ଫ୍ଲିପ୍କାର୍ଡରେ ଜବରଦସ୍ତ ଅଫର୍: ଶସ୍ତାରେ ମିଳିବ ଏହି ୨୪ ସ୍ମାର୍ଟଫୋନ
ଆଗକୁ ଆସୁଛି ପାର୍ବଣ ଋତୁ। ଏଥର ଫ୍ଲିପକାର୍ଟ ଏବଂ ଆମାଜନ ଏକ ବମ୍ପର ସେଲ୍ ଆରମ୍ଭ ହେବାକୁ ଯାଉଛି। ଫ୍ଲିପକାର୍ଟ ବିଗ୍ ବିଲିୟନ ଡେ’ରେ ଗ୍ରାହକଙ୍କ ଜବରଦସ୍ତ ଅଫର୍ ମିଳିବ। ଗ୍ରାହକଙ୍କୁ ୨୪ ସ୍ମାର୍ଟଫୋନ ଉପରେ ରିହାତି ମିଳିବ। ଫ୍ଲିପକାର୍ଟ ଆପରେ…
ମୁଁ ଯଦି ହିନ୍ଦୀ ଭାଷା ଜାଣି ନ ଥାନ୍ତି ତେବେ… କାହିଁକି ଏମିତି କହିଲେ ପ୍ରଧାନମନ୍ତ୍ରୀ ମୋଦି
ନୂଆଦିଲ୍ଲୀ,୧୪।୯: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ଏକ ଭିଡିଓ ବାର୍ତ୍ତା ଦେଇଛନ୍ତି। ସେ ହିନ୍ଦୀ ଦିବସରେ ଦେଶବାସୀଙ୍କୁ ଅଭିବାଦନ ଜଣାଇଥିଲେ। ଜାତୀୟ ହିନ୍ଦୀ ଦିବସ ପ୍ରତିବର୍ଷ ୧୪ ସେପ୍ଟେମ୍ବରରେ ପାଳନ କରାଯାଏ। ଭାରତରେ ଅନେକ…
ଘରୋଇ ଇଞ୍ଜିନିୟରିଂ କଲେଜ ଛାତ୍ରଙ୍କ ସନ୍ଦେହଜନକ ମୃତ୍ୟୁ
ଭୁବନେଶ୍ୱର,୧୪।୯: ଭୁବନେଶ୍ୱରର ଏକ ଘରୋଇ ଇଞ୍ଜିନିୟରିଂ କଲେଜର ଜଣେ ଛାତ୍ରଙ୍କର ସନ୍ଦେହଜନକ ମୃତ୍ୟୁ ଘଟିଛି। ତାଙ୍କ ପରିଚୟ ଝାଡଖଣ୍ଡ ରାଞ୍ଚିର ଅଭିଷେକ ରବି ବୋଲି ଜଣାପଡିଛି। ଛାତ୍ର ଜଣଙ୍କ କମ୍ପ୍ୟୁଟର ସାଇନ୍ସର ପ୍ରଥମ ବର୍ଷର ଛାତ୍ର ବୋଲି ସୂଚନା ମିଳିଛି ।…
କଟକରେ ଚାଞ୍ଚଲ୍ୟ: ମା’ଙ୍କ ଗଳାକାଟି ଦେଲେ ଦୁଇ ପୁଅ
କଟକ,୧୪।୯: କଟକ ଚାଉଳିଆଗଞ୍ଜ ଥାନା ଅଧୀନ ମହାନଦୀ ବିହାର ଅଞ୍ଚଳରେ ଶନିବାର ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଅତି ନୃଶଂସ ଭାବେ ମା’ଙ୍କ ଗଳାକାଟି ହତ୍ୟା କରିଛନ୍ତି ଦୁଇ ଜହ୍ଲାଦ ପୁଅ। ମୃତଦେହ ରକ୍ତାକ୍ତ ଅବସ୍ଥାରେ ଘରେ ପଡ଼ି ରହିଥିବା…
୪୫ ବର୍ଷ ପରେ ଏମିତି କାମ କରିବାକୁ ଯାଉଛନ୍ତି ପ୍ରଧାନମନ୍ତ୍ରୀ ମୋଦି
ନୂଆଦିଲ୍ଲୀ,୧୪।୯: ୧୦ ବର୍ଷ ପରେ ଜମ୍ମୁ କଶ୍ମୀରରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେଉଛି। ଜମ୍ମୁ କଶ୍ମୀର ନିର୍ବାଚନ ପାଇଁ ସମସ୍ତ ଦଳ ନିଜର ସମ୍ପୂର୍ଣ୍ଣ ଶକ୍ତି ଦେଇଛନ୍ତି। ମିଶନ ୫୦ରେ ମଧ୍ୟ ଭାଜପା ନିୟୋଜିତ ଅଛି। ଉପତ୍ୟକାରେ କମଲ ଫୁଲ କରିବାକୁ…
ଗାଁ ପୋଖରୀରେ କୁମ୍ଭୀର: ଲୋକେ ଭୟଭୀତ
ପଟ୍ଟାମୁଣ୍ଡାଇ,୧୪।୯: କେନ୍ଦ୍ରାପଡ଼ା ଜିଲା ରାଜନଗର ବ୍ଲକ ବ୍ରାହ୍ମଣସାହି ଗଜରାଜପୁର ଗାଁ ପୋଖରୀରେ କୁମ୍ଭୀର ଆତଙ୍କ ଦେଖାଦେଇଛି। ପୋଖରୀରେ କୁମ୍ଭୀରକୁ ଦେଖି ଲୋକେ ଭୟଭୀତ ହୋଇପଡିଛନ୍ତି। ଅନ୍ୟପକ୍ଷେ କୌଶଳ କ୍ରମେ ଗ୍ରାମବାସୀ କୁମ୍ଭୀରକୁ ଧରି ପୋଖରୀ କୂଳରେ ବାନ୍ଧି ରଖିଛନ୍ତି। ଖବର ପାଇଁ…
ମୋ ସ୍କୁଲ ଅଭିଯାନ ନାଁ ବଦଳାଇଲେ ମୋହନ ସରକାର, ରଖିଲେ ଏହି ନୂଆ ନାଁ
ଭୁବନେଶ୍ୱର,୧୪।୯: ଗଣଶିକ୍ଷା ବିଭାଗର ମୋ ସ୍କୁଲ ଅଭିଯାନ ନାଁ ବଦଳିଲା। ୨୦୧୭ରୁ ଆରମ୍ଭ ହୋଇଥିବା ମୋ ସ୍କୁଲ ଅଭିଯାନ ନାଁ ବଦଳି ପଞ୍ଚଶଖା ଶିକ୍ଷା ସେତୁ ନୂଆ ଯୋଜନା ହୋଇଛି। ଏନେଇ ମୋ ସ୍କୁଲ ଅଭିଯାନ ପରିଚାଳନା ସଂଗଠନକୁ ଗଣଶିକ୍ଷା ବିଭାଗ…
ଆଜିଠୁ କଳିଙ୍ଗରେ ଓଡ଼ିଶା ଏଫ୍ସିର ଅଭିଯାନ
ଭୁବନେଶ୍ୱର, ୧୪।୯ (ତପନ ସ୍ବାଇଁ): ଇଣ୍ଡିଆନ ସୁପର ଲିଗ୍ (ଆଇଏସ୍ଏଲ୍) ୨୦୨୩-୨୪ ଶୁକ୍ରବାର କୋଲକାତାରେ ଆରମ୍ଭ ହୋଇଛି। ଏହି ସମ୍ମାନଜନକ ଲିଗ୍ରେ ଭୁବନେଶ୍ୱରଭିତ୍ତିକ ଫ୍ରାଞ୍ଚାଇଜ୍ ଓଡ଼ିଶା ଏଫ୍ସିର ଅଭିଯାନ ଶନିବାର କଳିଙ୍ଗ ଷ୍ଟାଡିୟମରେ ଆରମ୍ଭ ହେବ। ଓଡ଼ିଶା ଏଫ୍ସିର ପ୍ରଥମ ପ୍ରତିଦ୍ୱନ୍ଦ୍ୱୀ…
ଶେୟାର ବଜାର କାରବାରରେ ହ୍ରାସ
ନୂଆଦିଲ୍ଲୀ,୧୪।୯ (ଅଭୟ ଦାଶ): ଦିନକ ପରେ ପୁଣି ଥରେ ଘରୋଇ ଶେୟାର ବଜାର କାରବାରରେ ପରିବର୍ତ୍ତନ ଘଟିଛି। ଏପରିକି ଚଳିତ ସପ୍ତାହର ଶେଷ କାର୍ଯ୍ୟ ଦିବସର ଫଳାଫଳ ଅନୁଯାୟୀ ଶେୟାର ବଜାରର ନିବେଶକମାନେ ଲକ୍ଷାଧିକ ଟଙ୍କାର ନିବେଶ ହରାଇଛନ୍ତି। ବିଶେଷକରି ଶୁକ୍ରବାର…
ଜିନ୍ଦଲ ଷ୍ଟେନ୍ଲେସ୍କୁ ଫାଇଭ ଷ୍ଟାର ରେଟିଂ
ଭୁବନେଶ୍ୱର,୧୪।୯: ଜିନ୍ଦଲ ଷ୍ଟେନ୍ଲେସ୍ ଲିମିଟେଡ୍ (ଜେଏସ୍ଏଲ୍)କୁ ନିକଟରେ ଆଉ ଏକ ଅନ୍ତଃରାଷ୍ଟ୍ରୀୟ ମାନ୍ୟତା ‘ଫାଇଭ ଷ୍ଟାର ରେଟିଂ’ ଦିଆଯାଇଛି। ଏପରିକି ଜେଏସ୍ଏଲ୍ର ହିସାର ପ୍ଲାଣ୍ଟକୁ ବ୍ରିଟିଶ ସେଫ୍ଟି କାଉନସିଲ ପକ୍ଷରୁ ବୃତ୍ତିଗତ ସ୍ବାସ୍ଥ୍ୟ ଓ ସୁରକ୍ଷା ପାଇଁ ଫାଇଭ ଷ୍ଟାର ରେଟିଂ…
ଜେଲ୍ ଭିତରକୁ ନେଇଥିଲେ ମୋବାଇଲ, ପରେ…
ବାରିପଦା,୧୪।୯: କାର୍ଯ୍ୟରେ ଥାଇ ମୋବାଇଲ ବ୍ୟବହାର ପଡ଼ିଲା ମହଙ୍ଗା।ଜେଲ ଭିତରେ ମୋବାଇଲ ବ୍ୟବହାର କରି ନିଲମ୍ବିତ ହେଲେ ୱାର୍ଡର। ଏଭଳି ଘଟଣା ଘଟିଛି କରଞ୍ଜିଆ ଉପକାରାଗାରରେ । ଓ୍ବାର୍ଡର ସ୍ବାଗତ ରଥ ଓ କୃଷ୍ଣଚନ୍ଦ୍ର ମହାନ୍ତି ନିଲମ୍ବିତ ହୋଇଛନ୍ତି। ଏ ନେଇ…
ଆର୍ ସି ପ୍ଲାଷ୍ଟୋର ନୂଆ ମାଇଲଖୁଣ୍ଟ
ନୂଆଦିଲ୍ଲୀ,୧୪।୯ (ଅଭୟ ଦାଶ): ଦେଶର ପ୍ରମୁଖ ଘରୋଇ ସଂସ୍ଥା ତଥା ଅଗ୍ରଣୀ ପାଣିଟାଙ୍କି ଓ ପାଇପ ନିର୍ମାତା ଆର୍ ସି ପ୍ଲାଷ୍ଟୋ ଟ୍ୟାଙ୍କସ ଆଣ୍ଡ ପାଇପ୍ସ ପ୍ରାଇଭେଟ୍ ଲିମିଟେଡ୍ ନିକଟରେ ଏକ ବିଶ୍ୱସ୍ତରୀୟ ମାନତ୍ୟ ହାସଲ କରିଛି। ଏପରିକି କମ୍ପାନୀର ନାଗପୁରସ୍ଥିତ…
Archives


