କେନ୍ଦ୍ରମନ୍ତ୍ରୀଙ୍କ ପରେ ଏହି ଭାଜପା ନେତାଙ୍କ ଉପରେ ମରଣାନ୍ତକ ଆକ୍ରମଣ
ନୂଆଦିଲ୍ଲୀ,୧।୯: କିଛିଦିନ ତଳେ କେନ୍ଦ୍ର ମନ୍ତ୍ରୀ ଗିରିରାଜ ସିଂଙ୍କ ଉପରେ ହୋଇଥିବା ମରଣାନ୍ତକ ଆକ୍ରମଣ ପରେ ଏବେ ଆଉ ଜଣେ ଭାଜପା ନେତାଙ୍କୁ ଆକ୍ରମଣ କରାଯାଇଛି। ମଣିପୁରର ଭାଜପା ନେତା ମାଇକେଲ ଲାମଜଥାଙ୍ଗଙ୍କ ଘରେ ଘାତକ ଆକ୍ରମଣ ହୋଇଛି। ଏହି ସମୟରେ…
ଅଙ୍କିତାଙ୍କ ଘରକୁ ଆସିଲେ ନୂଆ ଅତିଥି
ମୁମ୍ବାଇ: ଅଭିନେତ୍ରୀ ଅଙ୍କିତା ଲୋଖଣ୍ଡେ ଏବଂ ତାଙ୍କ ସ୍ବାମୀ ବିକି ଜୈନଙ୍କ ଘରକୁ ନୂଆ ଅତିଥି ଆସିଛନ୍ତି। ଏହି ଦମ୍ପତି ଜଣେ ରାଜକୁମାରୀଙ୍କୁ ସ୍ବାଗତ କରିଛନ୍ତି। ସେ ଏହାର ଏକ ଭିଡିଓ ସୋସିଆଲ ମିଡିଆରେ ମଧ୍ୟ ଶେୟାର କରିଛନ୍ତି। ଏହି ଭିଡିଓରେ…
ଫିଲ୍ମରେ ସମସ୍ତଙ୍କ ସାମ୍ନାରେ କେମିତି ଶୁଟିଂ ହୁଏ ଅନ୍ତରଙ୍ଗ ଦୃଶ୍ୟ? କିସ୍ କରିବାକୁ ଆପଣାଯାଏ ଏମିତି ଟ୍ରିକ୍
ପୂର୍ବରୁ ବଲିଉଡ ଫିଲ୍ମରେ ଆଜିକାଲି ପରି ଏତେ ଅନ୍ତରଙ୍ଗ ଦୃଶ୍ୟ ନ ଥିଲା। ଏବେ OTT ପ୍ଲାଟଫର୍ମରେ ଏପରି ଦୃଶ୍ୟ ଅଧିକ ଦେଖାଯାଉଛି। କହିବାକୁ ଏମିତି ସିନ୍ ନ ଥିଲେ ଏବେ ଷ୍ଟୋରୀ ବି ଫିକା ବୋଲି କୁହାଯାଉଛି। କିନ୍ତୁ ଏବେକାର…
ଏନ୍ଏଚ୍ କଡ଼ରେ ପାର୍କିଂ, ବିପଦରେ ଛାତ୍ରୀଛାତ୍ରଙ୍କ ଜୀବନ
ଯାଜପୁର,୧ା୯(ହର୍ଷବର୍ଦ୍ଧନ ବେହେରା): ବ୍ୟାସନଗର କେନ୍ଦ୍ରୀୟ ବିଦ୍ୟାଳୟର ଅଭିଭାବକମାନେ ସେମାନଙ୍କ ପିଲାମାନଙ୍କ ସୁରକ୍ଷାକୁ ନେଇ ଚିନ୍ତାରେ ରହିଛନ୍ତି। ଉଭୟ କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କ ଅନୁଦାନ ଓ ତତ୍ତ୍ୱାବଧାନରେ ଯାଜପୁର ଜିଲା କୋରାଇ ଥାନା ଅନ୍ତର୍ଗତ ଇଟାପୁର ମୌଜାର ୨୦ ନମ୍ବର ଜାତୀୟ…
ମହିଳାଙ୍କୁ ଧରାଇଦେଲେ ମିଳିବ ୨୫,୦୦୦ ଡଲାର
ଓ୍ବାଶିଂଟନ୍: ସିଣ୍ଡି ରୋଡ୍ରିଗୁଏଜ୍ ସିଂଙ୍କୁ ଆମେରିକାର ଫେଡେରାଲ ବ୍ୟୁରୋ ଅଫ୍ ଇନ୍ଭେଷ୍ଟିଗେଶନ୍ (ଏଫ୍ବିଆଇ) ଖୋଜୁଛି। ସେ ୨୦୨୩ ମାର୍ଚ୍ଚରୁ ନିଜ ସ୍ବାମୀ ଅର୍ଶଦୀପ ସିଂ ଓ ୬ ଝିଅପୁଅଙ୍କ ସହ ଭାରତକୁ ଫେରାର ହୋଇଥିବା ଏଫ୍ବିଆଇ ଜାଣିବାକୁ ପାଇଛି। ଏହି ୩୯…
ବିଇଓଙ୍କୁ ଗିରଫ କଲା ଭିଜିଲାନ୍ସ ବିଭାଗ, ଏତିକି ଟଙ୍କାର ସମ୍ପତ୍ତି ଠାବ
ଛତ୍ରପୁର,୧ା୯(ସନ୍ତୋଷ ପାଢ଼ୀ): ଗଞ୍ଜାମ ଜିଲାର ଛତ୍ରପୁର ବ୍ଲକ ଶିକ୍ଷା ଅଧିକାରୀ ସୀତାରାମ ପାତ୍ରଙ୍କୁ ରବିବାର ବ୍ରହ୍ମପୁର ଭିଜିଲାନ୍ସ ଗିରଫ କରିଛି। ଶୁକ୍ରବାର ଭିଜିଲାନ୍ସ ପକ୍ଷରୁ ତାଙ୍କର ବାସଭବନ, କାର୍ଯ୍ୟାଳୟ ସମେତ ୬ଟି ସ୍ଥାନରେ ଚଢ଼ାଉ କରାଯାଇଥିଲା। ତାଙ୍କର ବ୍ରହ୍ମପୁରସ୍ଥିତ ଖୋଡ଼ାସିଙ୍ଗି ନିକଟ…
ସ୍ବାମୀଙ୍କ ପାଇଁ ଡେ’ କେୟାର
ଚାଇଲ୍ଡ ଡେ’ କେୟାର ସିଷ୍ଟମ ଆଜିକାଲି ସହରରେ ବଢ଼ିବାକୁ ଲାଗିଲାଣି। କାରଣ କର୍ମଜୀବୀ ଦମ୍ପତି ଏଠି ପିଲାଙ୍କୁ ଛାଡ଼ିଦେଇ ନିଶ୍ଚିନ୍ତରେ ଅଫିସ୍କୁ ଯାଇ କାମ କରିପାରୁଛନ୍ତି। ତେବେ ଜାଣନ୍ତି କି ଏବେ ହଜ୍ବ୍ୟାଣ୍ଡ ଡେ’ କେୟାର ସିଷ୍ଟମ ବି ଆସିଗଲାଣି। ଭାବୁଥିବେ…
ପାଉଁଜିର କେବଳ ଧାର୍ମିକ ନୁହେଁ ବରଂ ବୈଜ୍ଞାନିକ ମହତ୍ତ୍ୱ ବି ଅଛି: ଜାଣନ୍ତୁ କ’ଣ
ପାଉଁଜି ବିନା ନାରୀର ଶୃଙ୍ଗାର ଲାଗେ ଅଧା । ଆଉ ଏହି ପାଉଁଜିର କେବଳ ଧାର୍ମିକ ନୁହେଁ ବରଂ ବୈଜ୍ଞାନିକ ମହତ୍ତ୍ୱ ବି ଅଛି। ସେଗୁଡ଼ିକ କ’ଣ ଜାଣିବା ସେ ସମ୍ପର୍କରେ… ପାଉଁଜିର ଇତିହାସ ବହୁ ପୁରାତନ। ପ୍ରାୟ ୮୦୦୦ ବର୍ଷ…
ହରିୟାଣାରେ ନିର୍ବାଚନ ତାରିଖ ବଦଳିବାରୁ ବଢିବ ଭୋଟ ପ୍ରତିଶତ: ଭାଜପା
ଚଣ୍ଡିଗଡ଼,୧।୯: ହରିୟାଣା ବିଧାନସଭା ନିର୍ବାଚନର ତାରିଖ ପରିବର୍ତ୍ତନକୁ ଭାଜପା ଜାତୀୟ ସାଧାରଣ ସମ୍ପାଦକ ଦୁଷ୍ୟନ୍ତ ଗୌତମ ସ୍ବାଗତ କରିଛନ୍ତି। ଏହା ଭୋଟ ପ୍ରତିଶତ ବୃଦ୍ଧି କରିବ ବୋଲି ସେ କହିଛନ୍ତି। ସେ କହିଛନ୍ତି ଯେ ଅକ୍ଟୋବର ୧ରୁ ଅକ୍ଟୋବର ୫ପର୍ଯ୍ୟନ୍ତ ନିର୍ବାଚନ…
ଲୋକେ ଜାଣନ୍ତୁ ଆମେ ବି ବିଦ୍ୟମାନ ଅଛୁ…, କାହିଁକି ଏମିତି କହିଲେ ସିଜେଆଇ
ନୂଆଦିଲ୍ଲୀ,୧।୯: ଜିଲା ଜଜ ନ୍ୟାୟପାଳିକାର ମେରୁଦଣ୍ଡ ବୋଲି ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଡି.ଓ୍ବାଇ ଚନ୍ଦ୍ରଚଡ ଶନିବାର କହିଛନ୍ତି। ଆମେ ସେମାନଙ୍କୁ ଅବମାନନା କରିବା ବନ୍ଦ କରିବା ଉଚିତ୍। ସିଜେଆଇ କହିଛି ଯେ ଜିଲା କୋର୍ଟ ହେଉଛି ସେହି ସ୍ଥାନ ଯେଉଁଠାରେ ସାଧାରଣ…
ଭିଜିଲାନ୍ସ ଧରୁଧରୁ ବେହୋସ ହୋଇପଡ଼ିଥିଲେ ଯନ୍ତ୍ରୀ, ଘରୁ ମିଳିଲାଣି ନଗଦ ୧୪ ଲକ୍ଷ ୮୧ ହଜାର
ରାୟଗଡ଼ା,୧ା୯(ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ଜିଲା କାଶୀପୁର ବ୍ଲକ କନିଷ୍ଠ ଯନ୍ତ୍ରୀ ପୂର୍ଣ୍ଣଚନ୍ଦ୍ର ଚୌଧୁରୀଙ୍କ ଘରେ ଭିଜିଲାନ୍ସ ଚଢ଼ାଉ ହୋଇଥିଲା। ଆଜି ତାଙ୍କ ଘରୁ ବିପୁଳ ସଂପତ୍ତି ଠାବ କରାଯାଇଛି। ରବିବାର ମଧ୍ୟ ତାଙ୍କ ଘରେ ଚଢ଼ାଉ ଜାରି ରହିଛି। ଚୌଧୁରୀଙ୍କ…
ପେଟ୍ରୋଲ ପମ୍ପରୁ ହୋଇଥିଲା ପ୍ରଥମ ରୋଜଗାର
ଗୋଟେ ନିମ୍ନ ମଧ୍ୟବିତ୍ତ ପରିବାରର ପଞ୍ଚମ ସନ୍ତାନର ଜୀବନ କେତେ ଦୁର୍ବିଷହ ତାହା କେବଳ ଅଙ୍ଗେ ନିଭାଇଥିବା ବ୍ୟକ୍ତି ହିଁ ବୁଝିପାରିବ। ସେତେବେଳେ ବାବାଙ୍କ ଅବସରକାଳୀନ ଭତ୍ତା ହିଁ ଥିଲା ଆମ ପରିବାରର ମୁଖ୍ୟ ଆୟ। ଅବଶ୍ୟ ଅନେକ ଜମିଜମା ଥିଲା,…
Archives


