Home Left

ପୁଅ କଥା କହି ଭାବପ୍ରବଣ ହୋଇଗଲେ ଅମିତାଭ ବଚ୍ଚନ: ସୋସିଆଲ ମିଡିଆରେ କଲେ ଏମିତି ପୋଷ୍ଟ

ମେଗାଷ୍ଟାର ଅମିତାଭ ବଚ୍ଚନ ପୁଅ ତଥା ଅଭିନେତା ଅଭିଷେକଙ୍କୁ ୪୯ତମ ଜନ୍ମଦିନରେ ଏକ ସ୍ବତନ୍ତ୍ର ଫଟୋ ସହିତ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ସୋସିଆଲ ମିଡିଆ ପ୍ଲାଟଫର୍ମରେ ସକ୍ରିୟ ଥିବା ଅମିତାଭ ତାଙ୍କ ବ୍ଲଗରେ ଏକ କଳାଧଳା ଫଟୋ ଶେୟାର କରି ଭାବପ୍ରବଣ…

‘ବିକଶିତ ଗାଁ ବିକଶିତ ଓଡ଼ିଶା’ ଯୋଜନାର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

ଖୋର୍ଦ୍ଧା,୫।୨(ପ୍ରଭାତ ପାଣିଗ୍ରାହୀ): ଓଡ଼ିଶାର ନୂଆ ସରକାରଙ୍କ ଅଭିନବ ଯୋଜନା ବିକଶିତ ଗାଁ ବିକଶିତ ଓଡ଼ିଶା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ କର କମଳରେ ଖୋର୍ଦ୍ଧା ଜିଲାର ଜଙ୍କିଆ ମିନି ଷ୍ଟାଡିୟମ ଠାରେ ଶୁଭାରମ୍ଭ ହୋଇଯାଇଛି। ଏହି ଯୋଜନାରେ ଗ୍ରାମୀଣ ଭିତ୍ତିଭୂମି ଏବଂ…

୨୦୨୯ ପର୍ଯ୍ୟନ୍ତ ଚାଲିପାରିବ ନାହିଁ ମୋଦି ସରକାର: ବଡ଼ ଭବିଷ୍ୟବାଣୀ କଲେ ବରିଷ୍ଠ ନେତା

ନୂଆଦିଲ୍ଲୀ,୫।୨: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, କେନ୍ଦ୍ର ସରକାର ଏବଂ ଭାରତୀୟ ଜନତା ପାର୍ଟି (ଭାଜପା)କୁ ନେଇ କଂଗ୍ରେସର ବରିଷ୍ଠ ନେତା ପୱନ ଖେରା ବଡ଼ ଦାବି କରିଛନ୍ତି। ସେ କହିଛନ୍ତି, ପ୍ରଧାନମନ୍ତ୍ରୀ ମୋଦିଙ୍କୁ ବିରୋଧୀ ଦଳରେ ବସିଥିବା ଦେଖିଲେ ହିଁ ତାଙ୍କର…

ଦ୍ୱିତୀୟ ବିବାହରେ ଛାଡପତ୍ର, ଭରପୋଷଣ ଖର୍ଚ୍ଚକୁ ନେଇ ବଡ଼ ରାୟ ଦେଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୫।୨: ଦ୍ୱିତୀୟ ବିବାହରେ ସ୍ତ୍ରୀଙ୍କଠାରୁ ଛାଡପତ୍ର ହେଲେ, ଭରଣପୋଷଣ ଖର୍ଚ୍ଚ ଦେବାକୁ ପଡିବ କି? ଏନେଇ ସୁପ୍ରିମକୋର୍ଟଙ୍କ ବଡ଼ ରାୟ ପ୍ରଦାନ କରିଛନ୍ତି। ଏକ ମାମଲାର ରାୟ ଦେବା ସମୟରେ କୋର୍ଟ କହିଛନ୍ତି ଯେ ଯଦି ଦ୍ୱିତୀୟ ବିବାହରେ ମଧ୍ୟ ଛାଡପତ୍ର…

ବିକଶିତ ଗାଁ ବିକଶିତ ଓଡିଶା କାର୍ଯ୍ୟକ୍ରମ: ପୁରୁଷୋତ୍ତମପୁରକୁ ରାଜ୍ୟର ଶ୍ରେଷ୍ଠ ବ୍ଲକ ଭାବେ ଗଢିତୋଳିବାକୁ ବିଧାୟକଙ୍କୁ ଆହ୍ବାନ

ପୁରୁଷୋତ୍ତମପୁର,୫/୨( ସିମାଞ୍ଚଳ ମିଶ୍ର) ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ବିଜୁପଟ୍ଟନାୟକ ଇନଡୋର ଷ୍ଟାଡିୟମ ପରିଷରରେ ବିକଶିତ ଗାଁ ବିକଶିତ ଓଡିଶା କାର୍ଯ୍ୟକ୍ରମ ବିଡିଓ ନିରାକାର ଜେନାଙ୍କ ସଂଯୋଜନାରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୁଖ୍ୟମନ୍ତ୍ରୀ ମୋହନଚରଣ ମାଝୀ ଭର୍ଚୁଆଲ ମାଧ୍ୟମରେ ପଞ୍ଚାୟତିରାଜ ଓ ପାନିୟ…

ଡଙ୍ଗାବୁଡି ଘଟଣା: ୮୪ ଘଣ୍ଟା ପରେ ନାବାଳକଙ୍କ ମୃତଦେହ ଉଦ୍ଧାର

କୋରାପୁଟ,୫।୨(ଅମିତାଭ ବେହେରା): କୋରାପୁଟ ଜିଲାର ଲମତାପୁଟ ବ୍ଲକର ସୀମାନ୍ତ ଜଲାପୁଟ ଜଳ ଭଣ୍ଡାରର ତଳ ପାର୍ଶ ନଦୀରେଡ଼ଙ୍ଗା ବୁଡି ଘଟଣାର ୮୪ ଘଣ୍ଟା ପରେ ନାବାଳକ ଶିବା ହନ୍ତାଳଙ୍କ ମୃତଦେହ ଉଦ୍ଧାର ହୋଇଛି । କୋରାପୁଟ ଓଡ୍ରାଫ ଏବଂ ଅଗ୍ନିଶମ ବାହିନୀ…

ହଠାତ ପାରାଫିନ୍ ବୋଝେଇ ଟ୍ୟାଙ୍କରରେ ଲାଗିଲା ନିଆଁ: ଅଞ୍ଚଳ ଧୂଆଁମୟ

ବରଗଡ଼,୫।୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ସହର ଉପକଣ୍ଠ ବରାହଗୋଡା ନିକଟ ବିକାଶ ଛକ ନିକଟରେ ବୁଧବାରପାରାଫିନ୍ ବୋଝେଇ ଏକ ଟ୍ୟାଙ୍କରରେ ଅଗ୍ନିକାଣ୍ଡ ଘଟିଥିଲା। ଟ୍ୟାଙ୍କରରେ ଆକସ୍ମିକ ଭାବରେ ନିଆଁ ଲାଗିଯାଇଥିଲା। ଫଳରେ ଟ୍ୟାଙ୍କର ଜଳି ଉଠାବା ସହ ଅଞ୍ଚଳ ଧୂଆଁମୟ ହୋଇ ପଡିଥିଲା।…

ବିକଶିତ ଗାଁ ବିକଶିତ ଓଡ଼ିଶା କାର୍ଯ୍ୟକ୍ରମ ଶୁଭାରମ୍ଭ: ଗାଁର ବିକାଶ ହେଲେ ଦେଶର ବିକାଶ ହେବ

ରାଇକିଆ,୫।୨(ପ୍ରଦୀପ ବେହେରା): କନ୍ଧମାଳ ଜିଲା ରାଇକିଆଠାରେ ବୁଧବାର ବିକଶିତ ଗାଁ ବିକଶିତ ଓଡ଼ିଶା କାର୍ଯ୍ୟକ୍ରମ ଶୁଭାରମ୍ଭ ହୋଇଛି। ଗାଁ ମାଟିରୁ ହିଁ ପ୍ରକୃତ ବିକାଶ ଆରମ୍ଭ। ଗାଁ ଉନ୍ନତି ହେଲେ ଦେଶର ବିକାଶରେ ଅଗ୍ରଗତି ହେବ ଏଭଳି ମତ ରଖିଛନ୍ତି ଉପସ୍ଥିତ…

ବିଜେଡିରେ ହଲଚଲ: ଘନଘନ ବୈଠକପରେ କଳି ତୁଟାଇ ପାରିବେ ତ ସଞ୍ଜୟ…

ଗଞ୍ଜାମ ଜିଲାର ବ୍ରହ୍ମପୁର, ସାନଖେମୁଣ୍ଡି, ଛତ୍ରପୁର ଓ ଗୋପାଳପୁରର ପର୍ଯ୍ୟବେକ୍ଷକ ଭାବେ ସଞ୍ଜୟ ଦାସବର୍ମା ଦାୟିତ୍ୱ ନେବାପରେ ଏବେ ନବୀନଙ୍କ ଗଡ଼କୁ ବଞ୍ଚାଇବାକୁ ଆପ୍ରାଣ ଉଦ୍ୟମ ଚଳାଇଛନ୍ତି। ଗଞ୍ଜାମରେ ସ୍ଥିତିକୁ ନେଇ ରାଜ୍ୟ ବିଜେଡିକୁ ଚିନ୍ତା ଘାରିଛି। ଘର ସଜାଡିବାକୁ ବ୍ରହ୍ମପୁର…

ସକାଳ ବାଦ୍‌ ରାତି ଭୋଜନରେ ଖାଉଛନ୍ତି କି oats, ଜାଣିନିଅନ୍ତୁ…

ସାଧାରଣତଃ ଲୋକମାନେ ସକାଳ ସମୟରେ ଓଟସ ଖାଇବାକୁ ପସନ୍ଦ କରନ୍ତି । କିନ୍ତୁ ଜାଣିଛନ୍ତି କି ରାତିରେ ଖାଇଲେ କଣ ହେବ? ଓଜନ ହ୍ରାସ କରିବା ଚକ୍କରରେ ଅନେକ ଲୋକ ଭୋକରେ ରୁହନ୍ତି । ଭୋକରେ ରହିଲେ ଓଜନ କମେ ନାହିଁ,…

ବିକଶିତ ଗାଁ ବିକଶିତ ଓଡ଼ିଶା କାର୍ଯ୍ୟକ୍ରମ ଉଦ୍‌ଘାଟିତ: ଗାଁ ଗାଁରେ ହେବ ଉନ୍ନୟନମୂଳକ କାର୍ଯ୍ୟ, ଲୋକେ ଉତ୍ସାହିତ

ଦାରିଙ୍ଗବାଡି, ୫।୨ (ଅରୁଣ ସାହୁ): ସାରା ରାଜ୍ୟରେ ରାଜ୍ୟ ସରକାରଙ୍କ ପକ୍ଷରୁ ବିକଶିତ ଗାଁ ବିକଶିତ ଓଡ଼ିଶା କାର୍ଯ୍ୟକ୍ରମ ଉଦ୍‌ଘାଟିତ ହୋଇଯାଇଛି । ଏହି ଅବସରରେ କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ କାର୍ଯ୍ୟାଳୟରେ ମଧ୍ୟ ଏହି କାର୍ଯ୍ୟକ୍ରମକୁ ଅଞ୍ଚଳବାସୀ, ସିଧାସଳଖ ମୁଖ୍ୟମନ୍ତ୍ରୀଙ୍କ…

ଆଜି ଯାଏ ଏହି ରାଜ୍ୟରୁ ଜଣେ ବି ହୋଇନାହାନ୍ତି ପ୍ରଧାନମନ୍ତ୍ରୀ, ଓଡ଼ିଶା କଥା ଜାଣିଲେ ତାଜୁବ ହେବେ

ନୂଆଦିଲ୍ଲୀ,୫।୨: ଭାରତୀୟ ରାଜନୀତିରେ ପ୍ରାୟ ସବୁ ରାଜ୍ୟର କିଛି ନା କିଛି ଗରୁତ୍ୱପୂର୍ଣ୍ଣ ଭୂମିକା ରହିଆସିଛି । ଅନେକ ରାଜ୍ୟରେ ବଡ଼ ବଡ଼ ଚେହେରାଙ୍କ ଉତ୍ଥାନ ଓ ପତ୍ତନ ଦେଖିବାକୁ ମିଳିଛି । କୁହାଯାଏ କେନ୍ଦ୍ରରେ ସରକାରର ରାସ୍ତା ଉତ୍ତର ପ୍ରଦେଶ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?