Home Left

କେନ୍‌ ମାର୍ଟିନ୍‌ ଆମେରିକା ଡେମୋକ୍ରାଟ୍‌ ନେତା ନିର୍ବାଚିତ

ଓ୍ବାଶିଂଟନ,୩।୨: ଆମେରିକାର ଡେମୋକ୍ରାଟ୍‌ମାନେ ୫୧ ବର୍ଷୀୟ ପ୍ରଗତିଶୀଳ ଆକ୍ଟିଭିଷ୍ଟ କେନ୍‌ ମାର୍ଟିନ୍‌ଙ୍କୁ ଶନିବାର ସେମାନଙ୍କ ନେତା ନିର୍ବାଚିତ କରିଛନ୍ତି। ଗତବର୍ଷ ରାଷ୍ଟ୍ରପତି ନିର୍ବାଚନରେ ଦଳୀୟ ପ୍ରାର୍ଥୀ ପରାଜିତ ହେବା ପରେ ସ୍ଥିତି ସୁଧାରିବା ପାଇଁ ମାର୍ଟିନ୍‌ ଦଳର ପୁନର୍ଗଠନ କରିବେ। ଏଥିସହିତ…

୮ ବର୍ଷୀୟାଙ୍କୁ ହତ୍ୟା, ଜାଳିଦେଲେ ସାବତ ମା’

ବକ୍ସର, ୨।୨: ବିହାରର ବକ୍ସର ଜିଲା ଡୁମରାଓ ଥାନା ନୟା ଭୋଜପୁର ଅଞ୍ଚଳରେ ଜଣେ ମହିଳା ନିଜର ୮ ବର୍ଷିୟା ସାବତ ଝିଅଙ୍କୁ ଗଳା ଚିପି ହତ୍ୟା କରିଛନ୍ତି। ଏହାପରେ ସେ ତାଙ୍କ ସାବତ ଝିଅଙ୍କ ମୃତଦେହକୁ ଜାଳି ଦେଇଥିଲେ। ପ୍ରମାଣ…

କଙ୍ଗୋରେ ବିଦ୍ରୋହୀଙ୍କ ତାଣ୍ଡବ: ଭାରତୀୟ ଦୂତାବାସର ଆଡ଼ଭାଇଜରୀ ଜାରି

ନୂଆଦିଲ୍ଲୀ, ୨ା୨: କଙ୍ଗୋର କିନଶାସା ରାଜ୍ୟରେ ଥିବା ଭାରତୀୟ ଦୂତାବାସ ବୁକାଭୁରେ ଥିବା ସମସ୍ତ ଭାରତୀୟ ନାଗରିକଙ୍କୁ “ତୁରନ୍ତ ସୁରକ୍ଷିତ ସ୍ଥାନକୁ ଚାଲିଯିବାକୁ” ପରାମର୍ଶ ଜାରି କରିଛି। ରୱାଣ୍ଡା-ସମର୍ଥିତ ଏମ-୨୩ ବିଦ୍ରୋହୀମାନେ ପୂର୍ବ କଙ୍ଗୋର ଗୋମା ସହରକୁ କବଜା କରିଛନ୍ତି। ଏହା…

ନଡ଼ିଆ ଗଛରୁ ପଡି ଛାତ୍ର ମୃତ୍ୟୁ ମାମଲା: ସ୍କୁଲ ଆଗରେ ମୃତଦେହ ରଖି ପ୍ରତିବାଦ କଲେ ପରିବାର

ପଟ୍ଟାଙ୍ଗି,୨ା୨(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ୍‌ ଅଧୀନ ତଳଗୋଲୁର ପଞ୍ଚାୟତ ସଦର ମହକୁମାରେ ଥିବା ୟୁଜିଏଚ୍‌ଏସ୍‌ ବିଦ୍ୟାଳୟର ଛାତ୍ର ପେଟେଲି କିରଣ ନଡ଼ିଆ ଗଛରୁ ପଡ଼ି ମତ୍ୟୁ ଘଟଣାରେ ପରିବାର ଲୋକେ ରବିବାର ସ୍କୁଲ ସମ୍ମୁଖରେ ମୃତଦେହ ରଖି…

ମାଲାକାନଗିରିରେ ଲଜ୍ଜା: ନାବାଳିକାଙ୍କୁ ବଳାତ୍କାର କଲେ ୬୦ ବର୍ଷୀୟ ବୃଦ୍ଧ

କୋରୁକୋଣ୍ଡା, ୨।୨(ଶିବଦତ୍ତ ସାହୁ): ନାବାଳିକାଙ୍କୁ ବଳାତ୍କାର କରିବା ଅଭିଯୋଗରେ ମାଲାକାନଗିରି ଜିଲା ଓରକେଲ ଥାନା ପୋଲିସ ଶ୍ୟାମ ସୀସା(୬୦)ଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଅଭିଯୋଗ ମୁତାବକ, ଜଣେ ୧୬ ବର୍ଷୀୟା ନାବାଳିକା ୪ ମାସ ତଳେ ଧାନ ବିଲକୁ…

ପଞ୍ଚାୟତ ନିର୍ବାଚନ ପୂର୍ବରୁ ତେଲଙ୍ଗାନା କଂଗ୍ରେସରେ ଫାଟ

ହାଇଦ୍ରାବାଦ,୨।୨: ତେଲଙ୍ଗାନାରେ ପଞ୍ଚାୟତ ନିର୍ବାଚନ ପୂର୍ବରୁ ଶାସକ ଦଳରେ ଅସନ୍ତୋଷକୁ ନେଇ ଚିନ୍ତା ବଢ଼ିଛି। ନିର୍ବାଚନ ପୂର୍ବରୁ କଂଗ୍ରେସର ୧୦ ଜଣ ବିଧାୟକ ଗୋପନରେ ରୁଦ୍ଧଦ୍ୱାର ବୈଠକ କରିଥିବାରୁ ଦଳରେ ଫାଟ ସୃଷ୍ଟି ହୋଇଥିବା ନେଇ କଳ୍ପନାଜଳ୍ପନା ବଢ଼ିଛି। ହାଇଦ୍ରାବାଦ ଉପକଣ୍ଠରେ…

ହାଇଦ୍ରାବାଦରେ ଓଡ଼ିଆ ଦାଦନ ଶ୍ରମିକଙ୍କ ମୃତ୍ୟୁ: ମୃତଦେହ ଫେରାଇ ଆଣିବାକୁ ନିବେଦନ

କୋକସରା,୨।୨(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): ବାହାର ରାଜ୍ୟକୁ ପେଟପାଟଣା କରିବାକୁ ଯାଇ ପୁଣି ଜଣେ ଓଡ଼ିଆ ଦାଦନ ଶ୍ରମିକଙ୍କ ମୃତ୍ୟୁ ଘଟିଛି। ସେ ହେଲେ କଳାହାଣ୍ଡି ଜିଲା କୋକସରା ପଞ୍ଚାୟତ କୋକସରା ଗ୍ରାମର ଅଶୋକ କୁମାର ଦାସ(୫୪)। ଅଶୋକ ଦୀର୍ଘ ବର୍ଷ ହେଲା…

ଉତ୍ତରପ୍ରଦେଶ ସମେତ ଏସବୁ ରାଜ୍ୟରେ ବର୍ଷା: ଏହି ରାଜ୍ୟଗୁଡ଼ିକରେ ପଡ଼ିବ ପ୍ରବଳ ଥଣ୍ଡା! ସତର୍କ କଲା IMD

ନୂଆଦିଲ୍ଲୀ, ୨ା୨: ଦେଶର ଅନେକ ସ୍ଥାନରେ ପାଗ ଦ୍ରୁତ ଗତିରେ ପରିବର୍ତ୍ତନ ହେଉଛି। ଦିଲ୍ଲୀ-ଏନସିଆରରେ କୁହୁଡ଼ି ବଢ଼ିବା ଆରମ୍ଭ କରିଛି, ଯେତେବେଳେ କି ଉତ୍ତର ଭାରତ ସମେତ ଅନେକ ରାଜ୍ୟରେ ଘନ କୁହୁଡ଼ି ଦେଖଃକା ଦେଇଛି। ଭାରତୀୟ ପାଣିପାଗ ବିଭାଗ (IMD)…

ବାରବାଟୀ ଦିନିକିଆ ପାଇଁ ବଢୁଛି ଉତ୍ସାହ, ଅଧଘଣ୍ଟାରେ ସରିଗଲା ଅନଲାଇନ୍ ଟିକେଟ୍

କଟକ, ୨ା୨: ଫେବ୍ରୁଆରୀ ୯ ତାରିଖରେ ଅନୁଷ୍ଠିତ ହେବାକୁ ଥିବା ଭାରତ-ଇଂଲଣ୍ଡ ଦିନିକିଆ ମ୍ୟାଚ୍ ପାଇଁ ଅହେତୁକ ଉତ୍ସାହ ଦେଖିବାକୁ ମିଳିଛି। ରବିବାର ଅପରାହ୍ଣ ୪ଟାରୁ ଅନଲାଇନ୍ ଟିକେଟ ବିକ୍ରି ଆରମ୍ଭ ହୋଇଥିଲା ବେଳେ ମାତ୍ର ଅଧଘଣ୍ଟାରେ ଟିକେଟ୍ ସରିଯାଇଛି। ପ୍ରାୟ…

ଆଇନଜୀବୀଙ୍କୁ ଏସିଡ୍‌ ମାଡ଼ ମାମଲା: ମାଷ୍ଟର ମାଇଣ୍ଡ ଅବସରପ୍ରାପ୍ତ ଷ୍ଟେଟ ବ୍ୟାଙ୍କ ମ୍ୟାନେଜର ଗିରଫ

ପାରଳାଖେମୁଣ୍ଡି,୨ା୨(ଗିରିଧାରୀ ପରିଛା): ବହୁଚର୍ଚ୍ଚିତ ପାରଳାଖେମୁଣ୍ଡି ଜଙ୍ଗମ ସାହିର ବରିଷ୍ଠ ଆଇନଜୀବୀ ପି. ରାମାରାଓଙ୍କ ଉପରେ ଏସିଡ୍‌ ମାଡ଼ ଘଟଣାରେ ପୋଲିସ ମାଷ୍ଟର ମାଇଣ୍ଡ ସମେତ ୨ଜଣଙ୍କୁ ଗିରଫ କରିଛି। ଆନ୍ଧ୍ର ପ୍ରଦେଶର ବିଜୟଓ୍ବାଡାରୁ ଉଭୟଙ୍କୁ ଗିରଫ କରି ପୋଲିସ ପାରଳାଖେମୁଣ୍ଡି ଆଣିଛି।…

ଓଡ଼ିଆ ଭାଷାର ଶିକ୍ଷାଦାନ ପାଇଁ ବର୍ଣ୍ଣବୋଧର ବିକଳ୍ପ ନାହିଁ, ଚଳିତ ବର୍ଷ ୧୦ ହଜାର କପି ଛପାଯିବ

ଭୁବନେଶ୍ୱର, ୨ା୨: ଓଡ଼ିଶା ଏବଂ ଓଡ଼ିଆ ଭାଷା ଯେଉଁ କାଳଖଣ୍ଡରେ ନିଜର ଅସ୍ଥିତ୍ୱ ଓ ଜାତୀୟତା ପାଇଁ ସଂଗ୍ରାମ କରୁଥିଲେ, ସେହି ସମୟରେ ଭକ୍ତକବି ମଧୁସୂଦନ ରାଓ, ଛବିଳ ମଧୁ ବର୍ଣ୍ଣବୋଧ ବହି ପ୍ରକାଶ କରି ଆମ ରାଜ୍ୟର ହୃତ ଗୌରବ…

ମୁମ୍ବାଇରେ କ୍ରିକେଟ ଖେଳିଲେ ଋଷି ସୁନକ, ଫୋଟୋ ଶେୟାର କରି କହିଲେ ମଜାଦାର କଥା

ମୁମ୍ବାଇ,୨ା୨: ପୂର୍ବତନ ବ୍ରିଟିଶ ପ୍ରଧାନମନ୍ତ୍ରୀ ରିଷି ସୁନକ ଏବେ ଭାରତ ଗସ୍ତରେ ଅଛନ୍ତି। ଏହି ସମୟରେ, ସେ ରବିବାର ଦକ୍ଷିଣ ମୁମ୍ବାଇର ପାର୍ସି ଜିମଖାନା ପରିଦର୍ଶନ କରିଥିଲେ। ଏହି ସମୟରେ, ସେ ଟେନିସ୍ ବଲ୍ କ୍ରିକେଟ୍ ଉପଭୋଗ କରିଥିଲେ। ଏଠାରେ ସେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?