Home Left

ରାଜସ୍ଥାନରେ ଲକ୍ଷେ କୋଟି ନିବେଶ କରିବ ବେଦାନ୍ତ

ନୂଆଦିଲ୍ଲୀ,୧୦।୧୨ (ଅଭୟ ଦାଶ): ପ୍ରତି ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ରାଜସ୍ଥାନର ଜୟପୁରଠାରେ ଏକ ୩ ଦିନିଆ ନିବେଶ ସମ୍ମିଳନୀ ସୋମବାରଠାରୁ ଆରମ୍ଭ ହୋଇଯାଇଛି। ୨୦୨୪ ଡିସେମ୍ବର ୧୧ ପର୍ଯ୍ୟନ୍ତ ଆୟୋଜିତ ହେବାକୁ ଥିବା ରାଇଜିଂ ରାଜସ୍ଥାନ ସମ୍ମିଳନୀରେ ଦେଶର…

ଜର୍ମାନୀର ନାଗରିକ ଥାଇ ୪ ଥର ବିଧାୟକ

ହାଇଦ୍ରାବାଦ, ୧୦।୧୨: ତେଲଙ୍ଗାନାର ବରିଷ୍ଠ ଭାରତ ରାଷ୍ଟ୍ରୀୟ ସମିତି(ବିଆର୍‌ଏସ୍‌) ନେତା ଚେନ୍ନାମନେନୀ ରମେଶଙ୍କ ନାଗରିକତ୍ୱକୁ ଚ୍ୟାଲେଞ୍ଜ କରି କଂଗ୍ରେସ ନେତା ଆଦି ଶ୍ରୀନିବାସ୍‌ଙ୍କ ଦ୍ୱାରା ଦାଖଲ ହୋଇଥିବା ଆବେଦନ ଉପରେ ସୋମବାର ତେଲଙ୍ଗାନା ଉଚ୍ଚ ନ୍ୟାୟାଳୟରେ ଶୁଣାଣି ହୋଇଥିଲା। ମାମଲାର ଶୁଣାଣି…

ରୋବୋଟିକ୍‌ ମାଉସ୍‌

ବେଜିଂ: ଚାଇନାର ବେଜିଂ ଇନଷ୍ଟିଟ୍ୟୁଟ ଅଫ୍‌ ଟେକ୍ନୋଲୋଜିର ବୈଜ୍ଞାନିକମାନେ ଏକ ‘ରୋବୋଟିକ୍‌ ମାଉସ୍‌’ର ଉଦ୍ଭାବନ କରିଛନ୍ତି। ଏହାର ନାମ ସ୍କ୍ୟୁରୋ ରଖାଯାଇଛି। ଏହି ରୋବୋଟିକ ମାଉସ୍‌ ବିଭିନ୍ନ କାର୍ଯ୍ୟରେ ନିପୁଣ ରହିଥିବାନେଇ ବୈଜ୍ଞାନିକମାନେ କହିଛନ୍ତି। ଏହି ରୋବୋଟିକ୍‌ ମାଉସ୍‌ର ଅନେକ କିଛି…

‘ଫତେହ’ ଟିଜର ଆଉଟ୍‌

ମୁମ୍ବାଇ: ବଲିଉଡ୍‌ ଅଭିନେତା ସୋନୁ ସୁଦ ସମ୍ପ୍ରତି ନିଜର ଚଳଚ୍ଚିତ୍ର ‘ଫତେହ’ ପାଇଁ ଚର୍ଚ୍ଚାରେ ଅଛନ୍ତି। ଗତ ଜୁଲାଇରେ ସେ ତାଙ୍କ ଜନ୍ମଦିନ ଅବସରରେ ଏହି ଫିଲ୍ମ ସମ୍ପର୍କରେ ନିଜ ପ୍ରଶଂସକଙ୍କୁ ସୂଚନା ଦେଇଥିଲେ। ସୋମବାର ‘ଫତେହ’ର ଟିଜର ରିଲିଜ ହୋଇଛି। ଫିଲ୍ମ…

ଗାଡ଼ି ଅଟକାଇ ଖାଦ୍ୟ ମାଗୁଛି ହାତୀ

କଲମ୍ବୋ: ଗତ କିଛିଦିନ ହେବ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି, ଯେଉଁଥିରେ ଗୋଟିଏ ହାତୀ ରାସ୍ତା ଦେଇ ଯାଉଥିବା କାର୍‌, ବସ୍‌ ଏବଂ ବଡ଼ ଯାନବାହନଗୁଡ଼ିକୁ ଅଟକାଇ ସେମାନଙ୍କୁ ବିଭିନ୍ନ ଖାଦ୍ୟ ସାମଗ୍ରୀ ମାଗୁଛି। ଶ୍ରୀଲଙ୍କାର ବୁଟ୍ଟାଲା-କାଟାରାଗାମା ରାସ୍ତାରେ ଏହି ବିଶାଳ…

ଭୁବନେଶ୍ୱରରେ ହେବ ଅଷ୍ଟାଦଶ ପ୍ରବାସୀ ଭାରତୀୟ ଦିବସ: ୯ରେ ଆସିବେ ପ୍ରଧାନମନ୍ତ୍ରୀ, ୧୦ରେ ରାଷ୍ଟ୍ରପତି

ଭୁବନେଶ୍ୱର,୧୦ା୧୨: ଆସନ୍ତା ଜାନୁଆରୀ ୮ରୁ ୧୦ ତାରିଖ ତିନିଦିନ ଧରି ଭୁବନେଶ୍ୱରରେ ଅଷ୍ଟାଦଶ ପ୍ରବାସୀ ଭାରତୀୟ ଦିବସ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ଏଥିପାଇଁ ଭୁବନେଶ୍ୱରକୁ ଆକର୍ଷଣୀୟ ରୂପ ଦେବାକୁ ପ୍ରସ୍ତୁତି ଚାଲିଛି। କାର୍ଯ୍ୟକ୍ରମକୁ ଅତ୍ୟନ୍ତ ସଫଳ କରିବା ନିମନ୍ତେ ରାଜ୍ୟ ସରକାର…

ସିଭିଲ୍‌ ସର୍ଭିସ ମେନ୍‌ ପରୀକ୍ଷାରେ ୨,୮୪୫ ଜଣ କୃତକାର୍ଯ୍ୟ

ନୂଆଦିଲ୍ଲୀ,୧୦ା୧୨: ଆଇଏଏସ୍‌, ଆଇପିଏସ୍‌ ତଥା ଅନ୍ୟାନ୍ୟ କେନ୍ଦ୍ରୀୟ ସେବା ନିମନ୍ତେ ଚୟନ ପାଇଁ କେନ୍ଦ୍ର ଲୋକସେବା ଆୟୋଗ (ୟୁପିଏସ୍‌ସି) ସିଭିଲ୍‌ ସର୍ଭିସ୍‌ ମେନ୍‌ ପରୀକ୍ଷା ଫଳ ଘୋଷଣା କରିଛନ୍ତି। ସେପ୍ଟେମ୍ବର ୨୦ରୁ ୨୯ ମଧ୍ୟରେ ଅନୁଷ୍ଠିତ ମେନ୍‌ ପରୀକ୍ଷାରେ ୨,୮୪୫ ଜଣ…

ଧର୍ମ ଆଧାରରେ ସଂରକ୍ଷଣ ଦିଆଯାଇପାରିବ ନାହିଁ: ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୯ା୧୨: ଧର୍ମ ଆଧାରରେ ସଂରକ୍ଷଣ ସୁବିଧା ଦିଆଯାଇପାରିବ ନାହିଁ ବୋଲି ସୁପ୍ରିମକୋର୍ଟ ସୋମବାର ଟିପ୍ପଣୀ ଦେଇଛନ୍ତି। ପଶ୍ଚିମବଙ୍ଗରେ ବିଭିନ୍ନ ଜାତିଙ୍କୁ ୨୦୧୦ରୁ ଅନ୍ୟାନ୍ୟ ପଛୁଆ ବର୍ଗ (ଓବିସି) ମାନ୍ୟତା ଦିଆଯାଇଥିବାବେଳେ କୋଲ୍‌କାତା ହାଇକୋର୍ଟ ଗତ ମେ’ ୨୨ରେ ଏହାକୁ ଖାରଜ କରିଦେଇଥିଲେ।…

ହିମାଚଳରେ ପ୍ରବଳ ତୁଷାରପାତ: ଫସିଥିବା ୮୦୦ ଲୋକ ଉଦ୍ଧାର

ଶିମଲା,୯ା୧୨: ହିମାଚଳପ୍ରଦେଶର ଲହାଉଲ୍‌-ସ୍ପିଟିରେ ରବିବାର ରାତିରେ ପ୍ରବଳ ତୁଷାରପାତ ହୋଇଛି। ଫଳରେ ୮୭ଟି ରାସ୍ତା ସମ୍ପୂର୍ଣ୍ଣ ଅବରୋଧ ହୋଇଯାଇଥିଲା। ଦୁଇ ଦଶନ୍ଧି ପରେ ପ୍ରଥମ ଥର ପାଇଁ ଶିମଲା ଓ ଏହାର ପାଖାପାଖି ପର୍ଯ୍ୟଟନ ସହର କୁଫ୍ରି ଏବଂ ଫଗୁରେ ଡିସେମ୍ବର…

ଖୋଲିଲା ମଣ୍ଡି, ଆସିଲେନି ମିଲର

କୋକସରା,୯ା୧୨ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲାରେ ଖରିଫ ଧାନ ମଣ୍ଡି ନିର୍ଦ୍ଧାରିତ ତାରିଖ ବିଳମ୍ବରେ ଖୋଲିଛି। ବର୍ତ୍ତମାନ ସୁଦ୍ଧା ମଣ୍ଡିର ଚିତ୍ର ସ୍ପଷ୍ଟ ହୋଇନାହିଁ। ଫଳରେ ଚାଷୀମାନେ ଧାନ ଅମଳ କରି ବିକ୍ରି ପାଇଁ ଦିନ ଗଣୁଛନ୍ତି। ମଣ୍ଡି ଖୋଲିବା…

ମିଲରଙ୍କୁ ଧକ୍କାମାରି ତଡ଼ିଲେ, ଅଧିକାରୀଙ୍କୁ ୩ କି.ମି. ଚଲାଇଲେ

ନୂଆପଡ଼ା,୯ା୧୨(ମକାରୁ ବେମାଲ): ନୂଆପଡ଼ା ଜିଲାରେ ଧାନକିଣାରେ ଅବ୍ୟବସ୍ଥାକୁ ନେଇ ସୋମବାର ପୃଥକ୍‌ ୩ ସ୍ଥାନରେ ଚାଷୀ ରାସ୍ତାକୁ ଓହ୍ଲାଇଥିଲେ। ନୂଆପଡ଼ା ସଦର ବ୍ଲକ୍‌ର ସୁନସୁନିଆ, ଦର୍ଲିମୁଣ୍ଡା ଓ ଗୋଡ଼ଫୁଲା ଛକଠାରେ ବିଜୁ ଏକ୍ସପ୍ରେସ୍‌ ୱେକୁ ଚାଷୀମାନେ ଅବରୋଧ କରିଥିଲେ। ସେହିପରି ଖରିଆର…

ଡବ୍ଲ୍ୟୁଟିସି ଫାଇନାଲ ଖେଳିବା ଆଶାରେ ଦକ୍ଷିଣ ଆଫ୍ରିକାର

ଜିକ୍‌ବରା,୯ା୧୨: ସ୍ଥାନୀୟ ସେଣ୍ଟ ଜର୍ଜ ପାର୍କଠାରେ ଅନୁଷ୍ଠିତ ଦ୍ୱିତୀୟ କ୍ରିକେଟ ଟେଷ୍ଟରେ ଦକ୍ଷିଣ ଆଫ୍ରିକା ୧୦୯ ରନ୍‌ରେ ଶ୍ରୀଲଙ୍କାକୁ ପରାସ୍ତ କରି ୨-୦ରେ ସିରିଜ ବିଜୟ ହୋଇଛି। ଏଥିସହିତ ପ୍ରଥମ ଥର ଓ୍ବାଲର୍‌ଡ ଟେଷ୍ଟ ଚାମ୍ପିୟନଶିପ୍‌(ଡବ୍ଲ୍ୟୁଟିସି) ଫାଇନାଲ ଖେଳିବା ଲାଗି ଦଳର…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri