ଉପସ୍ଥାପନ ହେଲା ଓଡ଼ିଶା ଅର୍ଥନୈତିକ ସର୍ଭେ ରିପୋର୍ଟ; ମୁଣ୍ଡପିଛା ଆୟ ଏତିକି ଟଙ୍କା
ଭୁବନେଶ୍ୱର,୨୪ା୭: ଓଡ଼ିଶାରେ ଭାଜପା ସରକାର ଆସିବା ପରେ ଆସନ୍ତା କାଲି ଅର୍ଥାତ ଜୁଲାଇ ୨୫ ତାରିଖରେ ଆଗତ ହେବ ନୂଆ ସରକାରର ପ୍ରଥମ ବଜେଟ। ଏହା ପୂର୍ବରୁ ବିଧାନସଭାରେ ଅର୍ଥନୈତିକ ସର୍ଭେ ରିପୋର୍ଟ ଉପସ୍ଥାପନା ହୋଇଛି। ରିପୋର୍ଟ ଅନୁସାରେ ଓଡ଼ିଶାରେ ମୁଣ୍ଡପିଛା…
କେଉଁଠି ଗଣାହେବ ରତ୍ନଭଣ୍ଡାର ଅଳଙ୍କାର: ଜାଣନ୍ତୁ କ’ଣ କହିଲେ ଜଷ୍ଟିସ ରଥ
ପୁରୀ,୨୪।୭: ରତ୍ନଭଣ୍ଡାର ଯାଞ୍ଚ କମିଟି ଅଧ୍ୟକ୍ଷ ଜଷ୍ଟିସ ବିଶ୍ବନାଥ ରଥ ବୁଧବାର ପୁରୀରେ ପହଞ୍ଚିଛନ୍ତି। ତାଙ୍କ ସହିତ ସୁପ୍ରିମକୋର୍ଟର ଅବସରପ୍ରାପ୍ତ ବିଚାରପତି ଜଷ୍ଟିସ ଆଦର୍ଶ ଗୋଏଲ ମଧ୍ୟ ଅଛନ୍ତି। ରତ୍ନଭଣ୍ଡାରରୁ ଅଳଙ୍କାର ଷ୍ଟ୍ରଙ୍ଗରୁମକୁ ସ୍ଥାନାନ୍ତରିତ ହୋଇଥିବା ବେଳେ ଏହାର ଗଣତି ପାଇଁ…
ଆଇପିଏଲ୍ ୨୦୨୫ ପୂର୍ବରୁ ଗୁଜରାଟ ଟାଇଟନ୍ସକୁ ଲାଗିବ ଆଉ ଏକ ଝଟ୍କା? ପ୍ରୀତି ଜିଣ୍ଟାଙ୍କ ସହ ନୂଆ ପ୍ରୋଜେକ୍ଟରେ…
ନୂଆଦିଲ୍ଲୀ,୨୪।୭: ଆଇପିଏଲ୍ ୨୦୨୫ରେ ଅନେକ ପରିବର୍ତ୍ତନ ଦେଖିବାକୁ ମିଳିପାରେ। ଟୁର୍ନାମେଣ୍ଟ ଆରମ୍ଭ ହେବାକୁ ଅନେକ ମାସ ଥିଲେ ହେଁ ଏବେଠାରୁ କିଛି ଖେଳାଳିଙ୍କ ଦଳଡିଆଁ ଖବର ସାମ୍ନାକୁ ଆସୁଛି। ଏସବୁ ନାମରେ ଶୁଭମନ ଗିଲଙ୍କ ନାମ ଯୋଡ଼ି ହୋଇଛି। ସେ ପଞ୍ଜାବ…
କେବେ ବିବାହ କରିବେ ଚିରାଗ ପାସଓ୍ବାନ? କଙ୍ଗନାଙ୍କୁ ନେଇ ଗଣମାଧ୍ୟରେ ଏମିତି କହିଦେଲେ…
ନୂଆଦିଲ୍ଲୀ,୨୪।୭: ଏକ ଜାତୀୟ ଗଣମାଧ୍ୟମର ଶିଖର ସମ୍ମିଳନୀରେ କେନ୍ଦ୍ର ମନ୍ତ୍ରୀ ଚିରାଗ ପାସୱାନ ଯୋଗ ଦେଇଛନ୍ତି। ସମ୍ମିଳନୀରେ ଯେତେବେଳେ ତାଙ୍କୁ ବିବାହ ବିଷୟରେ ପଚରାଯାଇଥିଲା, ସେ ନେଇ ଏମିତି କିଛି କହିଛନ୍ତିି ଯାହା ଚର୍ଚ୍ଚାର ଖୋରାକ ଯୋଗାଇଛି। ସେ କହିଛନ୍ତି, ବର୍ତ୍ତମାନ…
ଓଡ଼ିଶା ପାଇଁ ରେଳ ଅନୁଦାନ ଘୋଷଣା କଲେ ରେଳ ମନ୍ତ୍ରୀ: ଜାଣନ୍ତୁ କେତେ ମିଳିଲା
ଭୁବନେଶ୍ୱର, ୨୪।୭: ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ପାର୍ଲାମେଣ୍ଟରେ ୨୦୨୪-୨୫ ଆର୍ଥିକବର୍ଷର ବେଜଟ୍ ଉପସ୍ଥାପନ କରିଛନ୍ତି। ଏଥର ରେଳକୁ ୨.୬୨ ଲକ୍ଷ କୋଟି ଅନୁଦାନ ମିଳିଛି। ତେବେ ଓଡ଼ିଶାରେ ରେଳର ବିକାଶ ପାଇଁ ୧୦ ହଜାର ୫୮୬ କୋଟି ଟଙ୍କାର ଅନୁଦାନ ମିଳିଛି।…
‘ରୋହିତ ଖେଳିବା ଉଚିତ ନୁହେଁ, ସେ ବେହୋସ୍ ହୋଇଯିବେ’
ନୂଆଦିଲ୍ଲୀ,୨୪।୭: ଟିମ୍ ଇଣ୍ଡିଆର ନୂଆ ହେଡ୍ କୋଚ୍ ଗୌତମ ଗମ୍ଭୀର ନିକଟରେ ରୋହିତ ଶର୍ମା ଏବଂ ବିରାଟ କୋହଲିଙ୍କୁ ନେଇ ଏଭଳି କଥା କହିଥିଲେ , ଯାହାକୁ ନେଇ ପ୍ରଶଂସକ ଖୁସି ହୋଇଯାଇଥିଲେ। ଯେତେବେଳ ଯାଏ ଉଭୟ ଚାହିଁବେ ଦିନିକିଆ ଖେଳିପାରିବେ।…
ତୁମେ ଜଣେ ମହିଳା, କିଛି ଜାଣିନାହଁ: ବିଧାନସଭାରେ ମହିଳା ବିଧାୟକଙ୍କୁ ଗାଳି କଲେ ମୁଖ୍ୟମନ୍ତ୍ରୀ
ପାଟନା,୨୪।୭: ବିହାର ବିଧାନସଭାରେ ଜେଡିୟୁ ମୁଖ୍ୟ ତଥା ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ମହିଳାଙ୍କ ବିଷୟରେ ଏକ ବିବାଦୀୟ ବିବୃତ୍ତି ଦେଇଛନ୍ତି। ବିହାର ବିଧାନସଭାରେ ନୀତୀଶ କୁମାର ଭାଷଣ ଦେଇଥିଲେ। ସେ ଅଭିଯୋଗ କରିଥିଲେ, ୨୦୦୫ ପରେ ଆରଜେଡି ମହିଳାମାନଙ୍କୁ ଆଗକୁ…
ମା’ ମଝିଘରିଆଣୀ ମନ୍ଦିରରେ ଚାଲିଛି ଗଣତି, ବାହାରୁଛି ପୁଳାପୁଳା ଟଙ୍କା
ରାୟଗଡ଼ା,୨୪।୭: ରାୟଗଡ଼ାର ଅଧିଷ୍ଠାତ୍ରୀ ମା’ ମଝିଘରିଆଣୀଙ୍କ ଦାନ ହୁଣ୍ଡି ଖୋଲିଛି । ୩ ମାସ ପରେ ହୁଣ୍ଡି ଖୋଲାଯାଇଛି। ଏଥିରୁ ପୁଳାପୁଳା ଟଙ୍କା ବାହାରିଛି। ଯେତେ ଗଣିଲେ ମଧ୍ୟ ସରୁନି । ଏହି ଟଙ୍କାକୁ ଗଣିବାକୁ ୨୦୦ ମହିଳା ଲାଗିଛନ୍ତି। ଦେବୋତ୍ତର…
ଯୋଗୀ ସରକାରଙ୍କ ନାଁରେ ସାଂଘାତିକ ଅଭିଯୋଗ ଆଣିଲେ ଅଖିଳେଶ ଯାଦବ
ଲକ୍ଷ୍ନୌ,୨୪।୭: ସମାଜବାଦୀ ପାର୍ଟିର ରାଷ୍ଟ୍ରୀୟ ସଭାପତି ଅଖିଳେଶ ଯାଦବ ଉତ୍ତରପ୍ରଦେଶର ଯୋଗୀ ଆଦିତ୍ୟନାଥ ସରକାରଙ୍କ ବିରୋଧରେ ଗମ୍ଭୀର ଅଭିଯୋଗ ଆଣିଛନ୍ତି। ଆନ୍ଧ୍ରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଜଗନ ମୋହନ ରେଡ୍ଡୀଙ୍କ ଧାରଣାରେ ପହଞ୍ଚିଥିବା ପୂର୍ବତନ ମୁଖ୍ୟମନ୍ତ୍ରୀ ଅଖିଳେଶ ଯାଦବ ଭାରତୀୟ ଜନତା ପାର୍ଟି…
ବିସିସିଆଇ ବିପକ୍ଷରେ ଆସିଲା ଏହି ଦେଶ: ପାକିସ୍ତାନ ଯିବାକୁ ପ୍ରସ୍ତୁତ
ନୂଆଦିଲ୍ଲୀ,୨୪।୭:ଆଇସିସି ଚାମ୍ପିଅନ୍ସ ଟ୍ରଫି ୨୦୨୫ର ଆୟୋଜକ ଦେଶ ହେଉଛି ପାକିସ୍ତାନ। ଏହି ଟୁର୍ନାମେଣ୍ଟର ତାରିଖ ଘୋଷଣା କରାଯାଇଛି। କିନ୍ତୁ ବିସିସିଆଇ କହିଛି ଯେ, ପାକିସ୍ତାନରେ ସୁରକ୍ଷା ଚିନ୍ତା ଯୋଗୁ ଭାରତୀୟ ଦଳ ଆଇସିସି ଚାମ୍ପିଅନ୍ସ ଟ୍ରଫି ଖେଳିବାକୁ ଯିବ ନାହିଁ। ଏଥିସହ…
ଜାରି ହେଲା ଆଇସିସି ଟେଷ୍ଟ ରାଙ୍କିଙ୍ଗ୍, ତଳକୁ ଖସିଲେ ରୋହିତ
ନୂଆଦିଲ୍ଲୀ,୨୪।୦୭: ଇଂଲଣ୍ଡ ଏବଂ ୱେଷ୍ଟଇଣ୍ଡିଜ୍ ମଧ୍ୟରେ ଖେଳା ଯାଇଥିବା ଦ଼୍ବିତୀୟ ଟେଷ୍ଟ ମ୍ୟାଚ୍ ପରେ ଆଇସିସି ପକ୍ଷରୁ ଟେଷ୍ଟ ମାନ୍ୟତା ଜାରି କରାଯାଇଛି । ଇଂଲଣ୍ଡର ପୂର୍ବତନ କ୍ୟାପ୍ଟେନ୍ ଜୋ ରୁଟ୍ ଏକ ନମ଼୍ବର ସ୍ଥାନରେ ରହିପାରନ୍ତି ବୋଲି ପୂର୍ବରୁ ଚର୍ଚ୍ଚା…
ପୁରୀର କିଶୋରଙ୍କ ଉପରେ ସାରା ଦେଶର ନଜର, ଅଲମ୍ପିକ୍ରୁ ପଦକ ଦାବିଦାର
ନୂଆଦିଲ୍ଲୀ,୨୪।୦୭: ଓଡ଼ିଶାର ଗୌରବ ତଥା ପୁରୀ ଅଞ୍ଚଳର କିଶୋର ଜେନାଙ୍କ ଉପରେ ସାରା ଦେଶର ନଜର ରହିଛି । ଜାଭେଲିନ୍ ଥ୍ରୋରେ ପଦକ ବିଜେତା କିଶୋରଙ୍କ ନିକଟରୁ ଅଲମ୍ପିକ୍ ପଦକ ଆଶା କରୁଛି ଭାରତ । ପ୍ୟାରିସ୍ ଅଲମ୍ପିକ୍ ୨୦୨୪ ମହାକୁମ୍ଭକୁ…
Archives


