Home Left

‘ଆପଣଙ୍କ ପୁଅ ତ ରାଜନେତା ହୋଇ ପାରିଲେନି ହେଲେ…’,ପୁଅଙ୍କୁ ନେଇ ବାପାଙ୍କୁ ଟାର୍ଗେଟ କଲେ ଦିଦି

କୋଲକାତା,୨୯।୮: ଜୟ ଶାହା ଆଇସିସି ଚେୟାରମ୍ୟାନ ହେବା ନେଇ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କେନ୍ଦ୍ର ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ତାଙ୍କ ଉପରେ ଖୁବ ବର୍ଷିଛନ୍ତି। ମମତା ବାନାର୍ଜୀ କହିଛନ୍ତି, ଅଭିନନ୍ଦନ ସ୍ବରାଷ୍ଟ୍ରମନ୍ତ୍ରୀ, ଆପଣଙ୍କ ପୁଅ ନେତା ହୋଇ ପାରିଲେ ନାହିଁ,…

ଜନତାଙ୍କ ମତ ନେଇ ଘୋଷଣା ପତ୍ର ପ୍ରସ୍ତୁତ କରିବ ଭାଜପା

ରାଞ୍ଚି,୨୯।୮: ଭାରତୀୟ ଜନତା ପାର୍ଟି ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନ ପାଇଁ ଘୋଷଣା ପତ୍ର (ମନିଫେଷ୍ଟୋ) ପ୍ରସ୍ତୁତ କରିବା ପୂର୍ବରୁ ରାଜ୍ୟର ବିଭିନ୍ନ ବର୍ଗର ଲୋକଙ୍କଠାରୁ ପରାମର୍ଶ ନେବ ବୋଲି କହିଛି। ଏଥିପାଇଁ ବିଭାଗଠାରୁ ବ୍ଲକ ସ୍ତର ପର୍ଯ୍ୟନ୍ତ ଏକ ବୃହତ ପରିମାଣର…

ଗୁଜରାଟରେ ପ୍ରଳୟଙ୍କରୀ ବନ୍ୟା, ବୁଡିଗଲା ୫୦ଲକ୍ଷ ଟଙ୍କାର ଅଡି

ଗାନ୍ଧିନଗର,୨୯।୮: ଗୁଜରାଟରେ ଲଗାଣ ବର୍ଷା ଫଳରେ ଏଠାରେ ବନ୍ୟା ପରିସ୍ଥିତି ଗମ୍ଭିର ହୋଇଛି। ଏପର୍ଯ୍ୟନ୍ତ ୧୮,୦୦୦ରୁ ଅଧିକ ଲୋକଙ୍କୁ ସ୍ଥାନାନ୍ତର କରାଯାଇଛି। ଏଥି ସହିତ ଏପର୍ଯ୍ୟନ୍ତ ବନ୍ୟାରେ ୨୯ଜଣଙ୍କର ମୃତ୍ୟୁ ଘଟିଛି। ଅଗଷ୍ଟ ୩୦ପର୍ଯ୍ୟନ୍ତ ପ୍ରବଳ ବର୍ଷା ହେବ ବୋଲି ପାଣିପାଗ…

ବିଶ୍ୱରେ ସବୁଠୁ ଅଧିକଥର ଦେଖାଯାଇଛି ଏହି ଫଟୋ: ରୁଷିଆ ରାଷ୍ଟ୍ରପତି ମଧ୍ୟ….

ଅଧିକାଂଶ ଲୋକ ଫଟୋଗ୍ରାଫକୁ ଭଲ ପାଆନ୍ତି। ଆଜିକାଲି ସୋସିଆଲ ମିଡିଆର ଯୁଗରେ, ଲୋକମାନେ ବୁଲିବା ଅପେକ୍ଷା ପରିବର୍ତ୍ତେ ଫଟୋ ଏବଂ ଭିଡିଓ ତିଆରି ଉପରେ ଅଧିକ ଧ୍ୟାନ ଦିଅନ୍ତି । କିନ୍ତୁ ଆଜି ଆମେ ଏମିତି ଏକ ଫଟୋ ବିଷୟରେ କହିବାକୁ…

ଗର୍ଭାବସ୍ଥାରେ ବାନ୍ତି କାହିଁକି ହୁଏ, ଜାଣନ୍ତୁ ଏଥିରୁ କେମିତି ପାଇବେ ରକ୍ଷା

ଗର୍ଭାବସ୍ଥା ସମୟରେ ମହିଳାଙ୍କ ଶରୀରରେ ଅନେକ ପରିବର୍ତ୍ତନ ଘଟେ। ଗର୍ଭାବସ୍ଥାରେ ବିଶେଷତଃ ପ୍ରଥମ ତିନି ମାସ ପର୍ଯ୍ୟନ୍ତ ମହିଳାମାନେ କିଛି ଖାଇ ପିଇ ପାରନ୍ତି ନାହିଁ। କିଛି ବି ଖାଇବା ପରେ ବାନ୍ତି ଆରମ୍ଭ ହୁଏ। ଯଦିଓ ଏହା ଏକ ସାଧାରଣ…

ମହାଭାରତ ସମୟରେ ଭୀଷ୍ମ ପିତାମହ ଓ ଶ୍ରୀକୃଷ୍ଣଙ୍କୁ କେତେ ବୟସ ହୋଇଥିଲା, ଜାଣିଲେ ତାଜୁବ ହେବେ…

ନୂଆଦିଲ୍ଲୀ,୨୯।୮: ଆଜିକାର ସମୟରେ ମଣିଷ ଜୀବନର ହାରାହାରି ବୟସ ୭୦-୮୦ବର୍ଷ ଯାଏଁ ରହୁଛି। ତେବେ ଅନେକଙ୍କ କ୍ଷେତ୍ରରେ ଅର୍ଥାତ୍‌ ଏବେ ଜଣେ ସୁସ୍ଥ ମଣିଷ ୧୦୦-୧୨୫ବୟସ ଯାଏଁ ବି ବଞ୍ଚୁଛନ୍ତି। କେବେ ଆପଣ ଚିନ୍ତା କରିଛନ୍ତି ୧୦୦୦ବର୍ଷ ପୂର୍ବରୁ ହୋଇଥିବା ମହାଭାରତ…

ଭିଡିଓ ଜାରି କରି ଭାରତକୁ ଧମକ ଦେଲେ ପାକିସ୍ତାନୀ ଆତଙ୍କବାଦୀ

ନୂଆଦିଲ୍ଲୀ/ଇସଲାମାବାଦ,୨୯।୮: ଭାରତର ମୋଷ୍ଟ ଓ୍ବାଣ୍ଟେଡ ଆତଙ୍କବାଦୀ ଫରହତୁଲ୍ଲା ଗୌରୀ ଭାରତ ଉପରେ ଆକ୍ରମଣ କରିବାକୁ ଧମକ ଦେଇଛନ୍ତି। ସେ ଏକ ଭିଡିଓ ଜାରି କରିଛନ୍ତି। ଭିଡିଓ ମାଧ୍ୟମରେ ତାଙ୍କ ସ୍ଲିପର ସେଲ୍‌ସ୍‌କୁ ସମ୍ବୋଧିତ କରି ସେ କହିଛନ୍ତି ଯେ ସେମାନେ ଦିଲ୍ଲୀ-ମୁମ୍ବାଇ…

ବଜ୍ରପାତରେ ଟଳିପଡ଼ିଲେ ଶ୍ରମିକ, ୩ ଆହତ

ନିରାକାରପୁର,୨୯ା୮(ମାନସ ଚନ୍ଦ୍ର ପଟ୍ଟନାୟକ): ଖୋର୍ଦ୍ଧା ଜିଲାର ନିରାକାରପୁର ଅଞ୍ଚଳରେ ଗୁରୁବାର ମଧ୍ୟାହ୍ନରେ ପ୍ରବଳ ବର୍ଷା ସହ ବିଜୁଳି ଘଡ଼ଘଡ଼ି ମାରିଥିଲା। ଫଳରେ ଜଣେ ଶ୍ରମିକଙ୍କର ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ୩ ଜଣ ଆହତ ହୋଇଛନ୍ତି। ମୃତକ ଜଣଙ୍କ ହେଲେ ଜଟଣୀ…

ସୃଷ୍ଟି ହେଲା ଲଘୁଚାପ, ଏହି ସବୁ ଜିଲାରେ ପ୍ରବଳ ବର୍ଷିବ, ୪ ଜିଲାକୁ ଅରେଞ୍ଜ ୱାର୍ନିଂ

ଭୁବନେଶ୍ୱର,୨୯।୮: କେନ୍ଦ୍ରୀୟ ଓ ସଂଲଗ୍ନ ଉତ୍ତର ବଙ୍ଗୋପସାଗରରେ ସୃଷ୍ଟି ହେଲା ଲଘୁଚାପ କ୍ଷେତ୍ର। ପଶ୍ଚିମ- ଉତ୍ତରପଶ୍ଚିମକୁ ମୁହାଁଇ କାଲି ସୁଦ୍ଧା ସୁଦୃଶ୍ୟ ଲଘୁଚାପ ସଷ୍ଟି ହେବ। ପରେ ଏହା ଉତ୍ତର ଆନ୍ଧ୍ର ଓ ଦକ୍ଷିଣ ଓଡ଼ିଶା ଉପକୂଳକୁ ଗତି କରିବ। ତେବେ…

ରାଜନେତାମାନେ କାହିଁକି ପିନ୍ଧିଥା’ନ୍ତି ଧଳା ପୋଷାକ, ଭାରତୀୟ ରାଜନୀତିରେ କ’ଣ ରହିଛି ଏହାର ଗୁରୁତ୍ୱ?

ନୂଆଦିଲ୍ଲୀ,୨୯।୮: ଆଜି ଦେଶରେ ଅନେକ ରାଜନୈତିକ ଦଳ ଅଛନ୍ତି। ଦେଶରେ ଉପସ୍ଥିତ ଥିବା ସମସ୍ତ ରାଜନୈତିକ ଦଳର ଭିନ୍ନ ନାମ, ପ୍ରତୀକ ଏବଂ ପାର୍ଟିର ସମ୍ବିଧାନ ଅଲଗା ଅଲଗା ରହିଛି। କିନ୍ତୁ ଗୋଟିଏ କଥା ଲକ୍ଷ୍ୟ କରିଛନ୍ତି କି ସବୁ ଜିନିେ…

ଗ୍ରୁପ୍‌ କିସ୍ତି ଟଙ୍କା ଦେବାକୁ ବାପଘର ଆସିଥିଲେ ମହିଳା, ଆଜି ପୋଖରୀରେ ଭାସୁଥିଲା ମୃତଦେହ

ମୋରଡ଼ା,୨୯ା୮(ସ୍ମାରକ ମାଜୀ): ମୟୂରଭଞ୍ଜ ଜିଲା ମୋରଡ଼ା ଥାନା ଅଞ୍ଚଳରେ ଜଣେ ମହିଳାଙ୍କ ମୃତଦେହ ଜବତ କରିଛି ପୋଲିସ। ସୂଚନାନୁଯାୟୀ, ଉକ୍ତ ଥାନା ଅଧୀନ ସାନମୁଣ୍ଢାବଣି ପଞ୍ଚାୟତର ଉଲୁମୁଣ୍ଡି ଜୁଗୁନି ସାହିର ଏକ ପୋଖରୀରୁ ଜଣେ ମହିଳାଙ୍କ ମୃତଦେହ ଭାସୁଥିବାର ଗ୍ରାମବାସୀ ଦେଖିଥିଲେ।…

ଇସ୍ତଫା ଦେବା ପରେ ଭାବୁକ ହେଲେ ଚମ୍ପାଇ ସୋରେନ, ଶିବୁ ସୋରେନଙ୍କୁ ଚିଠି ଲେଖି କହିଦେଲେ ଏମିତି…

ରାଞ୍ଚି,୨୯।୮: ଝାଡ଼ଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ଚମ୍ପାଇ ସୋରେନ ୩୦ ଅଗଷ୍ଟ ଅର୍ଥାତ୍‌ ଶୁକ୍ରବାର ଭାଜପାରେ ଯୋଗଦେବାକୁ ଯାଉଛନ୍ତି। ଏହାପୂର୍ବରୁ ଚମ୍ପାଇ ସୋରେନ ଝାଡଖଣ୍ଡ ମୁକ୍ତି ମୋର୍ଚ୍ଚାର ପ୍ରାଥମିକ ସଦସ୍ୟତା ସମେତ ସମସ୍ତ ପଦବୀରୁ ଇସ୍ତଫା ଦେଇଛନ୍ତି। ଏହା ପରେ ଶିବୁ ସୋରେନଙ୍କୁ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri