Home Left

ରଣଜୀ ଖେଳିଲେ ବହୁତ କ୍ଷତି ସହିବେ ‘କିଙ୍ଗ୍‌’ କୋହଲି, କେବଳ ମିଳିବ…

ନୂଆଦିଲ୍ଲୀ,୨୯।୧: ଦୀର୍ଘ ୧୨ ବର୍ଷ ପରେ ତାରକା ବ୍ୟାଟ୍ସମ୍ୟାନ୍‌ ବିରାଟ କୋହଲିଙ୍କ ରଣଜୀ ଟ୍ରଫିକୁ ଫେରୁଛନ୍ତି। ସେ ଘରୋଇ କ୍ରିକେଟ ମାଧ୍ୟମରେ ତାଙ୍କର ହଜିଯାଇଥିବା ଅନ୍ତର୍ଜାତୀୟ ଫର୍ମ ଫେରିପାଇବାକୁ ଲକ୍ଷ୍ୟ ରଖିଛନ୍ତି। ହେଲେ ସେ ଯଦି ରଣଜୀ ଖେଳନ୍ତି ତେବେ ତାଙ୍କୁ…

ଏକାସାଙ୍ଗରେ ୨୫ ଖେଳାଳିଙ୍କୁ ହରାଇ ଚମକିଲେ ବରୁଣ ଚକ୍ରବର୍ତ୍ତୀ

ନୂଆଦିଲ୍ଲୀ,୨୯।୧: ଆଇସିସି ଟି-୨୦ ବୋଲରଙ୍କ ସଦ୍ୟତମ ରାଙ୍କିଂ ପ୍ରକାଶ କରିଛି। ଏଥିରେ ବରୁଣ ଚକ୍ରବର୍ତ୍ତୀ ଜଣେ କିମ୍ବା ଦୁଇଜଣ ନୁହେଁ ବରଂ ୨୫ ଖେଳାଳିଙ୍କୁ ହରାଇ କ୍ରିକେଟର ସବୁଠାରୁ ଛୋଟ ଫର୍ମାଟରେ ଶ୍ରେଷ୍ଠ ୫ ବୋଲରଙ୍କ ମଧ୍ୟରେ ସାମିଲ ହୋଇଛନ୍ତି। ଆଇସିସିର…

ପାର୍ସଲ ବୋମା ମାମଲାର ଶୁଣାଣି ଶେଷ ପାଇଁ ସୁପ୍ରିମକୋର୍ଟ ନିର୍ଦ୍ଦେଶ

ନୂଆଦିଲ୍ଲୀ, ୨୯।୧: ବଲାଙ୍ଗୀର ପାଟଣାଗଡ଼ ପାର୍ସଲ ବୋମା ମାମଲାର ଶୁଣାଣି ଶେଷ ପାଇଁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ୪ ସପ୍ତାହ ମଧ୍ୟରେ ଶୁଣାଣି ଶେଷ କରିବାକୁ ଟ୍ରାଏଲ କୋର୍ଟଙ୍କୁ ସୁପ୍ରିମକୋର୍ଟ ଏହି ନିର୍ଦ୍ଦେଶ ଦେଇଛନ୍ତି। ହାଇକୋର୍ଟ ମଧ୍ୟ ନିର୍ଦ୍ଦିଷ୍ଟ ସମୟରେ ଶୁଣାଣି…

ରାଜ୍ୟରୁ ଶୀତ ଗାଏବ: ୨ ରୁ ୪ ଡିଗ୍ରୀ ତାପମାତ୍ରା ବୃଦ୍ଧି ସମ୍ଭାବନା, କୁହୁଡ଼ି ପାଇଁ ଏସବୁ ଜିଲାକୁ ୟେଲୋ ୱାର୍ନିଂ

ଭୁବନେଶ୍ୱର, ୨୯।୧: ରାଜ୍ୟରୁ ଉଭାନ ହୋଇଛି ଶୀତ। ଦିନ ଭଳି ରାତି ତାପମାତ୍ରା ବୃଦ୍ଧି ପାଇଛି। ଜାନୁଆରୀ ମାସ ନ ସରୁଣୁ ଖରାଦିନ ଭଳି ଗରମ ଅନୁଭୂତ ହେଉଛି। ଆଞ୍ଚଳିକ ପାଣିପାଗ କେନ୍ଦ୍ର ଭୁବନେଶ୍ୱର ଅନୁଯାୟୀ ଆସନ୍ତା ୨୪ ଘଣ୍ଟା ପରେ…

ସରକାରୀ କର୍ମଚାରୀଙ୍କ ପାଇଁ ଖୁସି ଖବର, ଅବସର ନିୟମରେ ବଡ଼ ପରିବର୍ତ୍ତନ

ନୂଆଦିଲ୍ଲୀ,୨୯।୧: ସରକାରୀ କର୍ମଚାରୀଙ୍କ ପାଇଁ ଏକ ବଡ଼ ଖବର। ସରକାର ସେମାନଙ୍କ ଅବସର ସମ୍ପର୍କିତ ନିୟମକୁ ପରିବର୍ତ୍ତନ କରିଛନ୍ତି, ଯାହାଦ୍ୱାରା କର୍ମଚାରୀମାନେ ଅବସର ସମୟରେ କୌଣସି ପ୍ରକାରର ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିବ ନାହିଁ। ଆସନ୍ତୁ ଜାଣିବା ସରକାର ଜାରି କରିଛନ୍ତି…

ଭାଇରାଲ ହେଲା ଗାନ୍ଧୀଙ୍କ ମାର୍କସିଟ୍‌, ଏହି ବିଷୟରେ ହୋଇଥିଲେ ଫେଲ୍‌…

ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ମାର୍କସିଟ ଭାଇରାଲ । ଗାନ୍ଧୀଙ୍କ କଲେଜ ମାର୍କସିଟ ରାଜଘାଟରେ ଅବସ୍ଥିତ ସଂଗ୍ରହାଳୟ ଭିତରେ ରଖାଯାଇଛି । ଏ ହେଉଛି ତାଙ୍କର ମୂଳ ମାର୍କସିଟ, ଯାହା ଗୁଜୁରାଟର ଭାବନଗର ସ୍ଥିତ ସାମଲ ଦାସ କଲେଜରୁ ଆସିଛି। ଏହି…

୩ ଥର ଭାଜପା ପ୍ରାର୍ଥୀଙ୍କ ପାଦ ଛୁଇଁଲେ ମୋଦି! ସେଠାରେ ଥିବା ନେତା ହୋଇଗଲେ ଆଶ୍ଚର୍ଯ୍ୟ, ଭାଇରାଲ ହେଉଛି ଭିଡିଓ

ନୂଆଦିଲ୍ଲୀ,୨୯।୧: ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ କରାୱଲ ନଗର ଆସନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ ରାଲି କରିଥିଲେ। ଏହି ସମୟରେ ସେ ଆମ ଆଦମୀ ପାର୍ଟି ଏବଂ କଂଗ୍ରେସକୁ କଡ଼ା ଟାର୍ଗେଟ କରିଥିଲେ। ପ୍ରଧାନମନ୍ତ୍ରୀ ରାଲିରେ ଯୋଗଦେବା ପାଇଁ ଯେତେବେଳେ…

ବଡ଼ ରେକର୍ଡ ହାସଲ କଲେ ଷ୍ଟିଭ ସ୍ମିଥ: କୋହଲିଙ୍କଠାରୁ କମ୍‌ ପାଳି ଖେଳି ରଚିଲେ ଇତିହାସ

ଗାଲେ,୨୯।୧: ଅଷ୍ଟ୍ରେଲିଆର ଷ୍ଟାର ବ୍ୟାଟସମ୍ୟାନ ଷ୍ଟିଭ ସ୍ମିଥ ୧୦ ହଜାର ଟେଷ୍ଟ ରନ ଅତିକ୍ରମ କରିଛନ୍ତି। ଆଜିକାଲି ଶ୍ରୀଲଙ୍କା ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଦୁଇ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜର ପ୍ରଥମ ମ୍ୟାଚ ଖେଳାଯାଉଛି। ଏହି ସିରିଜ ପାଇଁ ଅଷ୍ଟ୍ରେଲିଆ ଦଳ…

ଆଖିତଳ କଳା ପଡ଼ୁଥିଲେ…ଏହି ଟିପ୍ସ ଆପଣାନ୍ତୁ

ଆଖି ତଳ କଳା ପଡ଼ିଗଲେ ମଣିଷର ସୁନ୍ଦରତା କମିଯାଏ। ବର୍ତ୍ତମାନ ଅଧିକ ସମୟ କମ୍ପ୍ୟୁଟରରେ କାମ କରିବା, ଚଷମା ପିନ୍ଧିବା କିମ୍ବା ଅନ୍ୟ କାରଣ ଯୋଗୁ ଆଖିତଳ କଳା ପଡ଼ିବାକୁ ନେଇ ଅନେକେ ଚିନ୍ତିତ। ଏହାକୁ ଦୂରକରିବା ପାଇଁ ସେମାନେ ବିଭିନ୍ନ…

ଗର୍ଭବତୀ ଥିଲେ ମହିଳା, ଅଲଟ୍ରାସାଉଣ୍ଡ ବେଳେ ପେଟରେ ଦେଖିବାକୁ ମିଳିଲା ଏମିତି କିଛି, ଡାକ୍ତର ଚକିତ

ମୁମ୍ବାଇ,୨୯।୧: ମହାରାଷ୍ଟ୍ରରେ ଜଣେ ଗର୍ଭବତୀ ମହିଳାଙ୍କ ପେଟରେ ଏମିତି କିଛି ଦେଖି ଡାକ୍ତର ଚକିତ ହୋଇଯାଇଛନ୍ତି। ଏହା ଏଭଳି ଏକ ଘଟଣା ଯାହା ଭାରତରେ ଏପର୍ଯ୍ୟନ୍ତ କେବଳ ୧୦-୧୨ ଥର ଘଟିଛି। ଆଜ୍ଞା ହଁ, ଆପଣ ବିଶ୍ୱାସ କରିପାରିବେ ନାହିଁ କିନ୍ତୁ…

ମହିଳାଙ୍କ ଆଣ୍ଠୁଗଣ୍ଠି ଯନ୍ତ୍ରଣା ହେଉଥିଲେ….ଆପଣାନ୍ତୁ ଏହି ଉପାୟ

ଏକ ନିର୍ଦ୍ଦିଷ୍ଟ ବୟସ ପରେ ଅନେକ ମହିଳାଙ୍କଠାରେ ଗଣ୍ଠି ଯନ୍ତ୍ରଣା ଦେଖିବାକୁ ମିଳିଥାଏ। କ୍ୟାଲ୍‌ସିୟମର ଅଭାବ ହେଉ କିମ୍ବା ଠିକ୍‌ ସମୟରେ ଖାଇବାରେ ଅବହେଳା ଅବା ଅଧିକ ଶାରୀରିକ ପରିଶ୍ରମ କାରଣରୁ ଏଭଳି ସମସ୍ୟା ଉପୁଜିଥାଏ। ଏହାକୁ କମ୍‌ କରିବା ଲାଗି…

ସରକାରୀ କର୍ମଚାରୀ, ପେନଶନଭୋଗୀଙ୍କ ପାଇଁ ସରକାରଙ୍କ ବଡ଼ ଉପହାର, ବଢିଲା…

ନୂଆଦିଲ୍ଲୀ,୨୯।୧: ଜମ୍ମୁ-କଶ୍ମୀର ସରକାର ରାଜ୍ୟ ସରକାରୀ କର୍ମଚାରୀ ଏବଂ ପେନଶନଭୋଗୀଙ୍କ ପାଇଁ ଏକ ବଡ଼ ଘୋଷଣା କରିଛନ୍ତି। ମୁଖ୍ୟମନ୍ତ୍ରୀ ଓମାର ଅବଦୁଲ୍ଲାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ ବୈଠକ ପରେ କର୍ମଚାରୀ ଏବଂ ପେନଶନଭୋଗୀଙ୍କ ମହଙ୍ଗା ଭତ୍ତା (ଡିଏ ବୃଦ୍ଧି)ରେ ୩% ବୃଦ୍ଧିକୁ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri