Paytm ର ବଡ଼ ଘୋଷଣା, କ୍ରେଡିଟ୍ କାର୍ଡରୁ କରିପାରିବେ ପେମେଣ୍ଟ
ନୂଆଦିଲ୍ଲୀ,୧୪।୧: ପ୍ରୟାଗରାଜରେ ଚାଲିଥିବା ମହାକୁମ୍ଭ ମେଳା ସମୟରେ, ଡିଜିଟାଲ ପେମେଣ୍ଟକୁ ସହଜ କରିବା ପାଇଁ Paytm ଏକ ନୂଆ ସାଉଣ୍ଡବକ୍ସ ଏବଂ QR କୋଡ ସିଷ୍ଟମ ଲଞ୍ଚ କରିଛି। ପେଟିଏ ବର୍ତ୍ତମାନ ‘ଭବ୍ୟ ମହାକୁମ୍ଭ QR’ ଲଞ୍ଚ କରିଛି, ଯାହା ବ୍ୟବସାୟୀ…
ବେଆଇନ ବାଲି ପରିବହନ କରୁଥିବା ଟ୍ରକକୁ ଅଟକାଇଲେ ମନ୍ତ୍ରୀ, କଠୋର କାର୍ଯ୍ୟାନୁଷ୍ଠାନ ପାଇଁ ଦେଲେ ଚେତାବନୀ
ନୟାଗଡ଼, ୧୪।୧: ସୋମବାର ବିଳମ୍ବିତ ରାତିରେ ନୟାଗଡ଼ ଜିଲାର କଣ୍ଟିଲୋ ନିକଟସ୍ଥ ବାରାକୋଲି ଗାଁରେ ବେଆଇନ ବାଲି ପରିବହନରେ ଜଡିତ ଅନେକ ଟ୍ରକକୁ ଖଣି ମନ୍ତ୍ରୀ ବିଭୂତି ଭୂଷଣ ଜେନା ଅଟକାଇଛନ୍ତି। ରିପୋର୍ଟ ଅନୁଯାୟୀ, ବେଆଇନ ବାଲି ପରିବହନ କରୁଥିବା ଏକ…
ମହାପ୍ରଭୁଙ୍କୁ କ୍ଷମା ମାଗିଲେ କଂସ, ମହୋଦଧିରେ ବୁଡ ପକାଇ…
ପୁରୀ,୧୪।୧: ବରଗଡ଼ ଧନୁଯାତ୍ରା ମହୋତ୍ସବ ସୋମବାର ଉଦଯାପିତ ହୋଇଛି। ଦୀର୍ଘ ୧୧ଦିନ ବ୍ୟାପି ହୋଇଥିବା ଏହି ମହୋତ୍ସବରେ ଗତକାଲି କଂସବଧ ହୋଇଛି। କଂସବଧ ପରେ ଉଗ୍ରସେନଙ୍କ ରାଜ୍ୟାଭିଷେକ ହୋଇଥିଲା ଏବଂ ଚଳିତବର୍ଷ ଧନୁଯାତ୍ରା ମହୋତ୍ସବ ସରିଥିଲା। ତେବେ ଏହାପରେ ପୁରୀରେ ପହଞ୍ଚଛନ୍ତି…
ବିବାହିତ ହୋଇପାରିବେ କି ନାଗାସାଧୁ? ସାଧୁ ହେବାକୁ ଦେବାକୁ ପଡେ ଅଗ୍ନି ପରୀକ୍ଷା
ଆଜି ପ୍ରୟାଗରାଜରେ ମହାକୁମ୍ଭର ଦ୍ୱିତୀୟ ଦିନ। ସଙ୍ଗମ କୂଳ ନିକଟରେ ଏବେ କୋଟି କୋଟି ଲୋକଙ୍କ ଗଙ୍ଗା ସ୍ନାନ କରିବା ପାଇଁ ଦେଶର ପ୍ରତ୍ୟେକ କୋଣରୁ ନାଗା ସାଧୁମାନେ ଏଠାକୁ ଆସିଛନ୍ତି। ଏହି ନାଗା ସାଧୁମାନେ ଲୋକଙ୍କ ମଧ୍ୟରେ ଆକର୍ଷଣର କେନ୍ଦ୍ର…
ପରମାଣୁ ଶକ୍ତି ଦିଗରେ ଭାରତ ନେଲା ବଡ଼ ପଦକ୍ଷେପ: ଟେନ୍ସନ୍ରେ ଚାଇନା-ପାକିସ୍ତାନ
ନୂଆଦିଲ୍ଲୀ,୧୪।୧: କେନ୍ଦ୍ର ସରକାର ପରମାଣୁ ଶକ୍ତି ଆୟୋଗ (ଏଇସି) ପୁନଃଗଠନ କରିଛନ୍ତି। ଏଥିରେ ଟିଭି ସୋମନାଥନ ଏବଂ ମନୋଜ ଗୋଏଲ ଅଛନ୍ତି। ଦୁହେଁ କ୍ୟାବିନେଟ ସଚିବ ଏବଂ ବ୍ୟୟ ସଚିବ ପଦବୀରେ କାର୍ଯ୍ୟ କରିଛନ୍ତି। ଗତ ବର୍ଷ ଅକ୍ଟୋବର ୨୧ରେ ଜାରି…
ଦିନକୁ କେତେ ଘଣ୍ଟା ମୋବାଇଲ୍ ଦେଖନ୍ତି ବିରାଟ…ଜାଣିଲେ ହେବେ ଆଶ୍ଚର୍ଯ୍ୟ
ବିରାଟ କୋହଲି କେବଳ ଭାରତ ପାଇଁ ନୁହେଁ ବରଂ ବିଶ୍ୱ ପାଇଁ ପ୍ରେରଣା ପାଲଟିଛନ୍ତି। କ୍ରିକେଟ ବ୍ୟତୀତ ବ୍ୟକ୍ତିଗତ ଜୀବନରେ ମଧ୍ୟ କୋହଲି ବେଶ୍ ଶୃଙ୍ଖଳିତ। ତାଙ୍କଠାରୁ ସମସ୍ତେ ପ୍ରେରଣା ନେଇପାରିବେ। କୋହଲି ତାଙ୍କର କାର୍ଯ୍ୟ ନୀତି ପାଇଁ ମଧ୍ୟ ଜଣାଶୁଣା।…
କୋହଲି-ରୋହିତଙ୍କ ଅବସର କଳ୍ପନାଜଳ୍ପନା ମଧ୍ୟରେ କପିଲ ଦେବ ଦେଲେ ଆଶ୍ଚର୍ଯ୍ୟଜନକ ବୟାନ
ନୂଆଦିଲ୍ଲୀ,୧୪।୧: ଆଜିକାଲି ଭାରତୀୟ ଅଧିନାୟକ ରୋହିତ ଶର୍ମା ଏବଂ ପୂର୍ବତନ ଅଧିନାୟକ ବିରାଟ କୋହଲିଙ୍କ ଅବସରକୁ ନେଇ କଳ୍ପନାଜଳ୍ପନା ଜୋର ଧରିଛି। ଜୁନ ୨୦୨୪ରେ ଟି-୨୦ ବିଶ୍ୱକପ୍ ଟାଇଟଲ ଜିତିବା ପରେ ଉଭୟ କିମ୍ବଦନ୍ତୀ ଟି-୨୦ ଆନ୍ତର୍ଜାତୀୟକୁ ଅଲବିଦା କହିସାରିଛନ୍ତି ଏବଂ…
ବିଏସ୍କେୱାଇକୁ ନେଇ ବର୍ଷିଲେ ଆଇନମନ୍ତ୍ରୀ, କହିଲେ…
ଭୁବନେଶ୍ୱର,୧୪।୧: ଓଡ଼ିଶାରେ ଆୟୁଷ୍ମାନ ଭାରତ ଯୋଜନା ଲାଗୁ ହେବା ଲାଗି ଚୁକ୍ତିନାମା ସ୍ବାକ୍ଷରିତ ହେବା ପରେ ପୂର୍ବ ସରକାରଙ୍କ ଉପରେ ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ବର୍ଷିଛନ୍ତି । ସେ କହିଛନ୍ତି, ପୂର୍ବରୁ ବିଭିନ୍ନ ସ୍ଥାନରେ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ କାର୍ଡ…
ଷ୍ଟାଡିୟମରେ ପଶି ରୋହିତଙ୍କୁ ଜବରଦସ୍ତି ଚୁମ୍ବନ ଦେଲେ ପ୍ରଶଂସକ: ଆଉ ତା’ପରେ…
ମୁମ୍ବାଇ,୧୪।୧: ଭାରତୀୟ ଦଳର ଅଧିନାୟକ ରୋହିତ ଶର୍ମା ୨୦୨୫ ଚାମ୍ପିଅନ୍ସ ଟ୍ରଫି ପାଇଁ ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି। ଟୁର୍ନାମେଣ୍ଟ ପାଇଁ ଏପର୍ଯ୍ୟନ୍ତ ଟିମ ଇଣ୍ଡିଆ ଘୋଷଣା କରାଯାଇ ନାହିଁ। ମଙ୍ଗଳବାର ରୋହିତ ଅଭ୍ୟାସ ପାଇଁ ମୁମ୍ବାଇର ୱାଙ୍ଖେଡେ ଷ୍ଟାଡିୟମରେ ପହଞ୍ଚିଥିଲେ। ସେ…
ଧନୁଯାତ୍ରା ଦେଖିବାକୁ ଆସି ନିଖୋଯ ଥିଲେ ଯୁବତୀ: ୪୮ ଘଣ୍ଟା ପରେ ରକ୍ତ ଜୁଡୁବୁଡୁ ଅବସ୍ଥାରେ ଜଙ୍ଗଲରୁ ଉଦ୍ଧାର, ଗଣ ବଳାତ୍କାର ସନ୍ଦେହ
ବରଗଡ଼ ୧୪।୧(ପ୍ରେମାନନ୍ଦ ଖମାରୀ):ବୃହତ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ସୋମବାର ଉଦ୍ଯାପିତ ହୋଇଛି। ତେବେ ମଙ୍ଗଳବାର ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛ। ଯାହା ସବୁଆଡ଼େ ଚାଞ୍ଚଲ୍ୟ ଖେଳାଇ ଦେଇଛି। ଧନୁଯାତ୍ରା ମହୋତ୍ସବ ଦେଖିବା ପାଇଁ ଯାଇ ଜଣେ ଯୁବତୀ…
ଠେଲିପେଲି ପକାଉଛନ୍ତି ବିଧାୟକ: ଭାଇରାଲ ହେଉଛି ଭିଡିଓ
ନିଶ୍ଚିନ୍ତକୋଇଲି,୧୩।୧(ଅଶୋକ କୁମାର ମହାପାତ୍ର): କଟକ ଜିଲା ନିଶ୍ଚିନ୍ତକୋଇଲି ବ୍ଲକ ନେମାଳ ମହାପୁରୁଷ ଅଚ୍ୟୁତାନନ୍ଦଙ୍କ ପୀଠରେ ପୁଷ୍ୟାଭିଷେକ ଉତ୍ସବ ଓ ପୀଠର ଉନ୍ନତିକରଣ ନିମନ୍ତେ ଶିଳାନ୍ୟାସ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏଥିରେ ବିଧାୟକ ସାରଦା ପ୍ରଧାନଙ୍କ ଏକ ଭିଡିଓ ସାମାଜିକ ଗଣମାଧ୍ୟମରେ ଭାଇରାଲ…
ଭାଜପା ଉପରେ ବଡ଼ ଅଭିଯୋଗ ଆଣିଲେ କେଜରିଓ୍ବାଲ
ନୂଆଦିଲ୍ଲୀ,୧୪।୧: ଆମ ଆଦମୀ ପାର୍ଟି (ଏଏପି)ର ରାଷ୍ଟ୍ରୀୟ ସଂଯୋଜକ ତତଶ ଦିଲ୍ଲୀର ପୂର୍ବତନ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ମଙ୍ଗଳବାର ପୁଣି ଥରେ ଭାଜପା ଉପରେ ବର୍ଷିଛନ୍ତି ଏବଂ କହିଛନ୍ତି ଯେ ଦୁର୍ବ୍ୟବହାର ଯୋଗୁଁ ଦଳ ଆତ୍ମସମର୍ପଣ କରିଛି। ସେମାନେ ଭଲ ଭାବରେ…

