Home Left

ଜିଏସ୍‌ଟି ପଇଠରେ ଅନିୟମିତତା: ହୋଲସେଲ୍‌ ଲୁଗା ଗୋଦାମରେ ବଡ଼ ଧରଣର ଚଢାଉ

ସମ୍ବଲପୁର,୧୩।୯(ପ୍ରମୋଦ ବହିଦାର): ସମ୍ବଲପୁର କମଲିବଜାରରେ ଥିବା ପାଇକାରୀ(ହୋଲସେଲ) ଲୁଗା ଗୋଦାମରେ ଶୁକ୍ରବାର ଜିଏସ୍‌ଟି ଚଢ଼ାଉ ହୋଇଛି। ଉକ୍ତ ଲୁଗା ହୋଲସେଲର ପକ୍ଷରୁ ଜିଏସ୍‌ଟି ପଇଠ ଓ ଜିଏସ୍‌ଟି ସମ୍ବନ୍ଧିୟ ଅନ୍ୟାନ୍ୟ କାଗଜପତ୍ରରେ ଅନିୟମିତତା ଥିବା ସନ୍ଦେହରେ ଏହି ଚଢ଼ାଉ ହୋଇଥିବା ଜଣାପଡିଛି।…

ରାଜ୍ୟର ସମସ୍ତ ସହରରେ ଅକ୍ଟୋବର ୫ ପୂର୍ବରୁ ସମସ୍ତ ରାସ୍ତା କାମ ସାରିବାକୁ ମନ୍ତ୍ରୀଙ୍କ ନିର୍ଦ୍ଦେଶ

ଭୁବନେଶ୍ୱର,୧୩।୯: ଭୁବନେଶ୍ୱର ଓ କଟକ ସମେତ ରାଜ୍ୟର ପ୍ରତ୍ୟେକ ସହରର ସମସ୍ତ ରାସ୍ତାର ମରାମତି ଓ ଉନ୍ନତୀକରଣ ନିମନ୍ତେ ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନଙ୍କ ଅଧକ୍ଷତାରେ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଛି । ନିର୍ଦ୍ଧାରିତ ସମୟ…

ସୀତାରାମ ୟେଚୁରୀଙ୍କୁ ଶ୍ରଦ୍ଧାଞ୍ଜଳି ଦେବାକୁ ଏହି ନେତାଙ୍କୁ ଭାଙ୍ଗିବାକୁ ପଡିଲା ଭିଷ୍ମ ପ୍ରତିଜ୍ଞା!

ନୂଆଦିଲ୍ଲୀ,୧୩।୯: ସିପିଆଇ (ଏମ) ସାଧାରଣ ସମ୍ପାଦକ ସୀତାରାମ ୟେଚୁରୀଙ୍କର ଗୁରୁବାର ଦେହାନ୍ତ ହୋଇଛି। ତାଙ୍କ ମୃତ୍ୟୁ ପରେ ଦଳର ନେତା ଇପି ଜୟରାଜନ ତାଙ୍କୁ ଶ୍ରଦ୍ଧାଞ୍ଜଳି ଦେବା ପାଇଁ ଦିଲ୍ଲୀରେ ପହଞ୍ଚିଥିଲେ। କିନ୍ତୁ ଏଥିପାଇଁ ତାଙ୍କୁ ଦୁଇ ବର୍ଷ ପୂର୍ବେ ଦେଇଥିବା…

ସ୍ମୃତି ଇରାନିଙ୍କୁ ମିଳିଲା ଗୁରୁ ଦାୟିତ୍ୱ! ପୂରଣ କରିବେକି ଭାଜପାର ଏହି ଏଜେଣ୍ଡା

ନୂଆଦିଲ୍ଲୀ,୧୩।୯: ପୂର୍ବତନ କେନ୍ଦ୍ର ମନ୍ତ୍ରୀ ତଥା ଭାରତୀୟ ଜନତା ପାର୍ଟି ନେତା ସ୍ମୃତି ଇରାନୀଙ୍କୁ ନେଇ ଏକ ବଡ଼ ଖବର ଆସିଛି। ସ୍ମୃତି ଏଥର ଲୋକ ସଭା ନିର୍ବାଚନରେ ହାରିଯାଇଥିଲେ। ଏହା ପରେ ବିଶ୍ୱାସ କରାଯାଉଥିଲା ଯେ ସ୍ମୃତି ଇରାନୀ ଦଳରେ…

ରାଜ୍ୟରେ ଲାଗୁ ହେବ କାମଧେନୁ ଯୋଜନା, ମୁଖ୍ୟମନ୍ତ୍ରୀ କହିଲେ ୧୪୨୪ କୋଟି…

ଭୁବନେଶ୍ୱର,୧୩।୯: ରାଜ୍ୟରେ ଦୁଗ୍ଧ ଉତ୍ପାଦନ ବୃଦ୍ଧି ପାଇଁ ଲାଗୁ ହେବ କାମଧେନୁ ଯୋଜନା। ଜାତୀୟ ମୌସୁମୀ ବୈଠକରେ ମୁଖ୍ୟମନ୍ତ୍ରୀ ମୋହନ ମାଝି ଏହି ସୂଚନା ଦେଇଛନ୍ତି। କାମଧେନୁ ଯୋଜନା ପାଇଁ ଖର୍ଚ୍ଚ ହେବ ୧୪୨୪ କୋଟି ଟଙ୍କା। ଗାଈଗୋରୁଙ୍କ ସ୍ବାସ୍ଥ୍ୟ ଓ…

ଲିଭ୍‌ଇନ୍‌ରେ ରହୁଥିଲେ ଯୁବତୀ, ସନ୍ଦେହଜନକ ଭାବେ ଆପାର୍ଟମେଣ୍ଟରୁ ମିଳିଲା ମୃତଦେହ, ପୁରୁଷ ବନ୍ଧୁ….

ଭୁବନେଶ୍ୱର,୧୩।୯: ଆପାର୍ଟମେଣ୍ଟରେ ଯୁବତୀଙ୍କ ସନ୍ଦେହଜନକ ମୃତ୍ୟୁ । ଏଭଳି ଅଭାନୀୟ ଘଟଣା ଘଟିଛି ଭୁବନେଶ୍ୱରସ୍ଥିତ ଖଣ୍ଡଗିରିରେ। ଖଣ୍ଡଗିରି ଏକ ଆପାର୍ଟମେଣ୍ଟରୁ ଯୁବତୀଙ୍କ ମୃତଦେହ ମିଳିଥିବା ବେଳେ ତାଙ୍କ ପୁରୁଷବନ୍ଧୁ ଫେରାର୍‌ ଅଛନ୍ତି। ଅନ୍ୟପକ୍ଷେ ଝିଅକୁ ହତ୍ୟା କରାଯାଇଥିବା ଅଭିଯୋଗ କରିଛନ୍ତି ତାଙ୍କ…

କିପରି ମଦ ପିଇବା ପରେ ସତ କୁହନ୍ତି ଲୋକେ, ରିସର୍ଚ୍ଚରେ ବଡ଼ ଖୁଲାସା

ନୂଆଦିଲ୍ଲୀ,୧୩।୯: ସାରା ବିଶ୍ୱରେ ଧୀରେ ଧୀରେ ମଦ୍ୟପାନ କରୁଥିବା ଲୋକଙ୍କ ସଂଖ୍ୟା ବୃଦ୍ଧି ପାଉଛି। କିନ୍ତୁ ଆପଣ କେବେ ଚିନ୍ତା କରିଛନ୍ତି କି ଲୋକମାନେ ମଦ୍ୟପାନ କରିବା ପରେ କୌଣସି ବଷୟରେ ଚିନ୍ତା ନ କରି କିପରି ର୍ନିବୋଧ ଭାବେ କଥା…

ହାତରେ ମାତ୍ର ଗୋଟିଏ ଦିନ, କରିଦିଅନ୍ତୁ ଆଧାର ଅପଡେଟ୍‌, ୧୫ରୁ ଦେବାକୁ ପଡିବ ଟଙ୍କା…

ନୂଆଦିଲ୍ଲୀ,୧୩।୯: ହାତରେ ମାତ୍ର ଗୋଟିଏ ଦିନ । ଜଲଦି କରନ୍ତୁ ନିଜ ଆଧାର ଅପଡେଟ । ନଚେତ ସେପ୍ଟେମ୍ବର ୧୫ରୁ ଲାଗିବ ଦେବାକୁ ପଡିବ ଟଙ୍କା। ଆଧାର କାର୍ଡ ହେଉଛି ଏକ ଗୁରୁତ୍ୱପୂର୍ଣ୍ଣ ଡକ୍ୟୁମେଣ୍ଟ ଯାହା ବିନା ସମସ୍ତ କାର୍ଯ୍ୟ ଅଟକିଯାଏ…

୨ ଜଣଙ୍କୁ ଧକ୍କା ଦେଇ ନାଳରେ ପଶିଲା ପୋଲିସ ଗାଡ଼ି

କଟକ,୧୩।୯: ୨ ଜଣଙ୍କୁ ଧକ୍କା ଦେଇ ନାଳରେ ପଶିଲା ପୋଲିସ ଗାଡ଼ି। ଏଭଳି ଘଟଣା ଘଟିଛି କଟକ ଜିଲା ବିଜୁ ପଟ୍ଟନାୟକ ଛକରେ। ୨ ଜଣଙ୍କୁ ଧକ୍କା ଦେଇ ପୋଲିସ ଗାଡ଼ି ନାଳରେ ପଶିଛି। ଏଥିରେ ଜଣେ ଜୋତା ମରାମତି ଦୋକାନୀ…

୨୧ରେ ‘ଓଡ଼ିଶା ଜର୍ନାଲିଜିମ୍‌ ଆଓ୍ବାର୍ଡ’: ଜାଣନ୍ତୁ କାହାକୁ ମିଳିବ ପୁରସ୍କାର

ଭୁବନେଶ୍ୱର, ୧୩।୯ (ବନ୍ଦନା ସେଠୀ):ପଲ୍ଲୀବାଣୀ ମିଶନ ପକ୍ଷରୁ ପ୍ରତିଭାସମ୍ପନ୍ନ ସାମ୍ବାଦିକମାନଙ୍କୁ ଦିଆଯାଉଥିବା ‘ଓଡ଼ିଶା ଜର୍ନାଲିଜିମ୍‌ ଆଓ୍ବାର୍ଡ’ର ଷଷ୍ଠ ସଂସ୍କରଣ ଆସନ୍ତା ୨୧ ତାରିଖରେ ପ୍ରଦାନ କରାଯିବ। ନୂଆଦିଲ୍ଲୀର ଲୋଧିରୋଡ୍‌ସ୍ଥିତ ସାଇ ଇଣ୍ଟରନ୍ୟାଶନାଲ ସଭାଗୃହରେ ଏନେଇ ସ୍ବତନ୍ତ୍ର କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ଏହି…

ଭୁବନେଶ୍ୱରବାସୀଙ୍କ ପାଇଁ ଖୁସିଖବର: ଏଣିକି ବସିବ ଓମ୍‌ଫେଡ୍‌ ଭେଣ୍ଡିଂ ମେଶିନ, ଜାଣନ୍ତୁ କେଉଁଠି….

ଭୁବନେଶ୍ୱର,୧୩।୯: ଭୁବନେଶ୍ୱରରେ ଖୁବ୍‌ ଶୀଘ୍ର ଓମ୍‌ଫେଡ୍‌ ଭେଣ୍ଡିଂ ମେଶିନ ଆରମ୍ଭ ହେବ। ଏ ନେଇ ଓମ୍‌ଫେଡ୍‌ ଏମ୍ଡି ବିଜୟ ଅମୃତା କୁଲାଙ୍ଗେଙ୍କ ସୂଚନା ଦେଇଛନ୍ତି। ପ୍ରାଥମିକ ପର୍ଯ୍ୟାୟରେ ଜନପଥରେ ଭେଣ୍ଡିଂ ମେଶିନ ବସାଇବା ଯୋଜନା ହୋଇଛି। ପରେ ୨୦ଟି ଭେଣ୍ଡି ମେଶିିନ…

କରୋନା ବେଳେ ଓମ୍ବାଡସି ଅର୍ଥ ହେରଫେର: ପୁଣି ବନ୍ଧାହେଲେ ୨ ଅଭିଯୁକ୍ତ

ବାରିପଦା,୧୩।୯(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ଶୁଳିଆପଦା ବ୍ଲକରେ କୋଭିଡ ପରିଚାଳନା ସମୟରେ ଓମ୍ବାଡସି ପାଣ୍ଠି ହଡପ ମାମଲାରେ ଫେରାର ଥିବା ଆଉ ୨ଜଣ ଅଭିଯୁକ୍ତଙ୍କୁ ଭିଜିଲାନ୍ସ ବିଭାଗ ପକ୍ଷରୁ ଗିରଫ କରାଯାଇଛି। ଗିରଫ ଅଭିଯୁକ୍ତ ହେଉଛନ୍ତି କୋଷ୍ଠା ଅଞ୍ଚଳର ଦିବ୍ୟଲୋଚନ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri