଜଲ ଗୁରୁଙ୍କ ଭାଇ ବି ମଇଦାନରେ

ନୂଆଦିଲ୍ଲୀ,୨୭।୮: ଜମ୍ମୁ-କଶ୍ମୀରରେ ବିଧାନସଭା ନିର୍ବାଚନ ପାଇଁ ତାରିଖ ଘୋଷଣା ସରିଛି। ଏହାକୁ ନେଇ ପ୍ରଚାର ବି ଜୋର ଧରିଲାଣି। ନିର୍ବାଚନ ପାଇଁ ସମସ୍ତ ଦଳ ଜୋରଦାର ପ୍ରସ୍ତୁତି ଚଳାଇଛନ୍ତି। ଏଥର ବହୁ ପୂର୍ବତନ ଆତଙ୍କବାଦୀ, ବିଚ୍ଛିନ୍ନତାବାଦୀ ନେତା ଏବଂ ସେମାନଙ୍କ ସମ୍ପର୍କୀୟମାନେ…

କାନାଡା ପରେ ଭାରତକୁ ବଡ଼ ଝଟ୍‌କା ଦେଲା ଅଷ୍ଟ୍ରେଲିଆ

ସିଡନୀ,୨୭।୮: କାନାଡା ପରେ ଅଷ୍ଟ୍ରେଲିଆ ମଧ୍ୟ ଭାରତୀୟ ଛାତ୍ରମାନଙ୍କୁ ଏକ ବଡ଼ ଝଟକା ଦେଇଛି। ଏଠାରେ ବୃଦ୍ଧି ପାଉଥିବା ଛାତ୍ର ସଂଖ୍ୟାକୁ ନିୟନ୍ତ୍ରଣ କରିବା ପାଇଁ ସରକାର ବର୍ତ୍ତମାନ ପ୍ରସ୍ତୁତି ଚଳାଇଛନ୍ତି। ଅଷ୍ଟ୍ରେଲିଆ ମଙ୍ଗଳବାର କହିଛି ଯେ, ଏହା ୨୦୨୫ ସୁଦ୍ଧା…

ପ୍ରେମିକାଙ୍କୁ ଠକି ଦେଇଥିଲେ, ଆଉ ଏବେ

ରାଜକନିକା, ୨୮।୮(ରବୀନ୍ଦ୍ର କୁମାର ଦାସ/ସଞ୍ଜୟ କୁମାର ଦାଶ): ଜଣେ ଯୁବତୀଙ୍କୁ ବିବାହିତ ଯୁବକ ପ୍ରେମଜାଲରେ ଛନ୍ଦି ଶାରୀରିକ ସମ୍ପର୍କ ରଖିବା ପରେ ପ୍ରତାରଣା କରିଥିଲେ। ଏ ନେଇ ଅଭିଯୋଗ ପରେ ପୋଲିସ ଯୁବକ ଜଣଙ୍କୁ ରବିବାର ଗିରଫକରି ସୋମବାର କୋର୍ଟଚାଲାଣ କରିଛି।…

ଟି-୨୦ ଅଧିନାୟକ ହେବ ସତ୍ତ୍ୱେ ସୂର୍ଯ୍ୟକୁମାରଙ୍କ ସ୍ବପ୍ନ ରହିଗଲା ଅଧୁରା

ନୂଆଦିଲ୍ଲୀ,୨୭।୮: ନିକଟରେ ଶ୍ରୀଲଙ୍କା ବିପକ୍ଷରେ ଖେଳାଯାଇଥିବା ଟି-୨୦ ସିରିଜରେ ସୁର୍ଯ୍ୟକୁମାର ଯାଦବଙ୍କୁ ଭାରତର ଅଗ୍ରଣୀ ଦେଖିବାକୁ ମିଳିଥିଲା। ରୋହିତ ଶର୍ମା ଅନ୍ତର୍ଜାତୀୟ ଟି-୨୦ରୁ ଅବସର ନେବା ପରେ ସୂର୍ଯ୍ୟଙ୍କୁ ଟି-୨୦ ଦଳର ଦାୟିତ୍ୱ ଦିଆଯାଇଥିଲା। ତେବେ ଏହା ପୂର୍ବରୁ ମଧ୍ୟ ସୂର୍ଯ୍ୟ…

ଜୟ ଶାହାଙ୍କ ପରେ କିଏ ହେବେ ବିସିସିଆଇର ସେକ୍ରେଟାରୀ, ଜାଣନ୍ତୁ କାହା ନାଁ ରହିଛି ରେସରେ

ନୂଆଦିଲ୍ଲୀ,୨୭।୮: ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡର ସଚିବ ଜୟ ଶାହାଙ୍କ ନାମ ପୁଣି ଥରେ ଚର୍ଚ୍ଚାରେ ରହିଛି। କ୍ରିକେଟର ସବୁଠାରୁ ବଡ ସଂଗଠନ ଆନ୍ତର୍ଜାତୀୟ କ୍ରିକେଟ ପରିଷଦର ସଭାପତି ପଦ ପାଇଁ ତାଙ୍କର ଦାବି ଦଢ ରହିଛି। ଜୟ ଶାହାଙ୍କୁ ପରବର୍ତ୍ତୀ…

ଚମ୍ପାଇ ସୋରେନ ସାମିଲ ହେଲେ ଭାଜପାକୁ କେତେ ଫାଇଦା, ଜାଣନ୍ତୁ କ’ଣ ରହିଛି ମୋଦିଙ୍କ ମାଷ୍ଟରଷ୍ଟୋକ

ରାଞ୍ଚି,୨୭।୮: ଝାଡଖଣ୍ଡର ମୁଖ୍ୟମନ୍ତ୍ରୀ ଚମ୍ପାଇ ସୋରେନଙ୍କ ସମ୍ପର୍କରେ ଚାଲିଥିବା ସମସ୍ତ କଳ୍ପନାଜଳ୍ପନା ସୋମବାର ଶେଷ ହୋଇଛି। ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ଶର୍ମା ସୋମବାର ବିଳମ୍ବିତ ରାତିରେ ସୂଚନା ଦେଇ କହିଛନ୍ତି, ଚମ୍ପାଇ ସୋରେନ ଶୁକ୍ରବାର (୩୦ ଅଗଷ୍ଟ) ଭାଜପାରେ ଯୋଗଦେବେ।…

ଜାଣନ୍ତୁ କେଉଁଠୁ ପାଇବେ ‘ସୁଭଦ୍ରା’ ଫର୍ମ

ଭୁବନେଶ୍ୱର,୨୭।୮(ବନ୍ଦନା ସେଠୀ): ମହିଳା ଓ ଶିଶୁ ବିକାଶ ବିଭାଗ ପକ୍ଷରୁ ‘ସୁଭଦ୍ରା’ ଯୋଜନାର ଗାଇଡ୍‌ଲାଇନ ଜାରି କରାଯାଇଛି। ଏଥିସହ ବିଭାଗର ପ୍ରମୁଖ ସଚିବ ଶୁଭା ଶର୍ମା ସମସ୍ତ ଜିଲାପାଳ ଏବଂ ମ୍ୟୁନିସିପାଲ କମିଶନରଙ୍କୁ ଚିଠି କରିଛନ୍ତି। ସୁଭଦ୍ରା ଯୋଜନାର ଲାଭ ଯେପରି…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri