୧୪ରୁ ଜମିବ ଜୁନାଗଡ଼ ମହୋତ୍ସବ
ଜୁନାଗଡ଼, ୩ା୨(ସୁନୀଳ କୁମାର ସିଂହ): କଳାହାଣ୍ଡି ଜିଲା ଜୁନାଗଡ଼ ହାଇସ୍କୁଲ ଖେଳ ପଡିଆଠାରେ ଫେବୃଆରୀ ୧୪ରୁ ୧୬ ତାରିଖ ପର୍ଯ୍ୟନ୍ତ ଜୁନାଗଡ଼ ମହୋତ୍ସବ ପାଳନ କରାଯିବ। ଏହାକୁ ନେଇ ମହୋତ୍ସବ କମିଟି ପକ୍ଷରୁ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। କମିଟି…
ବିଶ୍ଵଶାନ୍ତି ରାମ ତାରକ ମହାଯଜ୍ଞ: ଚଳଚଞ୍ଚଳ ନୀଳକଣ୍ଠେଶର ଶୈବପୀଠ
ଦିଗପହଣ୍ଡି,୩।୧(ଅଶେଷ ନାଥ ମିଶ୍ର):ଗଞ୍ଜା ଜିଲା ଦିଗପହଣ୍ଡି ବ୍ଲକ କୁଶପଡ଼ା ପଞ୍ଚାୟତ କେଦାରପୁର ଗ୍ରାମ ଶ୍ରୀ ନୀଳକଣ୍ଠେଶର ଶୈବପୀଠରେ ମାଘ ଶୁକ୍ଳ ଷଷ୍ଠୀ ସୋମବାର ଠାରୁ ବିଶଶାନ୍ତି ରାମ ତାରକ ମହାଯଜ୍ଞ ଶୁଭାରମ୍ଭ ହୋଇଛି। ଶୁକ୍ରବାର ଏହି ମହାଯଜ୍ଞର ପୂର୍ଣ୍ଣାହୁତି କରାଯିବ। ସୋମବାର…
Viral Video: କେନାଲରେ ଯାଉଥିଲା ଭୟଙ୍କର ଅଜଗର, ଆଖିପିଛୁଳାକେ ଗୋଡ଼ରେ …
ସୋସିଆଲ ମିଡିଆରେ କିଛିନା କିଛି ଭିଡିଓ ଭାଇରାଲ ହୋଇଥାଏ। ଯାହା ବେଳେବେଳେ ଆଶ୍ଚର୍ଯ୍ୟ କରିଦେଲା ଭଳି ହୋଇଥାଏ । ବର୍ତ୍ତମାନ ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେଉଛି, ଯେଉଁଥିରେ ଜଣେ ଯୁବକଙ୍କିଙ୍କ ନିର୍ଭିକ କାର୍ଯ୍ୟ ଦେଖିବାକୁ ମିଳୁଛି। ଯୁବକ ଜଣଙ୍କ…
ଚାଷୀଙ୍କ ପାଇଁ ଖୁସି ଖବର: ଖୋଲିଲା ମାଣ୍ଡିଆ ମଣ୍ଡି
ବିଷମକଟକ, ୩।୨(ପ୍ରସନ୍ନ କୁମାର ପଣ୍ଡା): ରାୟଗଡ଼ା ଜିଲା ବିଷମକଟକ ବହୁମୁଖି ପ୍ରକ୍ରିୟା କରଣ କେନ୍ଦ୍ରଠାରେ ସୋମବାର ମାଣ୍ଡିଆ ମଣ୍ଡି ଉଦ୍ଘାଟିତ ହୋଇଯାଇଛି। ବିଷମକଟକ ବିଡ଼ିଓ ସଦାଶିବ ନାୟକ ମଣ୍ଡି ଉଦ୍ଘାଟନ କରିଥିଲେ। ଏହି ସମୟରେ ବିଷମକଟକ ବ୍ଲକ ଉପାଧ୍ୟକ୍ଷ ଦେବୀ ପଟ୍ଟନାୟକ,…
ବୁଡ଼ିଲା ୪.୩୬ କୋଟି ଟଙ୍କା: ଶେୟାର ମାର୍କେଟ୍ରେ ହାହାକାର
ନୂଆଦିଲ୍ଲୀ,୩।୨:ବଜେଟ ପରଠାରୁ ଶେୟାର ମାର୍କେଟ୍ର ଅବସ୍ଥା ଭଲ ନାହିଁ। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଟାରିଫ ଓ୍ବାର୍ ଏବଂ ବିଦେଶୀ ନିବେଶକଙ୍କ ଦ୍ୱାରା ଟଙ୍କା ପ୍ରତ୍ୟାହାର ମଧ୍ୟ ଭାରତୀୟ ଶେୟାର ମାର୍କେଟ୍ ଉପରେ ଚାପ ପକାଇଛି। ଆଜି ଷ୍ଟକ ବଜାର ନିବେଶକମାନଙ୍କ…
ମୋ ନାଁରେ ରାହୁଲ ଗାନ୍ଧୀ ମିଛ କହିଛନ୍ତି…କାହିଁକି ଏମିତି କହିଲେ ଜୟଶଙ୍କର
ନୂଆଦିଲ୍ଲୀ,୩।୨: ଲୋକ ସଭାରେ ରାଷ୍ଟ୍ରପତିଙ୍କ ଅଭିଭାଷଣ ଉପରେ ଆଲୋଚନା ସମୟରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ବୈଦେଶିକ ମନ୍ତ୍ରୀ ଡକ୍ଟର ଏସ.ଙ୍କୁ ଟାର୍ଗେଟ୍ କରିଛନ୍ତି। ଜୟଶଙ୍କରଙ୍କ ଆମେରିକା ଗସ୍ତ ଉପରେ ରାହୁଲ ପ୍ରଶ୍ନ ଉଠାଇଛନ୍ତି। ବୈଦେଶିକ ମନ୍ତ୍ରୀ ଏହାର କଡ଼ା ଜବାବ…
ବାବୁଙ୍କ ଠେଙ୍ଗା ପ୍ରାହାର ଉପରେ ଜବାବ ରଖିଲେ ରାଣୀ ପ୍ରିୟଦର୍ଶିନୀ: ଖଣ୍ଡଗିରିରେ ମୁଁ ନାଚିବି.. ନାଚିବି.. ନାଚିବି…
ଭୁବନେଶ୍ୱର,୩।୨: କାଲି ହେବାକୁ ଥିବା ଖଣ୍ଡଗିରି ମେଳାକୁ ନେଇ ଜୋରସୋରରେ ଚାଲିଛି ପ୍ରସ୍ତୁତି । ଖଣ୍ଡଗିରିକୁ ସାଧୁସନ୍ଥ ମଧ୍ୟ ଆସୁଛନ୍ତି। ଅନ୍ୟପକ୍ଷେ ଖଣ୍ଡଗିରି ଯାତ୍ରାରେ ଅଶ୍ଲୀଳ ନୃତ୍ୟ ଓ ଦ୍ବିଅର୍ଥ ବୋଧକ କମେଡିକୁ ପ୍ରଶ୍ରୟ ଦିଆଯିବ ନାହିଁ । ଅଶ୍ଲୀଳତାକୁ ସମ୍ପୂର୍ଣ୍ଣ…
ବିଶ୍ୱର ସବୁଠୁ ଶକ୍ତିଶାଳୀ ଦେଶ: ଟପ୍-୧୦ରୁ ବାଦ୍ ପଡ଼ିଲା ଭାରତ
ନୂଆଦିଲ୍ଲୀ/ଓ୍ବାଶିଂଟନ୍,୩।୨: ଫୋବର୍ସ ୨୦୨୫ରେ ବିଶ୍ୱର ୧୦ଟି ସବୁଠାରୁ ଶକ୍ତିଶାଳୀ ଦେଶର ରାଙ୍କିଂ ପ୍ରକାଶ କରିଛି। ଏଥିରେ ଭାରତକୁ ଶ୍ରେଷ୍ଠ ୧୦ରୁ ବାଦ ଦିଆଯାଇଛି। ଏହି ତାଲିକା ଅନେକ ଗୁରୁତ୍ୱପୂର୍ଣ୍ଣ ପାରାମିଟର ଉପରେ ଆଧାରିତ। କିନ୍ତୁ ଭାରତ ଭଳି ଏକ ଦେଶକୁ ବାଦ…
ଚାକିରି ଯୋଗାଇବାରେ ୟୁପିଏ ଏବଂ ଏନଡିଏ ବିଫଳ: ରାହୁଲ ଗାନ୍ଧୀ
ନୂଆଦିଲ୍ଲୀ,୩।୧: ବଜେଟ ଅଧିବେଶନର ତୃତୀୟ ଦିନରେ ସଂସଦରେ ପ୍ରବଳ ହଟ୍ଟଗୋଳ ଦେଖିବାକୁ ମିଳିଛି। ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ସ୍ୱୀକାର କରିଛନ୍ତି ଯେ, ଦେଶରେ ବେରୋଜଗାର ଯୁବକ ମାନଙ୍କୁ ଚାକିରି ଦେବାରେ ଉଭୟ ୟୁପିଏ ଏବଂ ଏନଡିଏ ସରକାର ବିଫଳ…
ଟ୍ରେନ୍ ଟ୍ରାକ୍ରେ ଚଳାଉଥିଲେ କାର୍: ଲୋକେ ଡାକିଲେ ଶୁଣିଲେନି, ଆଉ ତା’ପରେ ଘଟିଲା…
ବେଙ୍ଗାଲୁରୁ,୩।୨: କର୍ନାଟକର ଟେକାଲ ରେଳ ଷ୍ଟେଶନରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ଦେଖିବାକୁ ମିଳିଛି। ଯେତେବେଳେ ଜଣେ ମଦ୍ୟପ ବ୍ୟକ୍ତି ରେଳ ଷ୍ଟେଶନ ପରିସରରେ ତାଙ୍କ କାର ଚଳାଇ ଦେଇଥିଲେ। କେବଳ ଏତିକି ନୁହେଁ, ବ୍ୟକ୍ତି ଜଣକ ଏଠାରେ ଅଟକି ନ ଥିଲେ…
ଅଭିଯୋଗ ଶୁଣିଲେ ମୁଖ୍ୟମନ୍ତ୍ରୀ: ବିରଳ ରୋଗରେ ପୀଡିତ କୁନି ଝିଅଙ୍କୁ ଦେଖୁଦେଖୁ ଜାଣନ୍ତୁ ତାଙ୍କ ପାଇଁ କ’ଣ କଲେ
ଭୁବନେଶ୍ୱର,୩।୨: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସୋମବାର ଲୋକଙ୍କ ଅଭିଯୋଗ ଶୁଣଛନ୍ତି। ଏହା ସହ ଅଭିଯୋଗର ସମାଧାନ ନେଇ ଦୂର ଦୂରାନ୍ତରୁ ଆସିଥିବା ଆଶାୟୀଙ୍କୁ ପ୍ରତିଶ୍ରୁତି ଦେଇଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠରେ ଅଷ୍ଟମ ଥର ପାଇଁ ଏହି ଶୁଣାଣି ହୋଇଛି। ଆଜି…
ଅମିତାଭ ବଚ୍ଚନଙ୍କ ହୃଦୟ ଜିତିଲେ ଓଡ଼ିଆ ଝିଅ କରିଶ୍ମା: ଲଞ୍ଚ୍ ପାଇଁ ଡାକିଲେ ବିଗ୍ ବି’
ନୂଆଦିଲ୍ଲୀ,୩।୨: ଓଡ଼ିଶାର ରାଇରଙ୍ଗପୁରର ଝିଅ କରିଶ୍ମା ଶର୍ମା କୌନ ବନେଗା କରୋଡ଼ପତି ୧୬ରେ ତାଙ୍କର ପ୍ରଭାବଶାଳୀ ପ୍ରଦର୍ଶନ ଦ୍ୱାରା ଅମିତାଭ ବଚ୍ଚନଙ୍କ ହୃଦୟ ଜିତିଛନ୍ତି। ଚ୍ୟାଲେଞ୍ଜିଂ ‘ସୁପର ସନ୍ଦୁକ’ ସେଗମେଣ୍ଟରେ ତାଙ୍କର ସଫଳତା ତାଙ୍କୁ କେବଳ ୧୨,୫୦,୦୦୦ ଟଙ୍କା ଦେଇନାହିଁ ବରଂ…

