Home Left

କର୍କଟ ପାଇଁ …

ବରଗଡ଼୪।୯( ପ୍ରେମାନନ୍ଦ ଖମାରୀ): ବରଗଡ଼ ସହରରେ ମଙ୍ଗଳବାର କର୍କଟ ରୋଗ ନିରାକରଣ ସଚେତନତା ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି। ଇନରହିଲ କ୍ଲବ ଅଫ ବରଗଡ଼ ପକ୍ଷରୁ ଅନୁଷ୍ଠିତ ଏହି ସଚେତନତା କାର୍ଯ୍ୟକ୍ରମରେ ଇନରହିଲ କ୍ଲବ ଅଫ୍‌ ବରଗଡ଼ର ପୂର୍ବ ଡିଷ୍ଟ୍ରିକ୍ଟ ଚେୟାରମେନ ମମତା…

ଜ୍ୟୋତିରାଦିତ୍ୟ ସିନ୍ଧିଆ ଭାଜପାରେ ସାମିଲ୍‌ ହେବାକୁ ନେଇ ବଡ଼ ବୟାନ ଦେଲେ ପାଇଲଟ, କହିଲେ ତାଙ୍କୁ ନିଜର…

ନୂଆଦିଲ୍ଲୀ,୪।୯: ନିକଟରେ କଂଗ୍ରେସ ନେତା ସଚିନ ପାଇଲଟ ଏକ ଜାତୀୟ ଗଣମାଧ୍ୟମର କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ଯେଉଁଠାରେ ତାଙ୍କୁ ପଚରାଯାଇଥିଲା ଯେ ଆରପିଏନ ସିଂ, ଜିତିନ ପ୍ରସାଦ ଏବଂ ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କ ପରି ଯୁବ ନେତାମାନେ ୟୁପିଏ ସରକାରରେ ମନ୍ତ୍ରୀ ଥିଲେ।…

ସୁଭଦ୍ରା ଯୋଜନାର ଶୁଭାରମ୍ଭ କଲେ ସରପଞ୍ଚ

କୁଜଙ୍ଗ, ୪।୯(ମନୋଜ ପ୍ରଧାନ): ପାରାଦୀପ ଗଡପଞ୍ଚାୟତର ମୋ ସେବା କେନ୍ଦ୍ରରେ ସୁଭଦ୍ରା ଯୋଜନାର ଶୁଭାରମ୍ଭ ହୋଇଯାଇଛି। ମୁଖ୍ୟ ଅତିଥି ଭାବେ ପାରାଦୀପଗଡ଼ ଗ୍ରାମ ପଞ୍ଚାୟତ ସରପଞ୍ଚ ସସ୍ମିତା ବେହେରା ଯୋଗଦେଇ ପ୍ରଦୀପ ପ୍ରଜ୍ଜ୍ୱଳନ କରି ପଞ୍ଚାୟତରେ ଏହି ଯୋଜନାର ଶୁଭାରମ୍ଭ କରିଥିଲେ।…

କନ୍ଧମାଳର ଲକ୍ଷପତି ଦିଦି ରାୟଗଡାରେ ଦେଉଛନ୍ତି ତାଲିମ

ଦାରିଙ୍ଗବାଡି, ୪।୯ (ଅରୁଣ ସାହୁ ): ସବୁ ବେଳେ ତେନ୍ତୁଳିର ଚାହିଦା ରାଜ୍ୟ ଓ ରାଜ୍ୟ ବାହାରେ ରହିଛି। ଅମଳ ପରେ ଏହାକୁ ସଠିକ ଭାବେ ପ୍ରସ୍ତୁତି କରିପାରିଲେ ଏହା ଚାଷୀଙ୍କୁ ଲାଭ ଦେବ। କନ୍ଧମାଳ ଜିଲା ଦାରିଙ୍ଗବାଡି ସମେତ ବିଭିନ୍ନ…

କୋଲକାତା ବଳାତ୍କାର ମାମଲା: ପଲିଗ୍ରାଫ ଟେଷ୍ଟରେ ସଞ୍ଜୟଙ୍କୁ ପଚରାଗଲା ଏହି ପ୍ରଶ୍ନ, ଉତ୍ତର ଶୁଣି ଆଶ୍ଚର୍ଯ୍ୟ ହୋଇଗଲା ସିବିଆଇ

କୋଲକାତା,୪।୯: କୋଲକାତା ଆର୍‌.ଜି କର ମେଡିକାଲ କଲେଜ ଏବଂ ହସ୍ପିଟାଲରେ ଜଣେ ମହିଳା ଡାକ୍ତରଙ୍କୁ ବଳାତ୍କାର ଏବଂ ପରେ ହତ୍ୟା ମାମଲାର ରହସ୍ୟ ଏ ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ସାମ୍ନାକୁ ଆସିନାହିଁ। ଏହି ଘୃଣ୍ୟ ବଳାତ୍କାର ଓ ହତ୍ୟା ମାମଲାର ମୁଖ୍ୟ ଅଭିଯୁକ୍ତ…

ବଢୁଛି ଡଲି ଚାଏଓ୍ବାଲାଙ୍କ କ୍ରେଜ୍‌: ଗୋଟିଏ କାର୍ଯ୍ୟକ୍ରମ ପାଇଁ ମାଗୁଛନ୍ତି ଏତିକି ଲକ୍ଷ ଟଙ୍କା

ନାଗପୁର,୪।୯:ହାଇଦ୍ରାବାଦରେ ମାଇକ୍ରୋସଫ୍ଟର ସହ-ପ୍ରତିଷ୍ଠାତା ବିଲ ଗେଟ୍ସଙ୍କୁ ଚା’ ପରିବେଷଣ କରିବା ପରେ ନାଗପୁରର ଡଲି ଚାଏୱାଲା ରାତାରାତି ସୋସିଆଲ ମିଡିଆ ଷ୍ଟାର୍‌ ପାଲଟିଯାଇଥିଲେ। ଇନଷ୍ଟାଗ୍ରାମରେ ତାଙ୍କର ୪.୨ ମିଲିୟନ୍‌ ଫଲୋଅର୍ସ ଅଛନ୍ତି। ଡାଲି ଚାଏୱାଲା ଏତେ ପ୍ରସିଦ୍ଧ ହୋଇଗଲେ ଯେ, ଲୋକମାନେ…

କାହିଁକି IIT ହଷ୍ଟେଲ ଛାତରୁ ହେଇଁଲେ ଛାତ୍ରୀ, ଘଟଣାକୁ ନେଇ ବଢ଼ୁଛି…

ଭୁବନେଶ୍ୱର,୪।୯: ଭୁବନେଶ୍ୱର ଆଇଆଇଟି(IIT) କ୍ୟାମ୍ପସରେ ଅଭାବନୀୟ ଘଟଣା ଘଟିଛି। କ୍ୟାମ୍ପସରୁ ଜଣେ ଛାତ୍ରୀଙ୍କ ମୃତଦେହ ମିଳିଛି। ହଷ୍ଟେଲ ଛାତରୁ ଡେଇଁ ଛାତ୍ରୀ ଜଣଙ୍କ ଆତ୍ମହତ୍ୟା କରିଥିବା ଜଣାପଡ଼ିଛି। କ୍ରିତିକା ରାଜ  ନାମକ ଏହି ଛାତ୍ରୀଙ୍କ ଘର ଦିଲ୍ଲୀ ହୋଇଥିବା ବେଳେ ସେ…

ୟୁଏଇର ଏଭଳି ନିଷ୍ପତ୍ତିରେ ଶେଖ ହାସିନାଙ୍କ ଅଡୁଆ ବଢିଲା, ଏବେ କରିବେ କ’ଣ? ଭାରତ ମଧ୍ୟ…

ଢାକା,୪।୯: ଭାରତର ବନ୍ଧୁ ୟୁଏଇ ଏକ ପଦକ୍ଷେପ ନେଇଛି ଯାହା ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ ହାସିନାଙ୍କ ସମସ୍ୟାକୁ ବଢାଇ ଦେଇଛି। ଏହାର କାରଣ ହେଉଛି ଭାରତରୁ ତାଙ୍କର ଫେରିବା। ଶେଖ ହାସିନାଙ୍କୁ ଖୁବ୍‌ଶୀଘ୍ର ଏକ ନୂତନ ସ୍ଥାନ ଖୋଜିବାକୁ ପଡିବ।…

ଲଜ୍ଜାଜନକ ରେକର୍ଡ କଲା ପାକିସ୍ତାନ,୧୯୬୫ ପରେ ପ୍ରଥମଥର ଘଟିଲା ଏମିତି…

ରାଓ୍ବଲପିଣ୍ଡି,୪।୯: ବାଂଲାଦେଶ ବିପକ୍ଷରେ ଘରେ ଅପମାନଜନକ ପରାଜୟର ସମ୍ମୁଖୀନ ହେବା ପରେ ପାକିସ୍ତାନ ଦଳ ବହୁ ସମାଲୋଚନାର ସମ୍ମୁଖୀନ ହୋଇଛି। ଏହି ପରାଜୟର ଗୋଟିଏ ଦିନ ପରେ ପାକିସ୍ତାନ ଦଳ ଆଉ ଏକ ବଡ଼ ଝଟକା ଦେଇଛି। ୨ ମ୍ୟାଚ୍‌ ଟେଷ୍ଟ…

subhadra yojana: ସୁଭଦ୍ରା ପାଇଁ ଆଜିଠୁ ଆବେଦନ, ଏହି ଡକ୍ୟୁମେଣ୍ଟ ନ ଥିଲେ ମିଳିବନି ଟଙ୍କା…

ଭୁବନେଶ୍ୱର,୪।୯: ରାଜ୍ୟରେ ଆଜିଠାରୁ ଆରମ୍ଭ ହୋଇଛି ସୁଭଦ୍ରା ଯୋଜନା ପାଇଁ ଆବେଦନ ପ୍ରକ୍ରିୟା । ଗତ ରବିବାର ଠାରୁ ସୁଭଦ୍ରା ଯୋଜନାରେ ଆବେଦନ ପାଇଁ ସମସ୍ତଙ୍କୁ ଫର୍ମ ଯୋଗାଇ ଦିଆଯାଇଥିଲା । ଏହା ପରେ ସୋମବାର ସୁଭଦ୍ରା ପୋର୍ଟାଲ ଲଞ୍ଚ କରିଥିଲେ…

କୋଲକାତା କାଣ୍ଡ: କୋର୍ଟରୁ ଫେରିବା ସମୟରେ ସନ୍ଦୀପ ଘୋଷଙ୍କୁ ଚାପୁଡା ମାରିଲେ ବ୍ୟକ୍ତି, ଭାଇରାଲ ହେଉଛି…

କୋଲକାତା,୪।୯: କୋଲକାତା ଆର୍‌.ଜି କର କଲେଜ ଏବଂ ହସ୍ପିଟାଲର ପୂର୍ବତନ ପ୍ରିନ୍ସିପାଲ ସନ୍ଦୀପ ଘୋଷ ଉପରେ ଆକ୍ରମଣ ହୋଇଛି। କୋର୍ଟରୁ ବାହାରକୁ ଆସିବା ସମୟରେ ଏକ ବ୍ୟକ୍ତି ତାଙ୍କ ମୁଣ୍ଡକୁ ଚାପୁଡା ମାରିଛନ୍ତି। ସେ ସିଆରଏଫ୍‌ ଏବଂ କୋଲକାତା ପୋଲିସର କଡ଼ା…

ପାକିସ୍ତାନକୁ ଧୂଳି ଚଟେଇଲା ବାଂଲାଦେଶ

ରାଓ୍ବଲପିଣ୍ଡି,୪ା୯: ପାକିସ୍ତାନ ବିପକ୍ଷ ଦ୍ୱିତୀୟ କ୍ରିକେଟ ଟେଷ୍ଟ ମ୍ୟାଚ ୬ ଉଇକେଟରେ ଜିତି ନେଇଛି ବାଂଲାଦେଶ। ଏଥିସହିତ ଦଳ ଦୁଇ ମ୍ୟାଚ ବିଶିଷ୍ଟ ସିରିଜ ୨-୦ରେ କ୍ଲିନ୍‌ ସୁଇପ୍‌ ବିଜୟ ହାସଲ କରିଛି। ମ୍ୟାଚ ଜିତିବା ଲାଗି ମଙ୍ଗଳବାର ମ୍ୟାଚର ୫ମ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri