କେବେ ଦେଖି ନ ଥିବେ ଏମିତି ମ୍ୟାଚ୍: ଟି-୨୦ ବିଶ୍ୱକପ୍ କ୍ୱାଲିଫାୟର୍ସରେ ମାତ୍ର ୧୦ ରନ୍ରେ ଅଲଆଉଟ୍ ହେଲା ଏହି ଦଳ
ନୂଆଦିଲ୍ଲୀ,୬।୯: ମଙ୍ଗୋଲିଆ ଏବଂ ସିଙ୍ଗାପୁର ମଧ୍ୟରେ ମ୍ୟାଚ ଟି-୨୦ ବିଶ୍ୱକପ ଏସୀୟ କ୍ୱାଲିଫାୟର୍ସରେ ଅନୁଷ୍ଠିତ ହୋଇଥିଲା। ଏଥିରେ ମଙ୍ଗୋଲିଆ ନାମରେ ଏକ ଲଜ୍ଜାଜନକ ରେକର୍ଡ ଯୋଡି ହୋଇଛି। ଏହି କ୍ୱାଲିଫାୟର ମ୍ୟାଚ ମାଲେସିଆରେ ଖେଳାଯାଉଛି, ଯେଉଁଠାରେ ମଙ୍ଗୋଲିଆ ଦଳ ପ୍ରଥମେ ବ୍ୟାଟିଂ…
କଂଗ୍ରେସରେ ଯୋଗଦେବା ପୂର୍ବରୁ ବଡ଼ ନିଷ୍ପତ୍ତି ନେଲେ ଭିନେଶ, ଛାଡିଲେ ଏହି ସରକାରୀ ଚାକିରି
ନୂଆଦିଲ୍ଲୀ,୬।୯: ଭେଟେରାନ ରେସଲର ଭିନେଶ ଫୋଗଟ କଂଗ୍ରେସରେ ଯୋଗଦେବା ପୂର୍ବରୁ ରେଳବାଇରେ ଚାକିରି ଛାଡିଛନ୍ତି। ଉତ୍ତର ରେଳବାଇରେ ଭିନେଶ ଫୋଗଟଙ୍କୁ ଓଏସ୍ଡି / ସ୍ପୋର୍ଟସ ଭାବରେ ନିଯୁକ୍ତି କରାଯାଇଥିଲା। ଭିନେଶ ଏକ୍ସରେ ଲେଖିଛନ୍ତି, ଭାରତୀୟ ରେଳବାଇରେ ସେବା ମୋ ଜୀବନର ଏକ…
ପାଇଖାନା ଟାଙ୍କିରେ ଚାଲିଗଲା ୩ ଜୀବନ
ବାରଙ୍ଗ,୬ା୯(ଲିଙ୍ଗରାଜ ରାଉତ): ସେଣ୍ଟ୍ରିଂ ଖୋଲିବାକୁ ଯାଇ ପାଇଖାନା ଟାଙ୍କି ଭିତରେ ଅଣନିଃଶ୍ୱାସୀ ହୋଇ ୩ ଜଣଙ୍କର ଜୀବନ ଚାଲିଯାଇଛି। ଏହିଭଳି ଘଟଣା ବାରଙ୍ଗ ଥାନା ଅଧିନସ୍ଥ ନରଣପୁରଠାରେ ଦେଖିବାକୁ ମିଳିଛି। ନରଣପୁରଠାରେ ନୂତନ ଭାବରେ ନିର୍ମାଣ ହୋଇଥିବା କୋଠାଘର ପାଇଖାନା ଟାଙ୍କିର…
ଆମେରିକାକୁ ଖୋଲା ଚେତାବନୀ ଦେଲା ରୁଷିଆ: ‘ରେଡ ଲାଇନ’ ଅତିକ୍ରମ କଲେ ପରିସ୍ଥିତି ହେବ ଭୟାବହ
ମସ୍କୋ,୬।୯: ରୁଷିଆର ବୈଦେଶିକ ମନ୍ତ୍ରୀ ସରୋଜ ଲାଭ୍ରୋଭ ୟୁକ୍ରେନ ଯୁଦ୍ଧ ମାମଲାରେ ‘ରେଡ ଲାଇନ’ ଅତିକ୍ରମ ନ କରିବାକୁ ଚେତାବନୀ ଦେଇଛନ୍ତି। ସେ କହିଛନ୍ତି, ମସ୍କୋ ସହିତ ୱାଶିଂଟନ ପାରସ୍ପରିକ ସଂଯମତାର ଭାବନା ହରାଉଛି। ୟୁକ୍ରେନକୁ ଅସ୍ତ୍ରଶସ୍ତ୍ର ଯୋଗାଇବା ପ୍ରସଙ୍ଗରେ ଆମେରିକା…
କୋଲକାତା ଲଜ୍ଜା: ପୋଲିସ ଜବରଦସ୍ତି ଶୁଟ କରିଥିଲା ଭିଡିଓ, ମାତାପିତାଙ୍କ ଗୁରୁତର ଅଭିଯୋଗକୁ ନେଇ ବଢୁଛି ଉତ୍ତେଜନା
କୋଲକାତା,୬।୯: କୋଲକାତା ଆର.ଜି କର ମେଡିକାଲ କଲେଜ ଏବଂ ହସ୍ପିଟାଲରେ ଜଣେ ଟ୍ରେନି ଡାକ୍ତରଙ୍କ ବଳାତ୍କାର ଓ ହତ୍ୟା ମାମଲା ଜଟିଳ ହେବାରେ ଲାଗିଛି। ଏପର୍ଯ୍ୟନ୍ତ କେବଳ ଜଣେ ଅଭିଯୁକ୍ତ – ସଞ୍ଜୟ ରୟଙ୍କୁ ଏହି ମାମଲାରେ ଗିରଫ କରାଯାଇଛି। ପୀଡିତାଙ୍କ…
ଟିକେଟ ନ ମିଳିବା ପରେ ଆସିଲା ବବିତା ଫୋଗାଟଙ୍କ ପ୍ରଥମ ବୟାନ, କହିଲେ ବ୍ୟକ୍ତିଠୁ ବଡ ଦଳ, ଦଳଠୁ ବଡ…
ନୂଆଦିଲ୍ଲୀ,୬।୯: ନିକଟରେ ଭାରତୀୟ ଜନତା ପାର୍ଟି (ଭାଜପା) ହରିୟାଣା ବିଧାନସଭା ନିର୍ବାଚନ ପାଇଁ ୬୭ ଜଣ ପ୍ରାର୍ଥୀଙ୍କ ପ୍ରଥମ ତାଲିକା ପ୍ରକାଶ କରିଛି। ଏଥର ପାର୍ଟି ରେସଲର ବବିତା ଫୋଗାଟଙ୍କୁ ଟିକେଟ ଦେଇ ନାହିଁ। ବବିତା ଫୋଗାଟଙ୍କ ସ୍ଥାନରେ ଚରଖି-ଦାଦରି ବିଧାନସଭା…
ପାଣ୍ଡିଆନଙ୍କ ପାଇଁ ହାରିଲା ବିଜେଡି, ବାପି ସର୍ଖେଲଙ୍କ ଏଭଳି ବୟାନଙ୍କୁ ନେଇ ବଢ଼ୁଛି ଚର୍ଚ୍ଚା
ଭୁବନେଶ୍ୱର,୬।୯: ‘ପାଣ୍ଡିଆନଙ୍କ ପାଇଁ ହାରିଲା ବିଜେଡି’ ଏଭଳି କହିଛନ୍ତି ବିଜେଡି ନେତା ବାପି ସର୍ଖେଲ । କାର୍ତ୍ତିକ ପାଣ୍ଡିଆନଙ୍କ ବିରୋଧରେ ଏମିତି ଅସନ୍ତୋଷ ଜନକ କଥା କହିଛନ୍ତି ବାପି । ସେ କହିଛନ୍ତି, ୨୦୨୪ ପରାଜୟ ପାଇଁ ପାଣ୍ଡିଆନ ଦାୟୀ। ପାଣ୍ଡିଆନଙ୍କ…
ରାଜ୍ୟ ସଭାରୁ ଇସ୍ତଫା ଦେବା ପରେ ବିଜେଡିରୁ ବିଦା ହେଲେ ସୁଜିତ କୁମାର
ଭୁବନେଶ୍ୱର,୬।୯: ରାଜ୍ୟ ସଭାରୁ ଇସ୍ତଫା ଦେଲେ ବିଜେଡି ଏମ୍ପି ସୁଜିତ କୁମାର। ରାଜ୍ୟ ସଭା ଚେୟାରମ୍ୟାନଙ୍କୁ ସେ ତାଙ୍କ ଇସ୍ତଫା ପତ୍ରପଠାଇଛନ୍ତି। ଇସ୍ତଫା ଦେବାର କିଛି ସମୟରେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ତାଙ୍କୁ ଦଳରୁ ବହିଷ୍କାର କରିଛନ୍ତି। ଦଳ ବିରୋଧୀ…
ଠିକା କାମ ବିବାଦକୁ କେନ୍ଦ୍ର କରି ମରଣାନ୍ତକ ଆକ୍ରମଣ
ଲୋଇସିଂହା,୬ା୯(ସୁଶାନ୍ତ ବାରିକ): ବଲାଙ୍ଗୀର ଜିଲା ଲୋଇସିଂହା ବ୍ଲକ ପରିସରରେ ୨ ଜଣଙ୍କୁ ମରଣାନ୍ତକ ଆକ୍ରମଣ ହୋଇଛି । ଠିକାବିବାଦରୁ ଏପରି କାଣ୍ଡ ଘଟିଥିବା ଜଣାଯାଇଛି। ଲୋଇସିଂହା ଥାନା ବାବିବାହାଲ ଗ୍ରାମର ସୁନୀଲ ବାଶ(୩୭) ଏବଂ ହରଭଙ୍ଗା ଗ୍ରାମର ବିଜୟ କୁମାର ବିଶ୍ୱାଳ…
ସ୍ବାଧିନତା ମସୟରେ ମୁସଲମାନଙ୍କୁ ପାକିସ୍ତାନ ପଠାଇଦେଇଥିଲେ ଜନ୍ମ ହୋଇ ନ ଥାଆାନ୍ତେ ତୌକିର ରଜା: ଗିରିରାଜ
ନୂଆଦିଲ୍ଲୀ,୬।୯: ଓ୍କକଫ ବିଲ୍ ୨୦୨୪ ବିରୋଧରେ ବରେଲିରେ ମୌଲାନା ତୌକିର ରଜା ମୁସଲମାନ ସଡ଼କ ଉପରକୁ ଆସି ବିରୋଧ କରିବାର ବୟାନକୁ ନେଇ କେନ୍ଦ୍ରମନ୍ତ୍ରୀ ଗିରିରାଜ ସିଂ ନିନ୍ଦା କରିଛନ୍ତି। କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ ଏହା ଆମର ଦୁର୍ଭାଗ୍ୟ। ସ୍ବାଧୀନତା ସମୟରେ…
ମହିଳାଙ୍କ ସହ ପୋଲିସ ବାବୁଙ୍କ ଅଶ୍ଳୀଳ ବାର୍ତ୍ତାଳପର ଅଡିଓ ଭାଇରାଲ, ମୋବାଇଲରେ ମହିଳାଙ୍କୁ ….
ନିଶ୍ଚିନ୍ତକୋଇଲି, ୬।୯(ଅଶୋକ କୁମାର ମହାପାତ୍ର): ମାହାଙ୍ଗା ନିର୍ବାଚନମଣ୍ଡଳୀ ଅଧୀନ ଭଦ୍ରେଶ୍ୱର ଥାନାର ଜଣେ ପୋଲିସବାବୁଙ୍କ ସହ ଆଉ ଜଣେ ମହିଳାଙ୍କ ପ୍ରେମ ଗପର ଅଡିଓ ଏବଂ ଫଟୋ ଭାଇରାଲ ହେଉଛି। ଏଥିରେ ଉଭୟେ ଅତ୍ୟନ୍ତ ଅନ୍ତରଙ୍ଗ ମୁହୂର୍ତ୍ତର ବାର୍ତ୍ତାଳାପ କରୁଛନ୍ତି। ବିଳମ୍ବିତ…
ଟ୍ରମ୍ପ ରାଷ୍ଟ୍ରପତି ନିର୍ବାଚନ ଜିତିଲେ ମସ୍କଙ୍କୁ କରିବେ ‘ଚିଫ୍’
ଓ୍ବାଶିଂଟନ,୬।୯: ଟେସଲା ସିଇଓ ଏଲୋନ ମସ୍କ ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ସର୍ବଦା ସମର୍ଥନ କରିଆସୁଛନ୍ତି। ଚଳିତ ବର୍ଷ ନଭେମ୍ବରରେ ହେବାକୁ ଥିବା ଆମେରିକୀୟ ରାଷ୍ଟ୍ରପତି ନିର୍ବାଚନରେ ମଧ୍ୟ ଏଲୋନ ମସ୍କ ଟ୍ରମ୍ପଙ୍କୁ ଖୋଲାଖୋଲି ସମର୍ଥନ କରୁଛନ୍ତି। କିଛି ଦିନ ପୂର୍ବରୁ…
Archives


