ଅଗ୍ନିପରୀକ୍ଷା ପାଇଁ ପ୍ରସ୍ତୁତ କେଜରିଓ୍ବାଲ, କାହିଁକି ଏମିତି କହିଲେ ରାଘବ
ନୂଆଦିଲ୍ଲୀ,୧୫।୯: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ରବିବାର ତାଙ୍କ ପଦରୁ ଇସ୍ତଫା ଦେବେ ବୋଲି ଘୋଷଣା କରିଛନ୍ତି। ଦୁଇ ଦିନ ମଧ୍ୟରେ ସେ ଏହି ପଦରୁ ଇସ୍ତଫା ଦେବେ ବୋଲି କହିଛନ୍ତି। କେଜରିୱାଲଙ୍କ ଇସ୍ତଫା ସମ୍ପର୍କରେ ଏମି ରାଘବ ଚଢା କହିଛନ୍ତି…
୨୪ ଘଣ୍ଟା ଯାଏଁ ରାଜ୍ୟରେ ପ୍ରବଳ ବର୍ଷା: ଏହି ଜିଲାରେ…
ଭୁବନେଶ୍ୱର,୧୫।୯: ଗାଙ୍ଗେୟ ପଶ୍ଚିମବଙ୍ଗ ଏବଂ ବାଲାଂଦେଶ ଆଖପାଖ ଅଞ୍ଚଳରେ ସୃଷ୍ଟି ହୋଇଥିବା ଗଭୀର ଅବପାତ ଦୁର୍ବଳ ହେଉଛି । ଏହି ଅବପାତ ଝାଡ଼ଖଣ୍ଡ ଓ ଉତ୍ତର ଛତିଶଗଡ଼ ଦେଇ ଗତି କରିବ । ଏହାର ପ୍ରଭାବରେ ୨୪ ଘଣ୍ଟା ଯାଏଁ ରାଜ୍ୟରେ…
ଅଜିତ ପାଓ୍ବାର ହେବେ ମୁଖ୍ୟମନ୍ତ୍ରୀ! ରାଜ୍ୟ ରାଜନୀତି ସରଗରମ
ମୁମ୍ବାଇ,୧୫।୯: ମହାରାଷ୍ଟ୍ରରେ ବିଧାନସଭା ନିର୍ବାଚନ ପୂର୍ବରୁ ରାଜନୀତି ତୀବ୍ର ହୋଇଛି। ଏଠାରେ ନଭେମ୍ବରରୁ ଡିସେମ୍ବର ମଧ୍ୟରେ ନିର୍ବାଚନ ହୋଇପାରେ ବୋଲି ବିଶ୍ୱାସ ରହିଛି। ଏହି କାରଣରୁ, ସମସ୍ତ ଦଳ ପ୍ରସ୍ତୁତ ହୋଇ ଲୋକଙ୍କ ମଧ୍ୟରେ ରାଲି କରିବା ଆରମ୍ଭ କରି ଦେଇଛନ୍ତି।…
ଇନ୍ଷ୍ଟାଗ୍ରାମ ବାୟୋ ପରିବର୍ତ୍ତନ କଲେ ଦୀପିକା, ପୋଷ୍ଟରେ ଲେଖିଲେ ଏମିତି…
ମୁମ୍ବାଇ: ନିକଟରେ ବଲିଉଡ୍ ଅଭିନେତ୍ରୀ ଦୀପିକା ପାଦୁକୋନଙ୍କୁ ଡାକ୍ତରଖାନାରୁ ଡିସ୍ଚାର୍ଜ କରାଯାଇଛି। ସେପ୍ଟେମ୍ବର ୮ରେ ଦୀପିକା ଏକ କନ୍ୟା ସନ୍ତାନକୁ ଜନ୍ମ ଦେଇଥିଲେ, ଯାହା ବିଷୟରେ ରଣବୀର ସିଂ ଇନ୍ଷ୍ଟାଗ୍ରାମରେ ଦେଇଥିଲେ। ଡାକ୍ତରଖାନାରୁ ଡିସ୍ଚାର୍ଜ ହେବା ପୂର୍ବରୁ ଦୀପିକା ତାଙ୍କ ଇନ୍ଷ୍ଟାଗ୍ରାମ…
ଏତେ ବଡ଼ ସୁଟ୍ ! ତିଆରି କରିବା ପାଇଁ ଲାଗିଥିଲା…
ସୁଟ୍ ପିନ୍ଧିବାକୁ ପ୍ରାୟ ସବୁ ପୁରୁଷଙ୍କୁ ଭଲ ଲାଗେ। ଏହା ଜେଣ୍ଟଲ ଓ ହାଣ୍ଡସମ୍ ଲୁକ ଦେଇଥାଏ। ଅଫିସ୍ ପାଇଁ ସୁଟ୍ ସବୁଠୁ ବେଷ୍ଟ ଅପ୍ସନ। ତେବେ ୨୦୧୨ ମସିହା, ଚାଇନାରେ ଏମିତି ଏକ ସୁଟ୍ ତିଆରି କରାଯାଇଥିଲା, ଯାହା ଭିତରେ…
ମୁଖ୍ୟମନ୍ତ୍ରୀଙ୍କ ସୁରକ୍ଷାରେ ତ୍ରୁଟି! ଦେଖନ୍ତୁ ଭିଡିଓ
ବେଙ୍ଗାଲୁରୁ,୧୫।୯: କର୍ନାଟକ ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟାଙ୍କ ସୁରକ୍ଷା ରେ ରବିବାର ଏକ ବଡ ଧରଣର ତ୍ରୁଟି ପରିଲକ୍ଷିତ ହୋଇଛି। ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟକ୍ରମ ମଝିରେ ଜଣେ ବ୍ୟକ୍ତି ମଞ୍ଚ ଉପରକୁ ଦୌଡି ଯାଇଥିଲେ। ପ୍ରଥମେ ଅଜ୍ଞାତ ବ୍ୟକ୍ତିଙ୍କ ଏହି କାର୍ଯ୍ୟ ହେତୁ ସେଠାରେ କେହି…
ଲକ୍ଷ୍ୟ ରଖିଛନ୍ତି କି ? କାହିଁକି ଗ୍ୟାସ୍ ଚୁଲାନୀଳ ଜଳେ….
ଯେବେ ଦିଆସିଲି ଜଳାଯାଏ ତାହାର ଶିଖା ହଳଦିଆ ରଙ୍ଗର ହୋଇଥାଏ। କିନ୍ତୁ ଗ୍ୟାସ୍ର ଚୁଲା ଜଳାଗଲେ ତା’ର ଅଗ୍ନି ଶିଖା ନୀଳ ରଙ୍ଗର ଦେଖାଯାଏ। ହେଲେ ଏମିତି କାହିଁକି ହୁଏ କେବେ ଭାବିଛନ୍ତି? ଜାଣନ୍ତୁ ଏହାର କାରଣ.. ପ୍ରଥମେ ଜାଣିବା ଅଗ୍ନିଶିଖା…
ଏସିଆ ମହାଦେଶର ଦୀର୍ଘତମ ନଦୀବନ୍ଧ…
ଏସିଆ ମହାଦେଶର ଦୀର୍ଘତମ ନଦୀବନ୍ଧ ହେଉଛି ହୀରାକୁଦ। ଏହାର ପ୍ରାକୃତିକ ଦୃଶ୍ୟରାଜି ପର୍ଯ୍ୟଟକଙ୍କୁ ଭାବବିହ୍ବଳ କରିଦେଇଥାଏ। ଭୁବନେଶ୍ୱରରୁ ୨୮୦ କି.ମି. ଦୂର ହୋଇଥିବା ବେଳେ ସମ୍ବଲପୁରରୁ ୧୭ କିଲୋମିଟର। ଏଠାକୁ ଟ୍ରେନ୍ ଓ ବସ୍ ସୁବିଧା ରହିଥିବାବେଳେ ସେଠାରୁ ସିଟିବସ୍, କାର,…
ବୋଉର ପଣତକାନିରେ ପ୍ରଥମ ରୋଜଗାର
ମୋର ଜନ୍ମ ନୟାଗଡ଼ ଜିଲା ଓଡଗାଁ ବ୍ଲକ ଅନ୍ତର୍ଗତ କୁରାଳ ଗ୍ରାମରେ। ନନା ଆର୍ତ୍ତବନ୍ଧୁ ମିଶ୍ର ଓ ବୋଉ ଶୈଳବାଳା ମିଶ୍ର। ତିନିଭାଇଙ୍କ ମଧ୍ୟରେ ମୁଁ ହେଲି ମଝିଆ। ତା’ସହିତ ଆମର ଗୋଟିଏ ବୋଲି ଭଉଣୀ। ମଧ୍ୟବିତ୍ତ ପରିବାରର ଆର୍ଥିକ ଅବସ୍ଥା…
ସୁଭଦ୍ରା ଯୋଜନାର ସଚେତନ ପାଇଁ ବିଶାଳ ଶୋଭାଯାତ୍ରା
କର୍ଲାମୁଣ୍ଡା,୧୫ା୯(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ପ୍ରଶାସନ ତଥା ମିଶନ ଶକ୍ତି ପକ୍ଷରୁ ସୁଭଦ୍ରା ଯୋଜନାର ସଚେତନ ପାଇଁ ବିଶାଳ ଶୋଭାଯାତ୍ରା ରବିବାର ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ବିଡିଓ ମଣ୍ଟୁ ଖମାରୀ, ସିଡିପିଓ କଳ୍ପଳତା ତ୍ରିପାଠୀ, ମିଶନ…
ମୁଖ ଦୁର୍ଗନ୍ଧ ହେଉଛି କି?
ଅନେକଙ୍କଠାରେ ମୁଖରୁ ଦୁର୍ଗନ୍ଧ ବାହାରିବା ସମସ୍ୟା ଦେଖାଯାଇଥାଏ। ବେଳେବେଳେ ଏହି ସମସ୍ୟା ସେମାନଙ୍କୁ ଅନେକ ଅସୁବିଧାରେ ପକାଇଥାଏ। କାହା ସହ କଥା ହେଲାବେଳେ ସେମାନଙ୍କୁ ବେଶ୍ ସାବଧାନତାର ସହ ଟିକେ ଦୂରେଇକି କଥା ହେବାକୁ ହୋଇଥାଏ; ଯେମିତିକି ସମ୍ମୁଖରେ ଥିବା ଲୋକ…
ବଢୁଛି ଜଳକା, ବନ୍ୟା ଆଶଙ୍କା
ବାଲେଶ୍ୱର, ୧୫।୯(ବାଞ୍ଛାନିଧି ଦେ ): ବାଲେଶ୍ୱର ଜିଲା ବସ୍ତା ବ୍ଲକ ଦେଇ ପ୍ରବାହିତ ଜଳକା ନଦୀର ଜଳସ୍ତର ବୃଦ୍ଧି ପାଇବାରେ ଲାଗିଛି । ମଥାନୀ ଠାରେ ନଦୀର ସତର୍କ ସଙ୍କେତ ୬ ମିଟର ରହିଥିବା ବେଳେ ରବିବାର ସକାଳ ୬ ଟା…
Archives


