Home Left

ସଶକ୍ତ ଓଡ଼ିଶା ଗଠନରେ ସହାୟକ ହେବେ ସୁଭଦ୍ରା ଯୋଜନା ହିତାଧିକାରୀ: ମୁଖ୍ୟମନ୍ତ୍ରୀ

ସୁନ୍ଦରଗଡ଼,୨୪।୧୧(ଜୟନାରାୟଣ ମେଣ୍ଡୁଳି): ସୁନ୍ଦରଗଡ଼ ସରକାରୀ ମହାବିଦ୍ୟାଳୟ ନିକଟସ୍ଥ ପଡିଆଠାରେ ଆୟୋଜିତ ସମାବେଶରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ରବିବାର ଯୋଗ ଦେଇ ସୁଭଦ୍ରା ଯୋଜନାର ପ୍ରଥମ କିସ୍ତିର ତୃତୀୟ ପର୍ଯ୍ୟାୟ ଟଙ୍କା ମହିଳାଙ୍କ ଆକାଉଣ୍ଟରେ ପ୍ରଦାନ କରିଛନ୍ତି। ୨୦ ଲକ୍ଷରୁ ଅଧିକ…

ଗୋପାଳପୁର ବନ୍ଦରରେ ଲାଗିଛି ନୌସେନା ଜାହାଜ ‘କୁଠାର’, ଦେଖିବାକୁ ପ୍ରବଳ ଭିଡ଼

ଛତ୍ରପୁର,୨୪ା୧୧(ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲାର ଗୋପାଳପୁର ବନ୍ଦର ନିକଟ ବର୍ଥ ନଂ ୧ରେ ଭାରତୀୟ ନୌସେନାର ଯୁଦ୍ଧ ଜାହାଜ ‘କୁଠାର’ ରବିବାର ଲଙ୍ଗର ପକାଇଛି। ଏହି ଜାହାଜ ଦେଖିବାକୁ ସକାଳ ୯ଟାରୁ ଅପରାହ୍ନ ୪.୩୦ ମିନଟ୍‌ ପର୍ଯ୍ୟନ୍ତ ପର୍ଯ୍ୟଟକ, ସ୍ଥାନୀୟ ବାସିନ୍ଦା…

ଜେଲ୍‌ରେ ପୂରାଇବୁ ନା ସସ୍‌ପେଣ୍ଡ କରିବୁ? କାହିଁକି ଏମିତି କହିଲେ ମନ୍ତ୍ରୀ…

ଭୁବନେଶ୍ୱର,୨୪ା୧୧: କାର୍ଯ୍ୟାଳୟରେ ନୁହେଁ କି ଆଉ କେଉଁଠି ନୁହେଁ ସିଧା ବିଚ୍‌ ରାସ୍ତାରେ ଏନ୍‌ଏଚ୍‌ ଅଧିକାରୀଙ୍କୁ ଫୋନ୍‌ରେ ଗାଳି କରିଛନ୍ତି ନଗର ଉନ୍ନୟନ ମନ୍ତ୍ରୀ ଡ.କୃଷ୍ଣଚନ୍ଦ୍ର ମହାପାତ୍ର। ମୟୂରଭଞ୍ଜ ଦେଇ ଯାଇଥିବା ୪୯ ନଂ ଜାତୀୟ ରାଜପଥ ବାଙ୍ଗିରିପୋଷି ଘାଟିରେ ରାସ୍ତାକାମ…

ବାରମ୍ବାର ଅନୁଷ୍କାଙ୍କୁ ଦେଖାଇବା ଯୋଗୁ ରାଗିଗଲେ ପ୍ରଶଂସକ

ପର୍ଥ,୨୪।୧୧: ପର୍ଥରେ ଗର୍ଜିଛି ବିରାଟଙ୍କ ବ୍ୟାଟ୍‌। ବର୍ଡର-ଗାଭାସ୍କର ଟ୍ରଫିର ପ୍ରଥମ ମୁକାବିଲାର ତୃତୀୟ ଦିନରେ ସେ ଅଷ୍ଟ୍ରେଲିଆ ବିପକ୍ଷରେ ଶତକ ମାରିଛନ୍ତି। ଏହି ସମୟରେ ମଇଦାନରେ ତାଙ୍କ ପତ୍ନୀ ଅନୁଷ୍କା ଶର୍ମା ଉପସ୍ଥିତ ଥିଲେ। ବିରାଟ ଯେତେବେଳେ ଶତକ ମାରିଥିଲେ, ସେ…

ବିସ୍ଫୋରକ ବ୍ୟାଟ୍ସମ୍ୟାନ୍‌ ଡେଭିଡ୍‌ ମିଲରଙ୍କୁ ମିଳିଲା ନୂଆ ଟିମ୍‌, ୭ ଗୁଣା ଦାମ୍‌ ଦେଇ କିଣିଲା…

ଦୁବାଇ,୨୪।୧୧: ଦକ୍ଷିଣ ଆଫ୍ରିକାର ବିସ୍ଫୋରକ ବ୍ୟାଟ୍ସମ୍ୟାନ୍‌ ଡେଭିଡ୍‌ ମିଲରଙ୍କୁ ନୂଆ ଟିମ୍‌ ମିଳିଛି। ତାଙ୍କର ବେସ୍‌ ପ୍ରାଇସ୍‌ ଦେଢ଼ କୋଟି ଟଙ୍କା ଥିଲା। ଏହି ଖେଳାଳିଙ୍କୁ ୭ ଗୁଣା ଅଧିକ ଟଙ୍କା ଦେଇ ଲକ୍ଷ୍ନୌ ସୁପର ଜାଏଣ୍ଟସ କିଣିଛି। ୭.୫୦ କୋଟି…

ଅକ୍ସନରେ ଚହଲଙ୍କୁ ନେବାକୁ ଟଣାଓଟରା: ୯ ଗୁଣା ଅଧିକ ଦାମ୍‌ ଦେଇ କିଣିନେଲା ଏହି ଟିମ୍‌…

ଦୁବାଇ,୨୪।୧୧:ଆଇପିଏଲ୍‌ର ସବୁଠାରୁ ସଫଳ ବୋଲର୍‌ ଯୁଜବେନ୍ଦ୍ର ଚହଲଙ୍କୁ ମେଗା ଅକ୍ସନରେ ରାଜସ୍ଥାନ ରୟାଲ୍ସ ରିଟେନ୍‌ କରି ନ ଥିଲା। ଏମିତିରେ ସେ ମେଗା ଅକ୍ସନକୁ ଫେରିଥିଲେ। ରବିବାର କରାଯାଉଥିବା ଅକ୍ସନରେ ତାଙ୍କ ପାଇଁ ଏକାଧିକ ଟିମ୍‌ ନିଲାମ ଡାକିଥିଲେ। ସେ ବେସ୍‌…

‘କ୍ୱାର୍ଟର ଭଡ଼ା ଦେଲେ ହେବ କଡ଼ା କାର୍ଯ୍ୟାନୁଷ୍ଠାନ’

ଭୁବନେଶ୍ୱର,୨୪ା୧୧: ସରକାରୀ କ୍ୱାର୍ଟରକୁ ଭଡ଼ାରେ ଲଗାଇଲେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି ପୂର୍ତ୍ତମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ। ଆଲଟମେଣ୍ଟ ପାଇଥିବା ବ୍ୟକ୍ତି ଏବଂ ଭଡ଼ାରେ ରହୁଥିବା ବ୍ୟକ୍ତି ଉଭୟେ ଦୋଷୀ ସାବ୍ୟସ୍ତ ହେବେ। ଅନେକ କ୍ୱାର୍ଟର ଜରାଜୀର୍ଣ୍ଣ ଅବସ୍ଥାରେ ରହିଥିବାବେଳେ ଆଉ…

ବାଂଲାଦେଶୀ ନାବାଳିକା ପ୍ରସଙ୍ଗରେ ଦମ୍ପତିଙ୍କୁ ଉଠାଇନେଲା ପୋଲିସ

କଟକ,୨୪ା୧୧: ବାଂଲାଦେଶୀ ନାବାଳିକା ପ୍ରସଙ୍ଗରେ ପୋଲିସ ୨ ଜଣଙ୍କୁ ଉଠାଇ ନେଇଛି। କଟକ ସଦର ଥାନା ଅଞ୍ଚଳର ଦୁଇ ଜଣଙ୍କୁ ମଧୁପାଟଣା ପୋଲିସ ଉଠାଇ ନେଇଥିବା ଜଣାପଡ଼ିଛି। ନାବାଳିକାଙ୍କ ବୟାନ ଆଧାରରେ ଜଣେ ମହିଳା ଓ ଜଣେ ପୁରୁଷଙ୍କୁ ମଧୁପାଟଣା ପୋଲିସ…

ନିଲାମ ଡାକିଲା ଆର୍‌ସିବି, ଦିଲ୍ଲୀ ଓହରିବା ପରେ ପନ୍ତଙ୍କୁ କିଣିଲା ଏହି ଟିମ୍‌

ଦୁବାଇ,୨୪।୧୧: ଆଇପିଏଲ୍‌ ୨୦୨୫ ନିଲାମରେ ଋଷଭ ପନ୍ତଙ୍କ କ୍ରେଜ୍‌। ଜୋରଦାର ନିଲାମ ଡାକରା ପରେ ଲକ୍ଷ୍ନୌ ସୁପର ଜାଏଣ୍ଟସ ତାଙ୍କୁ ୨୭ କୋଟି ଟଙ୍କାରେ କିଣିଛି। ଏଭଳି ସେ ଆଇପିଏଲ୍‌ ଇତିହାସର ସବୁଠାରୁ ମହଙ୍ଗା ଖେଳାଳି ପାଲଟିଛନ୍ତି। କିଛି ସମୟ ପୂର୍ବରୁ…

ପରିବେଶ ପାଇଁ ବୈଶ୍ୱିକ ସ୍ବର ପାଲଟିଥିବା ଯୋଦ୍ଧା ହିତା ଲଖାନୀ

ଭୁବନେଶ୍ୱର,୨୪ା୧୧: ଧରିତ୍ରୀ ପକ୍ଷରୁ ଆୟୋଜିତ ଯୁବ ସମ୍ମିଳନୀରେ ଯୋଗଦେଇଛନ୍ତି ପରିବେଶ ଯୋଦ୍ଧା, କ୍ଲାଇମ୍‌ଆକ୍ଟ ଫାଉଣ୍ଡେଶନ୍‌ର ପ୍ରତିଷ୍ଠାତା ନିର୍ଦ୍ଦେଶିକା ହିତା ଲଖାନୀ। ସେ ପୃଥିବୀର ଅନେକ ବୈଶ୍ୱିକ ମଞ୍ଚରେ ଭାରତୀୟ ଜଳବାୟୁ ପରିବର୍ତ୍ତନ ଆକ୍ଟିଭିଷ୍ଟମାନଙ୍କ ପ୍ରତିନିଧିତ୍ୱ କରିଆସିଛନ୍ତି। ଓମେନ୍ସ କ୍ଲାଇମେଟ୍‌ କଲେକ୍ଟିଭ୍‌ ସଦସ୍ୟା…

ଜଙ୍ଗଲ ସୃଷ୍ଟି ପାଇଁ ପ୍ରତିଶ୍ରୁତିବଦ୍ଧ, ୫୦ ହେକ୍ଟର ଜଙ୍ଗଲ ଜମିକୁ…

ଭୁବନେଶ୍ୱର,୨୪ା୧୧: ଧରିତ୍ରୀ ପକ୍ଷରୁ ଆୟୋଜିତ ଯୁବ ସମ୍ମିଳନୀରେ ଯୋଗଦେଇଛନ୍ତି ଜଙ୍ଗଲ ସୁରକ୍ଷା କ୍ଷେତ୍ରରେ ‘ଲେଡି ଟାର୍ଜନ’ ଭାବେ ପରିଚିତ ମୟୂରଭଞ୍ଜ ଜିଲାର ଯମୁନା ଟୁଡୁ। ଯମୁନା ୫୦ ହେକ୍ଟର ଜଙ୍ଗଲ ଜମିକୁ ସୁରକ୍ଷିତ କରିପାରିଛନ୍ତି। ଏଥିସହ ୧୦ହଜାର ମହିଳାଙ୍କୁ ଏକାଠି କରି…

ଷ୍ଟିଲ୍‌ ପରି କାନ

ମହିଳାମାନେ କାନ ଫୋଡାନ୍ତି କାନରେ ଝୁମୁକା ଲଗାଇବା ପାଇଁ। କେହି କେହି ପୁରୁଷ ବି କାନ ଫୋଡ଼ାଇଥାନ୍ତି। ତେବେ ଯଦି ଝୁମୁକା ଓଜନିଆ ହୋଇଯାଏ କାନରେ କରାଯାଇଥିବା ପିୟର୍ସିଂ ଅନେକ ସମୟରେ ଚିରି ବଡ଼ ହେଇଯାଏ। କାରଣ କାନର ବାହ୍ୟଅଂଶ କାର୍ଟିଲେଗ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri