Champions Trophy 2025: PCBକୁ ଆଉ ଏକ ବଡ଼ ଝଟ୍କା, ଏବେ ପାକିସ୍ତାନ ଯିବାକୁ ସଫା ସଫା ମନା କରିଦେଲେ…
ନୂଆଦିଲ୍ଲୀ,୫।୨: ଚାମ୍ପିଅନ୍ସ ଟ୍ରଫି ପୂର୍ବରୁ ପାକିସ୍ତାନକୁ ଆଉ ଏକ ବଡ଼ ଝଟ୍କା ଲାଗିଛି। ଅମ୍ପାୟାର ନୀତିନ ମେନନ ପାକିସ୍ତାନ ଯିବାକୁ ମନା କରିଦେଇଛନ୍ତି। ରିପୋର୍ଟ ଅନୁସାରେ, ICC ପ୍ୟାନେଲରେ ସାମିଲ ଏହି ଅମ୍ପାୟାର ପାକିସ୍ତାନ ଯାଉନାହାନ୍ତି। ପୂର୍ବରୁ ଭାରତୀୟ ଦଳ ମଧ୍ୟ…
ତିନି ଥର ପ୍ରେମରେ ପଡ଼ିଥିଲେ, ତଥାପି ଏଯାଏ କାହିଁକି ବିବାହ କରିନାହାନ୍ତି ଅକ୍ଷୟ ଖନ୍ନା?
ମୁମ୍ବାଇ: ବଲିଉଡ୍ରେ ଅନ୍ୟ ଷ୍ଟାରଙ୍କ ଭଳି ଷ୍ଟାରକିଡ୍ସଙ୍କ ଭାଗ୍ୟ ପରୀକ୍ଷା ହୋଇଥାଏ। କିଛି ସଫଳତାର ଶିଖର ଛୁଇଁବାରେ ସଫଳ ହେଉଥିବା ବେଳେ କିଛି ମା’ବାପାଙ୍କ ନାମ ସହ ଦର୍ଶକଙ୍କ ପ୍ରଶଂସା ସତ୍ତ୍ୱେ ଫେଲ୍ ମାରିଥାନ୍ତି। ଆଜି ଆମେ ଯେଉଁ ଷ୍ଟାରଙ୍କ ବିଷୟରେ…
ବରଗଡ଼ରେ ଯୋଗଦେଲେ ନୂଆ ଜିଲା ଶିକ୍ଷାଧିକାରୀ
ବରଗଡ଼,୫ା୨(ପ୍ରେମାନନ୍ଦ ଖମାରୀ): ବରଗଡ଼ରେ ନୂଆ ଜିଲା ଶିକ୍ଷା ଅଧିକାରୀ ଭାବେ ବିଶ୍ୱନାଥ ସାହୁ ବୁଧବାର ଯୋଗଦାନ କରିଛନ୍ତି। ଏହା ପୂର୍ବରୁ ସେ ମାଲକାନଗିରି ଜିଲା ଶିକ୍ଷା ଅଧିକାରୀଭାବେ ଅବସ୍ଥାପିତ ଥିଲେ। ବୁଧବାର ସେ ବରଗଡ଼ରେ ଯୋଗ ଦେବା ଅବସରରେ ଅତିରିକ୍ତ ଜିଲା…
ସନ୍ନ୍ୟାସ ନେଇ ପ୍ରଶ୍ନ କରିବାରୁ ରାଗରେ ନିଆଁବାଣ ହୋଇଗଲେ ରୋହିତ ଶର୍ମା, ଦେଲେ ଏଭଳି ଜବାବ
ନୂଆଦିଲ୍ଲୀ,୫।୨: ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ୩ ମ୍ୟାଚ୍ ବିଶିଷ୍ଟ ଟି୨୦ ସିରିଜ ଫେବୃଆରୀ ୬ରୁ ଆରମ୍ଭ ହେବାକୁ ଯାଉଛି। ସିରିଜର ପ୍ରଥମ ମ୍ୟାଚ୍ ନାଗପୁରରେ ଖେଳାଯିବ। ଏହି ସିରିଜରେ ସମସ୍ତଙ୍କ ନଜର ରୋହିତ ଶର୍ମା ଏବଂ ବିରାଟ କୋହଲିଙ୍କ ଉପରେ…
ପଦ୍ମପୁରରେ ବଡ଼ଧରଣର ବାଇକ୍ ଚୋରି ଗ୍ୟାଙ୍ଗକୁ ଧରିଲା ପୋଲିସ, ୭ ଗିରଫ
ପଦ୍ମପୁର,୫ା୨(ପ୍ରଦୀପ୍ତ ଦାଶ): ବରଗଡ଼ ଜିଲା ପଦ୍ମପୁର ଅଞ୍ଚଳରେ ବାଇକ ଚୋର ମାତିଥିବାରୁ ପୋଲିସ ପକ୍ଷରୁ ଏକ ବଡ଼ଧରଣର ପଦକ୍ଷେପ ନେବାକୁ ଆରକ୍ଷୀ ଅଧୀକ୍ଷକ ପିଏସ୍ ମୀନା ଆଦେଶ ଦେଇଥିଲେ। ପଦ୍ମପୁର ଉପଖଣ୍ଡ ପୋଲିସ ଅଧିକାରୀ ଅମ୍ରିତ ପାଳ କୌର ଓ ଥାନା…
ପୁରୀ-କୋଣାର୍କ ବୁଲିଲେ ଷୋଡ଼ଶ ଅର୍ଥ କମିଶନ: ସହରର ଉନ୍ନତିକରଣ, ଭିତ୍ତିଭୂମି ବିକାଶ ପାଇଁ ଆଲୋଚନା
ଭୁବନେଶ୍ୱର, ୫ା୨: ଓଡିଶାକୁ ଚାରିଦିନିଆ ଗସ୍ତରେ ଆସିଥିବା ଷୋଡ଼ଶ ଅର୍ଥ କମିଶନ ଅଧ୍ୟକ୍ଷ ଡ଼ଃ ଅରବିନ୍ଦ ପାନାଗାରିଆଙ୍କ ନେତୃତ୍ୱରେ ଦ୍ଵିତୀୟ ଦିନରେ ଶ୍ରୀକ୍ଷେତ୍ର ପୁରୀ ଗସ୍ତରେ ଯାଇ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଦର୍ଶନ କରିଛନ୍ତି। ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଦର୍ଶନ ପରେ କମିଶନର ସଦସ୍ୟମାନେ…
କାହାପାଇଁ କ୍ରିକେଟ ଖେଳନ୍ତି ହାର୍ଦ୍ଦିକ ପାଣ୍ଡ୍ୟା? Videoରୁ ଜଣାପଡ଼ିଲା ସତ
ନୂଆଦିଲ୍ଲୀ,୫।୨: ଦୀର୍ଘଦିନର ବ୍ୟବଧାନ ପରେ ଷ୍ଟାର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ଦିନିକିଆ କ୍ରିକେଟକୁ ପ୍ରତ୍ୟାବର୍ତ୍ତନ କରିବେ। ୨୦୨୩ରୁ ସେ ଦିନିକିଆ କ୍ରିକେଟ ଖେଳିନାହାନ୍ତି। ଏମିତିରେ ଫେବୃଆରୀ ୬ରେ ଇଂଲଣ୍ଡ ବିପକ୍ଷରେ ଆରମ୍ଭ ହେଉଥିବା ଦିନିକିଆ ସିରିଜରେ ସେ ନଜର ଆସିବେ। ଏହାପରେ…
ପ୍ରେମ ବିବାହ ପରେ ସ୍ତ୍ରୀଙ୍କୁ ନିର୍ଯାତନା ଦେଲେ ସ୍ବାମୀ, ଥାନାର ଦ୍ୱାରସ୍ଥ ହୋଇ ସ୍ତ୍ରୀ କହିଲେ…
ଦିଗପହଣ୍ଡି,୫ା୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କରପଡ଼ା ଗ୍ରାମ କୁମ୍ଭାର ସାହିର ଜ୍ୟୋତ୍ସ୍ନାରାଣୀ ପ୍ରଧାନଙ୍କୁ ତାଙ୍କ ସ୍ବାମୀ କିଶୋର ପ୍ରଧାନ ଅଧିକ ଯୌତୁକ ପାଇଁ ଶାରିରୀକ ଓ ମାନସିକ ନିର୍ଯାତନା ଦେଉଥିବା ଅଭିଯୋଗ ହୋଇଛି। ଏପରିକି ତାଙ୍କ ବିରୋଧରେ…
ମନ୍ଦିର ଯାଇଥିବାବେଳେ ମହିଳାଙ୍କୁ ହତ୍ୟା ଧମକ, ଅଭିଯୁକ୍ତଙ୍କ ନାଁରେ ମାମଲା
ଦିଗପହଣ୍ଡି,୫ା୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ପଦ୍ମନାଭପୁର ଗ୍ରାମର ଜଣେ ମହିଳାଙ୍କୁ ତାଙ୍କ ଗ୍ରାମର ପିଣ୍ଟୁ ପ୍ରଧାନ ହତ୍ୟା ଧମକ ଦେଇଥିବା ଅଭିଯୋଗ ହୋଇଛି। ମହିଳା ଜଣକ ଏନେଇ ଦିଗପହଣ୍ଡି ଥାନାରେ ଏତଲା ଦେବା ପରେ କେସ୍ ନଂ…
Exit Poll: ଦିଲ୍ଲୀରେ ପୁଣି ସରକାର ଗଢ଼ିବ AAP, ଏହି ଦୁଇ ସର୍ଭେରୁ ମିଳିଲା ଖୁସିଖବର…
ନୂଆଦିଲ୍ଲୀ,୫।୨: ଦିଲ୍ଲୀ ବିଧାନସଭା ନିର୍ବାଚନ ଲାଗି ମତଦାନ ଶେଷ ହେବା ପରେ ଏକଜିଟ୍ ପୋଲ୍ ଆକଳନ ପ୍ରକାଶ ପାଇଛି। ସର୍ଭେରେ ନିର୍ବାଚନ କିଏ ଜିତିବ ସେନେଇ ଭିନ୍ନ ଭିନ୍ନ ଦାବି କରାଯାଉଛି। କିଛି ସର୍ଭେରେ ଭାଜପାକୁ ପୂର୍ଣ୍ଣ ବହୁମତ ମିଳିବ ବୋଲି…
କୋକସରାରେ ‘ବିକଶିତ ଗାଁ ବିକଶିତ ଓଡ଼ିଶା’ କାର୍ଯ୍ୟକ୍ରମ
କୋକସରା,୫ା୨(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): ରାଜ୍ୟ ସରକାରଙ୍କ ପକ୍ଷରୁ ଓଡ଼ିଶାର ଗ୍ରାମାଞ୍ଚଳରେ ପଞ୍ଚାୟତ ସ୍ତରରେ ଭିତ୍ତିଭୂମିର ବିକାଶ ପାଇଁ ଏକ ନୂତନ ରୂପରେଖରେ ‘ବିକଶିତ ଗାଁ ବିକଶିତ ଓଡ଼ିଶା କାର୍ଯ୍ୟକ୍ରମ’ର ଶୁଭ ଉଦ୍ଘାଟନ ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ବୁଧବାର ଖୋର୍ଦ୍ଧା ଜିଲାଠାରେ…
ମଦ୍ୟପ ବାପାଙ୍କ ଉନ୍ମତ୍ତ କାଣ୍ଡ: ନାବାଳକ ପୁଅଙ୍କୁ ଛୁରିରେ କଲେ ଆକ୍ରମଣ
ହିଞ୍ଜିଳିକାଟୁ,୫ା୨(ଦ୍ୱିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ଥାନା ପୋଡିଙ୍ଗି ଗାଁରେ ବୁଧବାର ମଦନିଶାରେ ନାବାଳକ ପୁଅଙ୍କୁ ଛୁରିରେ ଆକ୍ରମଣ କରିଛନ୍ତି ବାପା। ଆକ୍ରମଣ ପରେ ଅଭିଯୁକ୍ତ ବାପା ଫେରାର ଅଛନ୍ତି। ହିଞ୍ଜିଳି ପୋଲିସ ଥାନାରେ ମାମଲା ରୁଜୁ କରି ଘଟଣାର ତଦନ୍ତ…

