ରାତିରେ ଶୋଇଥିଲେ ମା’, ଝିଅ; କାମୁଡିଦେଲା ସାପ: ଆଉ ତା’ପରେ
ଭଞ୍ଜନଗର,୨୯।୮(ବାବୁଲା ପ୍ରଧାନ): ଗଞ୍ଜାମ କନ୍ଧମାଳ ଜିଲା ସୀମାରେ ଥିବା ରାଇକିଆ ବ୍ଲକ ଇନ୍ଦ୍ରଗଡ଼ ପଞ୍ଚାୟତ ଅନ୍ତର୍ଗତ ନିଶାଭୁଇଁ ଗ୍ରାମରେ ସର୍ପ ଦଂଶନ ରେ ଗୁରୁବାର ସକାଳେ ମା’, ଝିଅ ମୃତ୍ୟୁବରଣ କରିଥିବା ସନ୍ଦେହ କରାଯାଉଛି। ମୃତ ଦୁଇଜଣ ହେଲେ ଗୁରୁବାରି ନାୟକ…
ଯେତେବେଳେ ସେ ସଂସଦକୁ ଧଳା ଟି ଶର୍ଟ ପିନ୍ଧି ଆସନ୍ତି…ରାହୁଲଙ୍କୁ ଏମିତି କ’ଣ କହିଦେଲେ ସ୍ମୃତି ଇରାନୀ
ନୂଆଦିଲ୍ଲୀ,୨୯।୮: ନିକଟରେ ଏକ ଜାତୀୟ ଗଣମାଧ୍ୟକୁ ସାକ୍ଷାତକାର ଦେଇ ନିଜ କଡା ପ୍ରତିଦ୍ୱନ୍ଦୀ କଂଗ୍ରେସ ଏମପି ରାହୁଲ ଗାନ୍ଧୀଙ୍କ ବିଷୟରେ ବଡ଼ ବୟାନ ଦେଇଛନ୍ତି ଭାଜପା ନେତା ସ୍ମୃତି ଇରାନୀ। ଚଳିତ ନିର୍ବାଚନରେ ଆମେଠିରୁ ବଡ଼ ପରାଜୟର ଶିକାର ହୋଇଛନ୍ତି ଭାଜପା…
ଟେଲିଗ୍ରାମ ପ୍ରତିଷ୍ଠାତାଙ୍କ ନାଁରେ ଆସିଲା ସାଂଘାତିକ ଅଭିଯୋଗ: ଜାମିନ ପାଇଁ ଦେବାକୁ ପଡ଼ିବ ୪୭ କୋଟି ଟଙ୍କା
ପ୍ୟାରିସ୍,୨୯।୮: ଫ୍ରାନ୍ସରେ ଗିରଫ ହେବା ପରେ ମେସେଜିଂ ଆପ ଟେଲିଗ୍ରାମର ପ୍ରତିଷ୍ଠାତା ତଥା ସିଇଓ ପାଭେଲ ଡୁରୋଭଙ୍କ ସମସ୍ୟା ବଢିବାରେ ଲାଗିଛି। ତାଙ୍କ ବିରୋଧରେ ପ୍ରାଥମିକ ଅଭିଯୋଗ ହୋଇଛି। ଫ୍ରାନ୍ସ କୋର୍ଟରେ ରୁଷିଆର ମୂଳ ବୈଷୟିକ ବ୍ୟବସାୟୀଙ୍କ ବିରୋଧରେ ଅନେକ ଗୁରୁତର…
କେବଳ ଅଭିନୟ ନୁହେଁ, ଏହି କାମ କରି କୋଟି କୋଟି ଟଙ୍କା ରୋଜଗାର କରୁଛନ୍ତି ନାଗାର୍ଜୁନ: ମୋଟ ସମ୍ପତ୍ତି ଜାଣିଲେ ହେବେ ଆଶ୍ଚର୍ଯ୍ୟ
ସାଉଥ୍ ଫିଲ୍ମ ଇଣ୍ଡଷ୍ଟ୍ରିରେ ରାଜ୍ କରୁଥିବା ନାଗାର୍ଜୁନ ଆଜି ୬୫ ବର୍ଷରେ ପଦାର୍ପଣ କରିଛନ୍ତି। ନାଗାର୍ଜୁନ ଇଣ୍ଡଷ୍ଟ୍ରିରେ ନିଜ ପାଇଁ ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି। ସେ ଶିଶୁ କଳାକାର ଭାବରେ ନିଜର କ୍ୟାରିଅର୍ ଆରମ୍ଭ କରିଥିଲେ। ସେବେଠାରୁ ସେ…
ସୁରକ୍ଷାବାହିନୀ ଗୁଳିରେ ଟଳିପଡିଲେ ୩ ଆତଙ୍କବାଦୀ
ଶ୍ରୀନଗର,୨୯।୮: ଜମ୍ମୁ କଶ୍ମୀରରେ ସୁରକ୍ଷାବାହିନୀଙ୍କୁ ବଡ଼ ସଫଳତା ମିଳିଛି। ତିନିଟି ଭିନ୍ନ ଅପରେଶନରେ ୩ ଆତଙ୍କବାଦୀଙ୍କୁ ହତ୍ୟା କରିଛନ୍ତି। ସୁରକ୍ଷା ବାହିନୀ କୁପୱାରାର ମାସିଲରେ ସୁରକ୍ଷାବାହିନୀ ଗୁଳିରେ ଦୁଇ ଆତଙ୍କବାଦୀଙ୍କୁ ନିହତ ହୋଇଥିବାବେଳେ ଟାଙ୍ଗଧରରେ ଜଣେ ଆତଙ୍କବାଦୀ ନିହତ ହୋଇଛନ୍ତି। ରାଜୌରୀରେ…
ବଡଦାଣ୍ଡରେ ବଡ଼ ଅଘଟଣ: ଭକ୍ତଙ୍କ ଉପରକୁ ଚଢିଗଲା କାର୍
ପୁରୀ,୨୯।୮: ପୁରୀ ବଡଦାଣ୍ଡରେ ଘଟିଛି ବଡ଼ ଅଘଟଣ। ରାସ୍ତା ଉପରେ ବସିଥିବା ଭକ୍ତଙ୍କ ଉପରକୁ ଚଡିଯାଇଛି ଏକ କାର୍। ମାଉସୀ ମା’ ମନ୍ଦିର ନିକଟରେ ଏହି ଦୁର୍ଘଟଣା ଘଟିଛି। କାର୍ଟି ଭକ୍ତଙ୍କ ଅଣ୍ଟା ଉପରେ ଚଢିଯାଇଛି। ଯାହାଯୋଗୁ ସେ ଗୁରୁତର ଆହତ…
କାହିଁକି ଭାଜପା ମୁହାଁ ହେଲେ ଚମ୍ପାଇ ସୋରେନ: ନିଜେ ଖୋଲିଦେଲେ ସବୁ ଗୁମର
ରାଞ୍ଚି,୨୯।୮: ଝାଡଖଣ୍ଡ ରାଜନୀତିରେ ଏବେ ପୂର୍ବତନ ମୁଖ୍ୟମନ୍ତ୍ରୀ ଚମ୍ପାଇ ସୋରେନଙ୍କୁ ନେଇ ଚର୍ଚ୍ଚା ଚାଲିଛି। ଚମ୍ପାଇ କେଉଁ ଚୁକ୍ତିରେ ଭାଜପାରେ ଯୋଗ ଦେଇଛନ୍ତି, ନେଇ ଆଲୋଚନା ଚାଲିଛି। ଚମ୍ପାଇଙ୍କୁ ଭାଜପାରେ ଯୋଗଦେବାର କାରଣ ପଚରାଯାଇଥିଲା, ସେ କହିଥିଲେ ଯେ ନରେନ୍ଦ୍ର ମୋଦିଙ୍କ…
ଲକ୍ଷ୍ନୌରୁ ରାହୁଲଙ୍କ ଛୁଟି ନିଶ୍ଚିତ, ଏବେ ନୂଆ ଅଧିନାୟକ ସନ୍ଧାନରେ ଦଳ, କିଏ ହେବେ ଦାବିଦାର?
ନୂଆଦିଲ୍ଲୀ,୨୯।୮: କେ.ଏଲ ରାହୁଲଙ୍କୁ ଆଇପିଏଲ ୨୦୨୫ରେ ଲକ୍ଷ୍ନୌ ସୁପର ଜିଆଣ୍ଟସ ଟିମ୍ରେ ଖେଳୁଥିବା ଦେଖିବାକୁ ମିଳିବ ନାହିଁ। ଏଭଳି ପରିସ୍ଥିତିରେ ସଞ୍ଜୀବ ଗୋୟନାଙ୍କ ମାଲିକାନାରେ ଥିବା ଏହି ଦଳ ବର୍ତ୍ତମାନ ଆଇପିଏଲ ସିଜନରେ ନୂଆ ଅଧିନାୟକ ସନ୍ଧାନରେ ଅଛି। ଗତ କିଛି…
ରକ୍ତରଞ୍ଜିତ ରାଜରାସ୍ତା: ବସ ଧକ୍କାରେ ଚାଲିଗଲା ୧୬ ଗୋରୁଙ୍କ ଜୀବନ
ପରଜଙ୍ଗ,୨୯।୮(ନିଗମାନନ୍ଦ ଦଳବେହେରା): ଢେଙ୍କାନାଳ ଜିଲା ପରଜଙ୍ଗ ଥାନା ୫୩ନଂ ଜାତୀୟ ରାଜପଥର ବାରିହାପୁର ଗାଁ ଛକ ନିକଟରେ ବୁଧବାର ରାତି ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି। ରାସ୍ତା ଉପରେ ଶୋଇଥିବା ଗୋରୁପଲଙ୍କ ଉପରେ ଏକ ନାଇଟ କୋଚ ବସ ଚଢ଼ିଯିବାରୁ ଦୁର୍ଘଟଣାରେ…
‘କିମ୍ ଜୋଙ୍ଗଙ୍କ ପରେ ମମତା ହୋଉଛନ୍ତି ଦ୍ୱିତୀୟ ଏକଛତ୍ରବାଦୀ ଶାସକ’: ଏମିତି କହିଦେଲେ ଗିରିରାଜ ସିଂ
ନୂଆଦିଲ୍ଲୀ,୨୯।୮: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କୋଲକାତାର ଆର.ଜି କର ମେଡିକାଲ କଲେଜ ଏବଂ ହସ୍ପିଟାଲ ଟ୍ରେନି ଡାକ୍ତରଙ୍କୁ ବଳାତ୍କାର ଓ ହତ୍ୟା ଘଟଣାରେ ଲଗାତାର ଭାଜପା ରାଡାରରେ ଅଛନ୍ତି। ବର୍ତ୍ତମାନ କେନ୍ଦ୍ର ମନ୍ତ୍ରୀ ଗିରିରାଜ ସିଂ ତାଙ୍କୁ ଉତ୍ତର କୋରିଆର…
ବାରଝୁଲାରେ ବ୍ୟାପିଲା ଝାଡାବାନ୍ତି: ୨ ଦିନରେ ୧୨ ଆକ୍ରାନ୍ତ ଚିହ୍ନଟ
ଅମରପାଲି,୨୯।୮(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ କେନଝିରିଆପାଲି ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ବାରଝୁଲା ଗ୍ରାମରେ ଝାଡାବାନ୍ତି ବ୍ୟାପିଛି। ଗ୍ରାମର ପ୍ରାୟ ୧୨ଜଣ ବ୍ୟକ୍ତି ଝାଡ଼ା ବାନ୍ତି ରେ ଆକ୍ରାନ୍ତ ହୋଇଥିବା ଜଣାପଡ଼ିଛି। ମଙ୍ଗଳବାର ୮ ଜଣ ଆକ୍ରାନ୍ତ ହୋଇଥିବା ବେଳେ…
ଆଇପିଏସ ପଣ୍ଡିତ ରାଜେଶଙ୍କ ବଢିଲା ଅଡୁଆ, ଚାର୍ଜଫ୍ରେମ ଦାଖଲ
ଭୁବନେଶ୍ୱର,୨୯।୮(ସତ୍ୟଜିତ୍ ରାଉତ): ଜଣେ ବିବାହିତ ମହିଳା ଇନ୍ସ୍ପେକ୍ଟରଙ୍କୁ ପ୍ରେମ ନିବେଦନ କରିବାକୁ ରାତିରେ ସରକାରୀ ବାସଭବନରେ ପଶିବା ସହ ତାଙ୍କ ସ୍ବାମୀଙ୍କୁ ମାଡ ମାରିବା ଅଭିଯୋଗରେ ନିଲମ୍ବିତ ହୋଇଥିବା ଅଗ୍ନିଶମ ଓ ହୋମଗାର୍ଡ ଡିଆଇଜି ପଣ୍ଡିତ ରାଜେଶ ଉତ୍ତମରାଓଙ୍କ ପାଇଁ ଅଡୁଆ…
Archives


