‘ମଦ୍ୟପାନ ପରେ ଜଣେ ବ୍ୟକ୍ତି ପଶୁ ପାଲଟିଯାଏ’, ୭ ବର୍ଷର ଝିଅକୁ ବଳାତ୍କାର ମାମଲାରେ ପିତାଙ୍କୁ ଭର୍ତ୍ସନା କଲେ ସୁପ୍ରିମକୋର୍ଟ
ନୂଆଦିଲ୍ଲୀ,୨୯।୫: ଗୁରୁବାର ଏକ ଆବେଦନର ଶୁଣାଣି କରି ସୁପ୍ରିମକୋର୍ଟ କହିଛନ୍ତି ଯେ ମଦ୍ୟପାନ ପରେ ଜଣେ ବ୍ୟକ୍ତି ପଶୁ ହୋଇଯାଏ। ସୁପ୍ରିମକୋର୍ଟ ଜଣେ ହୃଦରୋଗ ବିଶେଷଜ୍ଞଙ୍କ ଆବେଦନ ଉପରେ ବିଚାର କରିବାକୁ ମନା କରିଦେଇଛନ୍ତି, ଯେଉଁଥିରେ ସେ ତାଙ୍କ ସାତ ବର୍ଷର…
ମର୍ମନ୍ତୁଦ ଦୁର୍ଘଟଣା, ଚାଲିଗଲା ୨ ଜୀବନ: ପିକ୍ଅପ୍ ଜାଳିଦେଲେ ଉତ୍ତ୍ୟକ୍ତ ଲୋକେ
ଝାରସୁଗୁଡ଼ା,୨୯।୫: ଝାରସୁଗୁଡ଼ା ଜିଲା ଝାରସୁଗୁଡ଼ା-ସମ୍ବଲପୁର ରାସ୍ତାର ସାରସମାଲ ନିକଟରେ ଗୁରୁବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଦୁର୍ଘଟଣାରେ ୨ ବାଇକ୍ ଆରୋହୀଙ୍କ ମୃତ୍ୟୁ ଘଟିଛି। ଅନ୍ୟପକ୍ଷେ ଘଟଣାସ୍ଥଳରେ ଉତ୍ତେଜନା ପରିସ୍ଥତି ସୃଷ୍ଟି ହୋଇଥିବା ବେଳେ ଉତ୍ତ୍ୟକ୍ତ ଲୋକେ ଦୁର୍ଘଟଣା ଘଟାଇଥିବା…
୧୦ ଦଳିତ ପରିବାରକୁ ନିଆଁପାଣି ବାସନ୍ଦ: କଥା ହେଲେ ଦେବାକୁ ପଡୁଛି ଏତିକି ଟଙ୍କା ଜରିମାନା
ଧରାକୋଟ,୨୯।୫(ବିଷ୍ଣୁ କେଶରୀ ଆଚାର୍ଯ୍ୟ): ସରକାରୀ କାମକୁ ନେଇ ଗଞ୍ଜାମ ଜିଲା ଧରାକୋଟ ବ୍ଲକ ବଡଗଡ ଥାନା ଅନ୍ତର୍ଗତ ପ୍ରତାପ ପୁର ଗ୍ରାମର ୧୦ ଦଳିତ ପରିବାରକୁ ସାମାଜିକ ବାସନ୍ଦ କରାଯାଇଛି l ଗ୍ରାମରେ କଙ୍ଗାରୁ କୋର୍ଟ ଜରିଆରେ ଦୀର୍ଘ ତିନି ମାସ…
କୋଟିପତି ଯନ୍ତ୍ରୀ: ସମ୍ବଲପୁରରେ ରହିଛି ୨ ପ୍ଲଟ୍, ନଗଦ ୫୦ ଲକ୍ଷ ଟଙ୍କା ସହ ଘରୁ ବାହାରିଲାଣି ୧୦ ଭରି ସୁନା
ରାୟଗଡ଼ା,୨୯ା୫(ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ଜନସ୍ବାସ୍ଥ୍ୟ ବିଭାଗ ଅଧୀକ୍ଷଣ ଯନ୍ତ୍ରୀ ସହଦେବ କିଷାନ ଭିଜିଲାନ୍ସରେ ଧରା ପଡ଼ିଥିଲେ। ଯନ୍ତ୍ରୀ କିଷାନ ରାତି ପ୍ରାୟ ୭.୩୦ରେ ଜଣେ ଠିକାଦାରଙ୍କଠାରୁ ୧ଲକ୍ଷ ୫୦ ହଜାର ଟଙ୍କା ଲାଞ୍ଚ ନେଇ ଗାଡ଼ିରେ ଯିବା ବେଳେ ମାଡ଼ି…
୫ ଟନ୍ ମାଓବାଦୀ ବିସ୍ଫୋରକ ଲୁଟ୍ ଘଟଣା: ରାଉରକେଲାରେ NIAଟିମ୍-DG
ରାଉରକେଲା,୨୯ା୫(ସଙ୍ଗୀତା ଜେନା): ରାଉରକେଲା ପୋଲିସ ଜିଲା କାର୍ଯ୍ୟାଳୟରେ ପୋଲିସ ଡିଜି, ଆଇଜି, ପଶ୍ଚିମାଞ୍ଚଳ ଡିଆଇଜି, ସୁନ୍ଦରଗଡ଼ ଏସ୍ପି ଏବଂ ପୋଲିସ ଜିଲାର ଅଧିକାରୀମାନଙ୍କୁ ନେଇ ଚାଲିଥିବା ବୈଠକ ଶେଷ ହୋଇଛି। ବର୍ତ୍ତମାନ ପର୍ଯ୍ୟନ୍ତ ଲୁଟ୍ ହୋଇଥିବା ମାଓବାଦୀ ବିସ୍ଫୋରକ ଦ୍ରବ୍ୟ ଉଦ୍ଧାର…
ସ୍ବାମୀଙ୍କ ପାଇଁ ଭାତ ନେଇ ବିଲକୁ ଯାଉଥିଲେ ମହିଳା, ପଡ଼ିଲା ଘଡଘଡ଼ି: ଚାଲିଗଲା ୨ ଜୀବନ
ଅତାବିରା,୨୯।୫(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲା ଅତାବିରା ଥାନା ଅଞ୍ଚଳରେ ବଜ୍ରପାତରେ ଗୁରୁବାର ମଧ୍ୟାହ୍ନରେ ୨ ଜଣ ମହିଳାଙ୍କ ଜୀବନ ଯାଇଛି l ଗତ ପାଞ୍ଚ ଦିନ ହେଲା ଅତାବିରା ଅଞ୍ଚଳରେ ଅଦିନିଆ ବର୍ଷା ସାଙ୍ଗକୁ ଘଡଘଡି, ବଜ୍ରପାତ ଝଡ଼ ବତାସ ଲାଗି…
ମିଡ୍ନାଇଟ୍ କଥା ଏବେ ବି ଭୁଲିନି, ମୋତେ ଫସାଇଥିଲେ ଏବେ ଭୋଗୁଛନ୍ତି, କାହାକୁ ଇଙ୍ଗିତ କରି କହିଲେ ପ୍ରଭାତ
ଭୁବନେଶ୍ୱର,୨୯ା୫: ୧୨ ବର୍ଷ ତଳର ମିଡ୍ନାଇଟ୍ ଅପରେଶନ କଥାକୁ ମନେ ପକାଇଛନ୍ତି ବିଜେଡି ନେତା ପ୍ରଭାତ ବିଶ୍ବାଳ। ମେ’ ୨୯କୁ ଜୀବନରେ କେବେ ଭୁଲି ପାରିବିନି ବୋଲି କହିଛନ୍ତି ପ୍ରଭାତ। ସେ ଆହୁରି ମଧ୍ୟ ଏକ ବିସ୍ଫୋରକ ବୟାନ ଦେଇଛନ୍ତି। କହିଛନ୍ତି,…
PF ଠାରୁ ମାଗଣା ଆଧାର ଅପଡେଟ୍ ପର୍ଯ୍ୟନ୍ତ: ଜୁନ୍ ୨୦୨୫ ରେ ହେବ ୫ ଟି ପ୍ରମୁଖ ଆର୍ଥିକ ପରିବର୍ତ୍ତନ
ନୂଆଦିଲ୍ଲୀ,୨୯ା୫: ଜୁନ୍ ୧, ୨୦୨୫ ଠାରୁ, ସାରା ଭାରତରେ ଅନେକ ଗୁରୁତ୍ୱପୂର୍ଣ୍ଣ ଆର୍ଥିକ ପରିବର୍ତ୍ତନ କାର୍ଯ୍ୟକାରୀ ହେବ, ଯାହା ସଞ୍ଚୟ, କ୍ରେଡିଟ୍ କାର୍ଡ ନିୟମ ଏବଂ ଭବିଷ୍ୟନିଧି ପାଣ୍ଠି (PF) ପ୍ରବେଶ ଭଳି ଦିଗଗୁଡ଼ିକୁ ପ୍ରଭାବିତ କରିବ। ଲାଇଭ୍ ହେବ EPFO…
ବିବାହ ଠିକ୍ ହୋଇଥିଲା, ୮ମ ଫେଲ୍ ପ୍ରେମିକଙ୍କ ସହ ଫେରାର ହୋଇଗଲେ ଗ୍ରାଜୁଏଟ ଝିଅ; ଭିଡିଓ କରି…
ପ୍ରେମ ଅନ୍ଧ… ଏହି କଥାଟି ସମସ୍ତେ ନିଶ୍ଚୟ ଶୁଣିଥିବେ। ପ୍ରେମରେ ପଡ଼ିଥିବା ବ୍ୟକ୍ତି ଭୁଲକୁ ମଧ୍ୟ ଠିକ ବୋଲି ଭାବି ନେଇଥାନ୍ତି। ବିହାରର ମୁଜାଫରପୁରରୁ ଏକ ସମାନ ଘଟଣା ସାମ୍ନାକୁ ଆସିଛି। ଏଠାରେ ଜଣେ ଗ୍ରାଜୁଏଟ୍(ସ୍ନାତକ) ପଢ଼ିଥିବା ଝିଅ ତାଙ୍କ ପରିବାର…
ହାତୀପଲଙ୍କ ଉପଦ୍ରବ, ୬ ଘର ଭାଙ୍ଗିବା ସହ ଖାଇଲେ ଧାନ
ପାଟଣା,୨୯ା୫(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ରେଞ୍ଜକୁ ୨୬ ଟିକିଆ ହାତୀପଲ ଆନନ୍ଦପୁର ଡିଭିଜନରୁ ବୁଧବାର ରାତିରୁ ଆସି ପାଟଣା ରେଞ୍ଜ ତଣ୍ଡବିଟ୍ରେ ବ୍ୟାପକ କ୍ଷୟକ୍ଷତି କରିଛନ୍ତି। ହାତୀପଲ ତଣ୍ଡବିଟ ଅନ୍ତର୍ଗତ ବଣମହୁଲଡିହା ଓ ବାଲି ଜୋଡ଼ି ଗ୍ରାମରେ ୬ଟି ଘର…
ବାୟୁସେନା ମୁଖ୍ୟଙ୍କ ବିସ୍ଫୋରଣ: “ଚୁକ୍ତି ସ୍ୱାକ୍ଷରରେ ସୀମିତ, ସିଷ୍ଟମ ସମୟରେ ମିଳୁନାହିଁ”
ନୂଆଦିଲ୍ଲୀ,୨୯ା୫: ଭାରତର ବାୟୁସେନା ମୁଖ୍ୟ ମାର୍ଶାଲ ଅମର ପ୍ରୀତ ସିଂହ ପ୍ରମୁଖ ପ୍ରତିରକ୍ଷା କ୍ରୟ ପ୍ରକଳ୍ପରେ ବିଳମ୍ବ ନେଇ ଚିନ୍ତା ପ୍ରକାଶ କରିଛନ୍ତି। ଏକ କାର୍ଯ୍ୟକ୍ରମରେ ଭାଷଣ ଦେଇ ବାୟୁସେନା ମୁଖ୍ୟ କହିଛନ୍ତି, “ଅନେକ ଥର, ଆମେ ଚୁକ୍ତି ସ୍ୱାକ୍ଷର କରିବା…
ଫୋନ୍ ପେ’ରେ ଲାଞ୍ଚ ନେଇ ଧରାପଡ଼ିଲେ କ୍ଷୁଦ୍ର ଜଳସେଚନ ବିଭାଗର ୨ କର୍ମଚାରୀ, ବିଲ୍ କରାଇବାକୁ କହି…
ପାରଳାଖେମୁଣ୍ଡି,୨୯ା୫(ଗିରିଧାରୀ ପରିଚ୍ଛା): କ୍ଷୁଦ୍ର ଜଳସେଚନ ବିଭାଗ ୨ କର୍ମଚାରୀ ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି। ୨ ଜଣ ହେଲେ କ୍ୟାସିଅର ନରେଶ ପଟ୍ଟନାୟକ, ଆକାଉଣ୍ଟାଣ୍ଟ ସୁରଜ ପ୍ରସାଦ ଜୟସ୍ବାଲ। ଜଣେ ଠିକାଦାରଙ୍କ ୪ଟି କାମର ବିଲ୍ କରାଇ ଦେବା ପାଇଁ ୩୦ ହଜାର…

