ଆପଣଙ୍କ ସୋଫା ଉପରେ ଅଛି କି ବିମ୍, ଜାଣନ୍ତୁ ମନକୁ କେମିତି କରେ….
ଲିଭିଂ ରୁମ୍ ଘରର ଏମିତି ଏକ ଅଂଶ; ଯାହାର ସାଜସଜ୍ଜାକୁ ଦେଖିଲେ ପରିବାର ସଦସ୍ୟଙ୍କ ବୈଭବ, ସମ୍ପନ୍ନତା ଓ ମାନସିକତାକୁ ଠଉରେଇ ହୁଏ। ସେଥିପାଇଁ ଲିଭିଂ ରୁମ୍ର ସାଜସଜ୍ଜାକୁ ନେଇ ପ୍ରାୟ ଲୋକ ସଚେତନ ରହିଥାନ୍ତି। କିନ୍ତୁ ବେଳେବେଳେ ଛୋଟମୋଟ ବାସ୍ତୁଦୋଷ…
୨ ମାସ ତଳେ ହାତୀ ଭାଙ୍ଗିଥିଲା କାନ୍ଥ, ବର୍ଷା ସାଧିଲା ଦାଉ, ଚାଲିଗଲା ଅଢ଼େଇ ବର୍ଷର ପୁଅ ଜୀବନ
ଭଞ୍ଜନଗର,୧।୯(ବାବୁଲା ପ୍ରଧାନ): କାନ୍ଥ ପଡ଼ି ଚାଲିଗଲା ଅଢେଇ ବର୍ଷର ଶିଶୁ ପୁତ୍ରର ଜୀବନ। ବାପାମା’ଙ୍କ ଅବସ୍ଥା ମଧ୍ୟ ଗୁରୁତର ରହିଛି । ଏଭଳି ଅଭାବନୀୟ ଘଟଣା ଘଟିଛି ଗଞ୍ଜାମ ଜିଲା ଭଞ୍ଜନଗର ତହସିଲ ଅନ୍ତର୍ଗତ ବାଇବାଲି ତୋଟା ସାହିରେ। ଶନିବାର ରାତିରେ…
ଦେବେନ୍ଦ୍ର ଫଡନାଭିସ ହେଉଛନ୍ତି ମାଷ୍ଟର ମାଇଣ୍ଡ: ସଞ୍ଜୟଙ୍କ ବଡ ଅଭିଯୋଗ
ମୁମ୍ବାଇ,୧।୯: ମହାରାଷ୍ଟ୍ରର ସିନ୍ଧୁଦର୍ଗରେ ଛତ୍ରପତି ଶିବାଜୀ ମହାରାଜଙ୍କ ପ୍ରତିମୂର୍ତ୍ତି ଭଙ୍ଗା ଘଟଣାରେ ରାଜନୈତିକ ଉଷ୍ମତା ତୀବ୍ର ରହିଛି। ବିରୋଧୀ କ୍ରମାଗତ ଭାବେ ପ୍ରଧାନମନ୍ତ୍ରୀ ମୋଦି ଏବଂ ଭାଜପାକୁ ଘେରି ରହିଛନ୍ତି। ଏହି ପରିପ୍ରେକ୍ଷୀରେ ମୁମ୍ବାଇରେ ଗଣମାଧ୍ୟମ ସହ କଥାବାର୍ତ୍ତା ବେଳେ ଶିବସେନା…
କିଏ ସ୍ବପ୍ନା ପାଟକର? ସଞ୍ଜୟ ରାଉତଙ୍କ ଉପରେ ଆଣିଛନ୍ତି ଗୁରୁତର ଅଭିଯୋଗ
ମୁମ୍ବାଇ,୧।୯: ଗୋରେଗାଓଁର ପାତ୍ର ଚାୱଲଙ୍କ ସହ ଜଡିତ ମନି ଲଣ୍ଡରିଂ ମାମଲାର ସାକ୍ଷୀ ସ୍ବପ୍ନା ପାଟକର ଏକ ଚିଠି ଲେଖିଛନ୍ତି। ଏନଫୋର୍ସମେଣ୍ଟ ଡାଇରେକ୍ଟୋରେଟ (ଇଡି) ର ଅତିରିକ୍ତ ନିର୍ଦ୍ଦେଶକ (ପଶ୍ଚିମ ଅଞ୍ଚଳ) କୁ ସେ ଏକ ଚିଠି ଲେଖିଛନ୍ତି ଯେ ମାମଲାର…
ନର୍ସିଂ କଲେଜରେ ରାଗିଂ : ସିନିୟର, ଜୁନିୟର ଛାତ୍ରୀଛାତ୍ରଙ୍କ ମଧ୍ୟରେ ଗଣ୍ଡଗୋଳ
ଭବାନୀପାଟଣା,୧।୯ (ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଭବାନୀପାଟଣା ବ୍ଲକ କାମଠଣାଠାରେ ଥିବା ନର୍ସିଂ କଲେଜରେ ରାଗିଂ ଅଭିଯୋଗକୁ ନେଇ ସିନିୟର ଓ ଜୁନିୟର ଛାତ୍ରୀଛାତ୍ରଙ୍କ ମଧ୍ୟରେ ଗଣ୍ଡଗୋଳ ହୋଇଛି। ଏହାକୁ ନେଇ ଛାତ୍ରୀଛାତ୍ର ଜିଲାପାଳଙ୍କ ଦ୍ୱାରସ୍ଥ ହୋଇଛନ୍ତି। ଗତ କିଛିଦିନ…
କୋଲକାତାରେ ପୁଣି ଲଜ୍ଜା: ନାବାଳିକାଙ୍କୁ ଅସଦାଚରଣ ଅଭିଯୋଗରେ ଅଭିଯୁକ୍ତଙ୍କ ଘର ଭଙ୍ଗାରୁଜା
କୋଲକାତା,୧ା୯: ଆର୍ ଜି କର ମେଡିକାଲ କଲେଜ ଏବଂ ହସ୍ପିଟାଲରେ ଜଣେ ଟ୍ରେନି ମହିଳା ଡାକ୍ତରଙ୍କୁ ବଳାତ୍କାର ଓ ହତ୍ୟା ଘଟଣା ପରେ ମହିଳାଙ୍କ ସୁରକ୍ଷାକୁ ନେଇ ପ୍ରଶ୍ନ ଉଠିଛି। ମହିଳା ସୁରକ୍ଷା ପ୍ରସଙ୍ଗରେ ବିରୋଧୀ ମମତା ସରକାର ଉପରେ ମଧ୍ୟ…
କେରଳ ଭୂସ୍କଳନ: ଗୁରୁତର ଡ. ସ୍ବୀକୃତି ମହାପାତ୍ରଙ୍କୁ ଭେଟିଲେ ଦୀପାଳି
ଝାରସୁଗୁଡ଼ା,୧।୯ (ସଞ୍ଜୟ ମାଲି): କେରଳ ୱାୟନାଡ ଭୂସ୍କଳନରେ ଗୁରୁତର ଆହତ ହୋଇଥିବା ଝାରସୁଗୁଡାର ଡ. ସ୍ବୀକୃତି ମହାପାତ୍ରଙ୍କୁ ତାଙ୍କ ବାସଭବନରେ ଶନିବାର ପୂର୍ବତନ ବିଧାୟିକା ଦୀପାଳି ଦାସ ଭେଟିଛନ୍ତି। ତାଙ୍କର ସ୍ବାସ୍ଥ୍ୟାବସ୍ଥା ପଚାରି ବୁଝିବା ସହିତ ଶୀଘ୍ର ଆରୋଗ୍ୟ କାମନା କରିଛନ୍ତି।…
ହିମନ୍ତ ଶର୍ମାଙ୍କ ଉପରେ ତାତିଲେଣି ଭାଜପା ହାଇକମାଣ୍ଡ? ତେଜିଲାଣି ବବାଦ
ନୂଆଦିଲ୍ଲୀ,୧।୯:ଆସାମ ବିଧାନସଭାରେ ନମାଜ ପଢିବାକୁ ବନ୍ଦ କରିବା ନେଇ ରାଜନୀତି ସରଗରମ ରହିଛି। ଆସାମ ବିଧାନସଭାରେ ଶୁକ୍ରବାର ଦୁଇ ଘଣ୍ଟିଆ ନମାଜ ପଢିବା ବାତିଲ କରିବାକୁ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ବ ଶର୍ମା ଘୋଷଣା କରିଛନ୍ତି। ସେ କହିଛନ୍ତି, ଏହା ଉତ୍ପାଦନ ବୃଦ୍ଧି…
ଚିନ୍ତା ବଢ଼ାଉଛନ୍ତି ବାଳ ଅପରାଧୀ
ଭୁବନେଶ୍ୱର,୧ା୯(ସତ୍ୟଜିତ୍ ରାଉତ): ଯେଉଁ ବୟସରେ ପାଠ ପଢ଼ି ସଫଳ ଭବିଷ୍ୟତ ପାଇଁ ନିଜକୁ ପ୍ରସ୍ତୁତ କରିବା କଥା, ସେହି ସମୟରେ ଅପରାଧ ଜଗତରେ ପାଦ ଦେଉଛନ୍ତି ନାବାଳକ। ହତ୍ୟା, ନିଶା କାରବାର, ଚୋରି, ଲୁଟ୍, ସଂଘବଦ୍ଧ ଆକ୍ରମଣ ଆଦି ଘଟଣାରେ ସାମିଲ…
ତେଜସ୍ବୀଙ୍କ ଭିତରେ ଆସିଛି ଶାମ ପିଟ୍ରୋଡାଙ୍କ ଆତ୍ମା
ନୂଆଦିଲ୍ଲୀ,୧।୯: ଆରଜେଡି ନେତା ତେଜସ୍ବୀ ଯାଦବଙ୍କ ଚାଇନିଜ ଭର୍ସନ ବାଲା ମନ୍ତବ୍ୟ ଉପରେ ଭାଜପା କଡା ପ୍ରତିକ୍ରିୟା ଦେଇଛି। ମୁଖପାତ୍ର ଶେହଜାଦ ପୁନାୱାଲା କହିଛନ୍ତି ଯେ ‘ସାମ ପିଟ୍ରୋଡାଙ୍କ ଆତ୍ମା’ ତେଜସ୍ବୀ ଯାଦବଙ୍କ ଭିତରେ ପ୍ରବେଶ କରିଛି। ବାସ୍ତବରେ ତେଜସ୍ବୀ ଶନିବାର…
ଘଟଣା ପରେ ଚେତିଲା କୋଲକାତା ପୋଲିସ, ନେଲା ବଡ଼ ନିଷ୍ପତ୍ତି, ଚାକିରିରୁ ହେବେ ବିଦା…
କୋଲକାତା,୧।୯: କୋଲକାତା କାଣ୍ଡ ପରେ ସାରା ଦେଶରେ ଉତ୍ତେଜନା ଦେଖାଦେଇଛି। ୧୯ ଦିନ ଧରି ସିବିଆଇ ଏହି ମାମଲାର ତଦନ୍ତ କରୁଛି। ଏହି ମାମଲାରେ ମୁଖ୍ୟ ଅଭିଯୁକ୍ତ ସଞ୍ଜୟ ରୟଙ୍କୁ ସିବିଆଇ ଲଗାତାର ଜେରା କରୁଛି। ସେ ନ୍ୟାୟିକ ହେପାଜତରେ ଅଛନ୍ତି।…
ପଦ ଛାଡ଼ିଲେ କେସି ତ୍ୟାଗୀ
ପାଟ୍ନା,୧ା୯: ବରିଷ୍ଠ ଜେଡିୟୁ ନେତା କେ.ସି ତ୍ୟାଗୀ ରବିବାର ଦଳର ଜାତୀୟ ମୁଖପାତ୍ର ପଦରୁ ଇସ୍ତଫା ଦେଇଛନ୍ତି। ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କୁ ଲେଖିଥିବା ପତ୍ରରେ ତ୍ୟାଗୀ ତାଙ୍କ ଇସ୍ତଫା ପାଇଁ ବ୍ୟକ୍ତିଗତ କାରଣ ଉଲ୍ଲେଖ କରିଛନ୍ତି। ତେବେ ବିଭିନ୍ନ ପ୍ରସଙ୍ଗରେ ତାଙ୍କର…
Archives


