ମୋଦିଙ୍କ ଠାରୁ ଏତେ ଲକ୍ଷ ଟଙ୍କା ଅଧିକ ଦରମା ପାଇବେ ଆରବିଆଇର ନୂଆ ଗଭର୍ନର, ଅନ୍ୟ ସୁବିଧା ବିଷୟରେ ଜାଣିଲେ ହୋଇଯିବେ ତାଜୁବ
ନୂଆଦିଲ୍ଲୀ,୧୦।୧୨: ସଞ୍ଜୟ ମାଲହୋତ୍ରାଙ୍କୁ ଭାରତୀୟ ରିଜର୍ଭ ବ୍ୟାଙ୍କର ନୂତନ ଗଭର୍ନର ଭାବେ ନିଯୁକ୍ତି କରାଯାଇଛି । ବର୍ତ୍ତମାନ ସେ ଶକ୍ତିକାନ୍ତ ଦାସଙ୍କ ସ୍ଥାନ ନେବେ। ସେ ରାଜସ୍ଥାନ କ୍ୟାଡରର ୧୯୯୦ ବ୍ୟାଚ IAS ଅଧିକାରୀ ଅଟନ୍ତି। ସଞ୍ଜୟ ମାଲହୋତ୍ରା ୧୧ ଡିସେମ୍ବର…
ଅଟୋ ଡ୍ରାଇଭରଙ୍କ ଝିଅ ବିବାହରେ ମିଳିବ ୧ ଲକ୍ଷ ଟଙ୍କା, ଏହାସହ ୧୦ ଲକ୍ଷର ଲାଇଫ୍ ଇନସ୍ୟୁରାନ୍ସ
ନୂଆଦିଲ୍ଲୀ,୧୦।୧୨: ଦିଲ୍ଲୀ ବିଧାନସଭା ନିର୍ବାଚନ ପୂର୍ବରୁ ଆମ ଆଦମୀ ପାର୍ଟିର ଜାତୀୟ ସଂଯୋଜକ ଅରବିନ୍ଦ କେଜରିୱାଲ ଏକ ବଡ ଘୋଷଣା କରିଛନ୍ତି। ସେ ଦିଲ୍ଲୀର ଅଟୋ ଡ୍ରାଇଭରଙ୍କ ପାଇଁ ପାଞ୍ଚଟି ବଡ ଘୋଷଣା କରିଛନ୍ତି। ସେ ଘୋଷଣା କରିଛନ୍ତି ଯେ ଯଦି…
୮ ଦିନ ପାଇଁ ବନ୍ଦ ରହିବ ସ୍କୁଲ-କଲେଜ, ଜାଣନ୍ତୁ କାରଣ
ରାୟପୁର,୧୦।୧୨: ଶୀତଋତୁରେ ଉତ୍ତର ଭାରତର ସମସ୍ତ ରାଜ୍ୟର ବିଦ୍ୟାଳୟରେ ଏକ ଲମ୍ବା ଛୁଟି ଘୋଷଣା କରାଯାଇଛି। ସେପଟେ ଛତିଶଗଡ଼ର ବିଦ୍ୟାଳୟ ଶିକ୍ଷା ବିଭାଗ ଶୀତଦିନିଆ ଛୁଟି ଘୋଷଣା କରିଛି। ଯାହା ଅନୁଯାୟୀ, ୨୩ ରୁ ୨୮ ଡିସେମ୍ବର ପର୍ଯ୍ୟନ୍ତ ରାଜ୍ୟର ବିଦ୍ୟାଳୟଗୁଡ଼ିକ…
କନିଷ୍ଠ କିରାଣିଙ୍କୁ ଗିରଫ କଲା ଭିଜିଲାନ୍ସ
ଭୁବନେଶ୍ୱର,୧୦ା୧୨: ଭୁବନେଶ୍ୱର ଖଣ୍ଡଗିରି ସବ୍ ରେଜିଷ୍ଟ୍ରାର କାର୍ଯ୍ୟାଳୟର କନିଷ୍ଠ କିରାଣି (ଜୁନିୟର୍ କ୍ଲର୍କ) ଦେବଯାନୀ କରଙ୍କୁ ମଙ୍ଗଳବାର ଭିଜିଲାନ୍ସ ପକ୍ଷରୁ ଗିରଫ କରାଯାଇଛି। ଜଣେ ଆଇନଜୀବୀଙ୍କଠୁ ୨୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ସୋମବାର କନିଷ୍ଠ କିରାଣି (ଜୁନିୟର୍ କ୍ଲର୍କ)…
ଆହତ ହେଲେ ପନ୍ତ, ଗାବା ଟେଷ୍ଟ ପୂର୍ବରୁ ଆସିଲା ଏମିତି ଖବର
ନୂଆଦିଲ୍ଲୀ,୧୦।୧୨: ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯାଉଥିବା ବର୍ଡର-ଗାଭାସ୍କର ସିରିଜର ତୃତୀୟ ଟେଷ୍ଟ ମ୍ୟାଚ ଗାବାରେ ଖେଳାଯିବାକୁ ଯାଉଛି, ଯେଉଁଥିପାଇଁ ସମସ୍ତେ ଉତ୍ସାହର ସହିତ ଅପେକ୍ଷା କରିଛନ୍ତି। କିନ୍ତୁ, ଏହି ମ୍ୟାଚ ଆରମ୍ଭ ପୂର୍ବରୁ ଅଭ୍ୟାସ ଅଧିବେଶନରେ ଋଷଭ ଆହତ ହେବାପରେ…
ଦିଲ୍ଲୀ ଦଙ୍ଗା ଅଭିଯୁକ୍ତଙ୍କୁ ମିଳିଲା ନିର୍ବାଚନ ଲଢିବାକୁ ଟିକେଟ, ଏହି ଆସନରୁ ଲଢିବେ
ନୂଆଦିଲ୍ଲୀ,୧୦।୧୨: ଆସନ୍ତା ବର୍ଷ ଫେବୃଆରୀରେ ଦିଲ୍ଲୀରେ ହେବାକୁ ଥିବା ବିଧାନସଭା ନିର୍ବାଚନ ପାଇଁ ରାଜନୈତିକ ଦଳମାନେ ସେମାନଙ୍କ ପ୍ରାର୍ଥୀ ଘୋଷଣା କରିବା ଆରମ୍ଭ କରିଛନ୍ତି। ଏହି କ୍ରମରେ ଅସଦୁଦ୍ଦିନ ଓୱାଇସିଙ୍କ ପାର୍ଟି ଅଲ ଇଣ୍ଡିଆ ମଜଲିସ-ଇ-ଇଥାହାଦୁଲ ମୁସଲିମେନ (ଏଆଇଏମଆଇଏମ) ତାହିର ହୁସେନଙ୍କୁ…
ଧନଖଡ଼ଙ୍କ ବିରୋଧରେ ଆସିଲା ଅବିଶ୍ୱାସ ପ୍ରସ୍ତାବ, ବିରୋଧୀ ଦେଲେ ନୋଟିସ
ନୂଆଦିଲ୍ଲୀ,୧୦।୧୨: ସଂସଦର ଶୀତକାଳୀନ ଅଧିବେଶନ ଜାରି ରହିଛି। ମଙ୍ଗଳବାର ସଂସଦର ଉଭୟ ଗୃହ ବୁଧବାର ପର୍ଯ୍ୟନ୍ତ ସ୍ଥଗିତ ରଖାଯାଇଛି। ତେବେ ଏହାପୂର୍ବରୁ ବିରୋଧୀମାନେ ରାଜ୍ୟ ସଭାରେ ଅଧ୍ୟକ୍ଷ ଜଗଦୀପ ଧନଖଡ଼ଙ୍କ ବିରୋଧରେ ଏକ ଅବିଶ୍ୱାସ ପ୍ରସ୍ତାବ ଉପସ୍ଥାପନ କରିଥିଲେ। ସୂଚନାଯୋଗ୍ୟ, ରାଜ୍ୟ…
ସମାଜରେ ସସମ୍ମାନର ଅଧିକାର ସହକାରେ ବଞ୍ଚିବାକୁ ….
ପୁରୁଷୋତ୍ତମପୁର,୧୦।୧୨ (ସିମାଞ୍ଚଳ ମିଶ୍ର): ଗଞ୍ଜାମଜଲା ପୁରୁଷୋତ୍ତମପୁର ଦଓ୍ବୋନୀ ଓ ଫୌଜଦାରୀ ଅଦାଲତର ତାଲୁକା ଆଇନସେବା ପ୍ରାଧିକରଣ କମିଟି ପକ୍ଷରୁ ମଙ୍ଗଳବାର ତାରାତାରିଣୀ କଲେଜ ପରରିଷରରେ ମାନବଅଧିକାରଦିବସ ପାଳିତ ହୋଇଯାଇଛି।ଏଥିରେ ଆଇନସେବା କମିଟିର ଅଧ୍ୟକ୍ଷ ସିନିୟର ସିଭିଲଜଜ ତଥା ଆସିଷ୍ଟାଣ୍ଟ ସେସନଜଜ ଶରତକୁମାର…
ଯାତ୍ରୀବାହୀ ବସ୍ ଧକ୍କାରେ ରଡ଼ ବାଇଣ୍ଡିଙ୍ଗ ମିସ୍ତ୍ରୀ ସମେତ ୨ମୃତ
ପରଜଙ୍ଗ,୧୦।୧୨(ନିଗମାନନ୍ଦ ଦଳବେହେରା): ଢେଙ୍କାନାଳ ଜିଲା ପରଜଙ୍ଗ ଥାନା ୫୩ ନଂ. ଜାତୀୟ ରାଜପଥର ଖଇରାମୁଣ୍ଡା ଗାଁ ନିକଟରେ ଯାତ୍ରୀବାହୀ ବସ୍ ଧକ୍କାରେ ଜଣେ ରଡ଼ ବାଇଣ୍ଡିଙ୍ଗ ମିସ୍ତ୍ରୀଙ୍କ ମୃତ୍ୟୁ ଘଟିଛି। ଏଥିସହିତ ୨ଜଣ ଗୁରୁତର ହୋଇଛନ୍ତି । ମୃତକ ଜଣଙ୍କ ପରଜଙ୍ଗ…
ଗୁରୁଜୀ ମୁଣ୍ଡା ନିକଟ ଜଙ୍ଗଲରୁ ମିଳିଲା ଯୁବକଙ୍କ ଅର୍ଦ୍ଧ ଦଗ୍ଧ ମୃତଦେହ
ବଘିଆପଡ଼ା,୧୦।୧୨(ଶ୍ରୀକାନ୍ତ ସାହୁ): ବୌଦ୍ଧ ଥାନା ବଘିଆ ପଡା ଫାଣ୍ଡି ଅନ୍ତର୍ଗତ ଟିକରପଦା ପଞ୍ଜୟତର ଗୁରୁଜୀମୁଣ୍ଡା ଗ୍ରାମ ନିକଟରୁ ଜଣେ ଯୁବକଙ୍କ ଅର୍ଦ୍ଧ ଦଗ୍ଧ ମୃତଦେହମିଳିଛି। ମିଳିଥିବା ସୂଚନା ଅନୁଯାୟୀ, ଗୁରୁଜୀମୁଣ୍ଡା ଗ୍ରାମ ନିକଟରେ ଜଣେ ଯୁବକଙ୍କ ଅର୍ଦ୍ଧ ଦଗ୍ଧ ମୃତଦେହ ପଡିଥିବା…
ଘନ କୁହୁଡି ଯୋଗୁ ଦାରିଙ୍ଗବାଡିରେ ଯାନବାହନ ଚଳାଚଳ ବାଧାପ୍ରାପ୍ତ
ଦାରିଙ୍ଗବାଡି,୧୦।୧୨(ଅରୁଣ ସାହୁ): ଗତ ୧ ସପ୍ତାହରୁ ଅଧିକା ସମୟ ଧରି କନ୍ଧମାଳ ଜିଲା ଦାରିଙ୍ଗବାଡି ଅଞ୍ଚଳରେ ଝିପିଝିପି ବର୍ଷା ସାଙ୍ଗକୁ ପାଗ ଦିନରେ କୋହଲା ଓ ମେଘୁଆ କରୁଛି। ଫଳରେ ରାତି ସମୟରେ ତାପମାତ୍ରା ବୃଦ୍ଧି ପାଇ ଶୀତ ଗାଏବ ହୋଇଯାଉଛି।…
ରେଲୱେ ଟ୍ରାକରୁ ମିଳିଲା ଯୁବକଙ୍କ ଖଣ୍ଡବିଖଣ୍ଡିତ ମୃତଦେହ: ହତ୍ୟା ସନ୍ଦେହ
ବଲାଙ୍ଗୀର,୧୦।୧୨(ସୁନିଲ କୁମାର ମହାନ୍ତି):ବଲାଙ୍ଗୀର ଜିଲା ଦେଓଗାଁ ରେଲୱେ ଷ୍ଟେଶନ ନିକଟ ରେଲୱେ ଟ୍ରାକ୍ ଉପରେ ଜଣେ ଅଜଣା ଯୁବକଙ୍କ ଖଣ୍ଡବିଖଣ୍ଡିତ ମୃତଦେହ ପଡ଼ିଥିବା ଦେଖିବାକୁ ମିଳିଛ। ଟ୍ରେନରେ କଟି ଯୁବକଙ୍କ ମୁଣ୍ଡଗଣ୍ଡି ଅଲଗା ହୋଇଯାଇଛି । ରେଲୱେ ଟ୍ରାକ ନିକଟରେ ଥିବା…
Archives


