Home Left

ମଦ୍ୟପଙ୍କ ଆଡ୍ଡାସ୍ଥଳୀ ପାଲଟିଛି ଖେଳ ପଡ଼ିଆ, ନିୟମିତ ସଫେଇ କରୁଛନ୍ତି ପ୍ରାତଃ ଭ୍ରମଣକାରୀ

ଦାରିଙ୍ଗବାଡି,୪।୨(ଅରୁଣ ସାହୁ ): କନ୍ଧମାଳ ଜିଲା ଦାରିଙ୍ଗବାଡିଠାରେ ଥିବା ଏକମାତ୍ର ଖେଳ ପଡ଼ିଆ ଏବେ ମଦ୍ୟପଙ୍କ ଆଡ୍ଡାସ୍ଥଳୀ ପାଲଟିଛି । ପଡ଼ିଆ ଉପରେ ନିର୍ଭର କରୁଥିବା ପ୍ରାତଃ ଭ୍ରମଣକାରୀ ଦୈନିକ ପଡ଼ିଆକୁ ସଫେଇ କରୁଥିଲେ ମଧ୍ୟ ମଦ୍ୟପଙ୍କ ଦୌରାତ୍ମ୍ୟ ବୃଦ୍ଧି ଯୋଗୁ…

ଅଖିଳେଶ, ରାହୁଲ, ମାୟାବତୀ…ଏମାନଙ୍କୁ ନେଇ ବଡ଼ ଭବିଷ୍ୟବାଣୀ କଲେ ଶଙ୍କରାଚାର୍ଯ୍ୟ ଅଭିମୁକ୍ତେଶ୍ୱରାନନ୍ଦ

ନୂଆଦିଲ୍ଲୀ,୪।୨: ପ୍ରୟାଗରାଜ ମହାକୁମ୍ଭରେ ଦଳାଚକଟା ପାଇଁ ଶଙ୍କରାଚାର୍ଯ୍ୟ ସ୍ବାମୀ ଅଭିମୁକ୍ତେଶ୍ୱରାନନ୍ଦ ଯୋଗୀ ସରକାରଙ୍କୁ ନିରନ୍ତର ସମାଲୋଚନା କରୁଛନ୍ତି। ସେ କହିଥିଲେ ଯେ ସବୁଠାରୁ ଦୁଃଖଦ କଥା ହେଉଛି ଏତେ ଲୋକଙ୍କ ମୃତ୍ୟୁ ଖବରକୁ ଲୁଚାଇ ରଖାଯାଇଥିଲା। ମୁଖ୍ୟମନ୍ତ୍ରୀ ଯୋଗୀ ସନ୍ଥ ସମ୍ପ୍ରଦାୟ…

ଚାଇନାକୁ ଦେଲେ ବଡ଼ ଝଟକା, ଭାରତକୁ ଦେଲେ ଖୁସିଖବର! ଟ୍ରମ୍ପଙ୍କ ଏହି ନିଷ୍ପତ୍ତି ରାଜନୀତିରେ ଚହଳ

ଓ୍ବାଶିଂଟନ୍‌,୪।୨: ଡୋନାଲ୍ଡ ଟ୍ରମ୍ପ ଦ୍ୱିତୀୟ ଥର ପାଇଁ ଆମେରିକାର ରାଷ୍ଟ୍ରପତି ହେବା ପରେ ଅନେକ ଦେଶରେ ଅଶାନ୍ତି ଦେଖାଦେଇଛି। ବିଶେଷକରି ଟ୍ରମ୍ପଙ୍କ‘ ଟାରିଫ୍‌ ଯୁଦ୍ଧ’ ଚାଇନା , କାନାଡା ଏବଂ ମେକ୍ସିକୋକୁ ଥରାଇ ଦେଇଛି। ହେଲେ ଭାରତୀୟ ଏକ୍ସପୋର୍ଟ ଟ୍ରମ୍ପଙ୍କ ଏହି…

ଦିଲ୍ଲୀ ନିର୍ବାଚନ: ଆଜି ସନ୍ଧ୍ୟା ସୁଦ୍ଧା EVM-VVPAT ସହ ମତଦାନ କେନ୍ଦ୍ରରେ ପହଞ୍ଚିବା ବାଧ୍ୟତାମୂଳକ

ନୂଆଦିଲ୍ଲୀ,୪।୨: ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ବୁଧବାର ମତଦାନ ହେବ। ଏଥିପାଇଁ, ପୋଲିଂ ପାର୍ଟିଗୁଡ଼ିକ ଆଜି ଅର୍ଥାତ ମଙ୍ଗଳବାର ସା ସୁଦ୍ଧା ଭୋଟଦାନ କେନ୍ଦ୍ରରେ ପହଞ୍ଚିଯିବେ। ସୋମବାର ପୂର୍ବରୁ, ଦିଲ୍ଲୀରେ ନିର୍ବାଚନ ପ୍ରଚାର ବନ୍ଦ ହୋଇଯାଇଛି। ମଙ୍ଗଳବାର ସନ୍ଧ୍ୟା ସୁଦ୍ଧା ସମସ୍ତ…

୨ଦିନିଆ ରିମାଣ୍ଡରେ ସମର୍ଥ ସମ୍ପାଦକ

ସମ୍ବଲପୁର,୪ା୨(ପ୍ରମୋଦ ବହିଦାର): ସମ୍ବଲପୁର ନେତାଜୀନଗରରେ ଥିବା ସମର୍ଥ ମାନସିକ ଅନଗ୍ରସର ରୋଗୀ ଥଇଥାନ କେନ୍ଦ୍ରର ସମ୍ପାଦକ ହରିଶ୍ଚନ୍ଦ୍ର ଦାଶଙ୍କୁ ପୋଲିସ ୨ଦିନିଆ ରିମାଣ୍ଡରେ ନେଇଛି। ଏହି ସମୟରେ ଘଟଣାର ସମର୍ଥ କେନ୍ଦ୍ରରେ ମାନସିକ ବିକାରଗ୍ରସ୍ତ ଅନ୍ତେବାସୀଙ୍କ ଉପରେ ହୋଇଥିବା ନିର୍ଯାତନାର ସତ୍ୟାସତ୍ୟ…

ଶିକ୍ଷା ଚାପରେ ଜୀବନ

ରାଜସ୍ଥାନର କୋଟାରେ ଡାକ୍ତରୀ ପ୍ରବେଶିକା ପରୀକ୍ଷା(ଏନ୍‌ଇଇଟି) ପାଇଁ ପ୍ରସ୍ତୁତି କରୁଥିବା ୧୮ ବର୍ଷୀୟା ଓଡ଼ିଆ ଝିଅର ଆତ୍ମହତ୍ୟା ସହ ଚଳିତ ମାସରେ ଏହିଭଳି ତିନୋଟି ଘଟଣା ଘଟିବା ସେହି ଅନୁଷ୍ଠାନ ଏବଂ ପ୍ରଶାସନ ବ୍ୟବସ୍ଥାର ଅସଫଳତାକୁ ଦର୍ଶାଉଛି। ୨୦୨୩ରେ ୨୪ରୁ ଅଧିକ…

ଗାଁରେ ଦରଦାମ୍‌ ଅସମ୍ଭାଳ କାହିଁକି

ଏବେ ଖବରକାଗଜଗୁଡ଼ିକରେ ଆମ ରାଜ୍ୟ ଓଡ଼ିଶାରେ ଦରଦାମ୍‌ ବୃଦ୍ଧି ହେତୁ ସାଧାରଣ ଜନତା ହନ୍ତସନ୍ତ ହେବା ଖବର ବଡ଼ ବଡ଼ ଅକ୍ଷରରେ ପ୍ରକାଶ ପାଉଛି। ବିଶେଷକରି ଗାଁରେ ଦରଦାମ୍‌ ଅସମ୍ଭାଳ ଏବଂ ସର୍ବଭାରତୀୟ ସ୍ତରର ଗ୍ରାମାଞ୍ଚଳରେ ଖୁଚୁରା ମୁଦ୍ରାସ୍ଫୀତି ୫.୭୬ ପ୍ରତିଶତ…

ଅର୍ଚ୍ଚିତା ଏଙ୍କରର ବ୍ରାଣ୍ଡ୍‌ ଆମ୍ବାସାଡର

ଭୁବନେଶ୍ୱର,୪ା୨: (ଅଭୟ ଦାଶ): ଏଙ୍କର କଞ୍ଜ୍ୟୁମର ପ୍ରଡକ୍ଟସ୍‌ର ପ୍ରମୁଖ ବ୍ରାଣ୍ଡ୍‌ ତଥା ଏଙ୍କର ଓରାଲ୍‌ କେୟାର୍‌ର ବ୍ରାଣ୍ଡ୍‌ ଆମ୍ବାସାଡର ଭାବେ ଓଡ଼ିଆ ସିନେ ଅଭିନେତ୍ରୀ ଅର୍ଚ୍ଚିତା ସାହୁଙ୍କୁ ନିଯୁକ୍ତ କରାଯାଇଛି। ଏପରିକି ଏଙ୍କର ପାଇଁ ଓଡ଼ିଶା ଏକ ପ୍ରମୁଖ ବଜାର ହୋଇଥିଲାବେଳେ…

ପ୍ରଶାସନର ପଦକ୍ଷେପ ସତ୍ତ୍ୱେ ଥମୁନି ଝାଡ଼ାବାନ୍ତି

ପୁରୀ,୪ା୨(ଅଜିତ୍‌ କୁମାର ମହାନ୍ତି): ପୂରୀ ଜିଲା କଣାସ ବ୍ଲକରେ ଥମୁନି ଝାଡ଼ାବାନ୍ତି ପ୍ରଶାସନର ବିଭିନ୍ନ ପଦକ୍ଷେପ ସତ୍ତ୍ୱେ କଣାସ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଜାଗୁଳେଇପଦରରୁ ୩ଜଣ ଝାଡ଼ାବାନ୍ତି ରୋଗୀ ଭର୍ତ୍ତି ହୋଇଛନ୍ତି। ଜିଲା ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଆକ୍ରାନ୍ତମାନଙ୍କ ମ୍ୟାପିଂ କରାଯାଇ ଟେଲିଫୋନ…

ରେପୋ ହାର ହ୍ରାସ ସମ୍ଭାବନା

ଭୁବନେଶ୍ୱର,୪ା୨(ଅନୁରାଧା ମହାରଣା): ରିଜର୍ଭ ବ୍ୟାଙ୍କ ଅଫ ଇଣ୍ଡିଆ (ଆରବିଆଇ) ର ନୂତନ ମୁଦ୍ରା ନୀତି କମିଟି (ଏମପିସି) ବୈଠକ ଫେବୃଆରୀ ୪ରୁ ୭ ଯାଏଁ ଅନୁଷ୍ଠିତ ହେବ। ଏଥିରେ ଆରବିଆଇ ଗଭର୍ନର ସଞ୍ଜୟ ମଲହୋତ୍ରା ଅଧ୍ୟକ୍ଷତା କରିବେ। ବିଶେଷଜ୍ଞମାନଙ୍କ ଆକଳନ ଅନୁସାରେ,…

ନବୀନଙ୍କୁ ଭେଟିବା ପାଇଁ ଧାଇଁଗଲେ ଅଙ୍ଗନଓ୍ବାଡି କର୍ମୀ, ସହାୟକା ସଂଘ, ଜାଣନ୍ତୁ କାହିଁକି…

ଭୁବନେଶ୍ୱର,୪।୨: ଅଙ୍ଗନଓ୍ବାଡି କର୍ମୀ ଓ ସହାୟକା ସଂଘର ଏକ ପ୍ରତିନିଧି ଦଳ ସୋମବାର ସାରେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କୁ ଭେଟଛନ୍ତି। ଜାତୀୟ ଶିକ୍ଷା ନୀତି ଲାଗୁ ହେବାପରେ ସେମାନେ ସମ୍ମୁଖୀନ ହେଉଥିବା ବିଭିନ୍ନ ସମସ୍ୟା ନେଇ ତାଙ୍କ ସହିତ…

‘କନ୍ନାପା’ରେ ପ୍ରଭାସଙ୍କ ରୁଦ୍ର ଅବତାର

ହାଇଦ୍ରାବାଦ: ‘କଳ୍‌କୀ ୨୮୯୮ ଏଡି’ର ସଫଳତା ପରେ ଅଭିନେତା ପ୍ରଭାସ ପୁଣିଥରେ ତାଙ୍କ ପ୍ରଶଂସକଙ୍କ ହୃଦୟ ଜିତିବାକୁ ପ୍ରସ୍ତୁତ ଅଛନ୍ତି। ତାଙ୍କୁ ଖୁବ୍‌ଶୀଘ୍ର ‘କନ୍ନାପ୍ପା’ ଫିଲ୍ମରେ ଦେଖିବାକୁ ମିଳିବ। ସୋମବାର ଏହି ଚଳଚ୍ଚିତ୍ରରେ ପ୍ରଭାସଙ୍କ ଲୁକ୍‌ ଉପରୁ ପରଦା ଉଠିଛି। ଏହି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?