Home Left

ଶିକ୍ଷା ଦେବା ନାଁରେ ଆସି ଧର୍ମାନ୍ତରୀକରଣ ଅଭିଯୋଗ

ବାଲିଗୁଡ଼ା,୧୩।୯(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ବାଲିଗୁଡ଼ା ଉପଖଣ୍ଡ ଅଧୀନ ତୁମୁଡ଼ିବନ୍ଧ ବ୍ଲକ ବେଲଘର ଥାନା ଅଞ୍ଚଳରେ କିଛି ବର୍ଷ ହେବ ଜଣେ ବ୍ୟକ୍ତି ଶିକ୍ଷା ଦେବା ନାଁରେ ଆସି ରହିଥିଲେ। ହେଲେ ବ୍ୟକ୍ତି ଜଣକ ବର୍ତ୍ତମାନ ଅନୁସୂଚିତ ଆଦିମ ଜନଜାତି…

ଆମ୍ବ ବଗିଚାରୁ ମିଳିଲା ମାଈହାତୀର ମୃତଦେହ

ଭବାନୀପାଟଣା/ନର୍ଲା,୧୩ା୯ (ଉତ୍ତମ କୁମାର ଦାଶ/ସନ୍ତୋଷ ପାତ୍ର)- କଳାହାଣ୍ଡି ଜିଲା ନର୍ଲା ରେଞ୍ଜ ଅଧୀନ ରେଗଡିମାଲ ଗାଁ ନିକଟ ଏକ ଆମ୍ବ ବଗିଚାରୁ ଶୁକ୍ରବାର ଏକ ମାଈ ହାତୀର ମୃତଦେହ ଠାବ କରାଯାଇଛି। ସ୍ଥାନୀୟ ଗାଁ ଲୋକେ ହାତୀର ମୃତଦେହ ଦେଖି ନର୍ଲା…

ମିଳିଲା ବଡ଼ ସଫଳତା: ଗଞ୍ଜେଇ ବୋଝେଇ ଗାଡ଼ିକୁ ଧରିଲା ପୋଲିସ

ବରଗଡ଼,୧୩।୯(ପ୍ରେମାନନ୍ଦ ଖମାରୀ): ବରଗଡ଼ ଗ୍ରାମାଞ୍ଚଳ ଥାନା ପୋଲିସ ଗୁରୁବାର ଗଞ୍ଜେଇ ବୋଝେଇ ଏକ ବୋଲେରୋ (ନଂ.ଓଡ଼ି୧୫ଏକ୍ସ/୮୩୮୦)କୁ ଜବତ କରିଛି। ସେଥିରେ ବୋଝଇ ହୋଇଥିବା ୬ କୁଇଣ୍ଟାଲ ୩୬କି.ଗ୍ରା ଗଞ୍ଜେଇ ଜବତ ହୋଇଛି। ଏହି ଘଟଣାରେ ସମ୍ପୃକ୍ତ ୪ଜଣଙ୍କୁ ପୋଲିସ ଗିରଫ କରିଛି।…

ଅଘଟଣ: ପାଇଖାନା ଟାଙ୍କିରେ ଶ୍ୱାସରୁଦ୍ଧ ହୋଇ ୨ ଶ୍ରମିକ ମୃତ

ଅନୁଗୋଳ,୧୩।୯: ଅନୁଗୋଳ ଜିଲା ବଅଁରପାଳ ଥାନା ନୂଆହତା ଗାଁରେ ଶୁକ୍ରବାର ଏକ ଅଭାବନୀୟ ଘଟଣା ଘଟିଛି। ପାଇଖାନା ଟାଙ୍କିରେ ପଶି କାମ କରୁଥିବା ବେଳେ ଶ୍ୱାସରୁଦ୍ଧ ହୋଇ ୨ଜଣ ଶ୍ରମିକଙ୍କ ମୃତ୍ୟୁ ଘଟିଛି। ୨ ମୃତ ଶ୍ରମିକଙ୍କ ଘର ମୟୂରଭଞ୍ଜ ଜିଲାରେ…

ଟ୍ରେଲର ଧକ୍କାରେ ଚାଲିଗଲା ଟ୍ରାକ୍ଟର ଚାଳକଙ୍କ ଜୀବନ

ହିଞ୍ଜିଳିକାଟୁ,୧୩ା୯(ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ଥାନା ଅଧୀନ ଆର୍‌ଏମ୍‌ସି ଛକରେ ଟ୍ରେଲର ଓ ଟ୍ରାକ୍ଟର ମଧ୍ୟରେ ଧକ୍କା ହେବାରୁ ଟ୍ରାକ୍ଟର ଚାଳକଙ୍କ ମତ୍ୟୁ ଘଟିଛି । ସେ ହେଲେ ହିଞ୍ଜିଳି ଥାନା ପିତଳ ଗ୍ରାମର ଲବ ବେହେରା। ପୋଲିସ ମୃତଦେହ…

ଶୁଣିଲାନି ପ୍ରଶାସନ: ରାସ୍ତା ନିର୍ମାଣ କଲେ ମହିଳା ଗୋଷ୍ଠୀ

କେନ୍ଦୁଝର,୧୩।୯(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା ହରିଚନ୍ଦନପୁର ବ୍ଲକ ଜୁଙ୍ଗା ପଞ୍ଚାୟତ ଅଧୀନ ଡୁମୁରିନାଳି ଗ୍ରାମର ମା’ ଜଙ୍ଗଲ ଜନନୀ ସ୍ବୟଂ ସହାୟକ ଗୋଷ୍ଠୀର ମହିଳାମାନେ ଏକଜୁଟ ହୋଇ ଶୁକ୍ରବାର ରାସ୍ତା ନିର୍ମାଣ କରିଛନ୍ତି। ନଇଗୁଡ଼ାରୁ ଡୁମୁରିନାଳି ଗ୍ରାମକୁ କଚା ରାସ୍ତା…

ଅପେକ୍ଷାର ହେଲା ଅନ୍ତ, ସ୍ବାମୀଙ୍କୁ ପାଛୋଟି ଆଣିବାକୁ ତିହାର ଜେଲ ଗେଟରେ ମିଠା ନେଇ ପହଞ୍ଚିଲେ ସୁନୀତା କେଜରିଓ୍ବାଲ

ନୂଆଦିଲ୍ଲୀ,୧୩।୯: ସୁପ୍ରିମକୋର୍ଟ ଶୁକ୍ରବାର ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲଙ୍କୁ ଜାମିନ ପ୍ରଦାନ କରିଛନ୍ତି। ଏହା ସହ ତାଙ୍କୁ ଜେଲରୁ ବାହାରିବା ପାଇଁ ରାସ୍ତା ମଧ୍ୟ ସଫା ହୋଇଯାଇଛି। ସୂଚନା ଅନୁଯାୟୀ, ଗେଟ୍‌ ନମ୍ବର ୩ରୁ କେଜରିୱାଲ ବାହାରକୁ ଆସିପାରନ୍ତି। କେଜରିୱାଲଙ୍କ ପତ୍ନୀ…

ସୁନା ଦୋକାନକୁ ପଶିଗଲା କାର୍‌: ନାବାଳିକା, ଦୁଇ ମହିଳା ଗୁରୁତର

ବୌଦ୍ଧ,୧୩।୯(ଅଜିତ ବାରିକ): ଚାରିଛକରୁ ବୌଦ୍ଧ ଆଡକୁ ଯାଉଥିବା ଏକ କାର୍‌ ପୁରୁଣା କଟକ ମାର୍କେଟ ରାସ୍ତାରେ ଭାରସାମ୍ୟ ହରାଇ ଏକ ସୁନା ଦୋକାନ ଭିତରକୁ ପଶି ଯାଇଥିଲା। ଏହି ଦୁର୍ଘଟଣାରେ ଜଣେ ନାବାଳିକା ଏବଂ ଦୁଇଜଣ ମହିଳା ଗୁରୁତର ହୋଇଛନ୍ତି। ସେମାନେ…

ଓଡ଼ିଆ ସିନେମାର ୭ ଏଭର ଗ୍ରିନ୍‌ ଗୀତ ଶୁଣିଲେ ଆଜି ବି ହେବେ ଗୁଣୁଗୁଣୁ, ଜାଣନ୍ତୁ…

୧୯୬୩ରୁ ଆରମ୍ଭ ହୋଇଛି ଓଡ଼ିଆ ସିନେମା ନିର୍ମାଣର ଧାରା, ଯେଉଁ ଧାରାକୁଅଧିକ ଲୋକପ୍ରିୟ କରାଇଛି ଏହାର ଗୀତ। କିଏ ସିନେମା ଦେଖନ୍ତୁ ବା ନ ଦେଖନ୍ତୁ, ଗୀତର ମୁଖଡ଼ା କିନ୍ତୁ ପ୍ରାୟ ସମସ୍ତଙ୍କ ମୁହଁରେ ଥାଏ। ତେବେ ଆସନ୍ତୁ ଜାଣିବା ସେମିତି…

ସଞ୍ଜୟ ରୟଙ୍କର ହେବ ନାହିଁ ନାର୍କୋ ଟେଷ୍ଟ, ସିବିଆଇର ଆବେଦନକୁ ଖାରଜ କଲେ କୋର୍ଟ

କୋଲକାତା,୧୩।୯: କୋଲକାତା ଟ୍ରେନି ମହିଳା ଡାକ୍ତରଙ୍କ ବଳାତ୍କାର-ହତ୍ୟା ମାମଲା ଏବେ ହେଡଲାଇନରେ ରହିଛି। ଆର.ଜି.କର ମେଡିକାଲ କଲେଜ ଏବଂ ହସ୍ପିଟାଲରେ ହୋଇଥିବା ଏହି ଜଘନ୍ୟ ଅପରାଧର ଅଭିଯୁକ୍ତ ଥିବା ଞ୍‌ସଞ୍ଜୟ ରୟ ନାର୍କୋ ଟେଷ୍ଟ ପାଇଁ ନିଜର ଅସହମତି ପ୍ରକାଶ କରିଥିଲେ।…

ଜିଏସ୍‌ଟି ପଇଠରେ ଅନିୟମିତତା: ହୋଲସେଲ୍‌ ଲୁଗା ଗୋଦାମରେ ବଡ଼ ଧରଣର ଚଢାଉ

ସମ୍ବଲପୁର,୧୩।୯(ପ୍ରମୋଦ ବହିଦାର): ସମ୍ବଲପୁର କମଲିବଜାରରେ ଥିବା ପାଇକାରୀ(ହୋଲସେଲ) ଲୁଗା ଗୋଦାମରେ ଶୁକ୍ରବାର ଜିଏସ୍‌ଟି ଚଢ଼ାଉ ହୋଇଛି। ଉକ୍ତ ଲୁଗା ହୋଲସେଲର ପକ୍ଷରୁ ଜିଏସ୍‌ଟି ପଇଠ ଓ ଜିଏସ୍‌ଟି ସମ୍ବନ୍ଧିୟ ଅନ୍ୟାନ୍ୟ କାଗଜପତ୍ରରେ ଅନିୟମିତତା ଥିବା ସନ୍ଦେହରେ ଏହି ଚଢ଼ାଉ ହୋଇଥିବା ଜଣାପଡିଛି।…

ରାଜ୍ୟର ସମସ୍ତ ସହରରେ ଅକ୍ଟୋବର ୫ ପୂର୍ବରୁ ସମସ୍ତ ରାସ୍ତା କାମ ସାରିବାକୁ ମନ୍ତ୍ରୀଙ୍କ ନିର୍ଦ୍ଦେଶ

ଭୁବନେଶ୍ୱର,୧୩।୯: ଭୁବନେଶ୍ୱର ଓ କଟକ ସମେତ ରାଜ୍ୟର ପ୍ରତ୍ୟେକ ସହରର ସମସ୍ତ ରାସ୍ତାର ମରାମତି ଓ ଉନ୍ନତୀକରଣ ନିମନ୍ତେ ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନଙ୍କ ଅଧକ୍ଷତାରେ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଛି । ନିର୍ଦ୍ଧାରିତ ସମୟ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri