Home Left

ପାର୍ବଣ ଋତୁରେ ଆକାଶଛୁଆଁ ଧନିଆ ପତ୍ର, ଶାଗ ଦର

ଭୁବନେଶ୍ୱର,୧୦।୯ (ଅନୁରାଧା ମହାରଣା):  ଅଗଷ୍ଟ ଏବଂ ସେପ୍ଟେମ୍ବରରେ ଅତ୍ୟଧିକ ବର୍ଷା ହେତୁ ପ୍ରମୁଖ ସହରଗୁଡିକରେ ପନିପରିବା ଯୋଗାଣ ବ୍ୟାହତ ସହ ଏହାର ମୂଲ୍ୟ ମଧ୍ୟ ବୃଦ୍ଧି ପାଉଥିବା କୁହାଯାଉଛି। ଏସବୁ ମଧ୍ୟରେ ସବୁଜ ପନିପରିବା ମଧ୍ୟରେ ଧନିଆପତ୍ରର ମୂଲ୍ୟ ସର୍ବାଧିକ ବୃଦ୍ଧି ପାଇଛ।…

ମୃତ ଡାକ୍ତରଙ୍କ ପରିବାରକୁ ଟଙ୍କା ଯାଚିନାହିଁ: ମମତା

କୋଲକାତା,୧୦ା୯: କୋଲକାତା ଆର୍‌.ଜି. କର ହସ୍ପିଟାଲର ମହିଳା ଡାକ୍ତରଙ୍କ ପରିବାର ସଦସ୍ୟଙ୍କୁ କଦାପି ଟଙ୍କା ଯାଚି ନ ଥିବା ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ସୋମବାର କହିଛନ୍ତି। ଡାକ୍ତରଙ୍କ ପରିବାରକୁ ଟଙ୍କା ଯଚାଯାଇଥିବା, ମାମଲାକୁ ଚାପିଦେବାକୁ ପୋଲିସ ଉଦ୍ୟମ କରିଥିବା ଆଦି ଅଭିଯୋଗ…

ଆଲିଆଙ୍କ ଆଙ୍ଗ୍ରି ୟଙ୍ଗ୍‌ ଓମ୍ୟାନ୍‌ ଅବତାର

ମୁମ୍ବାଇ: ଭାସନ୍‌ ବାଲାଙ୍କ ନିର୍ଦ୍ଦେଶିତ କ୍ରାଇମ ଥ୍ରୀଲର ଫିଲ୍ମ ‘ଜିଗ୍‌ରା’ର ପ୍ରଥମ ଟିଜର ରିଲିଜ ହୋଇଛି। ଏଥିରେ ଅଭିନେତ୍ରୀ ଆଲିଆ ଭଟ୍ଟ ଜଣେ ଆଙ୍ଗ୍ରି ୟଙ୍ଗ୍‌ ଓମ୍ୟାନ୍‌ଙ୍କ ଭୂମିକାରେ ନଜରକୁ ଆସିଛନ୍ତି। ଉକ୍ତ ଟିଜର ଏକ ଭାବପ୍ରବଣ ଦୃଶ୍ୟରୁ ଆରମ୍ଭ ହୋଇଛି, ଯେଉଁଠାରେ…

୭ ମାସରେ କମାଇଲେ ୧୧୩ କେ.ଜି. ଓଜନ

ୱାଶିଂଟନ: ୟୁଟ୍ୟୁବର ନିକୋକାଡୋ ଆଭୋକାଡୋ ମାତ୍ର ୭ ମାସ ମଧ୍ୟରେ ନିଜର ୧୧୩ କିଲୋଗ୍ରାମ ଓଜନ ହ୍ରାସ କରି ସମସ୍ତଙ୍କୁ ଚକିତ କରିଛନ୍ତି। ସେ ତାଙ୍କର ଓଜନ ହ୍ରାସକୁ ନେଇ ‘ଟୁ ଷ୍ଟେପ୍‌ ଆହେଡ୍‌’ ଶୀର୍ଷକ ଏକ ଭିଡିଓ ଅପଲୋଡ୍‌ କରି…

ଗୁମ୍ଫା ଭିତରେ ରହସ୍ୟମୟ ସେତୁ

ମାଡ୍ରିଡ୍‌: ସ୍ପେନ୍‌ର ମାଲୋର୍କା ଦ୍ୱୀପରେ ଥିବା ଜେନୋଭେସା ଗୁମ୍ଫାର ଗଭୀରରେ ପୋତି ହୋଇ ରହିଥିବା ଏକ ପ୍ରାଚୀନ ସେତୁକୁ ନେଇ ଜର୍ନାଲ କମ୍ୟୁନିକେଶନ ଆର୍ଥ୍‌ ଆଣ୍ଡ୍‌ ଏନ୍‌ଭାଇରନ୍‌ମେଣ୍ଟ ପତ୍ରିକାରେ ଗୋଟିଏ ନୂତନ ଅଧ୍ୟୟନ ପ୍ରକାଶିତ ହୋଇଛି। ଉକ୍ତ ଅଧ୍ୟୟନରୁ ପଶ୍ଚିମ ଭୂମଧ୍ୟସାଗର ଅଞ୍ଚଳରେ…

ରାଜନୀତିରୁ ଭଲପାଇବା, ସମ୍ମାନ, ବିନମ୍ରତା ହଜିଯାଇଛି: ରାହୁଲ

ଓ୍ବାଶିଂଟନ,୧୦ା୯: ଭାରତୀୟ ରାଜନୀତିରୁ ଭଲ ପାଇବା, ସମ୍ମାନ ଏବଂ ବିନମ୍ରତା ହଜିଯାଇଥିବା ଲୋକ ସଭାର ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ରବିବାର କହିଛନ୍ତି। ଆମେରିକା ଗସ୍ତରେ ଥିବା ରାହୁଲ ଟେକ୍ସାସ୍‌ଠାରେ ଭାରତୀୟ-ଆମେରିକୀୟମାନଙ୍କୁ ଉଦ୍‌ବୋଧନ ଦେଇ ଏହା କହିଛନ୍ତି। ବିରୋଧୀ ଦଳ ନେତା…

ରାମମନ୍ଦିର ଟ୍ରଷ୍ଟ ମୁଖ୍ୟ ମହନ୍ତ ନୃତ୍ୟଗୋପାଳ ହସ୍ପିଟାଲରେ ଭର୍ତ୍ତି

ଲକ୍ଷ୍ନୌ,୧୦ା୯ (ପି.ଟି.): ଶ୍ରୀରାମ ଜନ୍ମଭୂମି ତୀର୍ଥକ୍ଷେତ୍ର ଟ୍ରଷ୍ଟର ଅଧ୍ୟକ୍ଷ ମହନ୍ତ ନୃତ୍ୟଗୋପାଳ ଦାସ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ତାଙ୍କ ସ୍ବାସ୍ଥ୍ୟାବସ୍ଥା ଗୁରୁତର ରହିଛି। ତାଙ୍କର ପରିସ୍ରାଜନିତ ସମସ୍ୟା ସମେତ ଅନ୍ୟାନ୍ୟ ସମସ୍ୟା ଦେଖାଦେବାରୁ ରବିବାର ସନ୍ଧ୍ୟାରେ ତାଙ୍କୁ ମେଦାନ୍ତା ହସ୍ପିଟାଲର…

ଡିସିପିଙ୍କୁ ଭେଟି ନ୍ୟାୟ ମାଗିଲେ ସୁନିତି, ଭାଜପା ବିଧାୟକ ପ୍ରାର୍ଥୀଙ୍କ ବିରୋଧରେ ଆଣିଥିଲେ ଅଭିଯୋଗ

ଭୁବନେଶ୍ୱର,୯ା୯: ଭାଜପାରୁ ନିଲମ୍ବିତ ହୋଇଥିବା ସୁନିତି ମୁଣ୍ଡ ସୋମବାର ଭୁବନେଶ୍ୱର ଡିସିପି ପ୍ରତୀକ ସିଂଙ୍କୁ ଭେଟିଛନ୍ତି। ଲକ୍ଷ୍ମୀସାଗର ଥାନାରେ ସେପ୍ଟେମ୍ବର ୩ରେ ଭଣ୍ଡାରୀପୋଖରି ଭାଜପା ବିଧାୟକ ପ୍ରାର୍ଥୀ ସୁଧାଂଶୁ ନାୟକଙ୍କ ବିରୋଧରେ ସେ ଦେଇଥିବା ଅଭିଯୋଗ ପଞ୍ଜିକୃତ କରାଯାଉନାହିଁ। ଏହି ଏତଲାକୁ…

ଜଣାପଡ଼ିଲା ଆଇଫୋନ୍-୧୬ ର ମୂଲ୍ୟ: ଲିକ୍ ହେଲା ସାରପ୍ରାଇଜ୍

ନୂଆଦିଲ୍ଲୀ,୯।୯: ଆପଲ୍ ଇଭେଣ୍ଟର କିଛି ଘଣ୍ଟା ପୂର୍ବରୁ ଆଇଫୋନ୍ ୧୬ ର ମୂଲ୍ୟ ଲିକ୍ ହୋଇଯାଇଛି। ଲିକ୍ ହୋଇଥିବା ରିପୋର୍ଟ ଅନୁଯାୟୀ, ଆପଲ୍ ଆଇଫୋନ୍ ୧୬ ପ୍ରୋ ର ପ୍ରାରମ୍ଭିକ ମୂଲ୍ୟ ୯୯୯ ଡଲାରରେ ବଜାୟ ରହିପାରେ, ଯାହା ଏଣ୍ଟ୍ରି ଲେଭଲ୍…

ଲଗାଣ ବର୍ଷା ଯୋଗୁ ସ୍କୁଲ, ଅଙ୍ଗନଓ୍ବାଡି କେନ୍ଦ୍ର ଛୁଟି ଘୋଷଣା କଲେ ଜିଲାପାଳ

ଛତ୍ରପୁର, ୯/୯(ସନ୍ତୋଷ ପାଢ଼ୀ ): ଲଗାଣ ବର୍ଷା ଯୋଗୁ ମଙ୍ଗଳବାର ଗଞ୍ଜାମ ଜିଲାର ସମସ୍ତ ସ୍କୁଲ ଓ ଅଙ୍ଗନଓ୍ବାଡି କେନ୍ଦ୍ର ବନ୍ଦ ରହିବ। ଏନେଇ ଜିଲାପାଳ ଦିବ୍ୟଜ୍ୟୋତି ପରିଡ଼ା ନିର୍ଦ୍ଦେଶନାମା ଜାରି କରି ଏହି ସୂଚନା ଦେଇଛନ୍ତି। ସେହିପରି ଆସନ୍ତାକାଲି ମାଲକାନଗିରିରେ…

ଅଭିଷେକ ନା ଆଉ କିଏ? ଐଶ୍ୱର୍ଯ୍ୟାଙ୍କ ଜୀବନରେ ଅଧିକ ଖାସ୍‌ ହେଉଛନ୍ତି…କହୁ କହୁ ଏମିତି କହିଦେଲେ ଅଭିନେତ୍ରୀ

ମୁମ୍ବାଇ: ଶ୍ୱେତା ବଚ୍ଚନ ‘କଫି ଓ୍ବିଥ୍‌ କରଣ’ରେ ଐଶ୍ୱର୍ଯ୍ୟା ରୟଙ୍କୁ ତାଙ୍କ ମା ସମାନ ବୋଲି ସ୍ବୀକାର କରିଥିଲେ। ଐଶ୍ୱର୍ଯ୍ୟା ରୟ ମଧ୍ୟ ନିଜକୁ ଭାଗ୍ୟବାନ ମନେ କରନ୍ତି ଯେ ତାଙ୍କର ତାଙ୍କ ପାଖେ ତାଙ୍କ ଝିଅଆରାଧ୍ୟା ଅଛନ୍ତି। ଆରାଧ୍ୟା ବଚ୍ଚନ…

ଓଡ଼ିଶାରେ ନିର୍ମାଣ ହେବ ଭାରତୀୟ ବାୟୁସେନା ବିମାନର ଇଞ୍ଜିନ୍

ନୂଆଦିଲ୍ଲୀ,୯।୯: ଏସ୍‌ୟୁ-୩୦ ଏମକେଆଇ ବିମାନ ଲାଗି ୨୪୦ ଏଏଲ୍-୩୧ ଏଫପି ଏରୋ ଇଞ୍ଜିନ୍ ପାଇଁ ପ୍ରତିରକ୍ଷା ମନ୍ତ୍ରଣାଳୟ ହିନ୍ଦୁସ୍ତାନ ଏରୋନଟିକ୍ସ ଲିମିଟେଡ୍ (ହାଲ୍) ସହ ୨୬,୦୦୦ କୋଟିରୁ ଅଧିକ ଟଙ୍କାର ଏକ ଚୁକ୍ତି ସ୍ୱାକ୍ଷର କରିଛି। ଏହାଦ୍ୱାରା ଆତ୍ମନିର୍ଭର ଭାରତ ଲକ୍ଷ୍ୟକୁ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri