Home Left

ମୃତ ଶରୀର ଉପରେ ବି ନଜର, ସରକାରୀ ହସ୍ପିଟାଲରେ କଳା ଧନ୍ଦା, ସିବିଆଇର ଦାବି…

କୋଲକାତା,୧୨।୯: ପଶ୍ଚିମବଙ୍ଗର ସରକାରୀ ଡାକ୍ତରଖାନାଗୁଡ଼ିକରେ ଅନେକ ଶବ ବ୍ୟବଚ୍ଛେଦ ଦୁର୍ନୀତିରେ ପରିଣତ ହୋଇଛି। ସିବିଆଇ ଦ୍ୱାରା ପ୍ରାରମ୍ଭିକ ଅନୁସନ୍ଧାନରୁ ଜଣାପଡିଛି ଯେ ଗତ ସାତ ବର୍ଷ ମଧ୍ୟରେ ମୃତ ଦେହର ଅଙ୍ଗ ବିକ୍ରି କରି ଅତି କମରେ ୨୦୦ କୋଟି ଟଙ୍କା…

ସ୍କୁଟିରେ ଯାଉଥିଲେ ଜିଲା ପରିଷଦ: ବାଟରେ ଧକ୍କା ଦେଲା ଟ୍ରକ୍‌

କେନ୍ଦୁଝର,୧୨।୯(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ସଦର ବ୍ଲକ୍‌ ୨୦ ନମ୍ବର ଜାତୀୟ ରାଜପଥ ଟାଙ୍ଗରାଣୀ ଛକ ନିକଟରେ ଟ୍ରକ୍‌ ଧକ୍କାରେ ୪ ନମ୍ବର ଜୋନ୍‌ ଜିଲା ପରିଷଦ ଲୀଳାବତୀ ମହାନ୍ତ ଗୁରୁତର ହୋଇଛନ୍ତି। ସେ ସ୍କୁଟି ଯୋଗେ ମୁରୁସୁଆଁରୁ ଝୁମ୍ପୁରା ଜିଲା…

ଚିଖିଲି ଗାଁକୁ ଛୁଇଁଲା ବନ୍ୟାଜଳ

ବରଗଡ଼,୧୨।୯(ପ୍ରେମାନନ୍ଦ ଖମାରୀ): ମହାନଦୀର ଉପର ମୁଣ୍ଡରେ ଲଗାଣ ବର୍ଷା ସାଙ୍ଗକୁ ଛତିଶଗଡ଼ର ଗାଙ୍ଗରେଲ, ସରଗୁଜା ଓ ସାରାଡିହି ଆଦି ଡ୍ୟାମରୁ ମହାନଦୀକୁ ମାତ୍ରାଧିକ ବର୍ଷାଜଳ ନିଷ୍କାସନ ଫଲରେ ମହାନଦୀର ଜଳପତ୍ତନ ବୃଦ୍ଧି ପାଇଛି । ଏଭଳି ସ୍ଥିତିରେ ହିରାକୁଦ ନଦୀବନ୍ଧର ଜଳ…

ସୀତାରାମ ୟେଚୁରୀଙ୍କର ହେବନାହିଁ ଦାହ ସଂସ୍କାର, ପରିବାର ଲୋକଙ୍କ ବଡ଼ ନିଷ୍ପତ୍ତି

ନୂଆଦିଲ୍ଲୀ,୧୨।୯: ସିପିଆଇ-ଏମ ନେତା ସୀତାରାମ ୟେଚୁରୀଙ୍କର ଗୁରୁବାର ଦେହାନ୍ତ ହୋଇଛି। ଗତ ୨୩ ଦିନ ଧରି ଦିଲ୍ଲୀର ଏମ୍ସରେ ୭୨ବର୍ଷୀୟ ୟେଚୁରୀ ଚିକିତ୍ସିତ ହେଉଥିଲେ। ସେ ଶ୍ୱାସ ରୋଗରେ ପୀଡିତ ଥିଲେ। ତାଙ୍କ ପରିବାର ସଦସ୍ୟଙ୍କ ଅନୁଯାୟୀ, ୟେଚୁରୀଙ୍କ ମୃତଦେହକୁ ଦାହ…

‘ବିଶ୍ୱ ଖରାପ ଥିଲା, ଆମେ ବି…’, ନିଜ ସମ୍ପର୍କରେ ଏମିତି କ’ଣ କହିଲେ କଙ୍ଗନା ଯାହାକୁ ନେଇ…

ମୁମ୍ବାଇ,୧୨।୯: ମୁଁ ବହୁତ କମ ବୟସରେ ଘର ଛାଡିଥିଲି। ଏହି ବୟସରେ ମୋର ସେହି ବୟସ ଆଉ ଅଧିକ ମନେ ନାହିଁ। କିନ୍ତୁ ଅନେକ ଥର ଯେତେବେଳେ ମୁଁ ମୋ ଜୀବନରେ ଅନେକ ଉତ୍ଥାନ-ପତନ ଦେଇ ଗତି କରେ, ମୁଁ ମୋର…

ଗଣେଶ ପୂଜା ଭସାଣୀରେ ବନ୍ଧୁକ ଧରି ନାଚିଲେ କର୍ପୋରେଟର: ବନ୍ଧୁକ ସହ ହାଜର ହେବାକୁ ଡିସିପିଙ୍କ ନୋଟିସ

ଭୁବନେଶ୍ୱର,୧୨ା୯(ସୂର୍ଯ୍ୟକାନ୍ତ ବେହେରା): ରାଜଧାନୀର ରାସ୍ତା ଉପରେ ଭସାଣି ବେଳେ ବନ୍ଧୁକ ଧରି ଜଣେ ରାଜନେତା ନାଚିଥିବାର ଦୃଶ୍ୟ ସୋସିଆଲ ମିଡିଆରେ ଏବେ ଲାଗିଛି। ସର୍ବସାଧାରଣରେ ବନ୍ଧୁକ ଧରି ନାଚିଥିବା ରାଜନେତା ଜଣଙ୍କ ହେଲେ ଭୁବନେଶ୍ୱର ୨୯ ନମ୍ବର ୱାର୍ଡ କର୍ପୋରେଟର ଜୀବନ…

ରୋଗୀ ମୃତ୍ୟୁ ପରେ ଟଙ୍କା ଦାବି କରିବାରୁ ଉତ୍ତେଜନା

ଗୋପାଳପୁର,୧୨ା୯(ନବିନ ରାଜ ଆଚାରୀ): ଗଞ୍ଜାମ ଜିଲା ଶିତଲାପଲ୍ଲୀସ୍ଥିତ ଏକ ଘରୋଇ ହସ୍ପିଟାଲରେ ଗୁରୁବାର ଜଣେ ଚିକିତ୍ସାଧୀନ ରୋଗୀଙ୍କ ମୃତ୍ୟୁ ପରେ ହସ୍ପିଟାଲ କର୍ତ୍ତୃପକ୍ଷ ଅଧିକ ବିଲ କରି ଟଙ୍କା ଦାବି କରିବାରୁ ଉତ୍ତେଜନା ପ୍ରକାଶ ପାଇଥିଲା। ବାବୁଲାପଲ୍ଲୀ ଗ୍ରାମର ଗୁରୁତର ଜି.ଭୀମସେନ…

ଶେଷ ହେବ ରୁଷିଆ-ୟୁକ୍ରେନ ଯୁଦ୍ଧ? ପୁଟିନଙ୍କୁ ଭେଟିଲେ ମୋଦିଙ୍କ ଦୂତ

ନୂଆଦିଲ୍ଲୀ/ମସ୍କୋ,୧୨।୯: ରୁଷିଆର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ସେଣ୍ଟ ପିଟର୍ସବର୍ଗର କନଷ୍ଟାଣ୍ଟିନୋଭସ୍କି ପ୍ୟାଲେସରେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲଙ୍କ ସହ ଏକ ବୈଠକ କରିଛନ୍ତି। ଏହି ସମୟରେ ରୁଷିଆର ରାଷ୍ଟ୍ରପତି କହିଛନ୍ତି ଯେ ଆମେ କଜାନରେ…

ଗଣେଶ ବିସର୍ଜନ ବେଳେ ସଂଘର୍ଷ

ଗୋପାଳପୁର,୧୨।୯(ନବୀନ ରାଜ ଆଚାରୀ): ଗଞ୍ଜାମ ଜିଲା ଗୋଳନ୍ଥରା ଥାନା ଅଞ୍ଚଳରେ ଗଣେଷ ମୂର୍ତ୍ତି ବିସର୍ଜନ ବେଳେ ସଂଘର୍ଷ ଘଟି ୭ରୁ ଊର୍ଦ୍ଧ୍ୱ ଆହତ ହୋଇଛନ୍ତି। ଏହି ଘଟଣାରେ ଗୁରୁବାର ଗୋଳନ୍ଥରା ପୋଲିସ ୫ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି l…

‘ଏହା ସୁପ୍ରିମକୋର୍ଟଙ୍କ ପାଇଁ ଠିକ ନୁହେଁ’, ଏମିତି କହି କାହିଁକି ଆଶ୍ଚର୍ଯ୍ୟ ପ୍ରକଟ କଲେ କପିଲ ସିବଲ

ନୂଆଦିଲ୍ଲୀ,୧୨।୯: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବୁଧବାର (ସେପ୍ଟେମ୍ବର ୧୧)ରେ ନୂଆଦିଲ୍ଲୀରେ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଡି.ଓ୍ବାଇ ଚନ୍ଦ୍ରଚୁଡଙ୍କ ଘରେ ଗଣେଶ ପୂଜା ସମାରୋହରେ ଯୋଗ ଦେଇଥିଲେ। ବର୍ତ୍ତମାନ ବିରୋଧୀ ଦଳ ଏ ସମ୍ପର୍କରେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଟାର୍ଗେଟ କରିଛନ୍ତି। ଏହି ସମୟରେ…

ବରଗଡ଼ରେ ସ୍କ୍ରବ୍‌ ଟାଇଫସ୍‌: ଦିନକ ପରେ ମତ ବଦଳାଇଲେ ସିଡିଏମ୍‌ଓ

ବରଗଡ଼,୧୨।୯(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ସ୍କ୍ରବ୍‌ ଟାଇଫସ୍‌ ରୋଗ ଏବେ ଚର୍ଚ୍ଚାର ବିଷୟ ହୋଇଛି। ଜିଲାରେ ଏହି ରୋଗରେ ଆକ୍ରାନ୍ତ ଏବଂ ମୃତକଙ୍କ ସଂଖ୍ୟା ବଢ଼ି ଚାଲିଥିବା ସାଧାରଣରେ ଆଲୋଚନା ହେଉଛି। କେବଳ ସେତିକି ନୁହେଁ, ବୁଧବାର ଖୋଦ୍‌ ଜିଲା ମୁଖ୍ୟ…

ଅସୁସ୍ଥ ହୋଇପଡିଲେ ଲାଲୁ, ଆଗାମୀ ୨-୩ ଦିନ ତାଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ

ପାଟନା,୧୨।୯: ଆରଜେଡି ସୁପ୍ରିମୋ ଲାଲୁ ପ୍ରସାଦ ଯାଦବ ହଠାତ୍‌ ଅସୁସ୍ଥ ହୋଇ ପଡିଛନ୍ତି। ତାଙ୍କର ହୃଦରୋଗ ସମସ୍ୟା ଦେଖାଦେବା ପରେ ଆଞ୍ଜିଓପ୍ଲାଷ୍ଟି କରାଯାଇଛି। ଦୁଇ ଦିନ ପୂର୍ବେ ଲାଲୁ ପ୍ରସାଦ ପୂର୍ବତନ ବିଧାୟକ ତଥା ତାଙ୍କ ସହକର୍ମୀ ଭୋଲା ଯାଦବ ଏବଂ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri