ମଣ୍ଡିରେ ମାଣ୍ଡିଆ ବିକନ୍ତୁ ଚାଷୀ
କର୍ଲାମୁଣ୍ଡା୬।୧(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକରେ ଇଣ୍ଡୋ ଗ୍ଲୋବାଲ ସୋସିଆଲ ସର୍ଭିସ ଷୋସାଇଟି ପକ୍ଷରୁ ଓଡ଼ିଶା ସରକାରଙ୍କ ଶ୍ରୀଅନ୍ନ ଅଭିଯାନ ସଚେତନ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି। କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବ୍ଲକ କୃଷି ଅଧିକାରୀ ଜିତେନ୍ଦ୍ର କୁମାର…
୩ ବର୍ଷ ବିତି ଯାଇଥିଲେ ସୁଧା କାର୍ଯ୍ୟ ସିଖିପାରିଲେ ନାହିଁ ପୌରାଧ୍ୟକ୍ଷା: ଅନାସ୍ଥା ପ୍ରସ୍ତାବ ଆଣିଲେ…
ଭୁବନେଶ୍ୱର,୬।୫: ଝାରସୁଗୁଡ଼ା ଜିଲା ବ୍ରଜରାଜନଗର ପୌରାଧ୍ୟକ୍ଷାଙ୍କ ବିରୋଧରେ ସୋମବାର ଅନାସ୍ଥା ପ୍ରସ୍ତାବ ଆଗତ ହୋଇଛି। ବିଜେଡି ପୌରାଧ୍ୟକ୍ଷ ଯାଜ୍ଞସେନୀ ଓରାମଙ୍କ ବିରୋଧରେ ଏହି ଅନାସ୍ଥା ପ୍ରସ୍ତାବ ଆସିଛି। ୨୩ ଜଣଙ୍କ ମଧ୍ୟରୁ ୨୨ କାଉନସିଲର ତାଙ୍କ ନାମରେ ଏହି ଅନାସ୍ଥା ପ୍ରସ୍ଥାବ…
ଓଡ଼ିଶାକୁ ଫେରିଲା ବାର୍ଡ ଫ୍ଲୁ! ଖୋଲା ଖୋଲି ଚାଲିଛି ଚିକେନ୍ ବିକ୍ରି
କୃଷ୍ଣପ୍ରସାଦ,୬।୧ (କୈଳାଶ ଚନ୍ଦ୍ର ପଟ୍ଟନାୟକ): କିଛିଦିନର ବ୍ୟବଧାନ ପରେ ପୁଣି ଓଡିଶାକୁ ଫେରିଛି ବାର୍ଡ ଫ୍ଲୁ। ପୁରୀ ଜିଲା କୃଷ୍ଣପ୍ରସାଦ ଅଞ୍ଚଳର ବିଭିନ୍ନ କୁକୁଡ଼ା ଫର୍ମରେ ଶତାଧିକ ସଂଖ୍ୟାରେ ପକ୍ଷୀ ମଡ଼କ ଆରମ୍ଭ ହୋଇଛି। ସିଆଣ୍ଡି ପଞ୍ଚାୟତର ରତାମାଟି, ବଳରାମପୁରରେ କୁକୁଡ଼ା…
ମହିଳାଙ୍କ ଏହି ୫ ଅଭ୍ୟାସ କରିଦେବ ଘରକୁ ବରବାଦ୍,ଜାଣନ୍ତୁ ଏଭଳି କାହିଁକି କହିଛନ୍ତି ଚାଣକ୍ୟ…
ଚାଣକ୍ୟଙ୍କୁ ଶ୍ରେଷ୍ଠ ବିଦ୍ୱାନ ଭାବେ ଗଣାଯାଏ। ରାଜନୀତିଠାରୁ ଆରମ୍ଭ କରି କୁଟନୀତି ପର୍ଯ୍ୟନ୍ତ ସବୁଥିରେ ସେ ପାରଙ୍ଗମ ଥିଲେ । ଚାଣକ୍ୟ ନିଜର ଅନୁଭବ ଅନୁସାରେ ମନୁଷ୍ୟ ଜୀବନ ସହ ଜଡ଼ିତ କିଛି କଥା ବିଷୟରେ ଉଲ୍ଲେଖ କରିଛନ୍ତି। ସେହି ପ୍ରକାରେ…
କୋଲକାତାରେ ୬ ମାସର ଶିଶୁ HMPV ଆକ୍ରାନ୍ତ
ନୂଆଦିଲ୍ଲୀ,୬।୧: ଚିନ୍ତା ବଢାଇଲାଣି HMPV ମାମଲା। କର୍ନାଟକରୁ ୨ ଏବଂ ଅହମ୍ମଦାବାଦରୁ ଗୋଟିଏ ଆକ୍ରାନ୍ତ ଚିହ୍ନଟ ହେବା ପରେ ଏବେ ଆଉ ଗୋଟେ ମାମଲା ସାମ୍ନାକୁ ଆସିଛି। କୋଲକାତାରେ ୬ ମାସର ଶିଶୁ ଶରୀରରେ HMPV ଚିହ୍ନଟ ହୋଇଛି। ଗତ ନଭେମ୍ବରରେ…
ଭାଜପା ମଣ୍ଡଳ ସଭାପତି ହେଲେ ମିଟୁ ସାହୁ, କହିଲେ ସମସ୍ତଙ୍କୁ ନେଇ ଦଳ ପାଇଁ…
ଦାରିଙ୍ଗବାଡ଼ି,୬ା୧(ଅରୁଣ ସାହୁ): କନ୍ଧମାଳ ଜିଲାର ବିଭିନ୍ନ ମଣ୍ଡଳ ପାଇଁ ସଭାପତି ଚୟନ ହୋଇଯାଇଛି। ଦଳର ରାଜ୍ୟ ନିର୍ବାଚନ ଅଧିକାରୀ ପ୍ରତାପ ଷଡ଼ଙ୍ଗୀ ଏହି ନାମ ତାଲିକା ଘୋଷଣା କରିସାରିଛନ୍ତି। ଏହି ପ୍ରରିପ୍ରେକ୍ଷୀରେ ଦାରିଙ୍ଗବାଡ଼ି ବ୍ଲକର ମଣ୍ଡଳ ସଭାପତି ଭାବେ ମିଟୁ ସାହୁଙ୍କ…
‘ଫେବୃଆରୀ ୧୨ ସୁଦ୍ଧା ହାଜର ହୁଅନ୍ତୁ, ନହେଲେ…’ ଶେଖ ହାସିନାଙ୍କ ଚିନ୍ତା ବଢାଇଲେ ୟୁନୁସ୍, କଲେ ଏମିତି…
ଢାକା,୬।୧: ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ ହାସିନାଙ୍କ ସମସ୍ୟା କମିବାର ନାଁ ଧରୁନାହିଁ। ଦେଶର ଅନ୍ତର୍ଜାତୀୟ ଅପରାଧିକ ଟ୍ରିବ୍ୟୁନାଲ ହାସିନା ଏବଂ ତାଙ୍କ ପୂର୍ବତନ ପ୍ରତିରକ୍ଷା ପରାମର୍ଶଦାତା ତାରିକ ଅହମ୍ମଦ ସିଦ୍ଦିକ ଏବଂ ପୂର୍ବତନ ଆଇଜିପି ବେନାଜିର ଅହମ୍ମଦଙ୍କ ସମେତ ୧୦ଜଣଙ୍କ…
ଜେଲ୍ରେ ଥାଇ ଅନଶନ କରିବେ ପ୍ରଶାନ୍ତ କିଶୋର: ଜାମିନ ନେବାକୁ କଲେ ମନା
ପାଟନା,୬।୧: ଜନ ସୁରଜ ପାର୍ଟିର ମୁଖ୍ୟ ତଥା ନିର୍ବାଚନ ରଣନୀତିଜ୍ଞ ପ୍ରଶାନ୍ତ କିଶୋର ବିପିଏସ୍ପି ପରୀକ୍ଷା ବାତିଲ କରିବା ଦାବିରେ ଜାନୁଆରୀ ୨ରୁ ଅନଶନରେ ବସିଥିବାବେଳେ ଆଜି ଭୋର୍ ୪ଟାରୁ ପୋଲିସ ତାଙ୍କୁ ଉଠାଇନେଇଥିଲା। ପରେ ସକାଳେ ଗିରଫ କରିଥିଲା। ମଧ୍ୟାହ୍ନରେ…
‘ଛାତ୍ରୀମାନଙ୍କ ଆତ୍ମସୁରକ୍ଷା ପାଇଁ ତାଲିମ ପ୍ରଶିକ୍ଷଣ ଜରୁରୀ’
ପୁରୁଷୋତ୍ତମପୁର,୬ା୧(ସୀମାଞ୍ଚଳ ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ତାରାତାରିଣୀ କଲେଜରେ ଆତ୍ମସୁରକ୍ଷା ଶିବିର ଅଧ୍ୟାପିକା ଶ୍ରାବଣୀ ଖଟେଇଙ୍କ ସଂଯୋଜନାରେ ସୋମବାର ଉଦ୍ଘାଟିତ ହୋଇଯାଇଛି। ଏହାକୁ କଲେଜର ଅଧ୍ୟକ୍ଷ ଡଃ ସୁରେନ୍ଦ୍ରନାଥ ପଣ୍ଡା ଉଦ୍ଘାଟନ କରିଥିବା ବେଳେ ମୁଖ୍ୟ ଅତିଥି ଭାବେ ପୁରୁଷୋତ୍ତମପୁର ସିଡିପିଓ…
ଭାରତରେ HMPV ମାମଲା ଚିହ୍ନଟ: ମାସ୍କ ପିନ୍ଧିବାକୁ ପରାମର୍ଶ ଦେଲେ ସରକାର
ନୂଆଦିଲ୍ଲୀ,୬।୧: ଚାଇନାରେ HMPV ମାମଲା ଭାରତରେ ୩ ଜଣଙ୍କ ଦେହରେ ଚିହ୍ନଟ ହୋଇଛି। HMPV ଭୂତାଣୁ କର୍ନାଟକରୁ ୨ ଏବଂ ଅହମ୍ମଦାବାଦରୁ ଗୋଟିଏ ମାମଲା ସାମ୍ନାକୁ ଆସିଛି। ସଂକ୍ରମିତ ହୋଇଥିବା ସମସ୍ତେ ଶିଶୁ । ଆଇସିଏମଆର ନିୟମିତ ତଦାରଖ ମାଧ୍ୟମରେ କର୍ନାଟକରେ…
ରୋହିତଙ୍କ ଉତ୍ତରାଧିକାରୀ ହେବେ କିଏ? ରେସ୍ରେ ଏହି ୩ ନାଁ
ନୂଆଦିଲ୍ଲୀ,୬।୧: ଅଷ୍ଟ୍ରେଲିଆଠାରୁ ଟେଷ୍ଟ ସିରିଜ ହାରିବା ପରେ ଭାରତୀୟ କ୍ରିକେଟ ଦଳ ଏକ ନୂଆ ସଙ୍କଟରେ ପଡ଼ିଥିବା ଜଣାପଡିଛି। ଟିମ ଇଣ୍ଡିଆ ନୂଆ ଅଧିନାୟକ ଆବଶ୍ୟକ କରୁଛି, କିନ୍ତୁ ତାଙ୍କ ପାଇଁ ଉପଯୁକ୍ତ ବିକଳ୍ପର ଅଭାବ ଦେଖାଦେଇଛି। ୧୦ ବର୍ଷ ମଧ୍ୟରେ…
ଯୁବକଙ୍କୁ ଚାପିଦେଲା ଧାନ ବୋଝେଇ ଟ୍ରକ୍, ମୃତଦେହ ରଖି ଆନ୍ଦୋଳନ କଲେ ଗ୍ରାମବାସୀ
ପାଇକମାଳ,୬ା୧(ବଡ଼ ଶତପଥୀ): ବରଗଡ଼ ଜିଲା ପାଇକମାଳରୁ ୮କିଲୋମିଟର ଦୂର ଚୂହାପାଲିଠାରେ ସୋମବାର ଘଟିଛି ଏକ ମର୍ମନ୍ତୁଦ ଦୁର୍ଘଟଣା। ଗୋଟିଏ ଧାନବସ୍ତା ଲୋଡିଂ ଟ୍ରକ୍ ବ୍ରିଜ୍ ଅତିକ୍ରମ କରି ଚୂହାପାଲିଠାରେ ଜଣେ ୧୮ ବର୍ଷର ଯୁବକଙ୍କୁ ଧକ୍କା ଦେଇ ପଳାଇଯାଉ ଥିବା ବେଳେ…
Archives


