ନିବେଶ ଲକ୍ଷ୍ୟରେ ଭଜନଲାଲ
ଡିସେମ୍ବର ୯ରୁ ୧୧ ଜୟପୁରରେ ‘ରାଇଜିଂ ରାଜସ୍ଥାନ’ ବୈଶ୍ୱିକ ନିବେଶ ଶିଖର ସମ୍ମିଳନୀ ଅନୁଷ୍ଠିତ ହେବାକୁ ଯାଉଛି। ଏଥିପାଇଁ ଆଇଏଏସ୍ ଅଧିକାରୀଙ୍କ ଗୋଟିଏ ଟିମ୍ ସାରା ଦେଶରେ ତଥା ଅନ୍ତର୍ଜାତୀୟ ସ୍ତରରେ ଏକ ମିଶନ ପାଇଁ ପ୍ରସ୍ତୁତ ହେଉଛନ୍ତି। ନିବେଶକୁ ଆକର୍ଷିତ…
ଛେଳି ଚୋର ସନ୍ଦେହ କରି ପିଟି ପିଟି ମାରିଦେଲେ
ପାଟନା,୬ା୯: ବିହାରର ବେଗୁସରାଇ ଜିଲାରେ ଶୁକ୍ରବାର ଛେଳି ଚୋର ସନ୍ଦେହରେ ଜଣେ ଯୁବକଙ୍କୁ ଉତ୍ତ୍ୟକ୍ତ ଲୋକେ ପିଟି ମାରିଦେଇଛନ୍ତି। ସେମାନଙ୍କ ମାଡ଼ରେ ଅନ୍ୟ ଜଣେ ଗୁରୁତର ଆହତ ହୋଇଛନ୍ତି। ଜିଲାର ଭଓ୍ବାନନ୍ଦପୁର ଗ୍ରାମରେ ମନୋଜ ପାଶ୍ୱାନଙ୍କ ଛେଳି ଚୋରିକରି ୨ ଯୁବକ…
ତନିସ୍କ ପକ୍ଷରୁ ବାରିପଦାରେ ଭବ୍ୟ ଷ୍ଟୋରର ଶୁଭାରମ୍ଭ
ବାରିପଦା,୬ା୯(ନୀଳାଦ୍ରି ବିହାରୀ ଦଣ୍ଡପାଟ)- ଟାଟାର ଅଂଶ ତଥା ଭାରତର ସର୍ବବୃହତ୍ ଗହଣା ଖୁଚୁରା ବ୍ରାଣ୍ଡ୍ ତନିସ୍କ ପକ୍ଷରୁ ଓ ୧୭ତମ ମୟୂରଭଞ୍ଜ ଜିଲା ବାରିପଦାରେ ଏହାର ଭବ୍ୟ ଷ୍ଟୋରର ଶୁଭାରମ୍ଭ କରାଯାଇ କମ୍ପାନି ନିଜ ଖୁଚୁରା ଉପସ୍ଥିତିର ବିସ୍ତାର କରିଛି ।…
ଯକ୍ଷ୍ମାର ନୂତନ ଚିକିତ୍ସାକୁ ସ୍ବାସ୍ଥ୍ୟ ମନ୍ତ୍ରଣାଳୟର ଅନୁମୋଦନ
ନୂଆଦିଲ୍ଲୀ,୬ା୯: ବିଭିନ୍ନ ଔଷଧ ପ୍ରତିରୋଧୀ ଯକ୍ଷ୍ମା (ଏମ୍ଡିଆର୍-ଟିବି)ର ଏକ ନୂତନ ଚିକିତ୍ସା ପଦ୍ଧତି ବିପିଏଏଲ୍ଏମ୍କୁ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ଅନୁମୋଦନ କରିଛି। ଜାତୀୟ ଯକ୍ଷ୍ମା ନିରାକରଣ କାର୍ଯ୍ୟକ୍ରମ କାର୍ଯ୍ୟକ୍ରମ (ଏନ୍ଟିଇପି) ଅଧିନରେ ଏହି ପ୍ରଭାବଶାଳୀ ତଥା ସ୍ବଳ୍ପ ଚିକିତ୍ସା ବିକଳ୍ପ କାର୍ଯ୍ୟକାରୀ…
ଲେଜେଣ୍ଡ୍ସ ଲିଗ୍ରେ ପ୍ରଥମ ଥର ଓଡ଼ିଶା ଟିମ୍ କୋଣାର୍କ ସୂର୍ଯ୍ୟ: ଇର୍ଫାନ୍ ପଠାନ କ୍ୟାପଟେନ୍
ପ୍ୟାରିସ୍,୬ା୯: ଲେଜେଣ୍ଡ୍ସ ଲିଗ୍ କ୍ରିକେଟରେ ଓଡ଼ିଶାର ପ୍ରଥମ ଦଳ ଭାବେ କୋଣାର୍କ ସୂର୍ଯ୍ୟ ସାମିଲ ହୋଇଛି। ଶୁକ୍ରବାର ଭୁବନେଶ୍ୱରରେ ଟିମ ଲଞ୍ଚ ହେବା ସହ, ସମସ୍ତ ଖେଳାଳିଙ୍କ ନାମ ଘୋଷଣା କରାଯାଇଛି। ଇର୍ଫାନ ପଠାନଙ୍କୁ ଏହି ଅବସରରେ କୋଣାର୍କ ସୂର୍ଯ୍ୟର ଅଧିନାୟକ…
ଟିକେଟ ମିଳିଲାନି, କାନ୍ଦିଲେ ଭାଜପାର ପୂର୍ବ ବିଧାୟକ
ନୂଆଦିଲ୍ଲୀ,୬।୯: ଭାଜପାର ପୂର୍ବତନ ବିଧାୟକ ଶଶୀ ରଞ୍ଜନ ପରମାରଙ୍କୁ ହରିୟାଣା ବିଧାନସଭା ନିର୍ବାଚନରେ ଟିକେଟ ନ ମିଳି ନ ଥିବାରୁ ଶୁକ୍ରବାର ସେ କାନ୍ଦି ପକାଇଛନ୍ତି। ପୂର୍ବରୁ ଭିଓ୍ବାନୀ ଓ ତୋଶମ୍ ଆସନରୁ ପ୍ରତିନିଧିତ୍ୱ କରିଥିବା ପରମାର ଏକ ଟିଭି ଇଣ୍ଟରଭ୍ୟୁ…
ଜନ୍ମଦିନ ପାର୍ଟିରେ ଯୁବତୀଙ୍କୁ ବଳାତ୍କାର
ଠାଣେ,୬ା୯: ମହାରାଷ୍ଟ୍ରର ଠାଣେ ଜିଲାରେ ଏକ ଜନ୍ମଦିନ ପାର୍ଟି ଚାଲିଥିବା ବେଳେ ଜଣେ ୨୨ ବର୍ଷୀୟା ଯୁବତୀଙ୍କୁ ନିଶା ଦେଇ ବଳାତ୍କାର କରାଯାଇଛି। ଏହି ମାମଲାରେ ଜଣେ ମହିଳାଙ୍କ ସମେତ ୩ ଜଣଙ୍କୁ ଗିରଫ କରାଯାଇଥିବା ପୋଲିସ ପକ୍ଷରୁ କୁହାଯାଇଛି। ବୁଧବାର…
୮୫% ଜିଲା ଜଳବାୟୁ ପରିବର୍ତ୍ତନ ଜନିତ ଭୀଷଣ ପାଗର ସମ୍ମୁଖୀନ
ନୂଆଦିଲ୍ଲୀ,୬ା୯: ଭାରତର ୮୫ ପ୍ରତିଶତରୁ ଊର୍ଦ୍ଧ୍ୱ ଜିଲା ଜଳବାୟୁ ପରିବର୍ତ୍ତନ ଜନିତ ଭୀଷଣ ଭାଗ ଯଥା ବନ୍ୟା, ବାତ୍ୟା, ଅନାବୃଷ୍ଟି ଆଦିର ସମ୍ମୁଖୀନ ହୋଇଥିବା ଏକ ନୂତନ ଅଧ୍ୟୟନରୁ ଜଣାପଡ଼ିଛି। ଆଇପିଇ ଗ୍ଲୋବାଲ ଏବଂ ଏସ୍ରି ଇଣ୍ଡିଆ ପକ୍ଷରୁ ହୋଇଥିବା ଏହି…
ଭାଟି ମ୍ୟାନେଜରଙ୍କୁ ମହିଳାଙ୍କ କଡ଼ା ଚେତାବନୀ
ବଡ଼ଗାଁ,୬ା୮(ଅଶୋକ ଷଡ଼ଙ୍ଗୀ): ସୁନ୍ଦରଗଡ଼ ଜିଲା ବଡ଼ଗାଁ ବ୍ଲକ ଅଞ୍ଚଳରେ ମଦ ବିରୋଧୀ ଆନ୍ଦୋଳନ ତେଜୁଛି। ଗତ ୨ ସପ୍ତାହ ମଧ୍ୟରେ ଫୁଲବାରି ପଞ୍ଚାୟତର ଛାମୁଣ୍ଡା ଓ ଇତମା ପଞ୍ଚାୟତର ନକଟୀ ଗ୍ରାମର ମହିଳାମାନେ ଗାଁରେ ମଦ ବିକ୍ରି ବନ୍ଦ କରିବା ପାଇଁ…
ପୋଲିସକୁ ମିଳିଲା ବଡ଼ ସଫଳତା: ୩୦ ଚୋରା ବାଇକ୍ ଜବତ
ଟେନସା,୬।୯(ସମୀର କୁମାର ପାଢୀ): ସୁନ୍ଦରଗଡ଼ ଜିଲା କୋଇଡା ଏବଂ କେ ବଲାଙ୍ଗ ଥାନା ଅଞ୍ଚଳରୁ ପୋଲିସ ୩୦ ଚୋରା ବାଇକ୍ ଜବତ କରିବା ସହ ୭ ଜଣଙ୍କୁ ଗିରଫ କରିଛି। ଏନେଇ କୋଇଡା ଏବଂ କେ.ବଲାଙ୍ଗ ଥାନାରେ ପୃଥକ ପୃଥକ ୨ଟି…
ମଣିଷ ଚିହ୍ନିବାରେ କରିଛନ୍ତି କି ବଡ଼ ଭୁଲ? ପଶ୍ଚାତାପ କରୁଥିଲେ ଜାଣନ୍ତୁ ଚାଣକ୍ୟଙ୍କ ଏହି ୪କଥା
ଆଚାର୍ଯ୍ୟ ଚାଣକ୍ୟ ନିଜର ନୀତିଶାସ୍ତ୍ରରେ ବ୍ୟକ୍ତିର ସ୍ବଭାବ ବିଷୟରେ ବର୍ଣ୍ଣନା କରିଛନ୍ତି। ଏହାକୁ ଆପଣାଇବା କଷ୍ଟକର ହେଲେ ହେଁ ଯିଏ ତାହା କରିପାରିଛନ୍ତି ଜୀବନ ସୁଖମୟ ହୋଇଥାଏ। ସେଥିରୁ ଗୋଟିଏ ହେଲା ମଣିଷ ଚିହ୍ନିବା। ଆଜିର ବ୍ୟସ୍ତବହୁଳ ସମୟରେ ମଣିଷ ଚିହ୍ନିବାରେ…
ଓଡ଼ିଶାରେ ପ୍ରଥମ: ଖୋଲିବ RIR ପାୱର୍ ଇଲୋଟ୍ରୋନିକ, ୫୦୦ ଜଣଙ୍କୁ ମିଳବ….
ଭୁବନେଶ୍ୱର,୬।୯: ଓଡ଼ିଶାରେ ପ୍ରଥମ ଥର ପାଇଁ ଆରଆଇଆର ପାୱାର୍ ଇଲୋଟ୍ରୋନିକ ଖୋଲିବ । ଖୋର୍ଦ୍ଧା ଇନ୍ଫୋଭ୍ୟାଲିରେ ୬୦୦ କୋଟି ଟଙ୍କା ବିନିଯୋଗରେ ନିର୍ମାଣ ହେବାକୁ ଥିବା ଏହି କମ୍ପାନୀ ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଭୂମିପୂଜନ କରିଛନ୍ତି । ପ୍ରଥମ…
Archives


