Home Left

୧୯ରେ ସିୟୁଇଟି-ୟୁଜି ପୁନଃପରୀକ୍ଷା କରିବ ଏନ୍‌ଟିଏ

ନୂଆଦିଲ୍ଲୀ,୧୫ା୭: ନ୍ୟାଶନାଲ ଟେଷ୍ଟିଂ ଏଜେନ୍ସି (ଏନ୍‌ଟିଏ) ୧,୦୦୦ରୁ ଊର୍ଦ୍ଧ୍ୱ ଛାତ୍ରୀଛାତ୍ରଙ୍କ ପାଇଁ କମନ ୟୁନିଭର୍ସିଟି ଏଣ୍ଟ୍ରାନ୍ସ ଟେଷ୍ଟ ଅଣ୍ଡରଗ୍ରାଜୁଏଟ୍‌ (ସିୟୁଇଟି-ୟୁଜି) ପରୀକ୍ଷା ୧୯ରେ ପୁଣିଥରେ କରାଇବାକୁ ଘୋଷଣା କରିଛି। ଏହି ଛାତ୍ରୀଛାତ୍ର ପରୀକ୍ଷା ପରିଚାଳନାକୁ ନେଇ ଅସନ୍ତୋଷ ବ୍ୟକ୍ତ କରିବା ସହ…

ସିଂହଦ୍ୱାରରେ ଲାଗିଲା ତିନି ରଥ, ରଥାରୂଢ ଚତୁର୍ଦ୍ଧାମୂର୍ତ୍ତିଙ୍କ ଦର୍ଶନ ପାଇଁ ପ୍ରବଳ ଭିଡ଼

ପୁରୀ,୧୫।୭: ସିଂହଦ୍ୱାରରେ ପହଞ୍ଚିଲା ବଳଭଦ୍ରଙ୍କ ତାଳଧ୍ୱଜ, ଦେବୀ ସୁଭଦ୍ରାଙ୍କ ଦର୍ପଦଳନ ଓ ଶ୍ରୀଜଗନ୍ନାଥଙ୍କ ନନ୍ଦିଘୋଷ ରଥ। ସିଂହଦ୍ୱାରରେ ରଥାରୂଢ ଚତୁର୍ଦ୍ଧାମୂର୍ତ୍ତିଙ୍କ ଦର୍ଶନ ପାଇଁ ପ୍ରବଳ ଭିଡ଼ ଜମିଛି। ବୁଧବାର ଭକ୍ତଙ୍କୁ ସୁନାବେଶରେ ଦର୍ଶନ ଦେବେ ଶ୍ରୀଜିଉ। ଦିନ ପ୍ରାୟ ସାଢ଼େ ୩ଟାରେ…

ହୃଦୟକୁ ଛୁଇଁଯିବ ରୋହିତଙ୍କ ଏହି ବୟାନ

ନୂଆଦିଲ୍ଲୀ,୧୫।୭: ଭାରତୀୟ କ୍ରିକେଟର ରୋହିତ ଶର୍ମାଙ୍କ ଶୈଳୀ ଅତ୍ୟନ୍ତ ଅନନ୍ୟ। ‘ହିଟମ୍ୟାନ’ ଭାବରେ ଜଣାଶୁଣା ରୋହିତ ପ୍ରାୟତଃ ମ୍ୟାଚ ସମୟରେ ତାଙ୍କ ସାଥୀ ଖେଳାଳିଙ୍କ ସହ ମଜା କରୁଥିବା ଦେଖାଯାଏ। ନିକଟରେ, ତାଙ୍କ ଅଧିନାୟକତ୍ୱରେ ଭାରତ ଟି-ଇଣ୍ଡିଆ ବିଶ୍ୱକପ୍‌ ୨୦୨୪ରେ ବିଜେତା…

ରତ୍ନଭଣ୍ଡାର ଭିତରେ କ’ଣ ସବୁ ରହିଛି, ରହସ୍ୟ ଖୋଲିଲେ ସେବାୟତ, କହିଲେ ଭିତରେ ୫ଟି…

ଭୁବନେଶ୍ୱର,୧୫।୭: ଦୀର୍ଘ ୪୬ବର୍ଷ ପରେ ରବିବାର ଶ୍ରୀମନ୍ଦିର ରତ୍ନଭଣ୍ଡାର ଖୋଲାଯାଇଛି। ତେବେ ରତ୍ନଭଣ୍ଡାର ଭିତରେ କ’ଣ ରହିଛି ତାକୁ ଜାଣିବା ପାଇଁ ଲୋକଙ୍କ ମଧ୍ୟରେ ଉତ୍ସାହ ରହିଛି। ଏହି ସମୟରେ ସେବାୟତ ଦୁର୍ଗାଚରଣ ଦାସ ମହାପାତ୍ର ରତ୍ନଭଣ୍ଡାର ଭିତରେ କ’ଣ ଅଛି,…

ବର୍ଷାରେ ଭିଜିଲେ ଜଗନ୍ନାଥ

ଦାରିଙ୍ଗବାଡି,୧୫।୭(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ଅଞ୍ଚଳରେ ବହୁ ଆଡମ୍ବରରେ ବାହୁଡା଼ଯାତ୍ରା ଅନୁଷ୍ଠିତ ହୋଇଯାଇଛି। ତେବେ ଅଞ୍ଚଳରେ ତୁହାକୁ ତୁହା ବର୍ଷା କାରଣରୁ କିଛି ସ୍ଥାନରେ ନୀତିରେ ବିଳମ୍ବ ଘଟିଛି। ଉକ୍ତ ବ୍ଲକ ସିମନବାଡି ସମେତ ଶ୍ରାନିକେତା, ଗବାଟବାଡ଼ି, ଗଦାପୁର, କାଟିଙ୍ଗିଆ…

ସଗାରେଟ୍‌ ଟାଣୁଥିବା ଏହି ଫଟୋ କ’ଣ ସୋନିଆ ଗାନ୍ଧୀଙ୍କର? ଜାଣନ୍ତୁ ଫଟୋ ପଛର ସତ୍ୟତା

ନୂଆଦିଲ୍ଲୀ,୧୫।୭: କଂଗ୍ରେସ ନେତା ସୋନିଆ ଗାନ୍ଧୀଙ୍କ ସିଗାରେଟ ଧରିଥିବା ଫଟୋ ସୋସିଆଲ ମିଡିଆରେ ବହୁଳ ଭାବରେ ଭାଇରାଲ ହେବାରେ ଲାଗିଛି। ୟୁଜର୍ସମାନେ ଦାବି କରୁଛନ୍ତି ଯେ, ଏହା ସୋନିଆ ଗାନ୍ଧୀଙ୍କ ଏକ ପୁରୁଣା ଫଟୋ। ଏକ୍ସରେ ଭଗବା କ୍ରାନ୍ତି ନାମକ ଜଣେ…

୩ ଠାକୁର ଖାଇଲେ ମାଉସୀଙ୍କ ହାତର ପୋଡ଼ପିଠା

ପୁରୀ,୧୫।୭: ଶ୍ରୀମନ୍ଦିର ଫେରିବା ବାଟରେ ମାଉସୀ ମା’ ମନ୍ଦିରରରେ ଅଟକି ତିନି ଠାକୁର ପୋଡପିଠା ଖାଇଛନ୍ତି । ପ୍ରତିବର୍ଷ ପରି ଏବର୍ଷ ମଧ୍ୟ ଗୁଣ୍ଡିଚା ମନ୍ଦିରରୁ ଶ୍ରୀମନ୍ଦିର ଫେରିବା ବାଟରେ ମାଉସୀ ଘର ଅର୍ଦ୍ଧାସିନୀ ମନ୍ଦିରରେ ତିନି ଠାକୁର ଅଟକି ଥିଲେ।…

ମାଉସୀ ମା’ ଘରେ ପୋଡ଼ ପିଠା ଖାଇଲେ ବଡ଼ ଠାକୁର

ପୁରୀ,୧୫।୭: ମାଉସୀ ମା’ ମନ୍ଦିର ପାଖରେ ବଡ଼ଠାକୁରଙ୍କ ତାଳଧ୍ୱଜ ରଥ ପହଞ୍ଚିଛି। ପରେ ସେଠାରେ ବଡ ଠାକୁରଙ୍କୁ ପୋଡ ପିଠା ଲାଗି କରାଯାଇଛି। ବଡ଼ ଠାକୁରଙ୍କ ପଛରେ ଆସୁଛି କାଳିଆସାଆନ୍ତଙ୍କ ନନ୍ଦିଘୋଷ । ବଳଭଦ୍ରଙ୍କ ପରେ, ଦେବୀ ସୁଭଦ୍ରା ଓ ମହାପ୍ରଭୁ…

ପାଣ୍ଡିଆନଙ୍କ ଖାସ୍‌ ରବି କାନ୍ତଙ୍କୁ ହଟାଇଲେ ରାଜ୍ୟ ସରକାର, ଦେଲେ ଏହି ଦାୟିତ୍ୱ

ଭୁବନେଶ୍ୱର,୧୫।୭: ରାଜ୍ୟର ଭାଜପା ସରକାର ଆଜି ନୂଆଦିଲ୍ଲୀସ୍ଥିତ ଆବାସିକ କମିଶନର ପଦବୀରୁ ଆଇପିଏସ ରବିକାନ୍ତଙ୍କୁ ହଟାଇ ଦେଇଛନ୍ତି । ସେ କାର୍ତ୍ତିକ ପାଣ୍ଡିଆନଙ୍କ ଖାସ ଅନୁଗତ ଭାବେ ପରିଚିତ। ନୂଆଦିଲ୍ଲୀରେ ପାଣ୍ଡିଆନ ଓ ବିଜେଡିର ପ୍ରତିନିଧି ଭାବେ ରବିକାନ୍ତ କାର୍ଯ୍ୟ କରୁଥିବା…

ପମ୍ପ ହାଉସ୍‌ରୁ ନେଇଗଲେ କେବୁଲ ତାର: ୫ ଦିନ ହେଲା ଜଳ ଯୋଗାଣ ବନ୍ଦ

ଦେଓଗାଁ,୧୫ା୭(କୃଷ୍ଣପ୍ରସାଦ ପାଣିଗ୍ରାହୀ): ବଲାଙ୍ଗୀର ଜିଲା ଦେଓଗାଁ ଥାନା ଅଧୀନ କୁତୁର୍ଲା ପଞ୍ଚାୟତର ବହଲି, ସାରସବାହାଲ ଓ କୁତୁର୍ଲା ପମ୍ପ ହାଉସ୍‌ରୁ କେବୁଲ ଚୋରି ହୋଇଯାଇଛି ା ଇତିମଧ୍ୟରେ ୫ ଦିନ ବିତିଯାଇଥିଲେ ବି କୌଣସି ପଦକ୍ଷେପ ନିଆ ନ ଯିବାରୁ କୁତୁର୍ଲା…

ଦରଦାମ ବୃଦ୍ଧି ଉପରେ ନିୟନ୍ତ୍ରଣ ନେଇ ଏମିତି କହିଲେ ଖାଦ୍ୟ ଯୋଗାଣ ମନ୍ତ୍ରୀ

ଭୁବନେଶ୍ୱର,୧୫।୭: ଦରଦାମ ବୃଦ୍ଧି ଉପରେ ନିୟନ୍ତ୍ରଣ ପାଇଁ କଟକ ଭୁବନେଶ୍ୱର ସମେତ ସବୁ ଜିଲାରେ ଶୀଘ୍ର ମଣ୍ଡି ଖୋଲିବ। ଏ ନେଇ ସୋମବାର କହିଛନ୍ତି ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣ ପାତ୍ର। ସେ କହିଛନ୍ତି, କୃଷକମାନେ ମଣ୍ଡିକୁ…

ଚାଷୀଙ୍କ ମୁଖରେ ଫୁଟିଲା ହସ: ଖରିଫ ପାଇଁ ଛଡ଼ାଗଲା ପାଣି

ଖଡ଼ିଆଳ,୧୫।୭(ସୁଜିତ କୁମାର ପ୍ରଧାନ): ନୂଆପଡ଼ା ଜିଲା ଖଡ଼ିଆଳସ୍ଥିତ ତିଖାଳି ନିମ୍ନ ଇନ୍ଦ୍ର ଜଳସେଚନ ପ୍ରକଳ୍ପରୁ ସୋମବାର ଖରିଫ ଚାଷ ପାଇଁ କେନାଲ ଦ୍ବାରା ଜଳ ଛଡ଼ାଯାଇଛି। ଫଳରେ ନୂଆପଡ଼ା ଏବଂ ବଲାଙ୍ଗୀର ଜିଲାର ୩୫ ହଜାର ୫ଶହ ୫୭ ଜଣ ଚାଷୀଙ୍କ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri