Home Left

ପ୍ରତି ପାଞ୍ଚ ମିନିଟରେ ଭାରତର ବିଶ୍ୱସ୍ତତା ପରୀକ୍ଷା କରିପାରିବୁ ନାହିଁ: କାହିଁକି ଏମିତି କହିଲେ ଆମେରିକାର ପୂର୍ବତନ ବୈଦେଶିକ ମନ୍ତ୍ରୀ

ଓ୍ବାଶିଂଟନ୍‌/ନୂଆଦିଲ୍ଲୀ,୧୦।୯: ଗତ ଦୁଇ ମାସ ମଧ୍ୟରେ ଭାରତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୟୁକ୍ରେନ ଏବଂ ରୁଷିଆ ଗସ୍ତ କରିଛନ୍ତି। ରୁଷିଆ ଗସ୍ତ ପରେ ଆମେରିକା ସହ ସମ୍ପର୍କ ଖରାପ ହେବାର ଆଲୋଚନା ହୋଇଥିଲା। ତେବେ ବର୍ତ୍ତମାନ ଆମେରିକାର ପୂର୍ବତନ ବୈଦେଶିକ ସଚିବ…

ଫସିଗଲେ ରାହୁଲ! ଭାଜପା କହିଲା ତୁମକୁ କୋର୍ଟ ପର୍ଯ୍ୟନ୍ତ ଘୋଷାଡିବୁ

ନୂଆଦିଲ୍ଲୀ,୧୦।୯: ତିନି ଦିନିଆ ଆମେରିକା ଗସ୍ତରେ ଆସିଥିବା ବିରୋଧୀଦଳ ନେତା ରାହୁଲ ଗାନ୍ଧୀ ଭାଜପା ଏବଂ ଆରଏସଏସ ଉପରେ ଖୁବ୍‌ ବର୍ଷିଛନ୍ତି। ଅନେକ କାର୍ଯ୍ୟକ୍ରମରେ ରାହୁଲ ମୋଦି ସରକାରଙ୍କ ତ୍ରୁଟି ତାଲିକାଭୁକ୍ତ କରିଥିବା ଦେଖିବାକୁ ମିଳିଛି। ଏହି ସମୟରେ ରାହୁଲ ଶିଖମାନଙ୍କ…

ମହାରାଷ୍ଟ୍ରରେ ଓଲଟି ଯିବ ବାଜି? ଏନଡିଏକୁ ପଛରେ ପକାଇବ ଏମଭିଏ!

ମୁମ୍ବାଇ,୧୦।୯: ଭାରତୀୟ ଜନତା ପାର୍ଟି (ଭାଜପା) ନେତୃତ୍ୱାଧୀନ ନ୍ୟାସନାଲ ଡେମୋକ୍ରାଟିକ ଆଲାଏନ୍ସ (ଏନଡିଏ) ମହାରାଷ୍ଟ୍ରରେ ଏକ ବଡ଼ ବିପର୍ଯ୍ୟୟର ସମ୍ମୁଖୀନ ହୋଇପାରେ। କାରଣ ବିଧାନସଭା ନିର୍ବାଚନ ପୂର୍ବରୁ ନିକଟରେ ହୋଇଥିବା ଏକ ସର୍ଭେର ଫଳାଫଳ ଯାହା କହୁଛି ତାହା ଅତ୍ୟନ୍ତ ଆଶ୍ଚର୍ଯ୍ୟଜନକ…

ମୋତେ ଯେକୌଣସି ସମୟରେ ଗିରଫ କରାଯାଇପାରେ: ବର୍ଷିଲେ ପୂର୍ବତନ ଗୃହମନ୍ତ୍ରୀ

ପୁଣେ,୧୦।୯: ମହାରାଷ୍ଟ୍ରର ପୂର୍ବତନ ଗୃହମନ୍ତ୍ରୀ ତଥା ଏନସିପି-ଏସପି ନେତା ଅନିଲ ଦେଶମୁଖ ବଡ଼ ଖୁଲାସା କରିଛନ୍ତି। ମଙ୍ଗଳବାର ସେ ଦାବି କରିଛନ୍ତି, ଦେବେନ୍ଦ୍ର ଫଡନଭିସଙ୍କ କାରଣରୁ ସିବିଆଇ ଚାରି ବର୍ଷ ପୁରୁଣା ଜାଲଗାଓଁ ମାମଲା ରୁଜୁ କରି ମୋ ବିରୋଧରେ ଏଫଆଇଆର…

ସ୍କଟଲାଣ୍ଡରେ ପ୍ରବାସୀ ପଶ୍ଚିମ ଓଡିଶାବାସୀ ପାଳିଲେ ନୂଆଁଖାଇ

ଭବାନୀପାଟଣା,୧୦।୯ (ଉତ୍ତମ କୁମାର ଦାଶ):ନୂଆଁଖାଇ କେବଳ ଯେ ପଶ୍ଚିମ ଓଡିଶାରେ ସୀମିତ ନାହିଁ। ଦେଶ ଓ ବିଦେଶର କୋଣ ଅନୁକୋଣରେ ଏହାକୁ ଧୂମଧାମରେ ପାଳନ କରୁଛନ୍ତି ପଶ୍ଚିମ ଓଡିଶାବାସୀ । ଏହି ପରିପେକ୍ଷୀରେ ସ୍କଟଲାଣ୍ଡଠାରେ ରହୁଥିବା ପ୍ରବାସୀ ଓଡିଆ ପାରମ୍ପରିକ ଢଙ୍ଗରେ…

ରାହୁଲଙ୍କ ବୟାନକୁ ନେଇ ଖଡଗହସ୍ତ ମାୟାବତୀ

ନୂଆଦିଲ୍ଲୀ,୧୦।୯: କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ବିବୃତ୍ତି ଉପରେ ଏବେ ଆମେରିକାରେ ଏକ ରାଜନୈତିକ ଉତ୍ତେଜନା ଦେଖାଦେଇଛି। ଏହାକୁ ନେଇ ସମସ୍ତ ଭାଜପା ନେତାଙ୍କଠାରୁ ପ୍ରତିକ୍ରିୟା ଆସୁଛି। ବର୍ତ୍ତମାନ ସଂରକ୍ଷଣ ନେଇ କଂଗ୍ରେସ ନେତାଙ୍କ ମନ୍ତବ୍ୟ ଉପରେ ବିଏସପି ମୁଖ୍ୟ ମାୟାବତୀ…

ସ୍ବାସ୍ଥ୍ୟକେନ୍ଦ୍ରରେ ନାହାନ୍ତି ଡାକ୍ତର, ଫେରିଗଲେ ରୋଗୀ: ବଢୁଛି ଉତ୍ତେଜନା

ଗଞ୍ଜାମ,୧୦।୯(ବିଦ୍ୟାଧର ସାହୁ ): ମଙ୍ଗଳବାର ସକାଳ ସମୟ ପ୍ରାୟ ୯ରେ ୩ଜଣ ଗୁରୁତର ରୋଗୀ ଉପଯୁକ୍ତ ଚିକିତ୍ସା ନ ପାଇ ଗଞ୍ଜାମ ସ୍ବାସ୍ଥ୍ୟ କେନ୍ଦ୍ରରୁ ଫେରିଯିବା ଘଟଣା ସ୍ଥାନୀୟ ଅଞ୍ଚଳରେ ବେଶ ଆଲୋଡନ ସୃଷ୍ଟି କରିଛି। ରମ୍ଭା ନିକଟସ୍ଥ ଏକ ଢାବା…

ମୁଣ୍ଡରେ ବନ୍ଧୁକ ଲଗାଇ ଲୁଟି ନେଲେ ୯ ଲକ୍ଷରୁ ଉଦ୍ଧର୍‌ବ ଟଙ୍କା

ପାଟଣା,୧୦।୯(ବୀର କିଶୋର ଦାଶ):କେନ୍ଦୁଝର ଜିଲା ପାଟଣା ବ୍ଲକର ରାଜନଗରରୁ ତୁରୁମୁଙ୍ଗା ଘର କୁ ବାଇକରେ ଜଣେ ଘରୋଇ ବ୍ୟାଙ୍କ କର୍ମଚାରୀ ସୋମବାର ବିଳମ୍ବିତ ରାତ୍ରୀରେ ବାଇକରେ ଟଙ୍କା ଧରି ଫେରୁଥିବାବେଳେ ରାତି ୯ଟା ସମୟରେ କୋଇଣ୍ଡା ନିକଟ ନାକି ନାଳ ନିକଟରେ…

ଭିଡରେ ଆରାଧ୍ୟାଙ୍କ ସହ ଫସିଗଲେ ମା’ ଐଶ୍ୱର୍ଯ୍ୟା, ଭିଡିଓ ଦେଖି ଲୋକେ କହିଲେ…

ମୁମ୍ବାଇ: ବଲିଉଡର ଭେଟେରାନ ଅଭିନେତ୍ରୀ ଐଶ୍ୱର୍ଯ୍ୟା ରାୟ ବଚ୍ଚନ ଏବେ ଖୁବ ଚର୍ଚ୍ଚାରେ ଅଛନ୍ତି। ଅଭିନେତା ଅଭିଷେକ ବଚ୍ଚନଙ୍କ ସହ ଐଶ୍ୱର୍ଯ୍ୟାଙ୍କ ଛାଡପତ୍ର ବିଷୟରେ ଗୁଜବ ଉଡୁଛି। ଏହି ସମୟରେ ତାଙ୍କ ପ୍ରଶଂସକମାନେ କୌଣସି ପ୍ରକାରେ ବଚ୍ଚନ ପରିବାର ଉପରେ କ୍ରୋଧ…

ଗୋରୁ ଚାଲାଣବେଳେ ମାଡ଼ିବସିଲେ ଗ୍ରାମବାସୀ

ଅନୁଗୋଳ ଅଫିସ,୧୦।୯- ଅନୁଗୁଳ ଜିଲା ବଅଁରପାଳ ଥାନା ଅନ୍ତର୍ଗତ ମହିଧରପୁର ଉପରଛକ ଠାରେ ଗୋରୁଚାଲଣ ବେଳେ ବିରୋଧ କରିଥିଲେ ଗ୍ରାମବାସୀ । ପୋଲିସ ଘଟଣାସ୍ଥଳରେ ପହଞ୍ଚି ଗୋରୁ ଚାଲାଣ ହେଉଥିବା ବେଳେ ଉଦ୍ଧାର କରାଯାଇଥିବା ଜଣାପଡିଛି। ସୂଚନା ଯେ, ମଙ୍ଗଳବାର ସକାଳେ…

ପୁରୁଷ କର୍ମଚାରୀଙ୍କ ସହ ଜବରଦସ୍ତି ଯୌନ ସମ୍ପର୍କ ରଖୁଥିଲେ ମହିଳା ସିନେଟର, ଇଚ୍ଛା ପୂରଣ ନ ହେବାରୁ…

ଓ୍ବାଶିଂଟନ,୧୦।୯: ଆମେରିକା କାଲିଫର୍ନିଆର ମହିଳା ସିନେଟର ମେରି ଆଲଭାରାଡୋ-ଗିଲଙ୍କ ନାମରେ ତାଙ୍କର ଜଣେ ପୂର୍ବତନ କର୍ମଚାରୀ ଅଭିଯୋଗ କରିଛନ୍ତି। ତାଙ୍କୁ ସେ ‘ଯୌନ ଦାସ’ ଭାବରେ ବ୍ୟବହାର କରୁଥିବା ଗିଲଙ୍କ ପୂର୍ବତନ ମୁଖ୍ୟ କର୍ମଚାରୀ ଗୁରୁତର ଅଭିଯୋଗ କରିଛନ୍ତି। ପୀଡିତ ସିନେଟରଙ୍କ…

ଲଞ୍ଚହେଲା iPhone 16: ପ୍ରଥମ ଥର ପାଇଁ ଶୁକ୍ରବାର ବଦଳରେ ସୋମବାର ଥିଲା  ଲଞ୍ଚିଂ ଇଭେଣ୍ଟ: ପଛରେ ରହିଛି ଏହି ବଡ଼କାରଣ  

ନୂଆଦିଲ୍ଲୀ,୧୦।୯: ଭାରତରେ iPhone 16 ଓ iPhone 16 Plus ଲଞ୍ଚ ହୋଇଛି। ଏଥିସହ କମ୍ପାନୀ iPhone 16 ପ୍ରୋ ଓ ଆପଲ ୱାଚ ସିରିଜ ୧୦ବି ଲଞ୍ଚ କରିଛି। ତେବେ ନୂଆ iPhone 16 ମଡେଲ ସମ୍ପୂର୍ଣ୍ଣ ନୂଆ A18…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri