ସିବିଏସ୍ଇ କ୍ଲଷ୍ଟର-୨ ଆଥ୍ଲେଟିକ୍ ମିଟ୍ରେ ସଫଳତା
ବରଗଡ଼,୧୪।୯(ପ୍ରେମାନନ୍ଦ ଖମାରୀ):କ୍ରୀଷ୍ଣା ବିକାଶ ଅନ୍ତର୍ଗତ ବରାହଗୁଡ଼ାସ୍ଥିତ ବିକାଶ ଆବାସିକ ବିଦ୍ୟାଳୟ ଛାତ୍ରୀଛାତ୍ରମାନେ ସେପ୍ଟେମ୍ବର ୯ରୁ ୧୧ତାରିଖ ପର୍ଯ୍ୟନ୍ତ କିଟ୍, ଭୁବନେଶ୍ୱରଠାରେ ଅନୁଷ୍ଠିତ ସିବିଏସ୍ଇ କ୍ଲଷ୍ଟର୍-୨ ଆଥ୍ଲେଟିକ୍ ମିଟ୍ରେ ବିପୁଳ ସଫଳତା ଅର୍ଜନ କରି ସମୁଦାୟ ୩ଟି ସ୍ବର୍ଣ୍ଣ, ୩ ରୌପ୍ୟ ଏବଂ…
ସ୍ବତନ୍ତ୍ର ପରିଚୟ ଆଣିଛି ବରଗଡ଼ କଳା, ସଂସ୍କୃତି
ବରଗଡ଼,୧୪।୯(ପ୍ରେମାନନ୍ଦ ଖମାରୀ):କଳା ସଂସ୍କୃତିର ମାଟି ବରଗଡ଼। ଏଠାକାର କଳା ଓ ସଂସ୍କୃତି ସାରା ରାଜ୍ୟରେ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଛି । କଳା ଓ କଳାକାରଙ୍କ ମାଟି ବରଗଡ଼ରେ ପଶ୍ଚିମ ଓଡ଼ିଶା କଳାକାର ମହାସଂଘ ଆନୁକୂଲ୍ୟରେ ଶୁକ୍ରବାର ସ୍ଥାନୀୟ ଅଗ୍ରଗାମୀ ଯୁବକ…
୨୩ରେ ଆୟୁଷ୍ମାନ ଯୋଜନା
ଭୁବନେଶ୍ୱର, ୧୪।୯(ସୁନିତ୍ ମିଶ୍ର): ଭାଜପା ପକ୍ଷରୁ ଚଳିତ ବର୍ଷ ମଧ୍ୟ ସେବାପକ୍ଷ ପାଳନ କରାଯିବ। ଏହା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନ୍ମଦିବସ ଚଳିତ ମାସ ୧୭ରୁ ଆରମ୍ଭହୋଇ ଅକ୍ଟୋବର ୨ ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ ପର୍ଯ୍ୟନ୍ତ ଦେଶବ୍ୟାପୀ ପାଳନ କରାଯିବ।…
ସୁଭଦ୍ରା ଯୋଜନା: ଆବେଦନର ତଦାରଖ କରିବେ ବରିଷ୍ଠ ଅଧିକାରୀ
ଭବାନୀପାଟଣା,୧୪ା୯ (ଉତ୍ତମ କୁମାର ଦାଶ):ରାଜ୍ୟ ସରକାରଙ୍କ ସୁଭଦ୍ରା ଯୋଜନାର ସଫଳ ରୂପାୟନ ନିମନ୍ତେ କଳାହାଣ୍ଡି ଜିଲାବ୍ୟାପୀ ଆବେଦନ ପ୍ରକ୍ରିୟା ଚାଲୁରହିଛି। ଜିଲାର ୨୧ବର୍ଷରୁ ଊର୍ଦ୍ଧ୍ୱ ୬୦ବର୍ଷରୁ କମ ବୟସ୍କ ମହିଳା ଯାହାଙ୍କ ବାର୍ଷିକ ପାରିବାରିକ ଆୟ ୨ଲକ୍ଷ ୫୦ହଜାରରୁ କମ ହୋଇଥିବ…
ଦ୍ୱିତୀୟ ବିବାହ ବାହାନାରେ ଠକେଇ
ଭୁବନେଶ୍ୱର,୧୪ା୯(ସତ୍ୟଜିତ୍ ରାଉତ): ଟାର୍ଗେଟ୍ରେ ଥିଲେ ମଧ୍ୟବୟସ୍କା ମହିଳା। ଏଥିପାଇଁ ମାଟ୍ରିମୋନିଆଲ ସାଇଟ୍ରେ ‘ଦ୍ୱିତୀୟ ବିବାହ’ ନାଁରେ ବିଛାଇଥିଲେ ଠକେଇ ଜାଲ। ପରିଚୟ ବଦଳାଇ ରେଲ୍ୱେ ଅଫିସର, ଇନ୍କମ୍ ଟ୍ୟାକ୍ସ ଇନ୍ସପେକ୍ଟର, ଅବକାରୀ ଓ କଷ୍ଟମ୍ସ ଅଫିସର ଭଳି ଉଚ୍ଚପଦସ୍ଥ ଅଧିକାରୀ କହି…
ନୂଆଁ ଖାଇଲେ କଳାହାଣ୍ଡିର ଗଡ଼ଜାତ ଅଞ୍ଚଳବାସୀ
ଭବାନୀପାଟଣା,୧୪ା୯ (ଉତ୍ତମ କୁମାର ଦାଶ):ନୂଆଁଖାଇ କଳାହାଣ୍ଡି ଜିଲାର ଏକ ମୁଖ୍ୟ ପରମ୍ପରା। ପଶ୍ଚିମ ଓଡ଼ିଶାର ଅନ୍ୟ ଜିଲାରେ ସପ୍ତମୀ ତିଥିରେ ନୂଆଁଖାଇ ପାଳନ ହେଉଥିବାବେଳେ ଏଠାରେ ପ୍ରତିପଦାଠାରୁ ଆରମ୍ଭକରି ଦଶହରା ଦଶମୀ ପର୍ଯ୍ୟନ୍ତ ଚାଲିଥାଏ। ଶୁକ୍ରବାର ଜିଲାର ଗଡ଼ଜାତ ଅଞ୍ଚଳରେ ପାଳନ…
‘ମରିବୁ ପଛେ ଭିଟାମାଟି ଛାଡ଼ିବୁ ନାହିଁ’
ଅସ୍ତରଙ୍ଗ(ପ୍ରଦୀପ୍ତ କୁମାର ଦୀକ୍ଷିତ/ ମମତା ଜେନା), ୧୪ା୯: ପୁରୀ ଜିଲା ଅସ୍ତରଙ୍ଗରେ ପ୍ରସ୍ତାବିତ ବନ୍ଦରକୁ ନେଇ ବିରୋଧର ସ୍ବର ତୀବ୍ର ହେବାରେ ଲାଗିଛି। ପ୍ରସ୍ତାବିତ ବନ୍ଦରକୁ ଅଞ୍ଚଳବାସୀ ବିରୋଧ କରୁବେଳେ ଏହି ଆନ୍ଦୋଳନକୁ ପରିବେଶବିତ୍ ଓ ଛାତ୍ରୀଛାତ୍ର ସମର୍ଥନ ଜଣାଇଛନ୍ତି। ଏଠାରେ…
ଋତୁସ୍ରାବ ପାଇଁ ଛୁଟି
ଏବେ ଓଡ଼ିଶା ସରକାର ସରକାରୀ ଏବଂ ବେସରକାରୀ କ୍ଷେତ୍ରରେ କର୍ମଜୀବୀ ମହିଳାମାନଙ୍କ ପାଇଁ ଋତୁସ୍ରାବ ପାଇଁ ଛୁଟି ବ୍ୟବସ୍ଥା ଆରମ୍ଭ କରିବାକୁ ଯାଉଛନ୍ତି। ଫଳରେ କର୍ମଜୀବୀ ମହିଳାମାନେ ନିଜର ଆବଶ୍ୟକତା ଅନୁଯାୟୀ ଋତୁସ୍ରାବ ସମୟରେ ଯେକୌଣସି ଗୋଟିଏ ଦିନ ( ପ୍ରଥମ…
ବିଧାୟକଙ୍କ ଦରମା ବୃଦ୍ଧି ବିମର୍ଶ
ଯିଏ ସତ କଥା କହେ ତା’ଠାରୁ ଅଧିକ ଘୃଣା ଏଇ ଦୁନିଆରେ ଆଉ କାହାକୁ କରାଯାଏ ନାହିଁ’- ଦାର୍ଶନିକ ପ୍ଲାଟୋ ଏଇକଥା କହିଥିଲେ। ସମ୍ପ୍ରତି ବିଧାନସଭାର ଶୂନ୍ୟକାଳରେ କଂଗ୍ରେସ ବିଧାୟକ ତାରାପ୍ରସାଦ ବାହିନୀପତି ଦରଦାମ୍ ବୃଦ୍ଧିକୁ ଆଖି ଆଗରେ ରଖି ବିଧାୟକମାନଙ୍କ…
ୟୁପିଏସ୍ସିର ପଦକ୍ଷେପ
ନିଲମ୍ବିତ ଆଇଏଏସ୍ ଅଧିକାରୀ ପୂଜା ଖେଡ୍କରଙ୍କୁ ସେବାରୁ ବହିଷ୍କାର କରାଯିବା ଘଟଣା ସିଭିଲ ସର୍ଭିସ ଚୟନ ପ୍ରକ୍ରିୟାର ଏକ ବଡ଼ ସମସ୍ୟାକୁ ସାମ୍ନାକୁ ଆଣିଛି। ଆଇଏଏସ୍ (ପ୍ରୋବେସନ) ନିୟମ ୧୯୫୪ର ଧାରା ୧୨ ଅନୁଯାୟୀ ଖେଡ୍କରଙ୍କୁ ବରଖାସ୍ତ କରାଯାଇଥିଲେ ମଧ୍ୟ ତାଙ୍କ…
ଜାତୀୟ ଏକତାକୁ ମଜଭୁତ କରେ ହିନ୍ଦୀ ଭାଷା
ହିନ୍ଦୀ ଭାଷା ଆମ ଦେଶର ସରକାରୀ ଭାଷା ମଧ୍ୟରୁ ଅନ୍ୟତମ। ବର୍ତ୍ତମାନ ଇଂରାଜୀ ଏବଂ ମାଣ୍ଡାରିନ ପରେ ହିନ୍ଦୀ ହେଉଛି ବିଶ୍ୱର ତୃତୀୟ ସର୍ବାଧିକ କଥିତ ଭାଷା। ବିଶ୍ୱର ପ୍ରାୟ ୬୦ କୋଟି ଲୋକ ଏହି ଭାଷାକୁ ସେମାନଙ୍କର କଥିତ ଭାଷା…
୨୦୨୫ ଜୁନ୍ରେ ଶେଷ ହେବ ରାମମନ୍ଦିର କମ୍ପ୍ଲେକ୍ସ ନିର୍ମାଣ
ଅଯୋଧ୍ୟା,୧୩ା୯: ଅଯୋଧ୍ୟା ରାମମନ୍ଦିର କମ୍ପ୍ଲେକ୍ସ ନିର୍ମାଣ କାର୍ଯ୍ୟ ୨୦୨୫ ଜୁନ୍ ୩୦ ସୁଦ୍ଧା ସମ୍ପୂର୍ଣ୍ଣ ହେବ। ରାମ ମନ୍ଦିର ନିର୍ମାଣ କମିଟି ଅଧ୍ୟକ୍ଷ ନୃପେନ୍ଦ୍ର ମିଶ୍ରା ଶୁକ୍ରବାର ଏହି ସୂଚନା ଦେଇଛନ୍ତି। ଅଯୋଧ୍ୟାରେ ନିର୍ମାଣ କମିଟିର ୩ ଦିନିଆ ବୈଠକ ଅବସରରେ…
Archives


