ବୀଭତ୍ସ ହତ୍ୟା: ଗାଁ ଦାଣ୍ଡରେ ଯୁବକଙ୍କୁ ହାଣିଲେ, ପଣାଖୁଣ୍ଟିରେ ବଳିଦେଲେ ପିଶାଚ ଯୁବକ
ପରଜଙ୍ଗ,୧ା୧(ନିଗମାନନ୍ଦ ଦଳବେହେରା): ଢେଙ୍କାନାଳ ଜିଲା ପରଜଙ୍ଗ ଥାନା ବସୋଇ ଗାଁରେ ବୀଭତ୍ସ ହତ୍ୟାକାଣ୍ଡ। ଗାଁ ଦାଣ୍ଡରେ ଯୁବକଙ୍କୁ ଖଣ୍ଡାରେ ହାଣି ଗାଁ ଚୌପାଢ଼ିରେ ଥିବା ଠାକୁରାଣୀଙ୍କ ପଣାଖୁଣ୍ଟିରେ ବଳି ଦେଇଛନ୍ତି ପିଶାଚ ଯୁବକ। ମୃତ ଯୁବକ ଜଣଙ୍କ ବସୋଇ ଗାଁର ରାକେଶ…
କଣ୍ଡୋମଠାରୁ ଆରମ୍ଭ କରି ଅଙ୍ଗୁରୁ ପର୍ଯ୍ୟନ୍ତ, ନୂଆବର୍ଷ ରାତିରେ ସର୍ବାଧିକ ଏହି ଜିନିଷ ଅର୍ଡର କଲେ ଭାରତୀୟ
ନୂଆଦିଲ୍ଲୀ,୧।୧: ଅଧିକାଂଶ ଭାରତୀୟ ୨୦୨୪ ବର୍ଷ ଶେଷ ରାତିରେ ୨୦୨୫ କୁ ସମ୍ପୂର୍ଣ୍ଣ ଉତ୍ସାହ ଏବଂ ଉଦ୍ଦୀପନାର ସହିତ ସ୍ୱାଗତ କରିଥିଲେ। ବର୍ତ୍ତମାନ ଭାରତୀୟଙ୍କ ଅନଲାଇନ୍ ସପିଂ ବିଷୟରେ ଏକ ରୋଚକ ଖୁଲାସା କରାଯାଇଛି। ଭାରତର ଦୁଇଟି ପ୍ରମୁଖ କୁଇକ୍ କମର୍ସ…
ଭାରତ ସହିତ ଯୁଦ୍ଧ ହେଲେ କେତେଯାଏ ତିଷ୍ଠି ପାରିବ ତାଲିବାନ, ଜାଣନ୍ତୁ…
ନୂଆଦିଲ୍ଲୀ,୧।୧: ପାକିସ୍ତାନ ଓ ଆଫଗାନିସ୍ତାନ ମଧ୍ୟରେ ତିକ୍ତତା ଜାରି ରହିଛି। ଏହାରି ଭିତରେ ତେହେରିକ-ଇ-ତାଲିବାନ ପାକିସ୍ତାନର ଆତଙ୍କବାଦୀମାନେ ଖାଇବର ପଖତୁନଖାରେ ବାଜୋର ଜିଲାର ସାଲାରଜାଇ ଅଞ୍ଚଳରେ ଏକ ପାକିସ୍ତାନୀ ସାମରିକ ଶିବିରକୁ କାବୁ କରିଛନ୍ତି। କିନ୍ତୁ ଆପଣ କେବେ ଭାବିଛନ୍ତି କି…
ନୂଆବର୍ଷରେ ଭାଜପାକୁ ନେଇ ଏମିତି କହିଲେ ମନମୋହନ
ଭୁବନେଶ୍ୱର,୧।୧: ଭାଜପାକୁ ନେଇ ଲୋକଙ୍କ ବିଶ୍ୱାସ ଭରଷା ବଢ଼ିଛି। ଆଗାମୀ ପଞ୍ଚାୟତ ନିର୍ବାଚନରେ ଭାଜପା ଯଶସ୍ବୀ ହେବ ବୋଲି ଭାଜପା ସଭାପତି ମନମୋହନ ସାମଲ ନୂଆବର୍ଷରେ କହଛନ୍ତି। ଓଡ଼ିଶାରେ ଭାଜପା ଅଦ୍ବିତୀୟ ସଂଗଠନ ହୋଇ ଛିଡ଼ା ହେବ। ଆଗକୁ ଆହୁରି ଶକ୍ତିଶାଳୀ…
ବାଲିଗୁଡ଼ା ଆଇଟିଡିଏ ପ୍ରକଳ୍ପ ପ୍ରଶାସକ ଭାବେ କାର୍ଯ୍ୟରେ ଯୋଗଦେଲେ ଗଦାଧର ପାତ୍ର, କହିଲେ ଜନଜାତି…
ଦାରିଙ୍ଗବାଡ଼ି,୧ା୧(ଅରୁଣ ସାହୁ): କନ୍ଧମାଳ ଜିଲା ବାଲିଗୁଡ଼ା ସମନ୍ବିତ ଆଦିବାସୀ ଉନ୍ନୟନ ସଂସ୍ଥା (ଆଇଟିଡିଏ)ର ନୂଆ ପ୍ରକଳ୍ପ ପ୍ରଶାସକ ଭାବେ ଗଦାଧର ପାତ୍ର ନୂତନ ବର୍ଷ ବୁଧବାରରେ କାର୍ଯ୍ୟରେ ଯୋଗଦାନ କରିଛନ୍ତି। ସେ ରାଜ୍ୟ ସରକାରଙ୍କ ସାଧାରଣ ପ୍ରଶାସନ ବିଭାଗର ନିର୍ଦ୍ଦେଶ ପ୍ରକାରେ…
୨୦୨୪ରେ ରାଜଧାନୀରେ ଘଟିଛି ୬୬ ହତ୍ୟାକାଣ୍ଡ
ଭୁବନେଶ୍ୱର,୧ା୧: କମିଶନରେଟ ପୋଲିସର ବାର୍ଷିକ ଅପରାଧିକ ରିପୋର୍ଟ ବୁଧବାର ସାମ୍ନାକୁ ଆସିଛି। ୨୦୨୩ରେ ଭୁବନେଶ୍ୱର ୟୁପିଡିରେ ୧୧ ହଜାର ୯୭୫ ମାମଲା ରୁଜୁ ହୋଇଥିବାବେଳେ ୨୦୨୪ରେ ୧୪ ହଜାର ୪୧୬ ମାମଲା ରୁଜୁ ହୋଇଛି। ଭୁବନେଶ୍ୱରରେ ୨୦୨୩ରେ ୫୨ ମର୍ଡର, ୨୦୨୪ରେ…
ବର୍ଷର ପ୍ରଥମ ଦିନରେ କୃଷକଙ୍କ ପାଇଁ ବଡ଼ ଘୋଷଣା କଲେ ପ୍ରଧାନମନ୍ତ୍ରୀ ମୋଦି
ନୂଆଦିଲ୍ଲୀ,୧।୧: ନୂତନ ବର୍ଷର ପ୍ରଥମ କ୍ୟାବିନେଟ ବୈଠକରେ ଚାଷୀଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବକୁ ଅନୁମୋଦନ କରାଯାଇଛି। ଏଥିରେ ଡିଏପି ସାର ଉତ୍ପାଦନ କରୁଥିବା କମ୍ପାନୀଗୁଡିକ ପାଇଁ ସରକାର ଏକ ସ୍ବତନ୍ତ୍ର ପ୍ୟାକେଜ ଅନୁମୋଦନ କରିଛନ୍ତି। ଏହା ସହିତ ଚାଷୀଙ୍କୁ ଡିଏପିସ୍ ପାଇଁ…
ଖାଦ୍ୟ ଯୋଗାଣ ମନ୍ତ୍ରୀଙ୍କ ବଡ଼ ସୂଚନା: ଏହି ତାରିଖ ସୁଦ୍ଧା ସରିବ E-KYC
ଭୁବନେଶ୍ୱର,୧ା୧: ରାଜ୍ୟ ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ଇ-କଓ୍ବୋଇସିକୁ ନେଇ ନୂଆବର୍ଷରେ ବଡ଼ ସୂଚନା ଦେଇଛନ୍ତି। ସେ କହିଛନ୍ତି, ଆସନ୍ତା ୧୫ ତାରିଖ ସୁଦ୍ଧା ଇ-କଓ୍ବୋଇସି ପ୍ରକ୍ରିୟା ସରିବ। ଏଥିପାଇଁ ବାହାର ରାଜ୍ୟକୁ ଅଧିକାରୀମାନେ ଯିବେ। ନିକଟରେ ଗୋଆକୁ ଯାଇ…
ନୂଆବର୍ଷରେ ଯାତ୍ରୀଙ୍କୁ ବଡ଼ ଉପହାର ଦେଲା ଏୟାର ଇଣ୍ଡିଆ: ଏଣିକି ମାଗଣାରେ ହେବ…
ନୂଆଦିଲ୍ଲୀ,୧।୧: ନୂଆବର୍ଷ ଅବସରରେ ଏୟାର ଇଣ୍ଡିଆ ଯାତ୍ରୀମାନଙ୍କୁ ଏକ ବଡ ଉପହାର ଦେଇଛି। ଘରୋଇ ବିମାନରେ ୱାଇ-ଫାଇ ଇଣ୍ଟରନେଟ ପ୍ରବର୍ତ୍ତନ କରିଥିବା ଏୟାର ଇଣ୍ଡିଆ ପ୍ରଥମ ଭାରତୀୟ ବିମାନ କମ୍ପାନୀ ହୋଇପାରିଛି। ଏୟାର ଇଣ୍ଡିଆ ଦ୍ୱାରା ଜାରି ଏକ ପ୍ରେସ ବିଜ୍ଞପ୍ତିରେ…
ନୂଆବର୍ଷରେ ବାବା ଆଖଣ୍ଡଳମଣିକୁ ଦର୍ଶନ କଲେ ଶ୍ରଦ୍ଧାଳୁ
ଧୂଷୁରୀ,୧ା୧(ଦୀପ୍ତିରଞ୍ଜନ ନାୟକ): ଭଦ୍ରକ ଜିଲାର ପ୍ରସିଦ୍ଧ ଶୈବପୀଠ ଆରଡ଼ିରେ ନୂଆବର୍ଷ ଉପଲକ୍ଷେ ଶ୍ରଦ୍ଧାଳୁମାନଙ୍କର ଭିଡ଼ ପରିଲକ୍ଷିତ ହୋଇଥିଲା। ଭୋର୍ ୪.୩୦ରେ ମନ୍ଦିର ପହଡ଼ ଖୋଲିବା ପରେ ପ୍ରଭୁଙ୍କ ପାଖରେ ମଙ୍ଗଳ ଆଳତି କରାଯାଇଥିଲା। ପରେ ବାଲ୍ୟଭୋଗ ସହ ଘର୍ଷଣ ଲାଗି ହୋଇଥିଲା।…
ଆସନ୍ତା ଫେବୃଆରୀରୁ ଓଡ଼ିଶାରେ ଆରମ୍ଭ ହେବ ଆୟୁଷ୍ମାନ ଭାରତ ଯୋଜନା
ଭୁବନେଶ୍ୱର,୧।୧: ଓଡ଼ିଶାରେ ଆସନ୍ତା ଫେବୃଆରୀ ମାସରୁ ଲାଗୁ ହେବାକୁ ଯାଉଛି ଆୟୁଷ୍ମାନ ଭାରତ ଯୋଜନା। ଏଥିରେ ମହିଳାଙ୍କ ପାଇଁ ୧୦ ଓ ପୁରୁଷଙ୍କ ପାଇଁ ୫ ଲକ୍ଷ ଟଙ୍କାର ସ୍ୱାସ୍ଥ୍ୟ ବୀମା ସୁବିଧା କରାଯାଇଛି। ସ୍ଵାଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ ସୂଚନା ଦେଇଛନ୍ତି…
୨୦୨୪ର ସର୍ବଶ୍ରେଷ୍ଠ ଟେଷ୍ଟ-୧୧ ଘୋଷଣା: ଦଳରେ ସ୍ଥାନ ପାଇଲେ ଭାରତର ୨ ଖେଳାଳି
ନୂଆଦିଲ୍ଲୀ,୧।୧: ୨୦୨୪ର ସର୍ବଶ୍ରେଷ୍ଠ ଟେଷ୍ଟ ଦଳ ଘୋଷଣା କରାଯାଇଛି। ଏହି ଦଳରେ ଅଷ୍ଟ୍ରେଲୀୟ ଅଧିନାୟକ ପ୍ୟାଟ କମିନ୍ସ ଏବଂ ବିସ୍ଫୋରକ ବ୍ୟାଟ୍ସମ୍ୟାନ ଟ୍ରାଭିସ ହେଡ ସ୍ଥାନ ପାଇ ନାହାଁନ୍ତି। ଏହି ଦଳର ଅଧିନାୟକ ଭାବେ ଭାରତର ତାରକା ଦ୍ରୁତ ବୋଲର ଜସପ୍ରୀତ…
Archives


