Home Left

ରୋହିତଙ୍କୁ ୫୦ କୋଟି ଟଙ୍କାରେ କିଣିବ କି ଲକ୍ଷ୍ନୌ: ମୁହଁ ଖୋଲିଲେ ମାଲିକ

ନୂଆଦିଲ୍ଲୀ,୨୯।୮:ଆଇପିଏଲ୍‌ ୨୦୨୫ ଅଧିକ ରୋଚକ ହେବାକୁ ଯାଉଛି। କାରଣ ଏହା ପୂର୍ବରୁ ଏକ ମେଗା ନିଲାମ ଅନୁଷ୍ଠିତ ହେବ। ମେଗା ନିଲାମ ପୂର୍ବରୁ ଦଳଗୁଡିକରେ ଅନେକ ବଡ ପରିବର୍ତ୍ତନ ଦେଖିବାକୁ ମିଳିବାର ସମ୍ଭାବନା ରହିଛି। ଅନେକ ତାରକା ଖେଳାଳି ଗୋଟିଏ ଦଳରୁ…

ଜୈବିକ ଚାଷ ପାଇଁ ମହିଳାଙ୍କୁ କରାଯାଉଛି ପ୍ରୋତ୍ସାହିତ

ଦାରିଙ୍ଗବାଡି, ୨୯।୮(ଅରୁଣ ସାହୁ):କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ଜାଗୃତି ଅନୁଷ୍ଠାନ ପରିସର ମଧ୍ୟରେ ଗୁରୁବାର ପାରମ୍ପରିକ ଚାଷରେ ମହିଳାଙ୍କୁ ନେଇ ସମାବେଶ ଅନୁଷ୍ଠିତ ହୋଇଯାଇଛି। ମହିଳା ଚାଷୀଙ୍କୁ ସ୍ବାବଲମ୍ବୀ କରାଯିବା ସହ ସେମାନଙ୍କୁ ସ୍ବୀକୃତି ଦେବା ପାଇଁ ପାରମ୍ପରିକ ଓ ଜୈବିକ…

ମୁଁ ବ୍ୟାଡମିଣ୍ଟନର ବିରାଟ କୋହଲି ହେବାକୁ ଚାହୁଁଛି: କହୁ କହୁ ଏମିତି କହିଦେଲେ ଲକ୍ଷ୍ୟ ସେନ

ନୂଆଦିଲ୍ଲୀ,୨୯।୮: ନିକଟରେ ଶେଷ ହୋଇଥିବା ପ୍ୟାରିସ୍‌ ଅଲିମ୍ପିକ୍ସରେ ଭାରତୀୟ ବ୍ୟାଡମିଣ୍ଟନ ଷ୍ଟାର ଲକ୍ଷ୍ୟ ସେନ ହୁଏତ ପଦକ ଜିତି ନ ଥିଲେ, କିନ୍ତୁ ତାଙ୍କର ଦୃଢ ପ୍ରଦର୍ଶନ ସହିତ ସେ ନିଶ୍ଚିତ ଭାବରେ ସମସ୍ତଙ୍କ ହୃଦୟ ଜିତିଥିଲେ। ବର୍ତ୍ତମାନ ଭାରତୀୟ ବ୍ୟାଡମିଣ୍ଟନ…

ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ ଦେଲେ ବଡ଼ ସୂଚନା: ପଟ୍ଟା ମିଳିଥିବା ଲୋକଙ୍କୁ ମିଳିବ…ଜାଣନ୍ତୁ କ’ଣ କହିଲେ…

ଭୁବନେଶ୍ୱର,୨୯।୮: ଗୃହରେ ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ ବଡ଼ ସୂଚନା ଦେଇଛନ୍ତି। ମନ୍ତ୍ରୀ କହିଛନ୍ତି, ପୂର୍ବ ସରକାର ଭୂମିହୀନଙ୍କୁ ପଟ୍ଟା ଦେଇଛନ୍ତି, ହେଲେ ଜମି ଦେଇନାହାନ୍ତି। ପୂର୍ବ ସରକାର ଲିଫଲେଟ ବାଣ୍ଟିଲା ଭଳି ପଟ୍ଟା ବାଣ୍ଟି ଦେଇଛନ୍ତି। କିନ୍ତୁ ଫାଇଲ ଖୋଲା…

କେଉଁ ଦେଶରେ ମହିଳାଙ୍କ ଉପରେ ହେଉଛି ଅଧିକ ଯୌନ ଉତ୍ପୀଡ଼ନ, ତାଲିକାର ଏହି ସ୍ଥାନରେ ରହିଛି ଭାରତ

ନୂଆଦିଲ୍ଲୀ,୨୯।୮: କୋଲକାତାର ଜଣେ ମହିଳା ଟ୍ରେନି ଡାକ୍ତରଙ୍କ ସହ ହୋଇଥିବା ବଳାତ୍କାର-ହତ୍ୟାକୁ ନେଇ ସାରା ଦେଶରେ ଅସନ୍ତୋଷ ଦେଖାଦେଇଛି। ଏହା ବ୍ୟତୀତ ଦେଶର ବିଭିନ୍ନ ସ୍ଥାନରେ ବଳାତ୍କାରର ଅନେକ ଘଟଣା ସାମ୍ନାକୁ ଆସୁଛି, ଯେଉଁ କାରଣରୁ କେତେକ ସ୍ଥାନରେ ଭୟ ଓ…

ରାଜ୍ୟରେ ଗଧିଆ ଆତଙ୍କ: ୮ ଶିଶୁଙ୍କୁ ଝାମ୍ପି ନେଇ ମାରି ସାରିଲାଣି, ରାଇଫଲ ନେଇ ବାହାରିଲେ ବିଧାୟକ

ନୂଆଦିଲ୍ଲୀ,୨୯।୮: ଗତ ଦେଢ ମାସ ଧରି ଉତ୍ତରପ୍ରଦେଶର ବାହରାଇଚରେ ମାତିଛି ଗଧିଆ। ଗଧିଆ ଆତଙ୍କ ଯୋଗୁ ଚାରିଆଡେ ଭୟର ବାତାବରଣ ଖେଳିଯାଇଛି। ଗତ ୪୦ ଦିନ ମଧ୍ୟରେ ଗଧିଆ ୩୦ରୁ ଅଧିକଙ୍କୁ ଆକ୍ରମଣ କରିଛନ୍ତି। ବନ ବିଭାଗ ଠାରୁ ଆରମ୍ଭ କରି…

ପ୍ରେମକୁ ବିରୋଧ କରିବାରୁ ଯୁବତୀଙ୍କ ଦାଦାଙ୍କୁ ହତ୍ୟା କଲେ ପାଗଳପ୍ରେମୀ

ଭୁବନେଶ୍ୱର,୨୯ା୮: ପୁଣି ରାଜଧାନୀରେ ବୀଭତ୍ସ ହତ୍ୟା। ଏକତରଫା ପ୍ରେମକୁ ବିରୋଧ କରିବାରୁ ଯୁବତୀଙ୍କ ଦାଦାକୁ ଜଣେ ପାଗଳପ୍ରେମୀ ହତ୍ୟା କରିଛନ୍ତି। ଖଣ୍ଡିଗିରି ଥାନା ଜଗନ୍ନାଥନଗର ଶୁକବିହାର ଅଞ୍ଚଳରେ ଏପରି ଅଭାବନୀୟ ଘଟଣା ଘଟିଛି। ମୃତକ ଜଣକ ହେଲେ ଜଗା ମଲ୍ଲିକ। ବୁଧବାର…

ଓଡ଼ିଆରେ ଅନୁବାଦ ହେବ ଇଞ୍ଜିନିୟରିଂ ପାଠ୍ୟପୁସ୍ତକ

ଭୁବନେଶର,୨୯।୮: ଇଞ୍ଜିନିୟରିଂ ତୃତୀୟ ଓ ଚତୁର୍ଥ ବର୍ଷ ପାଠ୍ୟପୁସ୍ତକ ଖୁବ୍‌ଶୀଘ୍ର ଓଡ଼ିଆରେ ଅନୁବାଦ ହେବ ବୋଲି ଜଣାପଡିଛି। ୫ଟି ଷ୍ଟ୍ରିମ୍‌ରେ ଏହା ମିଳିବ ବୋଲି ଏଆଇସିଟିଇ ଅଧ୍ୟକ୍ଷ ଟିଜି ସୀତାରାମ ସୂଚନା ଦେଇଛନ୍ତି। ଏନେଇ ମଧ୍ୟ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି। ଏହାପୂର୍ବରୁ…

ମମତାଙ୍କ ବଡ଼ ସୂଚନା: ୧୦ ଦିନ ମଧ୍ୟରେ ବଳାତ୍କାରୀଙ୍କୁ ହେବ ଫାଶୀ, ଭାଜପା କହିଲା…

କୋଲକାତା,୨୯।୮: ପଶ୍ଚିମବଙ୍ଗରେ ଶାସକ ଟିଏମସି ଏବଂ ବିରୋଧୀ ଭାଜପା ମଧ୍ୟରେ କୋଲକାତାର ଆର.ଜି କର ମେଡିକାଲ ଘଟଣାକୁ ନେଇ ବିବାଦ ବଢିବାରେ ଲାଗିଛି। ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କହିଛନ୍ତି ଯେ ଆସନ୍ତା ସପ୍ତାହରେ ଆମେ ବିଧାନସଭା ଅଧିବେଶନ ଡାକିବୁ ଏବଂ…

ସ୍ତ୍ରୀଙ୍କୁ ଶାବଳ ଭୁସିଦେଲେ ସ୍ବାମୀ, ରକ୍ତ ଜୁଡୁବୁଡୁ ଅବସ୍ଥାରେ ମୃତଦେହ ଉଦ୍ଧାର

ବ୍ରହ୍ମପୁର, ୨୯।୮(ସୁବାସ ଚନ୍ଦ୍ର ପାଢ଼ୀ): ସଦର ଥାନା ଅନ୍ତର୍ଗତ ରୋହିଗାଁରେ ଜଣେ ମହିଳାଙ୍କୁ ବୁଧବାର ରାତ୍ର ଶାବଳରେ ଭୂସିି ତାଙ୍କ ସ୍ବାମୀ ହତ୍ୟା କରିଛନ୍ତି। ମୃତ ମହିଳା ଜଣଙ୍କ ଝୁନୁ ଜେନା(୪୫)। ହତ୍ୟା କରିବା ପରେ ହତ୍ୟାକାରୀ ରାଜେନ୍ଦ୍ର ଜେନା ଗାଁ’ସରପଞ୍ଚ…

ଡ୍ୟାମ୍‌ ଅଞ୍ଚଳ ସମସ୍ୟା ନେଇ କର୍ତ୍ତୃପକ୍ଷ ନୀରବ

ତେନ୍ତୁଳିଖୁଣ୍ଟି, ୨୯।୮(ଚିଦାନନ୍ଦ ସାହୁ):ନବରଙ୍ଗପୁର ଜିଲା ତେନ୍ତୁଳିଖୁଣ୍ଟି ବ୍ଲକ୍‌ ଖାତିିଗୁଡ଼ା ଇନ୍ଦ୍ରାବତୀ ଡ୍ୟାମ୍‌ ସର୍କଲର ସହକାରୀ ମୁଖ୍ୟଯନ୍ତ୍ରୀ କାର୍ଯ୍ୟାଳୟ ରହିଛି। ତା’ ଅଧୀନରେ ପୋଡ଼ଗଡ଼ ବନ୍ଧ ବିଭାଗ, ମୁରାନ ବନ୍ଧ ବିଭାଗ ,ଭଣ୍ଡାର ଓ ଯାନ୍ତ୍ରିକ ବିଭାଗ ସମେତ ପୁନର୍ବାସ ଓ ଥଇଥାନ…

ରାତିରେ ଶୋଇଥିଲେ ମା’, ଝିଅ; କାମୁଡିଦେଲା ସାପ: ଆଉ ତା’ପରେ

ଭଞ୍ଜନଗର,୨୯।୮(ବାବୁଲା ପ୍ରଧାନ): ଗଞ୍ଜାମ କନ୍ଧମାଳ ଜିଲା ସୀମାରେ ଥିବା ରାଇକିଆ ବ୍ଲକ ଇନ୍ଦ୍ରଗଡ଼ ପଞ୍ଚାୟତ ଅନ୍ତର୍ଗତ ନିଶାଭୁଇଁ ଗ୍ରାମରେ ସର୍ପ ଦଂଶନ ରେ ଗୁରୁବାର ସକାଳେ ମା’, ଝିଅ ମୃତ୍ୟୁବରଣ କରିଥିବା ସନ୍ଦେହ କରାଯାଉଛି। ମୃତ ଦୁଇଜଣ ହେଲେ ଗୁରୁବାରି ନାୟକ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri