ସକାଳ ବାଦ୍‌ ରାତି ଭୋଜନରେ ଖାଉଛନ୍ତି କି oats, ଜାଣିନିଅନ୍ତୁ…

ସାଧାରଣତଃ ଲୋକମାନେ ସକାଳ ସମୟରେ ଓଟସ ଖାଇବାକୁ ପସନ୍ଦ କରନ୍ତି । କିନ୍ତୁ ଜାଣିଛନ୍ତି କି ରାତିରେ ଖାଇଲେ କଣ ହେବ? ଓଜନ ହ୍ରାସ କରିବା ଚକ୍କରରେ ଅନେକ ଲୋକ ଭୋକରେ ରୁହନ୍ତି । ଭୋକରେ ରହିଲେ ଓଜନ କମେ ନାହିଁ, ବରଂ ସ୍ବାସ୍ଥ୍ୟ ଉପରେ ନକାରାତ୍ମକ ପ୍ରଭାବ ପକାଇଥାଏ ।

ଆଜିର ସମୟରେ ଲୋକମାନେ ଓଜନ ହ୍ରାସ କରିବାକୁ ଡାଏଟ ଅନୁସରଣ କରୁଛନ୍ତି । ଅଧିକାଂଶ ଲୋକ ଡାଏଟିଂ ସମୟରେ ଭୋକିଲା ରହିବାକୁ ପସନ୍ଦ କରନ୍ତି । କିନ୍ତୁ ଲୋକମାନେ ବୁଝିବା ଆବଶ୍ୟକ ଯେ ଭୋକରେ ନୁହେଁ, ଡାଏଟିଂରେ ସୁସ୍ଥ ଖାଦ୍ୟ ଆବଶ୍ୟକ
ଯଦି ଆପଣ ଏକ ସୁସ୍ଥ ଉପାୟରେ ଓଜନ ହ୍ରାସ କରୁନ୍ତି, ତେବେ ଆପଣ ଶୀଘ୍ର ଫଳାଫଳ ପାଇବେ । ତେଣୁ ଶୀଘ୍ର ଓଜନ କମାଇବାକୁ ଆପଣଙ୍କ ଡାଏଟ ବଦଳାଇବା ସହ ବ୍ୟାୟାମ କରିବା ଆବଶ୍ୟକ । କାର୍ବୋହାଇଡ୍ରେଟ କମ ଓ ପ୍ରୋଟିନ ଏବଂ ଫାଇବରରେ ଅଧିକ ଖାଦ୍ୟ ଖାଆନ୍ତୁ । ଓଜନ କମାଇବା ପାଇଁ ଓଟସ ଏକ ଭଲ ବିକଳ୍ପ ।

ଡାଏଟରେ ଓଟସ ଖାଇବାକୁ ଅନେକ ପସନ୍ଦ କରନ୍ତି । ସାଧାରଣତଃ ଦିନରେ ଲୋକମାନେ ଓଟସ ଖାଆନ୍ତି, କିନ୍ତୁ କେବେ ଭାବିଛନ୍ତି ରାତିରେ ଓଟସ ଖାଇଲେ କଣ ହେବ । ରାତ୍ରିଭୋଜନରେ ଓଟସ ମିଶାନ୍ତୁ । ଯଦି ଆପଣ ରାତିରେ ଓଟସ ଖାଆନ୍ତି, ତେବେ ଆପଣଙ୍କ ଓଜନରେ ପରିବର୍ତ୍ତନ ଆସିବ । ଯଦି ଆପଣ ନିୟମିତ ଭାବେ ଓଟସ ଖାଆନ୍ତି, ତେବେ ଆପଣ କିଛି ମାସ ମଧ୍ୟରେ ଓଜନ ହ୍ରାସ ହୋଇପାରିବ। ଶରୀରରୁ ଖରାପ କୋଲେଷ୍ଟ୍ରଲ ବାହାର କରିବା ପାଇଁ ଏମାନେ କାମ କରନ୍ତି । ଓଜନ ହ୍ରାସ ପାଇଁ ଓଟସ ଏକ ଭଲ ଜଳଖିଆ ଭାବରେ ବିବେଚନା କରାଯାଏ । ଓଟସରେ ଫାଇବରରେ ଅଧିକ ଥାଏ। ଏଥିରେ ଭିଟାମିନ ଏବଂ ମିନେରାଲ୍ସ ମଧ୍ୟ ଭରପୂର । ଜଳଖିଆ, ମଧ୍ୟାହ୍ନ ଭୋଜନ କିମ୍ବା ରାତ୍ରୀ ଭୋଜନ ପାଇଁ ଆପଣ ଓଟସ ଖାଇପାରିବେ । କୁହାଯାଏ ଯେ ଓଟସ ଖାଇବା ଆପଣଙ୍କ ପେଟ ଅଧିକ ସମୟ ଫୁଲ ରହିବା ଭଲି ଲାଗିଥାଏ ।

ଯଦି ଆପଣ ଏକ ଭରପୂର ଏବଂ ହେଲ୍ଦି ଜଳଖିଆ ଖାଇବାକୁ ଚାହୁଁଛନ୍ତି, ତେବେ ଓଟସ ଏକ ଭଲ ଅପ୍ସନ । ଜଳଖିଆ ପାଇଁ ଓଟସ ଖାଇବା ଶରୀରକୁ ପ୍ରଚୁର ଫାଇବର ଯୋଗାଇଥାଏ ।
ଓଟସରେ ପ୍ରୋଟିନ, କ୍ୟାଲସିୟମ, କାର୍ବୋହାଇଡ୍ରେଟ, ମ୍ୟାଗ୍ନେସିୟମ, ଫସଫରସ, ଜିଙ୍କ, ପୋଟାସିୟମ, ନିୟାସିନ ଭଳି ବିଭିନ୍ନ ଉପାଦାନ ରହିଥାଏ । ଏହା ବ୍ୟତୀତ ଓଟସରେ ଭଲ ପରିମାଣର ଭିଟାମିନ ଏ, ଭିଟାମିନ ବି 12 ଏବଂ ଭିଟାମିନ ଡି ଥାଏ । ପ୍ରାୟତଃ ରାତିରେ ହାଲୁକା ଭୋଜନ ଖାଇବା ଦ୍ୱାରା ଆପଣଙ୍କୁ ଭୋକ ଲାଗେ । କିନ୍ତୁ ଯଦି ଆପଣ ରାତ୍ରି ଭୋଜନ ପାଇଁ ଓଟସ ଖାଆନ୍ତି, ତେବେ ଏହା ଆପଣଙ୍କ ପେଟକୁ ଦୀର୍ଘ ସମୟ ପର୍ଯ୍ୟନ୍ତ ଫୁଲ ରଖିବ । ଓଟସରେ ଫାଇବରର ମାତ୍ରା ଅଧିକ, ତେଣୁ ଆପଣ ଅଧିକ ପରିମାଣରେ ଖାଇପାରିବେ ।

ଯଦି ଆପଣ ଓଟସ ଖାଆନ୍ତି, ତେବେ ଶରୀରରେ କ୍ୟାଲୋରୀ ପରିମାଣ କମିଯାଏ । ଫାଇବର ଅଧିକ ଥିବାରୁ ଏହା ଶୀଘ୍ର ହଜମ ହୁଏ ନାହିଁ ଏବଂ ପେଟକୁ ଦୀର୍ଘ ସମୟ ପର୍ଯ୍ୟନ୍ତ ଫୁଲ ରଖେ । ତେଣୁ ଏହା ଆପଣଙ୍କୁ ଶକ୍ତି ଯୋଗାଇଥାଏ । ଯାହା ଅନେକ ଉପାୟରେ ଉପକୃତ କରିପାରେ । ଯଦି ଆପଣ ରାତିରେ ଓଟସ ଖାଆନ୍ତି, ଶରୀରରେ ଜମା ହୋଇଥିବା ଅତିରିକ୍ତ ଚର୍ବି ଶୀଘ୍ର ବର୍ଣ୍ଣ ହୋଇଯାଏ । ଏହା ଅନ୍ତନଳୀ ସ୍ବାସ୍ଥ୍ୟରେ ଉନ୍ନତି ଆଣେ । ନିୟମିତ ଭାବେ ଫାଇବର ରିଚ ଓଟସ ଖାଇବା ଦ୍ୱାରା ଶରୀରର ଚର୍ବି ବର୍ଣ୍ଣ ହେବାରେ ସାହାଯ୍ୟ ହୋଇଥାଏ । ଏହା ଅନ୍ତନଳୀରେ ଜମା ହୋଇଥିବା ମଇଳାକୁ ଦୂର କରିଥାଏ ।


Enter your email to get our daily news in your inbox.

All Right Reserved By Dharitri.Com

ପିସି କାରବାର: ପୁଣି ଗର୍ଜିଲେ ବରଗଡ଼ ଏମ୍‌ପି, ଅଧିକାରୀଙ୍କୁ ତାଗିଦ୍‌ କରି କହିଲେ…

ବରଗଡ଼,୧୩ା୧୧(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟରେ ପି.ସି କାରବାରକୁ ନେଇ ଚର୍ଚ୍ଚା ଜୋର୍‌ ଧରିଛି। ଖୋଦ ବରଗଡ଼ ଲୋକ ସଭା ଏମ୍‌ପି(MP) ପ୍ରଦୀପ ପୁରୋହିତ…

ହନୁମାନ ମନ୍ଦିରରୁ ଚୋରି, ଦେଢ଼ଲକ୍ଷ ଟଙ୍କାର ସାମଗ୍ରୀ ଲୁଟିନେଲେ ଦୁର୍ବୃତ୍ତ

ଭଞ୍ଜନଗର,୧୩ା୧୧(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଜିଲୁଣ୍ଡି ମଳାସପଦର ରାସ୍ତାରେ ଥିବା ହନୁମାନ ମନ୍ଦିରରୁ ଗୁରୁବାର ରାତିରେ ବଡ଼ ଧରଣର ଚୋରି ହୋଇଛି। ବିଳମ୍ବିତ ରାତିରେ…

ଭାରତୀୟ ବ୍ୟାଟରଙ୍କ ଉପରେ ଗମ୍ଭୀରଙ୍କ ରାଗ: ପରାଜୟର କାରଣ ନେଇ ଖୋଲିଲେ ମୁହଁ, କହିଲେ ଏହାର ପରିଣାମ…

ନୂଆଦିଲ୍ଲୀ, ୧୩।୧୧: ନ୍ୟୁଜିଲାଣ୍ଡ ବିପକ୍ଷ ଚତୁର୍ଥ ଦିନିକିଆରେ ଲଜ୍ଜାଜନକ ପରାଜୟ ପରେ ଭାରତୀୟ ଦଳର ମୁଖ୍ୟ କୋଚ ଗୌତମ ଗମ୍ଭୀର କହିଛନ୍ତି ଯେ, ଅନ୍ତର୍ଜାତୀୟ କ୍ରିକେଟରେ ଏପରି…

ଟିମ୍‌ଇଣ୍ଡିଆ ସହ ହୋଇଛି ବଡ଼ ଧୋକା: ୩୩୩ ରନ ହୋଇଥିବା ପିଚ୍‌ରେ ଭାରତ ୮୯ରେ ଅଲଆଉଟକୁ ନେଇ ମୁହଁ ଖୋଲିଲେ ଶ୍ରେୟସ ଆୟର

ମାଉଣ୍ଟ ମାଉଙ୍ଗାନୁଇ,୧୩।୧୨: ନ୍ୟୁଜିଲାଣ୍ଡ ବିପକ୍ଷ ଚତୁର୍ଥ ଦିନିକିଆରେ ଟିମ ଇଣ୍ଡିଆର ବ୍ୟାଟିଂ ବିପର୍ଯ୍ୟୟ ଦେଖିବାକୁ ମିଳିଛି। ଯେଉଁ ପିଚ୍‌ରେ ପ୍ରଥମେ ବ୍ୟାଟିଂ କରି ନ୍ୟୁଜିଲାଣ୍ଡ ୩୩୩ ରନ…

ବରଗଡ଼ ଗସ୍ତରେ ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ, ୩୮୪ କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ ସହ…

ବରଗଡ଼,୧୩ା୧୧(ପ୍ରେମାନନ୍ଦ ଖମାରୀ): ରାଜ୍ୟ ଆଇନ, ପୂର୍ତ୍ତ ଏବଂ ଅବକାରୀ ବିଭାଗ ମନ୍ତ୍ରୀ ପୃଥୀରାଜ ହରିଚନ୍ଦନ ଶୁକ୍ରବାର ଦିନିକିଆ ବରଗଡ଼ ଗସ୍ତରେ ଆସି ଜିଲାର ସର୍ବାଙ୍ଗୀନ ବିକାଶ ନିମନ୍ତେ…

ପାଟ୍ରୋଲିଂବେଳେ କାର୍‌ ଅଟକାଇଲା ପୋଲିସ, ଭିତରେ ଏତେ ଗଞ୍ଜେଇ ଦେଖି ଆଶ୍ଚର୍ଯ୍ୟ

ଦିଗପହଣ୍ଡି,୧୩ା୧୧(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ପାଟପୁର ପୋଲିସ ଶୁକ୍ରବାର ଗଞ୍ଜେଇ ଚୋରା ଚାଲାଣ ଅଭିଯୋଗରେ ବେଗୁନିଆପଡ଼ା ଥାନା ନୂଆଗଡ଼ ସୁମଣ୍ଡଳ ଗ୍ରାମର ବାବୁ ନାୟକ(୨୫)ଙ୍କୁ ବ୍ରହ୍ମପୁର…

ବଲାଙ୍ଗୀରରେ ଚାଞ୍ଚଲ୍ୟ: ଘର ଲୋକଙ୍କ ଭୟରେ ଜଙ୍ଗଲକୁ ପଳାଇଥିଲେ ୪ ଦଶମ ଶ୍ରେଣୀ ଛାତ୍ର, ଆଉ ତା’ପରେ…

ବଲାଙ୍ଗୀର,୧୩।୧୧: ବଲାଙ୍ଗୀର ସହର ଉପକଣ୍ଠ ଜଙ୍ଗଲରୁ ଶୁକ୍ରବାର ୪ଜଣ ଦଶମ ଶ୍ରେଣୀ ଛାତ୍ରଙ୍କୁ ଉଦ୍ଧାର କରାଯାଇଛି। ଉଦ୍ଧାର ସମସ୍ତ ଛାତ୍ର ଲଳିତନଗର ଅଞ୍ଚଳର ବୋଲି ଜଣାପଡିଛି। ମିଳିଥିବା…

ଟିମ୍‌ଇଣ୍ଡିଆକୁ ଦିନରେ ତାରା ଦେଖେଇଦେଲେ ହେନରୀ: କଲେ ରେକର୍ଡ ବର୍ଷା

ମାଉଣ୍ଟ ମାଉଙ୍ଗାନୁଇ,୧୩।୧୧: ମାଉଣ୍ଟ ମାଉଙ୍ଗାନୁଇର ବେ ଓଭାଲ ଷ୍ଟାଡିୟମରେ ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଖେଳାଯାଇଥିବା ଚତୁର୍ଥ ଦିନିକିଆ ମ୍ୟାଚ୍‌ରେ ଟିମ ଇଣ୍ଡିଆକୁ ୨୪୪ ରନ୍‌ର ବଡ଼…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?