Home Left

ମାଓବାଦୀ ପ୍ରଭାବିତ ଅଞ୍ଚଳରେ ଡାଲି ଉତ୍ପାଦନକୁ ପ୍ରୋତ୍ସାହନ

ଭୁବନେଶ୍ୱର,୯।୯,(ଅନୁରାଧା ମହାରଣା): ମାଓବାଦୀ ପ୍ରଭାବିତ ଅଞ୍ଚଳରେ ଡାଲି ଉତ୍ପାଦନକୁ ପ୍ରୋତ୍ସାହିତ କରିବା ପାଇଁ କେନ୍ଦ୍ର ସରକାର ପଦକ୍ଷେପ ଗ୍ରହଣ କରୁଛନ୍ତି। ଝାଡ଼ଖଣ୍ଡ ଓ ଛତିଶଗଡ଼ର ଆଦିବାସୀ ଅଞ୍ଚଳରେ ଡାଲି ଚାଷ ବଢ଼ାଇ କୃଷକଙ୍କ ଉତ୍ପାଦନ ଏବଂ ଆୟ ବୃଦ୍ଧି କରିବା ଲକ୍ଷ୍ୟ ରଖାଯାଇଥିବା…

କେଜିଆଇ ପକ୍ଷରୁ ଇଣ୍ଡଷ୍ଟ୍ରି-ଏକାଡେମିଆ କନେକ୍ଟ

ଭୁବନେଶ୍ୱର,୯।୯ (ଅଭୟ ଦାଶ): ରାଜ୍ୟର ଏକ ପ୍ରମୁଖ ଘରୋଇ ଶିକ୍ଷାନୁଷ୍ଠାନ ତଥା କଳିଙ୍ଗ ଗ୍ରୁପ୍‌ ଅଫ୍‌ ଇନ୍‌ଷ୍ଟିଟ୍ୟୁଶନ୍ସ ବା କେଜିଆଇ ପକ୍ଷରୁ ଆୟୋଜିତ ଦିନିକିଆ ରାଜ୍ୟସ୍ତରୀୟ କର୍ମଶାଳା ନିକଟରେ ଅନୁଷ୍ଠିତ ହୋଇଯାଇଛି। ଏପରିକି ଆସୋଚାମ୍‌, ଏଏଫ୍‌ଏସ୍‌ଏ ଏବଂ ଇଗ୍‌ନାଇଟିଙ୍ଗ୍‌ ମାଇଣ୍ଡ୍‌ସର ସହଭାଗିତାରେ…

ଆସସ୍‌ର ନୂତନ ପେଗାସସ୍‌ ଷ୍ଟୋର୍‌

ଭୁବନେଶ୍ୱର,୯।୯ (ଅଭୟ ଦାଶ): ଆସସ୍‌ ଇଣ୍ଡିଆର ବହୁପ୍ରତୀକ୍ଷିତ ତଥା ଅତ୍ୟାଧୁନିକ ଜ୍ଞାନକୌଶଳରେ ନିର୍ମିତ ନୂତନ ପେଗାସସ୍‌ ଷ୍ଟୋର୍‌ ଭୁବନେଶ୍ୱରଠାରେ ଉଦ୍‌ଘାଟିତ ହୋଇଯାଇଛି। ଏପରିକି ୪୦୦ ବର୍ଗଫୁଟ ପରିବ୍ୟାପ୍ତ ଅଞ୍ଚଳରେ ବ୍ରାଣ୍ଡ୍‌ର ସମସ୍ତ ଉତ୍ପାଦ ଯଥା ଭିଭୋବୁକ୍ସ, ଜେନ୍‌ବୁକ୍ସ, ରିପବ୍ଲିକ ଅଫ୍‌ ଗେମର୍ସ (ଆର୍‌ଓଜି)…

ଆଜି ଜିଏସ୍‌ଟି ପରିଷଦ ବୈଠକ

ନୂଆଦିଲ୍ଲୀ,୯।୯ (ଅଭୟ ଦାଶ): ଗୁଡ୍‌ସ ଆଣ୍ଡ ସର୍ଭିସ ଟ୍ୟାକ୍ସ ବା ଜିଏସ୍‌ଟି କାଉନସିଲର ୫୪ ତମ ବୈଠକ ସୋମବାର ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହେବ ବୋଲି ଅର୍ଥ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି। ଉଲ୍ଲେଖଯୋଗ୍ୟ, ୨୦୨୪ ସେପ୍ଟେମ୍ବର ୯ରେ…

ନେବୁଲାଇଜର ବ୍ୟବହାରକୁ ଗୁରୁତ୍ୱ

ଭୁବନେଶ୍ୱର,୯।୯ (ଅଭୟ ଦାଶ): ଓଡ଼ିଶାରେ କ୍ରମାଗତ ଭାବେ ଶିଶୁମୃତ୍ୟୁ ହାର ବଢୁଥିବାବେଳେ ଶିଶୁମାନଙ୍କ ମଧ୍ୟରେ ଶ୍ୱାସକ୍ରିୟା ଜନିତ ରୋଗ ଅଧିକ ଦେଖିବାକୁ ମିଳୁଛି। ଏପରିକି ଆଜମା, ବ୍ରୋଙ୍କାଇଟିସ୍‌, ସିଓପିଡି ଏବଂ ନିମୋନିଆ ଭଳି ରୋଗ କେବଳ ସ୍ବାସ୍ଥ୍ୟକୁ ପ୍ରଭାବିତ କରେ ନାହିଁ…

୧୦ରେ ‘ଦେବରା’ ଟ୍ରେଲର

ହାଇଦ୍ରାବାଦ: ଦକ୍ଷିଣ ଭାରତୀୟ ଅଭିନେତା ଜୁନିୟର ଏନ୍‌ଟିଆର୍‌ଙ୍କ ବହୁ ପ୍ରତୀକ୍ଷିତ ‘ଦେବରା’ ଚଳଚ୍ଚିତ୍ରକୁ ନେଇ ତାଙ୍କ ପ୍ରଶଂସକଙ୍କ ମଧ୍ୟରେ ଉତ୍ସାହ ଲାଗିରହିଛି। ଫିଲ୍ମ ନିର୍ମାତାଙ୍କ ପକ୍ଷରୁ ବର୍ତ୍ତମାନ ସୁଦ୍ଧା ‘ଦେବରା’ର ଅନେକ ପୋଷ୍ଟର ଏବଂ ଗୀତ ରିଲିଜ୍‌ କରାଯାଇଛି, ଯାହାକୁ ଦେଖିବା ପରେ…

ସବୁଠୁ ଛୋଟ ଭାକ୍ୟୁମ କ୍ଲିନର

ପାଟନା: ଏନ୍‌ଆଇଟି ପାଟନାର ୨୦୨୪ ବ୍ୟାଚ୍‌ ଛାତ୍ର ତପଲା ନାଦ୍‌ମୁନି ଏକ ବଲ୍‌ପଏଣ୍ଟ କଲମର କିଛି ଅଂଶକୁ ବ୍ୟବହାର କରି ବିଶ୍ବର ସବୁଠାରୁ ଛୋଟ ଭାକ୍ୟୁମ କ୍ଲିନର ନିର୍ମାଣ କରିଛନ୍ତି। ୦.୬୫ ସେମି ଲମ୍ବ ବିଶିଷ୍ଟ ଏହି ଉପକରଣ ଭାକ୍ୟୁମ ସୃଷ୍ଟି କରିବା…

୬.୭୪ ଫୁଟ ଉଚ୍ଚ ଆଇଫୋନ୍‌

ଲଣ୍ଡନ: ବିଶ୍ୱର ସବୁଠାରୁ ପସନ୍ଦ କରାଯାଉଥିବା ଫୋନ୍‌ ମଧ୍ୟରୁ ଆଇଫୋନ୍‌ ଅନ୍ୟତମ। ଆଇଫୋନ୍‌ କିଣିବା ପାଇଁ ଲୋକମାନେ ଲକ୍ଷାଧିକ ଟଙ୍କା ଖର୍ଚ୍ଚ କରିବାକୁ ମଧ୍ୟ ପଛାଇ ନ ଥାନ୍ତି। ତେବେ ଅରୁଣ ରୂପେଶ ମୈନି ନାମକ ଜଣେ ଜଣାଶୁଣା ଭାରତୀୟ ବଂଶୋଦ୍ଭବ ବ୍ରିଟିଶ୍‌…

ଭେନେଜୁଏଲାର ବିରୋଧୀ ନେତା ଗୋଞ୍ଜାଲେଜ୍‌ଙ୍କ ସ୍ପେନ୍‌ ପଳାୟନ

କାରାକସ୍‌,୯ା୯: ଭେନେଜୁଏଲାର ପୂର୍ବତନ ବିରୋଧୀ ଦଳ ରାଷ୍ଟ୍ରପତି ପ୍ରାର୍ଥୀ ଏଡମୁଣ୍ଡୋ ଗୋଞ୍ଜାଲେଜ୍‌ ଦେଶ ଛାଡ଼ି ପଳାଇ ଯାଇଛନ୍ତି। ସ୍ପେନ୍‌ ତାଙ୍କୁ ଆଶ୍ରୟ ଦେବା ନିମନ୍ତେ ଅନୁମତି ପ୍ରଦାନ କରିଛି। ଦେଶରେ ଗୋଟିଏ ଦଳ ଦ୍ୱାରା ୨ ଦଶନ୍ଧିର ଶାସନରେ ଲକ୍ଷ ଲକ୍ଷ ଲୋକେ…

ରାହୁଲ ଗାନ୍ଧୀଙ୍କୁ ଆମେରିକାରେ ସ୍ବାଗତ

ଡଲାସ, ୯।୯: ଲୋକ ସଭାର ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ୩ ଦିନିଆ ଆମେରିକା ଗସ୍ତରେ ଯାଇଛନ୍ତି। ତାଙ୍କୁ ଡଲାସ୍‌ରେ ଭାରତୀୟମାନେ ସ୍ବାଗତ କରିଛନ୍ତି। ଏହି ଅବସରରେ ରାହୁଲଙ୍କ ସହ ଇଣ୍ଡିଆନ୍‌ ଓଭରସିଜ୍‌ କଂଗ୍ରେସ(ଆଇଓସି) ନେତା ସାମ୍‌ ପିଟ୍ରୋଡା ଉପସ୍ଥିତ ଥିଲେ।…

ଆଞ୍ଚଳିକ ସଂହତିର ସୁରକ୍ଷା ପାଇଁ କେନ୍ଦ୍ର ପଦକ୍ଷେପ ନେଉ

ଇମ୍ଫାଲ,୯ା୯ (ପି.ଟି.): ମଣିପୁରରେ ସାନି ହିଂସାକାଣ୍ଡ ପରେ ଆଞ୍ଚଳିକ ସଂହତିର ସୁରକ୍ଷା ପାଇଁ କେନ୍ଦ୍ର ସରକାର ପଦକ୍ଷେପ ନେବାକୁ ମୁଖ୍ୟମନ୍ତ୍ରୀ ଏନ୍‌. ବୀରେନ୍‌ ସିଂ ରବିବାର ଅପିଲ୍‌ କରିଛନ୍ତି। କୁକି-ଜୋ ସମ୍ପ୍ରଦାୟର ଅଲଗା ପ୍ରଶାସନ ଦାବିକୁ କେନ୍ଦ୍ର ସରକାର ରାଜି ନ ହେବାକୁ…

ହୃଦ୍‌ଘାତରେ ଅଭିନେତା ବିକାଶଙ୍କ ମୃତ୍ୟୁ

ମୁମ୍ବାଇ,୯ା୯ (ପି.ଟି.): ଟିଭି ସିରିଏଲ୍‌ ଅଭିନେତା ବିକାଶ ସେଠୀଙ୍କର ଶନିବାର ରାତିରେ ହୃଦ୍‌ଘାତରେ ପରଲୋକ ହୋଇଯାଇଛି। ତାଙ୍କୁ ୪୮ ବର୍ଷ ହୋଇଥିଲା। ‘କୁଁ୍ୟ କୀ ସାସ୍‌ ଭି କଭି ବହୂ ଥି’, ‘କହିଁ ତୋ ହୋଗା’, ‘ସସୁରାଲ ସିମର କା’ ଆଦି ଲୋକପ୍ରିୟ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri