Home Left

ମାର୍କେଟ୍‌ କମ୍ପ୍ଲେକ୍ସ ନିର୍ମାଣ ପାଇଁ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ନିକଟରେ ଦାବି

କେସିଙ୍ଗା,୧୦ା୫(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ଏନ୍‌ଏସିସ୍ଥିତ ଓ୍ବାର୍ଡ ନଂ.୯ ନିକଟସ୍ଥ ତହସିଲ କାର୍ଯ୍ୟାଳୟ ରାସ୍ତାର ଉଭୟ ପାଶର୍‌ବରେ ନୂତନ ମାର୍କେଟ କମ୍ପ୍ଲେକ୍ସ ନିର୍ମାଣ ପାଇଁ ଓ୍ବାର୍ଡବାସୀ କାର୍ଯ୍ୟ ନିର୍ବାହୀ ଅଧିକାରୀଙ୍କ ନିକଟରେ ଦାବିପତ୍ର ପ୍ରଦାନ କରିଛନ୍ତି। କେସିଙ୍ଗା ଏନ୍‌ଏସି ଓ୍ବାର୍ଡ…

ପରମାଣୁ ଆକ୍ରମଣ ପରେ ତୁରନ୍ତ ବର୍ଷା ହୁଏ କାହିଁକି? ପ୍ରତ୍ୟେକ ବୁନ୍ଦା ହୋଇଥାଏ ବିଷ ସମାନ

ନୂଆଦିଲ୍ଲୀ,୧୦।୫: ଭାରତ ଏବଂ ପାକିସ୍ତାନ ମଧ୍ୟରେ ପରିସ୍ଥିତି ଗମ୍ଭୀର ହେବାରେ ଲାଗିଛି। ପହଲଗାମ୍‌ ଆକ୍ରମଣର ପ୍ରତିଶୋଧ ନେବା ପାଇଁ ଭାରତ ପାକିସ୍ତାନ ବିରୋଧରେ ଅପରେଶନ ସିନ୍ଦୂର କରିଥିଲା। ପ୍ରତିବଦଳରେ ପାକିସ୍ତାନ ଭାରତ ଉପରେ ଅନେକ ଡ୍ରୋନ ଆକ୍ରମଣ କରିଥିଲା, ଯାହାକୁ ଭାରତୀୟ…

ସମୁଦ୍ରରେ ମତ୍ସ୍ୟଜୀବୀଙ୍କ ଜାଲରେ ପଡ଼ିଲା ଡ୍ରୋନ୍‌

ମହାକାଳପଡ଼ା,୧୦ା୫(ପ୍ରତାପ ଚନ୍ଦ୍ର ସ୍ବାଇଁ): ଭାରତ- ପାକ୍‌ ଉତ୍ତେଜନା ପରିପ୍ରେକ୍ଷୀରେ ଦେଶ ସାରା ସମ୍ବେଦନଶୀଳ ଅଞ୍ଚଳରେ ହାଇ ଆଲର୍ଟ ଜାରି କରାଯାଇଛି। ହେଲେ ଶୁକ୍ରବାର ଅପରାହ୍ନରେ ବଙ୍ଗୋପସାଗର କୂଳରେ କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଅଧୀନ ସୁନିତି ଗୋଚ୍ଛାୟତପଡ଼ାର ମତ୍ସ୍ୟଜୀବୀ ଶ୍ରୀମନ୍ତ ଗୋଚ୍ଛାୟତ(୪୦)…

ତୁରନ୍ତ ଯୁଦ୍ଧ ବନ୍ଦ ପାଇଁ ଟ୍ରମ୍ପ୍‌ଙ୍କ ପରାମର୍ଶ: ଭାରତର କୂଟନୈତିକ ପ୍ରସ୍ତୁତି ଜୋର୍‌ଦାର

ଓ୍ବାଶିଂଟନ୍‌/ନୂଆଦିଲ୍ଲୀ/ଇସ୍‌ଲାମାବାଦ,୧୦ା୫:ଭାରତ-ପାକିସ୍ତାନ ମଧ୍ୟରେ ୩ ଦିନ ଧରି ଯୁଦ୍ଧ ସ୍ଥିତି ଲାଗିରହିଥିବାବେଳେ ଦୁଇ ପଡ଼ୋଶୀ ତୁରନ୍ତ ଉତ୍ତେଜନା ହ୍ରାସ ପାଇଁ ପଦକ୍ଷେପ ନିଅନ୍ତୁ ବୋଲି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ଶୁକ୍ରବାର ରାତିରେ ଓଭାଲ ଅଫିସ୍‌ରୁ ପରାମର୍ଶ ଦେଇଛନ୍ତି। ଯଥାଶୀଘ୍ର ସମ୍ଭବ ଯୁଦ୍ଧ…

କେନ୍ଦ୍ର ସରକାରଙ୍କ ବଡ଼ ନିଷ୍ପତ୍ତି: ମେ’ ୧୫ ଯାଏ ବନ୍ଦ ରହିବ ୨୪ ବିମାନବନ୍ଦର, ଜାଣନ୍ତୁ…

ନୂଆଦିଲ୍ଲୀ,୧୦।୫: ଭାରତ ଏବଂ ପାକିସ୍ତାନ ମଧ୍ୟରେ ଜାରି ଉତ୍ତେଜନା ଯୋଗୁ କେନ୍ଦ୍ର ସରକାର ମେ’୧୫ ସକାଳ ୫.୨୯ ପର୍ଯ୍ୟନ୍ତ ଦେଶର ୨୪ ବିମାନବନ୍ଦରକୁ ବନ୍ଦ ରଖିବାକୁ ନିଷ୍ପତ୍ତି ନେଇଛନ୍ତି। ଅପରେଶନ ସିନ୍ଦୂର’ ଅନୁଯାୟୀ ଭାରତର ପ୍ରତିଶୋଧମୂଳକ ସାମରିକ କାର୍ଯ୍ୟାନୁଷ୍ଠାନ ଏବଂ ପାକିସ୍ତାନ…

ପାକିସ୍ତାନକୁ ୧ ବିଲିୟନ ଡଲାରର ବେଲଆଉଟ ପ୍ୟାକେଜ ଦେଲା IMF, ଭାରତକୁ ଝଟ୍‌କା

ଇସଲାମବାଦ,୧୦।୫: ଅନ୍ତର୍ଜାତୀୟ ମୁଦ୍ରା ପାଣ୍ଠି (IMF) ପାକିସ୍ତାନକୁ 1 ବିଲିୟନ ଡଲାରର ବେଲଆଉଟ ପ୍ୟାକେଜ ଘୋଷଣା କରିଛି। ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫଙ୍କ କାର୍ଯ୍ୟାଳୟ (ପିଏମଓ) ପକ୍ଷରୁ ଏହା ଘୋଷଣା କରାଯାଇଛି। ଶେହବାଜ ସରିଫଙ୍କ କାର୍ଯ୍ୟାଳୟ କହିଛି ଯେ ଶୁକ୍ରବାର (୯…

ପାକିସ୍ତାନ ସେନାକୁ ପଛଆଡୁ ଆଟାକ୍‌ କଲେ ବେଲୁଚ ବିଦ୍ରୋହୀ, ଏକାଥରେ ମାରିଲେ…

ଇସଲାମବାଦ,୯।୫: ତେହେରିକ-ଏ-ତାଲିବାନ ପାକିସ୍ତାନ (ଟିଟିପି) ପୁଣି ଥରେ ପାକିସ୍ତାନୀ ସେନାକୁ ଟାର୍ଗେଟ କରିଛି। ଟିଟିପି ଏକ ଭିଡିଓ ଜାରି କରିଛି ଯେଉଁଥିରେ ଏହାର ସ୍ନାଇପରମାନେ ଅନେକ ପାକିସ୍ତାନୀ ସୈନିକଙ୍କୁ ଆମ୍ବୁସ କରୁଛନ୍ତି ଏବଂ ଦାବି କରିଛି ଯେ ୧୦ ଜଣ ପାକିସ୍ତାନୀ…

‘ଅପରେଶନ ସିନ୍ଦୂର’ ଫିଲ୍ମ ନେଇ ଘୋଷଣା, ଜାରି ହେଲା ପୋଷ୍ଟର

ମୁମ୍ବାଇ: ‘ଅପରେଶନ ସିନ୍ଦୂର’। ପହଲଗାମରେ ହୋଇଥିବା ବର୍ବୋରଚିତ ଆକ୍ରମଣ ପରେ ପାକିସ୍ତାନକୁ କଡ଼ା ଜବାବ ଦେଉଛି ଭାରତୀୟ ସଶସ୍ତ୍ର ବାହିନୀ। ଏବେ ଏହି ଅପରେଶନ ଉପରେ ଏକ ଚଳଚ୍ଚିତ୍ର ନିର୍ମାଣ ହେବାକୁ ଯାଉଛି। ଏନେଇ ଘୋଷଣା କରାଯାଇଛି। ଭାଇରାଲ ଭୟାନିଙ୍କ ଅନୁଯାୟୀ,…

ବଡ଼ ବହଲେନ ଯାତ୍ରା ପାଳିତ

ଥୁଆମୂଳ ରାମପୁର,୯ା୫(ଦୁର୍ଗା କୀର୍ତ୍ତି)- କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକର ବିରିକୋଟ ଗ୍ରାମ ଓ ଗୋପାଳପୁର ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ପୋଖରୀଗୁଡା ଗ୍ରାମରେ ଆଦିବାସୀଙ୍କ ପାରମ୍ପରିକ ପର୍ବ ବଡ଼ ବହଲେନ ଯାତ୍ରା ପାଳିତ ହୋଇଯାଇଛି। ଗ୍ରାମଦେବୀଙ୍କୁ ପ୍ରସନ୍ନ କଲେ ଗ୍ରାମରୁ ରୋଗ…

ଯୁଦ୍ଧ ଭିତରେ ବଡ଼ ଖବର: ପାକିସ୍ତାନକୁ ଆଇଏମଏଫ ସହାୟତା, ଭୋଟ୍‌ ଦେଲାନି ଭାରତ

ନୂଆଦିଲ୍ଲୀ,୯।୫: ଆନ୍ତର୍ଜାତୀୟ ମୁଦ୍ରା ପାଣ୍ଠି (ଆଇଏମଏଫ)ର ପାକିସ୍ତାନକୁ ୨.୩ ବିଲିୟନ ଡଲାରର ନୂଆ ଋଣ ପ୍ରଦାନ ପ୍ରସ୍ତାବକୁ ବିରୋଧ କରିଛି। ଭାରତ କହିଛି ଯେ, ଏହି ଅର୍ଥ ରାଷ୍ଟ୍ରୀୟ ପୃଷ୍ଠପୋଷଣରେ ସୀମାପାର ଆତଙ୍କବାଦକୁ ଅର୍ଥଯୋଗାଣ କରିବା ପାଇଁ ଅପବ୍ୟବହାର ହୋଇପାରେ। ଏହି…

ରାସ୍ତା ସମସ୍ୟା: ଖଟିଆରେ ୭ କି.ମି. ବୁହାହେଲେ ରୋଗୀ

ଥୁଆମୂଳ ରାମପୁର,୯ା୫ (ଦୁର୍ଗା କୀର୍ତ୍ତି)- ଥୁଆମୂଳ ରାମପୁର ବ୍ଲକ କଳାହାଣ୍ଡି ଜିଲାର ଦୁର୍ଗମ ତଥା ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ ଭାବେ ପରିଚିତ। ଏଠାରେ ଅଧିକାଂଶ ଗ୍ରାମକୁ ସବୁଦିନିଆ ରାସ୍ତା ନାହିଁ। ଫଳରେ ଅନେକ ସମୟରେ ଗର୍ଭବତୀ କିମ୍ବା ଗୁରୁତର ରୋଗୀଙ୍କୁ ଖଟିଆରେ…

ଭାରତ ବିରୋଧରେ ତୁର୍କି ଡ୍ରୋନ୍‌କୁ କାହିଁକି ବ୍ୟବହାର କରୁଛି ପାକିସ୍ତାନ? ଏ ହେଉଛି ପୁରା ପ୍ଲାନ୍‌…

ନୂଆଦିଲ୍ଲୀ,୯।୫: ଏଲ୍‌ଓସିରେ ଉତ୍ତେଜନା ମଧ୍ୟରେ, ପାକିସ୍ତାନ ଭାରତ ବିରୁଦ୍ଧରେ ତୁର୍କୀର ଡ୍ରୋନ ବ୍ୟବହାର କରୁଛି। ଶୁକ୍ରବାର ସାରେ ଅନୁଷ୍ଠିତ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟର ସାମ୍ବାଦିକ ସମ୍ମିଳନୀରେ ଏନେଇ ସୂଚନା ଦିଆଯାଇଛି। ୱିଙ୍ଗ କମାଣ୍ଡର ବ୍ୟୋମିକା ସିଂ କହିଛନ୍ତି ଯେ ପାକିସ୍ତାନ ତୁର୍କୀର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?