Home Left

ପୋଲିସ ନାଁରେ ସାଂଘାତିକ ଅଭିଯୋଗ ଆଣିଲେ ଆର.ଜି. କର ପୀଡ଼ିତାଙ୍କ ବାପା: ଝିଅର ମୃତଦେହ ପଡିଥିବାବେଳେ…

କୋଲକାତା,୬ା୯:ଆର୍‌.ଜି. କର ମେଡିକାଲ କଲେଜ ଆଣ୍ଡ୍‌ ହସ୍ପିଟାଲରେ ବଳାତ୍କାର ଓ ହତ୍ୟାର ଶିକାର ହୋଇଥିବା ପିଜି ଛାତ୍ରୀଙ୍କ ବାପା କୋଲକାତା ପୋଲିସ ବିରୋଧରେ ସାଂଘାତିକ ଅଭିଯୋଗ ଆଣିଛନ୍ତି। ୩୧ ବର୍ଷୀୟା ମହିଳା ଡାକ୍ତରଙ୍କ ମୃତ୍ୟୁ ପରେ ତାଙ୍କ ମୃତଦେହକୁ ପରିବାର ଲୋକେ…

ମହାରାଷ୍ଟ୍ରରେ ହେବ କି ଖେଳ! ଶରଦ ପାଓ୍ବାରଙ୍କ ମନରେ ଚାଲିଛି କ’ଣ? ସିଏମ୍‌ ଶିନ୍ଦେଙ୍କୁ ନେଇ…

ମୁମ୍ବାଇ,୬।୯: ବିଧାନସଭା ନିର୍ବାଚନ ପାଖେଇ ଆସୁଥିବା ବେଳେ ସୁପ୍ରିୟା ସୁଲେ ଏନସିପି ଶରଦ ପାୱାର ଦଳର ମୁଖପାତ୍ରଙ୍କ ସହ ମିଳିତ ବୈଠକ କରିଛନ୍ତି। ଏହି ବୈଠକରେ ମୁଖପାତ୍ରଙ୍କୁ ସୁପ୍ରିୟା ସୁଲେ ଦେଇଥିବା ଆଦେଶକୁ ନେଇ ଶରଦ ପାୱାରଙ୍କ ପାର୍ଟି ଏନସିପି ମନରେ…

ରାଶନ କାର୍ଡ ନ ଥିଲେ ବି ମିଳିବ ଚାଉଳ/ଗହମ, ରାଜ୍ୟ ସରକାରଙ୍କ ବଡ଼ ଘୋଷଣା

ଅମରାବତୀ,୬।୯: ସାଧାରଣ ଲୋକଙ୍କ ପାଇଁ ଖୁସି ଖବର। ସରକାରୀ ସହାୟତା ଉପରେ ପ୍ରତିବନ୍ଧକ ହଟାଇଛନ୍ତି ରାଜ୍ୟ ସରକାର । ରାଶନ କାର୍ଡ ସହିତ ଲିଙ୍କ ନକରି ମିଳିପାରିବ ରାଶନ ସାମଗ୍ରୀ। ଏନେଇ ରାଜ୍ୟ ସରକାର ବଡ଼ ଘୋଷଣା କରିଛନ୍ତି। ନାଗରିକ ଯୋଗାଣ…

ବିକାଶ ନାଁରେ ୩୦ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କା ହରିଲୁଟ୍‌

ନୟାଗଡ଼,୬।୯(ଲୋକନାଥ ମିଶ୍ର): ନୟାଗଡ଼ ଜିଲା ଖଣ୍ଡପଡ଼ା ବ୍ଲକ ସିଧାମୂଳ ପଞ୍ଚାୟତ କାନାସିଂ ଗାଁରେ ସୂଚନାଫଳକ ବିକାଶର ବାର୍ତ୍ତା ବାଣ୍ଟୁ ଥିବାବେଳେ ସେହି ପ୍ରକଳ୍ପ ଖୋଜିଲେ ମିଳୁନି। ଅନ୍ୟପକ୍ଷେ କାମ ଅନାବଶ୍ୟକ ସ୍ଥାନରେ କରାଯାଇ ସରକାରୀ ଟଙ୍କାକୁ ଅପବ୍ୟୟ କରାଯାଇଥିବା ଅଭିଯୋଗ ହୋଇଛି।…

ଟ୍ରମ୍ପ ନା କମଲା ହାରିସ: କାହାକୁ ସମର୍ଥନ ଘୋଷଣା କଲେ ପୁଟିନ୍‌: ଜାଣନ୍ତୁ

ମସ୍କୋ,୬ା୯:ଆମେରିକା ରାଷ୍ଟ୍ରପତି ନିର୍ବାଚନ ପାଇଁ ଉପରାଷ୍ଟ୍ରପତି କମଲା ହାରିସ୍‌ଙ୍କ ଡେମୋକ୍ରାଟିକ୍‌ ପ୍ରାର୍ଥିତ୍ୱକୁ ଗୁରୁବାର ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ୍‌ ସମର୍ଥନ କରିଛନ୍ତି। ଆମେରିକାର ଆଟର୍ନି ଜେନେରାଲ ମେରିକ୍‌ ଗାର୍‌ଲାଣ୍ଡ ବୁଧବାର କହିଥିଲେ, ‘ଆମ ଦେଶର ନିର୍ବାଚନ ଫଳାଫଳକୁ ପ୍ରଭାବିତ କରିବା ପାଇଁ…

ହୃଦୟ ବିଦାରକ ଦୃଶ୍ୟ:୨ ପୁଅଙ୍କ ମୃତଦେହ ୧୫ କି.ମି. ବୋହିଲେ ମା’ବାପା

ନାଗପୁର, ୬।୯:ମହାରାଷ୍ଟ୍ରର ଗଡ଼ଚିରୌଲୀ ଜିଲା ଅହେରି ତହସିଲ ପତ୍ତିଗାଓଁ ଗ୍ରାମରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଆମ୍ବୁଲାନ୍ସ ଓ ଯାତାୟାତ ସୁବିଧା ଠିକ୍‌ ନ ଥିବାରୁ ୨ ଶିଶୁଙ୍କର ଠିକ ସମୟରେ ଚିକିତ୍ସା ହୋଇ ନ ପାରିବାରୁ ସେମାନଙ୍କର ମୃତ୍ୟୁ…

ରହସ୍ୟମୟ ଆଲାସ୍କା ଟ୍ରାଙ୍ଗଲ୍‌:ଉଭାନ ହେଲେଣି ୨୦ ହଜାର ଲୋକ

ନୂଆଦିଲ୍ଲୀ,୬ା୯:ରହସ୍ୟମୟ ବରମୁଡ଼ା ଟ୍ରାଙ୍ଗଲ୍‌ ସମ୍ପର୍କରେ ପ୍ରାୟ ସମସ୍ତେ ଜାଣନ୍ତି। ଉକ୍ତ ଅଞ୍ଚଳ ଅତିକ୍ରମ କରୁଥିବା ଲୋକେ ଅତ୍ୟନ୍ତ ରହସ୍ୟମୟ ଭାବେ ଅନ୍ତର୍ଦ୍ଧାନ ହୋଇଯାଇଥାନ୍ତି। ସେହିଭଳି ଆଉ ଏକ ରହସ୍ୟମୟ ଅଞ୍ଚଳ ରହିଛି, ଯାହା ‘ଆଲାସ୍କା ଟ୍ରାଙ୍ଗଲ’ ଭାବେ ପରିଚିତ। ୭୦ ଦଶନ୍ଧିରୁ…

ଚଳନ୍ତା ଆମ୍ବୁଲାନ୍ସରେ ମହିଳାଙ୍କୁ ଯୌନ ଉତ୍ପୀଡନ: ଅସୁସ୍ଥ ସ୍ବାମୀ ବିରୋଧ କରିବାରୁ କାଡିଦେଲେ ଅକ୍ସିଜେନ୍‌: ଆଉ ତା’ପରେ…

ଲକ୍ଷ୍ନୌ, ୬।୯:ଉତ୍ତରପ୍ରଦେଶ ରାଜଧାନୀ ଲକ୍ଷ୍ନୌରୁ ଏକ ଲଜ୍ଜାକର ଘଟଣା ସାମ୍‌ନାକୁ ଆସିଛି। ଏକ ଚଳନ୍ତା ଆମ୍ବୁଲାନ୍ସରେ ଅସୁସ୍ଥ ସ୍ବାମୀଙ୍କ ସମ୍ମୁଖରେ ଜଣେ ମହିଳାଙ୍କୁ ଅସଦାଚରଣ କରାଯାଇଛି। ଆମ୍ବୁଲାନ୍ସରେ ମହିଳା ଜଣକ ଅସୁସ୍ଥ ସ୍ବାମୀଙ୍କୁ ନେଇ ଲକ୍ଷ୍ନୌରୁ ସିଦ୍ଧାର୍ଥନଗର ଜିଲାସ୍ଥିତ ନିଜ ଗ୍ରାମକୁ…

ରାହୁଲଙ୍କ ପାଇଁ ନର୍ଭସ ଅଛି ଆରଏସଏସ? ଗୋଟିଏ ଦିନରେ ଦୁଇ ଦୁଇ ଥର ବଦଳାଇଲାଣି ବୟାନ…

ନୂଆଦିଲ୍ଲୀ,୬।୯: କେରଳର ପଲକ୍କଡରେ ନିକଟରେ ଶେଷ ହୋଇଥିବା ରାଷ୍ଟ୍ରିୟ ସ୍ବଂୟସେବକ ସଂଗଠନ (ଆରଏସଏସ) ବୈଠକରେ ଜାତିଗତ ଜନଗଣନା ସମ୍ପର୍କରେ ଦିଆଯାଇଥିବା ବିବୃତ୍ତି ଉପରେ କଂଗ୍ରେସ ନେତା କହିଛନ୍ତି, ସଂଗଠନ ନର୍ଭସ ଥିବା ଜଣାପଡୁଛି। କିଛି ଲୋକ ଅନୁଭବ କରୁଛନ୍ତି ଯେ କଂଗ୍ରେସ…

ସୁଭଦ୍ରା ଯୋଜନାକୁ ନେଇ ବଡ଼ ସୂଚନା: ଆଧାରରେ ମୋବାଇଲ ଲିଙ୍କ୍‌ ବାଧ୍ୟତାମୂଳକ ନୁହେଁ, ଜାଣନ୍ତୁ ଏହା ବଦଳରେ କ’ଣ କରିବେ…

ଜଗତସିଂହପୁର,୬ା୯(ପ୍ରମୋଦ କୁମାର ନାୟକ): ରାଜ୍ୟ ସରକାର ଲୋକାଭିମୁଖୀ ସୁଭଦ୍ରା ଯୋଜନା କାର୍ଯ୍ୟକାରୀ କରିଛନ୍ତି। ଏନେଇ ଆଧାର କେନ୍ଦ୍ର, ଜନସେବା କେନ୍ଦ୍ର (ଜେଏସ୍‌କେ) ଓ ମୋ ସେବା କେନ୍ଦ୍ର (ଏମ୍‌ଏସ୍‌କେ) ଆଦି ବିଭିନ୍ନ ସ୍ଥାନରେ ଭିଡ ଦେଖିବାକୁ ମିଳୁଛି। କେତେବେଳେ ସର୍ଭର ଡାଉନ…

ଶେଖ ହାସିନାଙ୍କ ପାଇଁ ଖରାପ ହେଉଛି କି ସମ୍ପର୍କ! ଭାରତକୁ ଏମିତି କଡ଼ା କଥା କହିଦେଲେ ୟୁନୁସ୍‌ ସରକାର

ଢାକା,୬।୯: ବାଂଲାଦେଶର ମଧ୍ୟବର୍ତ୍ତୀକାଳୀନ ସରକାରର ମୁଖ୍ୟ ମହମ୍ମଦ ୟୁନୁସ୍‌ ଭାରତ ସହ ସମ୍ପର୍କ ବିଷୟରେ କହିଛନ୍ତି ବଡ଼ ବୟାନ ଦେଇଛନ୍ତି। ସେ କହିଛନ୍ତି, ନୂଆଦିଲ୍ଲୀ ଅନୁଭବ କରୁଛି ଯେ ଶେଖ ହାସିନା ଯଦି ନ ରହିବେ, ତେବେ ଆମେ ବାଂଲାଦେଶକୁ ଆଫଗାନିସ୍ତାନରେ…

ପୋଲିସ ଏସ୍‌ଆଇଙ୍କ ଘରେ କଳାକନା ବୁଲାଇଲେ ଚୋର

ଭୁବନେଶ୍ୱର,୬ା୯(ସତ୍ୟଜିତ୍‌ ରାଉତ):ଭୁବନେଶ୍ୱରରେ କମିଶନରେଟ୍‌ ପୋଲିସକୁ ଚୋରମାନେ ଖୋଲା ଚ୍ୟାଲେଞ୍ଜ ଦେଇ ଗୁରୁବାର ସ୍ପଷ୍ଟ ଦିବାଲୋକରେ ଚୋରି କରିଛନ୍ତି। ଏହି ଚୋରି ଜଣେ ସାଧାରଣ ଲୋକଙ୍କ ଘରୁ ନୁହେଁ। ବରଂ ଚୋରି ହୋଇଛି, ଜନସାଧାରଣଙ୍କୁ ସୁରକ୍ଷା ଯୋଗାଉଥିବା ଜଣେ ପୋଲିସ ଏସ୍‌ଆଇଙ୍କ ଘରୁ।…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri