Home Left

ବାର୍ଡ ଫ୍ଲୁ ସ୍ଥିତିରେ ସୁଧାର ଆସିଲା: ଖାଇପାରିବେ ଚିକେନ୍‌, ଅଣ୍ଡା

ଭୁବନେଶ୍ୱର, ୧୩ା୯ (ବନ୍ଦନା ସେଠୀ):ରାଜ୍ୟରେ ବାର୍ଡ ଫ୍ଲୁ ସ୍ଥିତିରେ ସୁଧାର ଆସିଛି। ଯେଉଁ ଅଞ୍ଚଳରେ ବାର୍ଡଫ୍ଲୁ ସଂକ୍ରମଣ ହୋଇଥିଲା, ସେଠାରେ କଲିଂ କରି ସମସ୍ତ କୁକୁଡାଙ୍କୁ ମରାଯାଇଛି। ସଂକ୍ରମିତ କୁକୁଡ଼ା ଆଉ ନାହାନ୍ତି। ତେଣୁ ଏବେ ଲୋକମାନେ ଚିକେନ୍‌ ଓ ଅଣ୍ଡା…

ମହାକାଶରେ ପ୍ରଥମ ପ୍ରାଇଭେଟ୍‌ ସ୍ପେସ୍‌ଓ୍ବାକ୍‌

ଓ୍ବାଶିଂଟନ, ୧୩ା୯:ଆମେରିକୀୟ ମହାକାଶଯାନ ନିର୍ମାତା କମ୍ପାନୀ ‘ସ୍ପେସ୍‌ଏକ୍ସ’ର ‘ପୋଲାରିସ୍‌ ଡନ୍‌’ ମିଶନକୁ ଗୁରୁବାର ସଫଳତା ମିଳିଛି। ପ୍ରଥମ ନନ୍‌ପ୍ରଫେଶ୍‌ନାଲ ଆଷ୍ଟ୍ରନଟ୍‌ ଭାବେ ସ୍ପେସ୍‌ଓ୍ବାକ୍‌ କରି ଆମେରିକୀୟ ଉଦ୍ୟୋଗୀ ତଥା କ୍ରେଡିଟ୍‌ କାର୍ଡ ପ୍ରସେସିଂ କମ୍ପାନୀ ‘ସିଫ୍ଟସ୍‌ ଫର୍‌ ପେମେଣ୍ଟସ୍‌’ର ପ୍ରତିଷ୍ଠାତା ଜରେଡ୍‌…

ମୋ ଜଙ୍ଗଲ ଜମି ଯୋଜନା ବାଟବଣା

ନୟାଗଡ଼,୧୩।୯(ଲୋକନାଥ ମିଶ୍ର): ମୋ ଜଙ୍ଗଲ ଜମି ଯୋଜନା ନୟାଗଡ଼ ଜିଲାରେ ବାଟବଣା ହୋଇଥିବା ଅଭିଯୋଗ ହୋଇଛି। ଜଙ୍ଗଲ ଅଧିକାର ଆଇନ ୨୦୦୬ ଓ ସଂଶୋଧନ ନିୟମାବଳି ୨୦୧୨ କାର୍ଯ୍ୟକାରୀ ହେଉଥିଲେ ହେଁ ନୟାଗଡ଼ ଜିଲାର ବନବାସୀ କାହିଁକି ଉପେକ୍ଷିତ ହେଉଛନ୍ତି ତାହା…

ସୁଭଦ୍ରା ଯୋଜନାର ଲାଭ ଉଠାଇବାକୁ ସୁନା ବନ୍ଧକ ରଖି ମୋବାଇଲ କିଣିଲେ

ପାରଳାଖେମୁଣ୍ଡି,୧୩ା୯(ଗିରିଧାରୀ ପରିଛା): ଗଜପତି ଜିଲା ଆର. ଉଦୟଗିରି ବ୍ଲକରେ ‘ସୁଭଦ୍ରା’ ଯୋଜନା ପାଇଁ ଜଣେ ହିତାଧିକାରୀ ନିଜ ସୁନା ବନ୍ଧକ ରଖି ମୋବାଇଲ କିଣିବା ପରି ଅଭାବନୀୟ ଘଟଣା ଘଟିଛି। ଏନେଇ ଏକ ଭିଡିଓ ଭାଇରଲ୍‌ ହେବା ପରେ ରାଜ୍ୟରେ ଚର୍ଚ୍ଚାର…

ଦୋଷୀଙ୍କୁ ୨୦ ବର୍ଷ ଜେଲଦଣ୍ଡ

କେନ୍ଦୁଝର,୧୩ା୯(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଚିଲଡ୍ରେନ୍‌ କୋର୍ଟରେ ଏକ ନାବାଳିକା ବଳାତ୍କାର ମାମଲାର ରାୟ ପ୍ରକାଶ ପାଇଛି। ବିଚାରପତି ମମିତା ଦାସ ମାମଲାର ଶୁଣାଣି କରି ଦୋଷୀଙ୍କୁ ୨୦ ବର୍ଷ ଜେଲଦଣ୍ଡରେ ଦଣ୍ଡିତ କରିଛନ୍ତି। ଏଥିସହ ୧୦ ହଜାର ଜରିମାନା ଓ…

ହାରିସ୍‌ଙ୍କ ପ୍ରଚାରରେ ଓଡ଼ିଆ ପୁଅ ସମୟ

ରାୟଗଡ଼ା,୧୩।୯(ଆଶିଷ ରଞ୍ଜନ ପଣ୍ଡା):ଆମେରିକା ରାଜନୀତିରେ ଓଡ଼ିଆ ପୁଅ ସମୟ ସାହୁ ସକ୍ରିୟ ଭୂମିକା ତୁଲାଉଛନ୍ତି। ସେ ଆମେରିକା ଡେମୋକ୍ରାଟିକ୍‌ ରାଷ୍ଟ୍ରପତି ପ୍ରାର୍ଥୀ କମଲା ହାରିସ୍‌ଙ୍କ ପାଇଁ ନିର୍ବାଚନ ପ୍ରଚାର କରି ଚର୍ଚ୍ଚାରେ ରହିଛନ୍ତି ରାୟଗଡ଼ାର ସମୟ। ଏବେ ସେ ପରିବାର ସହ…

ଆସୁଛି ଆଉ ଏକ ଲଘୁଚାପ: ୧୪ରୁ ୧୬ ପ୍ରବଳ ବର୍ଷା ସମ୍ଭାବନା

ଭୁବନେଶ୍ୱର,୧୪।୯(ଅନିଲଦାସ):ବାଂଲାଦେଶ ଉପକୂଳ ଓ ଏହାର ଆଖପାଖ ଅଞ୍ଚଳରେ ଏକ ଘୂର୍ଣ୍ଣିବଳୟ କ୍ଷେତ୍ର ସୃଷ୍ଟି ହୋଇଛି। ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଏହା ଲଘୁଚାପରେ ପରିଣତ ହେବାର ସମ୍ଭାବନା ରହିଛି। ଏହା ଧୀରେ ଧୀରେ ପଶ୍ଚିମ-ଉତ୍ତର-ପଶ୍ଚିମ ଦିଗକୁ ଗତିକରି ପଶ୍ଚିମବଙ୍ଗ ଉପକୂଳ ଏବଂ…

ଗଣେଶ ଭସାଣିକୁ ନେଇ ହଣାକଟା

ପାରାଦୀପ.୧୩।୯(ଶରତ ରାଉତ): ପାରାଦୀପ ଜଟାଧାର ମୁହାଣ ସାମୁଦ୍ରିକ ଥାନା ଅନ୍ତର୍ଗତ ଷଣ୍ଢକୁଦ ବସ୍ତିରେ ଗୁରୁବାର ରାତି ୯ଟାରେ ଗଣେଶ ମୂର୍ତ୍ତି ଭସାଣିକୁ ନେଇ ଗଣ୍ଡଗୋଳ ହୋଇଛି। ଏଥିରେ ନୋଳିଆ ସମ୍ପ୍ରଦାୟର ୨ ଗୋଷ୍ଠୀ ହଣାକଟା ହୋଇଛନ୍ତି। ଫଳରେ ୨ ଜଣ ଗୁରୁତର…

ମଣିପୁର ହିଂସାରେ ଡ୍ରୋନ୍‌

୨୦୨୩ ମସିହା ମେ’ ମାସରୁ ମଣିପୁରରେ ‘ମେଇତି’ ଏବଂ ‘କୁକି’ ମଧ୍ୟରେ ଲାଗିରହିଥିବା ଜାତିଆଣ ହିଂସା ଥମିବା ପରିବର୍ତ୍ତେ ଦିନକୁ ଦିନ ଉଗ୍ରରୂପ ନେବା ସହ ‘ଡ୍ରୋନ୍‌’ ମୋର୍ଟାର ବ୍ୟବହାର ବିବାଦକୁ ନୂଆ ମୋଡ଼ ଦେଇଛି । ଏହା କେବଳ ଦଙ୍ଗାଗ୍ରସ୍ତ…

ମହିଳାଙ୍କ ଅଧିକାରରେ ସ୍ତ୍ରୀ ଧନ

ବର୍ଷ ବର୍ଷର ସଂସ୍କୃତି ଓ ପରମ୍ପରା ସହ ସ୍ତ୍ରୀ ଧନ ଜଡ଼ିତ ଥିବାବେଳେ ନିକଟରେ ଏକ ବୈବାହିକ ମାମଲା ପ୍ରସଙ୍ଗରେ ସୁପ୍ରିମ୍‌କୋର୍ଟର ବିଚାରପତି ଦୀପଙ୍କର ଦତ୍ତ ଓ ସଞ୍ଜୀବ ଖାନା ସ୍ପଷ୍ଟ କରିଛନ୍ତି ଯେ ସ୍ତ୍ରୀ ଧନ ସ୍ବାମୀ ଓ ସ୍ତ୍ରୀ…

ବିକଳ୍ପ ନୀତି ଆବଶ୍ୟକ

୨୦୦୦ରେ ମୁଁ ‘ଦି ପଲିଟିକାଲ ଟ୍ରାଇଲେମା ଅଫ ଦି ଓ୍ବାଲର୍‌ଡ ଇକୋନୋମି’ ଶୀର୍ଷକ ଏକ ପ୍ରବନ୍ଧ ଲେଖିଥିଲି। ଟ୍ରାଇଲେମା କହିଲେ, ବୈଶ୍ୱିକ ଅର୍ଥ ବ୍ୟବସ୍ଥାର ତିନୋଟି ଗୁରୁତ୍ୱପୂର୍ଣ୍ଣ ବିଷୟକୁ ଗ୍ରହଣ କରିବାରେ କଠିନ ରାଜନୈତିକ ସ୍ଥିତି ବା ଦ୍ୱନ୍ଦ୍ୱକୁ ବୁଝାଏ। ମୋର…

ଦୁଇ ସେନା ଅଫିସରଙ୍କୁ ଆକ୍ରମଣ: ବାନ୍ଧବୀଙ୍କୁ ଗଣବଳାତ୍କାର

ଭୋପାଳ,୧୨ା୯: ମଧ୍ୟପ୍ରଦେଶର ଇନ୍ଦୋରରେ ୨ ଜଣ ଯୁବ ସେନା ଅଫିସରଙ୍କୁ ଦୁର୍ବୃତ୍ତମାନେ ମାଡ଼ ମାରିବା ସହ ସେମାନଙ୍କ ବାନ୍ଧବୀଙ୍କୁ ବନ୍ଧୁକ ମୁନରେ ଭୟଭୀତ କରି ଗଣବଳାତ୍କାର କରିଛନ୍ତି। ମଙ୍ଗଳବାର ରାତିରେ ଏହି ଘଟଣା ଘଟିଛି। ଆକ୍ରମଣକାରୀମାନେ ଡକାୟତି କରିବା ଉଦ୍ଦେଶ୍ୟରେ ଆସିଥିଲେ।…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri