ମମତା ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବା ଉଚିତ, କାହିଁକି ଏମିତି କହିଲେ ଅମିତ
ନୂଆଦିଲ୍ଲୀ,୮।୯: ତ୍ରୁଣମୂଳ କଂଗ୍ରେସ ରାଜ୍ୟ ସଭା ଏମପି ଜବାହର ସରକାରଙ୍କ ଇସ୍ତଫା ଉପରେ ଭାଜପାର ଆଇଟି ସେଲ ମୁଖ୍ୟ ଅମିତ ମାଲଭିୟ ଏହା ଉପରେ ପ୍ରତିକ୍ରିୟା ଦେଇଛନ୍ତି। ସେ ପଶ୍ଚିମବଙ୍ଗ ମମତା ବାନାର୍ଜୀଙ୍କ ଇସ୍ତଫା ଦାବି କରିଛନ୍ତି। ସେ ଏକ୍ସର ଏକ…
ବ୍ରିଜ୍ ଭୂଷଣଙ୍କୁ କଡ଼ା ତାଗିଦ୍ କଲେ ଭାଜପା ହାଇକମାଣ୍ଡ, କହିଲେ ଭିନେଶଙ୍କୁ…
ନୂଆଦିଲ୍ଲୀ,୮।୯: ଭିନେଶ ଫୋଗାଟ ଓ ବଜରଙ୍ଗ ପୁନିଆ କଂଗ୍ରେସରେ ସାମିଲ୍ ହେବାକୁ ନେଇ ଭାରତୀୟ କୁସ୍ତି ସଂଘର ଅଧ୍ୟକ୍ଷ ବ୍ରିଜଭୂଷଣ ଶରଣ ସିଂହ ଲଗାତାର ତାଙ୍କ ଉପରେ ଟିପ୍ପଣୀ ଦେଇ ଆସୁଛନ୍ତି। ଏଥିସହ ସେ ମହିଳା କୁସ୍ତିଯୋଦ୍ଧାଙ୍କ ଆନ୍ଦୋଳନକୁ କଂଗ୍ରେସ ଆନ୍ଦୋଳନ…
ଦୁର୍ଗା ପୂଜା ଭସାଣିରେ ଲେଜର୍ ଲାଇଟ୍ ଓ ଫାୟାର୍ ଗନ୍ ମନା
କଟକ,୮।୯: ଚଳିତବର୍ଷ ଦୁର୍ଗାପୂଜା ଭସାଣି ଶାନ୍ତି ଶୃଙ୍ଖଳାର ସହିତ ସମାପନ କରିବାକୁ ଅଣ୍ଟା ଭିଡିଛି ଦୋୖତ ନଗରୀ ପୋଲିସ । ପୂର୍ବରୁ ଭସାଣି ସମୟରେ ଡିଜେ ନ ବଜାଇବାକୁ ନିଷ୍ପତ୍ତି ହୋଇଥିବା ବେଳେ ଏବେ ଲେଜର୍ ଲାଇଟ୍ ଓ ଫାୟାର୍ ଗନ୍…
୨ବାଇକ ମୁହାଁ ମୁହିଁ ଧକ୍କା, ଚାଲିଗଲା ଜୀବନ
ରେଢାଖୋଲ ,୮।୯(ଅଚ୍ୟୁତାନନ୍ଦ ପୁରୋହିତ): ଚାରମାଳ ଥାନା ଅଧିନ ୫୫ନଂ ଜାତୀୟ ରାଜପଥର ଆମ୍ବଦର ଓଭରବ୍ରିଜ ଉପରେ ରବିବାର ଦିନ ୧୨ଟା ବେଳେ ୨ଟି ବାଇକ ମୁହାଁ ମୁହିଁ ଧକ୍କା ହେବା ଫଳରେ ଜଣେ ବାଇକ ଆରୋହିଙ୍କ ଘଟଣା ସ୍ଥଳରେ ମୃତ୍ୟୁ ହୋଇଛି।…
YouTube ଦେଖି ଡାକ୍ତର କଲେ ଅପରେଶନ, ୧୫ ବର୍ଷର ବାଳକ ମୃତ
ପାଟନା,୮।୯: ବିହାରର ଛପରା ଜିଲାରୁ ଏକ ଆଶ୍ଚର୍ଯ୍ୟ କଲାଭଳି ଖବର ଆସିଛି। ଏଠାରେ ଜଣେ ୧୫ ବର୍ଷର ବାଳକ ପେଟରେ ଯନ୍ତ୍ରଣା ଅନୁଭବ କରିବାକୁ ଡାକ୍ତରଙ୍କ ପାଖବୁ ଆସିଥିଲେ। ସେଠାରେ ଥିବା ଡାକ୍ତର ୟୁଟ୍ୟୁବ ଦେଖି ପିଲାଟିର ଅପରେଶନ କରିଥିଲେ। ପରେ…
‘ବ୍ରିଜ ଭୂଷଣ କୌଣସି ଦେଶ ନୁହେଁ’…ଜବାବ ଦେଲେ ଭିନେଶ
ଚଣ୍ଡିଗଡ଼,୮।୯: କଂଗ୍ରେସରେ ଯୋଗଦେବା ପରେ ହରିୟାଣାର ଜୁଲାନା ଆସନରୁ ଟିକେଟ ପାଇଥିବା ରେସଲର ଭିନେଶ ଫୋଗାଟଙ୍କ ରାଜନୈତିକ ଅବତାର ଦେଖିବାକୁ ମିଳିଥିଲା। ତାଙ୍କ ଶାଶୁ ଘର ନିର୍ବାଚନ ମଣ୍ଡଳୀରେ ପ୍ରଚାର ଆରମ୍ଭ କରୁଥିବାବେଳେ ପୂର୍ବତନ ରେସଲିଂ ଫେଡେରେଶନ ସଭାପତି ବ୍ରିଜ ଭୂଷଣ…
ପାଟଣା ନିର୍ବାଚନ ମଣ୍ଡଳୀ ମୁଖ୍ୟାଳୟକୁ ସବ୍ଡିଭିଜନ ମାନ୍ୟତା ଦାବି, ପୂରଣ ନ ହେବା ପର୍ଯ୍ୟନ୍ତ ଲଢ଼େଇ ଜାରି ରହିବ
ପାଟଣା,୮ା୯(ବୀରକିଶୋର ଦାଶ): ରାଜ୍ୟରେ କେତୋଟି ନୂଆ ସବ୍ଡିଭିଜନ ଖୋଲା ଯିବା ନେଇ ବିଧାନସଭାରେ ବିଧାୟକ ଅଶ୍ୱିନୀ କୁମାର ପାତ୍ରଙ୍କ ପ୍ରଶ୍ନର ଉତ୍ତରରେ ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ ଏସଂକ୍ରାନ୍ତରେ ୬୪ଟି ଦାବିପତ୍ର ହସ୍ତଗତ ହୋଇଥିବା ଗୃହକୁ ସୂଚନା ଦେବା ପରେ କେନ୍ଦୁଝର…
ପିଇଓଙ୍କୁ ଜାତିଆଣ ଆକ୍ଷେପ ମାମଲା: ଘଟଣାକୁ ଚପାଇ ଦେବା ପାଇଁ ବିଡିଓଙ୍କ ନାମରେ ପାଲଟା ଅଭିଯୋଗ
ହାଟଡିହୀ,୮ା୯(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ପିଇଓ ଉର୍ମିଳା ମୁର୍ମୁଙ୍କୁ ଜାତିଆଣ ଆକ୍ଷେପ, ଗାଳିଗୁଲଜ ଏବଂ ହତ୍ୟା ଧମକ ନେଇ ହାଟଡିହୀ ବ୍ଲକ ବିଡିଓ ସୌମ୍ୟଶ୍ରୀ ପାଣିଗ୍ରାହୀଙ୍କ ନିକଟରେ ଅଭିଯୋଗ ହୋଇଥିଲା। ବ୍ଲକ ପିଇଓ ସଂଘ ଅଭିଯୁକ୍ତ ପନ୍ଦାଡ଼ୋ ସରପଞ୍ଚ…
ଫିଟ୍ ରହିବା ପାଇଁ…
ବର୍ତ୍ତମାନ ଯୁବାବସ୍ଥାରୁ ଅନେକଙ୍କ ଠାରେ ବିଭିନ୍ନ ସ୍ବାସ୍ଥ୍ୟ ସମସ୍ୟା ଦେଖାଦେଉଛି। ଫିଟ୍ ଏବଂ ଏନର୍ଜେଟିକ୍ ରହିବା ବୟସରେ ଏପରି ସମସ୍ୟା ଦେଖା ଦେବାର ମୁଖ୍ୟ କାରଣ ହେଉଛି ଅସନ୍ତୁଳିତ ଖାଦ୍ୟାଭ୍ୟାସ, କମ୍ ଶୋଇବା, ଶାରୀରିକ ବ୍ୟାୟାମର ଅଭାବ ଏବଂ ଦୀର୍ଘ ସମୟ…
ଗଣେଶ ଚତୁର୍ଥୀ ଅବସରରେ ଦୀପିକାଙ୍କ ଘରକୁ ଆସିଲେ ଲକ୍ଷ୍ମୀ
ମୁମ୍ବାଇ: ନିକଟରେ ଦୀପିକା ପାଦୁକୋନ ଏବଂ ରଣଭୀର ସିଂଙ୍କ ଏକ ଭିଡିଓ ଭାଇରାଲ ହୋଇଥିଲା ଯେଉଁଥିରେ ଅଭିନେତ୍ରୀ ପ୍ରସବ ପୂର୍ବରୁ ବାପ୍ପାଙ୍କ ଆଶୀର୍ବାଦ ନେବାକୁ ଯାଇଥିଲେ। ଏହା ପରେ ତାଙ୍କୁ ଡାକ୍ତରଖାନା ବାହାରେ ସ୍ପଟ କରାଯାଇଥିଲା। ଏପଟେ ପ୍ରଶଂସକମାନେ ଖୁସି ଖବର…
ଲଘୁଚାପ ବର୍ଷାରେ ୩ ପଞ୍ଚାୟତ ଜଳବନ୍ଦୀ, ଭୁଶୁଡ଼ିଲା ୧୦ରୁ ଅଧିକ ଘର
କୁନ୍ଦୁରା,୮ା୯(ସନ୍ତୋଷ ପ୍ରହରାଜ): କୋରାପୁଟ ଜିଲା କୁନ୍ଦୁରା ବ୍ଲକ ଲଘୁଚାପ ଜନିତ ବର୍ଷାରେ ୩ ପଞ୍ଚାୟତ ଜଳବନ୍ଦୀ ଘେରରେ ରହିଛି। କୁନ୍ଦୁରା ବ୍ଲକ ସୀମାନ୍ତରେ ରହିଥିବା ୩ ପଞ୍ଚାୟତ ଘୁମର,ମସିଗାଁ ଏବଂ ଦିଗାପୁର ବିରି ଏବଂ କୋଲାବ ନଦୀ ଉଛୁଳିବା ଯୋଗୁ ଜଳବନ୍ଦୀ…
ନୂଆପଡ଼ା MVI ଗିରଫ: ୧ ଲକ୍ଷ ୩୨ ହଜାର ଟଙ୍କା ସହ ମାଡ଼ିବସିଥିଲା ଭିଜିଲାନ୍ସ
ଭୁବନେଶ୍ୱର,୮।୯: ନୂଆପଡ଼ା MVI ବିଜୟ କୁମାର ବେହୁରିଆ ଗିରଫ ହୋଇଛନ୍ତି । ନୂଆପଡ଼ାରୁ ଭୁବନେଶ୍ବର ଯାଉଥିବା ବେଳେ ଗତକାଲି ବିଜୟଙ୍କ ଗାଡ଼ିରୁ ୧ ଲକ୍ଷ ୩୨ ହଜାର ଟଙ୍କା ଭିଜିଲାନ୍ସ ଜବତ କରିଥିଲା । ଖୋର୍ଦ୍ଧା ମେଡିକାଲ ସାମ୍ନାରେ ଗାଡ଼ି ଅଟକାଇ…
Archives


