ଜିରୋ ନାଇଟ ସେଲିବ୍ରେଶନ ବେଳେ ବୁଲିଲା ଖଣ୍ଡା, ୨ ଗୁରୁତର
ବଲାଙ୍ଗୀର, ୧।୧(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ସହର ତୁଳସୀନଗରପଡାରେ ଜିରୋ ନାଇଟ ସେଲିବ୍ରେଶନ ସମୟରେ ଖଣ୍ଡାରେ ଆକ୍ରମଣ ହୋଇଛି। ଏଥିରେ ଦୁଇଜଣ ଗୁରୁତର ଆହତ ହୋଇଛନ୍ତି। ଆକ୍ରମଣକାରୀ ଦୁଇ ଯୁବକ ଫେରାର ହୋଇଯାଇଛନ୍ତି। ଡିସେମ୍ବର ୩୧ ତାରିଖ ଜିରୋ ନାଇଟ ସେଲିବ୍ରେଶନ…
ଲକ୍ଷେ ଚେଷ୍ଟା କରିକି ବି ହାସିନାଙ୍କୁ ଅଟକାଇ ପାରିଲେନି ୟୁନୁସ୍, ବଡ଼ ଗେମ୍ ଖେଳିଲେ…
ଢାକା,୧।୧: ଗତ ବର୍ଷ ଅଗଷ୍ଟରେ ସରକାରୀ ବିରୋଧୀ ଆନ୍ଦୋଳନ ମଧ୍ୟରେ ଶେଖ ହାସିନା ବାଂଲାଦେଶ ଛାଡି ପଳାଇବା ପରେ ଲାଗୁଛି ଯେମିତି ତାଙ୍କର ରାଜନୈତିକ କ୍ୟାରିୟର ଶେଷ ହୋଇଛି। ଦେଶରେ ମହମ୍ମଦ ୟୁନୁସ୍ଙ୍କ ମଧ୍ୟବର୍ତ୍ତୀକାଳୀନ ସରକାର କ୍ଷମତାକୁ ଆସିଥିଲେ। ମହମ୍ମଦ ୟୁନୁସଙ୍କ…
ଭାରତର ପରାଜୟ ପରେ ଫିଟିଲା ଗୁମର: ଗମ୍ଭୀରଙ୍କ କଥା ଣୁଣି ନ ଥିଲେ ଚୟନକର୍ତ୍ତା
ନୂଆଦିଲ୍ଲୀ,୧।୧: ଭାରତୀୟ କ୍ରିକେଟ ଦଳର ମୁଖ୍ୟ କୋଚ ଗୌତମ ଗମ୍ଭୀରଙ୍କ ମତ ଚୟନକର୍ତ୍ତାଙ୍କ ଶୁଣିନାହାନ୍ତି। ଚୟନକର୍ତ୍ତାମାନେ ବର୍ଡର-ଗାଭାସ୍କର ଟ୍ରଫି ୨୦୨୪-୨୫ ପାଇଁ ଅଧିକାଂଶ ଯୁବ ଖେଳାଳିଙ୍କ ଉପରେ ବିଶ୍ୱାସ ପ୍ରକଟ କରିଥିଲେ। ବ୍ୟାଟ୍ସମ୍ୟାନ ଚେତେଶ୍ୱର ପୂଜାରାଙ୍କ ସମେତ ଅନେକ ଅଭିଜ୍ଞ ଖେଳାଳିଙ୍କ…
ଦେଶବାସୀଙ୍କୁ ନୂତନ ବର୍ଷର ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ
ନୂଆଦିଲ୍ଲୀ,୧।୧: ନୂତନ ବର୍ଷ ୨୦୨୫ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ପ୍ରଧାନମନ୍ତ୍ରୀ ଟୁଇଟ କରି କହିଛନ୍ତି, ଏହି ବର୍ଷ ସମସ୍ତଙ୍କ ପାଇଁ ନୂତନ ସୁଯୋଗ, ସଫଳତା ଏବଂ ଅସୀମ ସୁଖ ଆଣିଦେଉ। ସମସ୍ତଙ୍କୁ ଉତ୍ତମ ସ୍ବାସ୍ଥ୍ୟ ଏବଂ…
ଓଡ଼ିଶା ଫେରିଲା ଜିନତ୍ : ମଧ୍ୟ ରାତିରେ ଆସିଲା
ବାରିପଦା,୧।୧: ମଧ୍ୟରାତ୍ରିରେ ବାଘୁଣୀ ଜିନତ୍ ଓଡ଼ିଶା ଫେରିଛି। ପ୍ରାୟ ୪୮ ଘଣ୍ଟାଯାଏ କୋଲକାତାସ୍ଥିତ ଆଲିପୁର ପ୍ରାଣୀ ଉଦ୍ୟାନରେ ରହିଲା ଭିତରେ ତାର ସମସ୍ତ ପ୍ରକାର ସ୍ବାସ୍ଥ୍ୟଜନିତ ପରୀକ୍ଷାନିରୀକ୍ଷା ସରିବା ପରେ ଜିନତ୍କୁ ଶିମିଳିପାଳ ଅଣାଯାଇଛି। ଏ ନେଇ ବନ ବିଭାଗ ପକ୍ଷରୁ…
ନୂଆବର୍ଷରେ ନାଲିଆଖି ଦେଖାଇଲେ ଟ୍ରୁଡୋ: ଇସାରାରେ କହିଦେଲେ ଏମତି…
ଓଟାଓ୍ବା,୧।୧:ସମଗ୍ର ବିଶ୍ୱରେ ନୂଆ ବର୍ଷ ପାଳନ କରାଯାଉଛି। କାନାଡାର ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋ ମଧ୍ୟ ଦେଶର ନାଗରିକମାନଙ୍କୁ ନୂତନ ବର୍ଷର ଶୁଭେଚ୍ଛା ଜଣାଇଛନ୍ତି। ତେବେ ଟ୍ରୁଡୋ ତାଙ୍କ ଟୁଇଟ୍ରେ ଆମେରିକାର ନୂତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଟାର୍ଗେଟ କରିଛନ୍ତି। ବାସ୍ତବରେ ଟ୍ରମ୍ପ…
ନୂଆବର୍ଷରେ ଧମକ ଦେଲା ଚାଇନା:ଆମକୁ କେହି…
ବେଜିଂ,୧।୧: ସମଗ୍ର ବିଶ୍ୱରେ ନୂତନ ବର୍ଷ ଉତ୍ସବରେ ସମସ୍ତେ ଶାନ୍ତି ପାଇଁ ପ୍ରାର୍ଥନା କରୁଥିବାବେଳେ ଚାଇନା ନୂଆବର୍ଷରେ ଧମକ ଦେବା ବନ୍ଦ କରୁନାହିଁ। ଚାଇନାର ରାଷ୍ଟ୍ରପତି ସି ଜିନପିଙ୍ଗ ତାଙ୍କ ନୂଆ ବର୍ଷର ବାର୍ତ୍ତାରେ ତାଇୱାନ ବିଷୟରେ ଏକ ବଡ଼ ବିବୃତ୍ତି…
ନବବର୍ଷ ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ, କହିଲେ ମହାପ୍ରଭୁଙ୍କ କୃପାରୁ…
ଭୁବନେଶ୍ୱର,୧।୧: ମୁଖ୍ୟମନ୍ତ୍ରୀ ମୋହନ ମାଝି ଇଂରାଜି ନବ ବର୍ଷ ଶୁଭେଚ୍ଛା ଜଣାଇଛନ୍ତି। ଏନେଇ ସେ ସୋସିଆଲ ମିଡିଆ ‘ଏକ୍ସ’ରେ ପୋଷ୍ଟ କରି ଲେଖିଛନ୍ତି, ନୂତନ ନବବର୍ଷ ଅବସରରେ ଓଡ଼ିଆ ଭାଇଭଉଣୀଙ୍କୁ ମୋର ଶୁଭେଚ୍ଛା। ମହାପ୍ରଭୁଙ୍କ କୃପାରୁ ନବବର୍ଷ ସମସ୍ତଙ୍କ ପାଇଁ ମଙ୍ଗଳମୟ…
ଚାଷୀଙ୍କ ସମସ୍ୟାକୁ ନେଇ ଏମିତି କହିଦେଲେ ନବୀନ
ପଟ୍ଟାମୁଣ୍ଡାଇ, ୧ା୧(କଳ୍ପତରୁ ନାୟକ):ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ମଙ୍ଗଳବାର ଦିନିକିଆ କେନ୍ଦ୍ରାପଡ଼ା ଜିଲା ଗସ୍ତରେ ଆସି ଅଦିନିଆ ବର୍ଷା ଯୋଗୁ ହୋଇଥିବା ଫସଲ କ୍ଷୟକ୍ଷତିର ସମୀକ୍ଷା କରିଛନ୍ତି। ରାଜନଗର ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ପଟ୍ଟାମୁଣ୍ଡାଇ ଶ୍ୟାମସୁନ୍ଦରପୁର ଏକ…
ସ୍ମାର୍ଟଫୋନ ୟୁସର୍ଜଙ୍କୁ ଝଟକା: ଆଜିଠାରୁ ଚାଲିବନି ହ୍ବାଟସ୍ ଆପ, ଜାଣନ୍ତୁ କାରଣ…
ନୂଆଦିଲ୍ଲୀ,୧।୧: ନୂଆ ବର୍ଷ ଆରମ୍ଭ ହୋଇଛି। ବର୍ଷ ବଦଳିବା ସହିତ ଅନେକ ନିୟମ ମଧ୍ୟ ବଦଳି ଯାଇଛି । ଏହି ନିୟମଗୁଡିକ ମଧ୍ୟରୁ କିଛି ଅଛି ଯାହା ପ୍ରତିବର୍ଷ ବଦଳିଥାଏ। ଏହିପରି ଗୋଟିଏ ନିୟମ ହ୍ବାଟସ୍ ଆପ ସହିତ ଜଡିତ ।…
ତୃତୀୟ ବିବାହକୁ ନେଇ ମୁହଁ ଖୋଲିଲେ ଶ୍ୱେତା ତିଓ୍ବାରୀ
ମୁମ୍ବାଇ: ଅଭିନେତା ବିଶାଲ ଆଦିତ୍ୟ ସିଂଙ୍କ ସହ ଅଭିନେତ୍ରୀ ଶ୍ୱେତା ତିୱାରୀଙ୍କର କିଛି ଫଟୋ ଭାଇରାଲ ହେବାରେ ଲାଗିଛି। ଶ୍ୱେତା ବିଶାଲଙ୍କୁ ପ୍ରେମ କରୁଛନ୍ତି ଏବଂ ଖୁବ୍ଶୀଘ୍ର ସେ ବିଶାଲଙ୍କ ସହ ତୃତୀୟ ବିବାହ କରିବେ ବୋଲି ସୋସିଆଲ ମିଡିଆରେ ଆଲୋଚନା…
ଚାଷୀଙ୍କ ଧାରଣାକୁ ପ୍ରଶାସନର ଅଣଦେଖା
ବରଗଡ଼,୧।୧(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲାରେ ଖରିଫ ଧାନ ସଂଗ୍ରହ ପ୍ରକ୍ରିୟାରେ ଅବ୍ୟବସ୍ଥା ଲାଗି ରହିଛି। ଜିଲାର ବିଭିନ୍ନ ମଣ୍ଡିକୁ ଚାଷୀମାନେ ଧାନ ଆଣୁଛନ୍ତି। କିନ୍ତୁ ଉକ୍ତ ଧାନକୁ ଠିକ୍ ଭାବେ ଉଠାଯାଉ ନ ଥିବା ସେମାନେ ଅଭିଯୋଗ କରିଛନ୍ତି। ମିଲର୍ସଙ୍କ ଟ୍ୟାଗ୍ (ଆଲଟମେଣ୍ଟ)…
Archives


