ରାହୁଲ ଗାନ୍ଧୀଙ୍କୁ ଆମେରିକାରେ ସ୍ବାଗତ
ଡଲାସ, ୯।୯: ଲୋକ ସଭାର ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ୩ ଦିନିଆ ଆମେରିକା ଗସ୍ତରେ ଯାଇଛନ୍ତି। ତାଙ୍କୁ ଡଲାସ୍ରେ ଭାରତୀୟମାନେ ସ୍ବାଗତ କରିଛନ୍ତି। ଏହି ଅବସରରେ ରାହୁଲଙ୍କ ସହ ଇଣ୍ଡିଆନ୍ ଓଭରସିଜ୍ କଂଗ୍ରେସ(ଆଇଓସି) ନେତା ସାମ୍ ପିଟ୍ରୋଡା ଉପସ୍ଥିତ ଥିଲେ।…
ଆଞ୍ଚଳିକ ସଂହତିର ସୁରକ୍ଷା ପାଇଁ କେନ୍ଦ୍ର ପଦକ୍ଷେପ ନେଉ
ଇମ୍ଫାଲ,୯ା୯ (ପି.ଟି.): ମଣିପୁରରେ ସାନି ହିଂସାକାଣ୍ଡ ପରେ ଆଞ୍ଚଳିକ ସଂହତିର ସୁରକ୍ଷା ପାଇଁ କେନ୍ଦ୍ର ସରକାର ପଦକ୍ଷେପ ନେବାକୁ ମୁଖ୍ୟମନ୍ତ୍ରୀ ଏନ୍. ବୀରେନ୍ ସିଂ ରବିବାର ଅପିଲ୍ କରିଛନ୍ତି। କୁକି-ଜୋ ସମ୍ପ୍ରଦାୟର ଅଲଗା ପ୍ରଶାସନ ଦାବିକୁ କେନ୍ଦ୍ର ସରକାର ରାଜି ନ ହେବାକୁ…
ହୃଦ୍ଘାତରେ ଅଭିନେତା ବିକାଶଙ୍କ ମୃତ୍ୟୁ
ମୁମ୍ବାଇ,୯ା୯ (ପି.ଟି.): ଟିଭି ସିରିଏଲ୍ ଅଭିନେତା ବିକାଶ ସେଠୀଙ୍କର ଶନିବାର ରାତିରେ ହୃଦ୍ଘାତରେ ପରଲୋକ ହୋଇଯାଇଛି। ତାଙ୍କୁ ୪୮ ବର୍ଷ ହୋଇଥିଲା। ‘କୁଁ୍ୟ କୀ ସାସ୍ ଭି କଭି ବହୂ ଥି’, ‘କହିଁ ତୋ ହୋଗା’, ‘ସସୁରାଲ ସିମର କା’ ଆଦି ଲୋକପ୍ରିୟ…
‘ଏମର୍ଜେନ୍ସି’କୁ ମିଳିଲା ୟୁଏ ସାର୍ଟିଫିକେଟ୍
ନୂଆଦିଲ୍ଲୀ, ୯।୯: ଅଭିନେତ୍ରୀ ତଥା ଏମ୍ପି କଙ୍ଗନା ରାଣାଓ୍ବତଙ୍କ ‘ଏମର୍ଜେନ୍ସି’ ଚଳଚ୍ଚିତ୍ର ଖୁବ୍ଶୀଘ୍ର ବଡ଼ ପରଦାରେ ରିଲିଜ୍ ହେବ। ସେଣ୍ଟ୍ରାଲ ବୋର୍ଡ ଅଫ୍ ଫିଲ୍ମ ସାର୍ଟିଫିକେଶନ (ସିବିଏଫ୍ସି) ପକ୍ଷରୁ କିଛି ସର୍ତ୍ତ ସହ ‘ଏମର୍ଜେନ୍ସି’କୁ ୟୁଏ ସାର୍ଟିଫିକେଟ ପ୍ରଦାନ କରାଯାଇଛି। ଫିଲ୍ମର କିଛି…
କୋରାପୁଟରେ ପ୍ରବଳ ବର୍ଷା, ବିପଦ ସଂକେତ ଉପରେ ମାଛକୁଣ୍ଡ ଡ୍ୟାମ୍
କୋରାପୁଟ/କୁନ୍ଦୁରା,୯ା୯(ଅମିତାଭ ବେହେରା/ସନ୍ତୋଷ ପ୍ରହରାଜ): କୋରାପୁଟ ଜିଲାରେ ରବିବାର ପ୍ରବଳ ବର୍ଷା ଯୋଗୁ ବିଭିନ୍ନ ଅଞ୍ଚଳରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। କୋଲାବ ନଦୀ ଫୁଲୁଥିବାରୁ କେତେକ ତଳିଆ ଅଞ୍ଚଳରେ ପାଣି ପଶିଛି। ଏଥିଯୋଗୁ ଲମତାପୁଟ ବ୍ଲକ ଅନକାଡ଼େଲିଠାରେ ଥିବା ମାଛକୁଣ୍ଡ ଡ୍ୟାମରେ…
ଏସିଆନ ଚାମ୍ପିୟନ୍ସ ଟ୍ରଫି ହକି: ଚାଇନାକୁ ହରାଇଲା ଭାରତ
ହୁଲୁନ୍ବୁଇର(ଚାଇନା), ୮ା୯: ଏସିଆନ ଚାମ୍ପିୟନ୍ସ ଟ୍ରଫି ହକି ପ୍ରତିଯୋଗିତାରେ ଏଠାରେ ରବିବାର ଖେଳାଯାଇଥିବା ଏକ ମ୍ୟାଚରେ ଗତଥରର ଚାମ୍ପିୟନ ଭାରତୀୟ ପୁରୁଷ ଦଳ ୩-୦ ଗୋଲ୍ରେ ଆୟୋଜକ ଚାଇନାକୁ ପରାସ୍ତ କରିଛି। ଭାରତ ପକ୍ଷରୁ ସୁଖଜିତ୍ ସିଂ(୧୪ତମ ମିନିଟ), ଉତ୍ତମ ସିଂ…
ପ୍ରଥମ ଥର ମୁହଁ ଖୋଲିଲେ ମନୋଜ ମିଶ୍ରଙ୍କ ସ୍ତ୍ରୀ, କହୁ କହୁ କହିଦେଲେ ଏମିତି…
ଭୁବନେଶ୍ୱର,୮।୯: ଓଡ଼ିଆ ସିନେମାର ସ୍ଥିତି ଏବେ ଏବେ କିଛି ମାତ୍ରାରେ ସୁଧୁରିବାବେଳେ ବିବାଦ ଓ କଳି ସିନେ ଜଗତକୁ ପୁଣି ପଛକୁ ନେଇଯାଉଛି। ପାଖାପାଖି ବର୍ଷେ ତଳେ ଓଲିଉଡକୁ ନେଇ ଏକ ବଡ଼ ବିବାଦ ମୁଣ୍ଡ ଟେକିଥିଲା। ସେ କଥାର ସମାଧାନ…
କେନ୍ଦୁଝରରେ ବେଙ୍ଗଲ ବ୍ରିଡ ଲେମ୍ବୁ: ବାସ୍ନା ଆଉ ସ୍ବାଦରେ ସମ୍ପୂର୍ଣ୍ଣ ଘରୋଇ
କେନ୍ଦୁଝର,୮।୯(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ସହରରେ ବେଙ୍ଗଲ ବ୍ରିଡ୍ ଲେମ୍ବୁ ବିକ୍ରି ଦେଖି ସବୁ ଚକିତ। ଏହି ଲେମ୍ବୁ ଗୋଟା ୨୦ରୁ ୩୦ ଟଙ୍କାରେ ବିକ୍ରି ହେଉଛି। ଏହାର ମଞ୍ଜି କଲିକତାରୁ ଆଣି ବାଡ଼ିରେ ଲଗାଇଥିଲେ। ଦୁଇଟି ଗଛରେ ଏଭଳି ବହୁତ୍…
ସିଏମ କିଷାନକୁ ନେଇ ଟାର୍ଗେଟ କଲେ ସମ୍ବିତ ରାଉତରାୟ, କହିଲେ ନାଁ ବଦଳାଇଦେଲେ…
ଭୁବନେଶ୍ୱର,୮।୯: ରାଜ୍ୟର ଭାଜପା ସରକାର ନୂଆଖାଇ ଅବସରରେ ସିଏମ୍ କିଷାନ ଯୋଜନାର ଶୁଭାରମ୍ଭ କରିଛନ୍ତି। ଏହି ଯୋଜନାକୁ ନେଇ ରାଜ୍ୟ ସରକାର ଚାଷୀଙ୍କ ଉପକାର ହେବ ବୋଲି କହୁଥିବା ବେଳେ ଟାର୍ଗେଟ କରିଛି ବିରୋଧୀ ବିଜେଡି। ଏହି ଯୋଜନାକୁ ନେଇ ଶାସକ…
ବନ୍ଦ ଘରୁ କଳାକନା ବୁଲାଇଲେ ଦୁର୍ବୁତ୍ତ: ପୋଲିସ ଓ ସାଇଣ୍ଟିଫିକ ଟିମ୍ ର ତଦନ୍ତ
ଛତ୍ରପୁର,୮।୯(ଦିଲ୍ଲୀପ ସାମଲ): ଛତ୍ରପୁର ଥାନା ଅଧିନ ବ୍ୟାଙ୍କ କଲୋନୀ ରଘୁନାଥ ଯୋତିଙ୍କ ବନ୍ଦ ଘରୁ କଳାକନା ବୁଲାଇଛନ୍ତି ଦୁର୍ବୁତ୍ତ। ଘରେ କେହି ନଥିବାର ସୁଯୋଗ ନେଇ ଏହି ଚୋରି ହୋଇଥିବା ଜଣାପଡିଛି । ଏନେଇ ରଘୁନାଥ ଛତ୍ରପୁର ଥାନାରେ ଲିଖିତ ଅଭିଯୋଗ…
ଦିନ ରାତି ଜଳି ରହୁଛି ବିଭିନ୍ନ କାର୍ଯ୍ୟାଳୟର ଷ୍ଟ୍ରିଟ୍ ଲାଇଟ୍
ଥୁଆମୂଳ ରାମପୁର,୮।୯(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ୍ ମୁଖ୍ୟାଳୟର ତହସିଲ କାର୍ଯ୍ୟାଳୟ ଠାରୁ ଆରମ୍ଭ ହୋଇ ଦୈନିକ ମାର୍କେଟ ପର୍ଯ୍ୟନ୍ତ ଲାଗିଥିବା ଷ୍ଟ୍ରିଟଲାଇଟ୍ ଦୀର୍ଘ ବର୍ଷ ଧରି ଅଚଳ ହୋଇ ପଡ଼ି ରହିଥିବା ବେଳେ ଦିନ ରାତିସାରା ଜଳୁଛି…
ଧର୍ମେନ୍ଦ୍ରଙ୍କ ବିସ୍ଫୋରକ ବୟାନ, କହିଲେ ମଉଜ ପାଇ ନବୀନ-ପାଣ୍ଡିଆନ…
ସମ୍ବଲପୁର,୮।୯: ସମ୍ବଲପୁରରେ ସିଏମ୍ କିଷାନ ଯୋଜନାର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ତେବେ ଏ ଅବସରରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ। ତେବେ ଏଥିରେ ସେ ସମ୍ବୋଧନ କରି କହିଛନ୍ତି, ଓଡ଼ିଆ ଅସ୍ମିତାର ବିଜୟ…
Archives


