ଉତ୍ତର କୋରିଆକୁ ଏମିତି ପ୍ରସ୍ତାବ ଦେଲେ ଜେଲନସ୍କି ଚମକି ପଡ଼ିଲା ବିଶ୍ୱ!
କ୍ୱିଭ,୧୩।୧: ୟୁକ୍ରେନ ରାଷ୍ଟ୍ରପତି ଭୋଲୋଡିମିର ଜେଲେନ୍ସକି ରୁଷିଆକୁ ସାହାଯ୍ୟ କରୁଥିବା ଉତ୍ତର କୋରିଆକୁ ଏକ ପ୍ରସ୍ତାବ ଦେଇଛନ୍ତି। ଯଦି ଉତ୍ତର କୋରିଆ ରୁଷିଆରେ ବନ୍ଦୀ ଥିବା ୟୁକ୍ରେନୀୟ ସୈନିକଙ୍କୁ ମୁକ୍ତ କରେ, ତେବେ ସେ କୁର୍ସ୍କ ଅଞ୍ଚଳରେ ବନ୍ଦୀ ଥିବା ଉତ୍ତର…
ମହାକୁମ୍ଭର ଶୁଭାରମ୍ଭରେ କ’ଣ କାମନା କଲେ ମୋଦି, କାହାକୁ ଜଣାଇଲେ ଅଭିନନ୍ଦନ ଜାଣନ୍ତୁ
ନୂଆଦିଲ୍ଲୀ,୧୩।୧: ବିଶ୍ୱର ସର୍ବବୃହତ, ଆଧ୍ୟାତ୍ମିକ ଏବଂ ସାଂସ୍କୃତିକ ସମାବେଶ ‘ମହାକୁମ୍ଭ ୨୦୨୫’ ସୋମବାର ପବିତ୍ର ନଗରୀ ପ୍ରୟାଗରାଜରେ ଆରମ୍ଭ ହୋଇଛି। ଏହି ପବିତ୍ର ଅବସରରେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସମସ୍ତ ଭକ୍ତ, ସନ୍ଥ, ମହାତ୍ମା, କଳ୍ପବାସୀ ଏବଂ ପରିଦର୍ଶକଙ୍କୁ ସ୍ବାଗତ କରିଥିଲେ…
ଟ୍ରମ୍ପଙ୍କ ଶପଥ ଗ୍ରହଣ ପୂର୍ବରୁ ମିଳିଛି ରେକର୍ଡ ପରିମାଣର ଦାନ, ଭବ୍ୟ ହେବ ଏହି ସମାରୋହ
ଓ୍ବାଶିଂଟନ,୧୩।୧: ବିଶ୍ୱର ବଡ଼ ବଡ଼ ଶିଳ୍ପପତି ଏବଂ ବିଶ୍ୱ ନେତାମାନେ ଜାନୁଆରୀ ୨୦ତାରିଖରେ ଆମେରିକାର ରାଜଧାନୀ ୱାଶିଂଟନରେ ଏକତ୍ରିତ ହୋଇପାରନ୍ତି। ପ୍ରକୃତରେ, ଆମେରିକାର ନବନିର୍ବାଚିତ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଜାନୁଆରୀ ୨୦ରେ ରାଷ୍ଟ୍ରପତି ଭାବରେ ଶପଥ ନେବେ। ଏହି ଶପଥ ଗ୍ରହଣ…
ମହିଳା କାର୍ଡ ଖେଳିପାରେ ଭାଜପା
ଯାଜପୁର,୧୩ା୧(ହର୍ଷବର୍ଦ୍ଧନ ବେହେରା): ରାଜ୍ୟରେ ଗତ ସାଧାରଣ ନିର୍ବାଚନରେ ଭାଜପା ବିଜୟୀ ହେବା ପଛରେ ଦଳର ସାଙ୍ଗଠନିକ ବଳ ଅପେକ୍ଷା ବିଜେଡି ନେତାଙ୍କ ଅହଙ୍କାର ଓ ବିଭିନ୍ନ ଯୋଜନାରେ ବ୍ୟାପକ ଅନିୟମିତତା ବଡ଼ କାରଣ ବୋଲି ଚର୍ଚ୍ଚା ହେଉଛି। ତେଣୁ ଉଭୟ ଦଳ…
ଏଇ ଭାରତରେ
ଛୋଟ ଛୋଟ କଥାକୁ ନେଇ ବେଳେବେଳେ ଘରୋଇ କଳି ଏଭଳି ସ୍ତରକୁ ଚାଲିଆସେ ଯେ ସମ୍ପର୍କ ଭାଙ୍ଗିବା ଯାଏ କଥା ପହଞ୍ଚିଯାଏ। କ୍ରୋଧ ଉପରେ ନିୟନ୍ତ୍ରଣ ନ ରହିଲେ ପରିସ୍ଥିତି ଏଭଳି ଅଣାୟତ୍ତ ହୋଇଯାଏ। ଠିକ୍ ଏମିତି ଏକ ଘଟଣା ଘଟିଛି…
ଭରସାର ନୂତନ ଦିଗନ୍ତ
ଓଡ଼ିଶାର ନୂତନ ସରକାର ଚାଷୀଙ୍କ ମୁହଁରେ ଆନନ୍ଦର ଝଲକ ସୃଷ୍ଟି କରିଛନ୍ତି। ଓଡ଼ିଶାର ପ୍ରଧାନ କୃଷି ଧାନଚାଷ। ଧାନ କୁଇଣ୍ଟାଲ ୩୧୦୦ ଟଙ୍କା ଦରରେ ସରକାର ଧାନ କିଣିବାକୁ ଘୋଷଣା କରି ଚାଷୀଙ୍କ ମୁହଁରେ ଆଶାତୀତ ଭରସା ଭରି ଦେଇଛନ୍ତି। କାରଣ…
ଲୋକାଭିମୁଖୀ ପ୍ରଶାସନ ଲୋଡ଼ା
ଆମ ଦେଶକୁ ଇଂରେଜମାନେ ପ୍ରାୟ ୨୦୦ ବର୍ଷ ଧରି ଶାସନ କରିଥିଲେ। ୧୫ ଅଗଷ୍ଟ ୧୯୪୭ରେ ଆମ ଦେଶ ଛାଡ଼ି ଇଂରେଜମାନେ ଚାଲିଗଲେ ଓ ଆମ ଦେଶକୁ ଏକ ଅନୁନ୍ନତ ଦରିଦ୍ର ଦେଶ ଭାବରେ ପରିଗଣିତ କରାଇ ଦେଇ ଗଲେ। ସେମାନଙ୍କ…
ଶିମିଳିପାଳ ସୁରକ୍ଷାରେ ଥିବା ପୋଷା ହାତୀ ମହିନ୍ଦ୍ରାର ମୃତ୍ୟୁ,ଏହାର ପରାକ୍ରମ ଜାଣିଲେ ହେବେ ଆଶ୍ଚର୍ଯ୍ୟ…
ବାରିପଦା,୧୩ା୧(ନୀଳାଦ୍ରି ବିହାରୀ ଦଣ୍ଡପାଟ): ଶିମିଳିପାଳ ଅଭୟାରଣ୍ୟ ସୁରକ୍ଷାରେ ନିୟୋଜିତ ଥିବା ପୋଷା ହାତୀ ମହିନ୍ଦ୍ରାର ମୃତ୍ୟୁ ଘଟିଛି। ରବିବାର ରାତି ସାଢ଼େ ୯ଟାରେ ମୃତ୍ୟୁ ହୋଇଥିବା ନେଇ ଜଣାପଡ଼ିବା ପରେ ବନକର୍ମଚାରୀ ଓ ପ୍ରାଣୀପ୍ରେମୀଙ୍କ ମଧ୍ୟରେ ଗଭୀର ଆଘାତ ଲାଗିଛି। ସାଢ଼େ…
ଭାରତ ପରେ ଏବେ ସିଧାସଳଖ ବ୍ରିଟେନ ସହ ନେଉଛନ୍ତି ପଙ୍ଗା, ଶେଖ ହାସିନାଙ୍କ ପାଇଁ…
ଢାକା,୧୩।୧: କଥା କଥାରେ ଭାରତ ସହ ପଙ୍ଗା ନେଉଥିବା ମହମ୍ମଦ ୟୁନୁସ୍ ସରକାରଙ୍କ ଟାର୍ଗେଟ୍ରେ ଏବେ ବ୍ରିଟିଶ ପ୍ରଧାନମନ୍ତ୍ରୀ କୀର ଷ୍ଟାରମର। କାରଣ ହେଉଛନ୍ତି ଶେଖ ହାସିନାଙ୍କ ଭାଣିଜୀ ଟ୍ୟୁଲିପ ସିଦ୍ଦିକି। ସିଦ୍ଦିକି ଷ୍ଟାରମର ସରକାରରେ ଜଣେ ମନ୍ତ୍ରୀ। ୟୁନୁସ୍ କୀର…
ନାଲିଆଖି ଦେଖାଇଲା ବାଂଲାଦେଶ, ଭାରତ ଦେଲା କଡ଼ା ଜବାବ
ଢାକା,୧୩।୧: ଭାରତ ଏବଂ ବାଂଲାଦେଶ ମଧ୍ୟରେ ସମ୍ପର୍କ ପୂର୍ବରୁ ବିଗିଡ଼ି ଯାଇଥିଲା, ଆଉ ଏବେ ସୀମାରେ ଉତ୍ତେଜନା ବୃଦ୍ଧି ପାଇଛି। ବାଂଲାଦେଶ ଭାରତ ଉପରେ ବାଂଲାଦେଶ ସୀମାରେ ଗୁଳିଚାଳନା କରିଥିବା ଅଭିଯୋଗ ଆଣିଛି। ଯାହାକୁ ନେଇ ଭାରତ କହିଛି ଯେ ସେ…
ୟୁନୁସ୍ଙ୍କ ପୋଲ୍ ଖୋଲିଲା ବାଂଲାଦେଶ ପୋଲିସ, ହିନ୍ଦୁମାନଙ୍କ ଉପରେ ଆକ୍ରମଣ ସମ୍ପର୍କରେ ବଡ଼ ଖୁଲାସା
ଢାକା,୧୩।୧: ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ ହାସିନାଙ୍କୁ କ୍ଷମତାରୁ ବାହାରିବା ପରେ ଦେଶରେ ସଂଖ୍ୟାଲଘୁଙ୍କ ଉପରେ ହୋଇଥିବା ଅଧିକାଂଶ ଆକ୍ରମଣ ସାମ୍ପ୍ରଦାୟିକ ଭାବରେ ପ୍ରେରିତ ଥିଲା ବରଂ ରାଜନୈତିକ ପ୍ରକୃତିର ଥିଲା। ଏହି ଦାବି ଏକ ପୋଲିସ ରିପୋର୍ଟରେ କରାଯାଇଛି। ଏପରି…
ଆହାର ମେଣ୍ଟାଉଛି ମୂଷାଗାତ ଧାନ
ମହାକାଳପଡ଼ା, ୧୩ା୧ (ପ୍ରତାପ ଚନ୍ଦ୍ର ସ୍ବାଇଁ): ଜନଜାତିମାନଙ୍କ ବିକାଶ ପାଇଁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପକ୍ଷରୁ ମାଳମାଳ ଯୋଜନା କରାଯାଇଛି। ହେଲେ ଏହି ଯୋଜନା ଜନଜାତିମାନଙ୍କ ବିକାଶ କ୍ଷେତ୍ରରେ ବାଧକ ସାଜିଛି। ଗରିବ ଖଟିଖିଆ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ ଅନେକ…
Archives


