Delhi CM: ମୁଖ୍ୟମନ୍ତ୍ରୀ ଚେହେରାକୁ ନେଇ ହୋଇଗଲା ଫାଇନାଲ! ଶାହା, ନଡ୍ଡାଙ୍କ ଆଲୋଚନାରେ କ’ଣ ବାହାରିଲା ନିଷ୍କର୍ସ, ଜାଣନ୍ତୁ…
ନୂଆଦିଲ୍ଲୀ,୧୨।୨: ଦିଲ୍ଲୀ ବିଧାନସଭା ନିର୍ବାଚନର ଫଳାଫଳ ଘୋଷଣା ହେବାର ଚାରି ଦିନ ବିତିଗଲାଣି। ଏ ପର୍ଯ୍ୟନ୍ତ ଭାଜପା ପକ୍ଷରୁ ଦିଲ୍ଲୀର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀଙ୍କ ନାମ ଘୋଷଣା କରାଯାଇ ନାହିଁ। ବିଭିନ୍ନ ଚେହେରା ବିଷୟରେ ଦାବି କରାଯାଉଛି କିନ୍ତୁ ଭାଜପା ହାଇକମାଣ୍ଡଙ୍କ ଦାବିର…
ସାଇବର ଅପରାଧ ନେଇ ବଢ଼ୁଛି ଚିନ୍ତା
ଗଞ୍ଜାମ,୧୧ା୨(ବିଦ୍ୟାଧର ସାହୁ): ବିଭିନ୍ନ ସମୟରେ ଅନେକ ଲୋକ ସାଇବର ଠକେଇର ଶିକାର ହେଉଛନ୍ତି। ଏହାକୁ ରୋକିବା ପାଇଁ ଜନ ସଚେତନତା ସୃଷ୍ଟି କରିବା ନିମନ୍ତେ ଗଞ୍ଜାମ ଥାନା ପକ୍ଷରୁ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଆଇପିଏସ ଅଧିକାରୀ ମନୀଷା ମିନାଙ୍କ…
ପ୍ରଭାତୀ ପରିଡ଼ାଙ୍କ ବଡ଼ ସୂଚନା: କେହି ପଡ଼ିବେନି ବାଦ୍, ଏମାନେ ହେବେ ସୁଭଦ୍ରା ଭାଗ୍ୟବତୀ, ମିଳିବ…
ଭୁବନେଶ୍ୱର,୧୨।୨: ଫେବୃଆରୀ ୮ ତାରିଖରେ ମୁଖ୍ୟମନ୍ତ୍ରୀ ମୋହନ ମାଝି ସୁଭଦ୍ରା ଯୋଜନାର ଚତୁର୍ଥ କିସ୍ତି ଟଙ୍କା ହିତାଧିକାରୀଙ୍କ ଆକାଉଣ୍ଟକୁ ପଠାଇଛନ୍ତି। ହେଲେ ଏବେ ସୁଦ୍ଧା ଏମିତି ଅନେକ ଲୋକ ଅଛନ୍ତି, ଯେଉଁମାନେ ସୁଭଦ୍ରା ଯୋଜନାର ଲାଭ ପାଇନାହାନ୍ତି । ଏହି ସମୟରେ…
କଳାହାଣ୍ଡିରେ ସରିଲା ଖରିଫ୍ ଧାନକିଣା:ଗତ ବର୍ଷଠାରୁ ଅଧିକ ଧାନ ସଂଗ୍ରହ
ଭବାନୀପାଟଣା,୧୧ା୨(ଉତ୍ତମ କୁମାର ଦାଶ)-କଳାହାଣ୍ଡି ଜିଲାରେ ଗତ ନଭେମ୍ବର ୨୯ ତାରିଖଠାରୁ ଚାଲିଥିବା ଖରିଫ୍ ଧାନ ସଂଗ୍ରହ ପ୍ରକ୍ରିୟା ସୋମବାର ଶେଷ ହୋଇଛି। ଚଳିତ ଖରିଫ୍ରେ ଜିଲାରେ ୬୪ଲକ୍ଷ ୬ହଜାର ୧୯୧ କୁଇଣ୍ଟାଲ ଧାନ ବିକ୍ରୟ ପାଇଁ ଟାର୍ଗେଟ ମଗାଯାଇଥିଲା। ସେଥିରୁ ୬୦ଲକ୍ଷ…
ଡାଇବେଟିସ୍ ରୋଗୀ ପୂରା ଆଳୁ ଖାଇବା ଛାଡ଼ିଦେବା ଉଚିତ କି? ଜାଣନ୍ତୁ କ’ଣ କୁହନ୍ତି ଡାଇଟିସିଆନ୍…
ଡାଇବେଟିସ୍ ବା ମଧୁମେହ ରୋଗୀମାନେ ମିଠା ଖାଇବାଠାରୁ ଦୂରେଇ ରହିବା ଉଚିତ୍। ପ୍ରାୟତଃ କୁହାଯାଏ ଯେ, ଆଳୁ ଖାଇବା ଉଚିତ୍ ନୁହେଁ କାରଣ ଏହା ସୁଗାର ବା ଶର୍କରା ବୃଦ୍ଧି କରିପାରେ, କିନ୍ତୁ ଏହା କ’ଣ ସତ୍ୟ ଯେ ଆଳୁ ଖାଇବା…
ମୋଦିଙ୍କୁ କାହିଁକି ପ୍ରଶଂସା କଲେ ସଂଞ୍ଜୟ ରାଉତ, ଜାଣନ୍ତୁ…
ନୂଆଦିଲ୍ଲୀ/ପ୍ୟାରିସ,୧୨।୨: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କର ତିନି ଦିନିଆ ଫ୍ରାନ୍ସ ଗସ୍ତରେ ଅଛନ୍ତି। ଫେବୃଆରୀ ୧୧ରେ ଫରାସୀ ସହର ମାର୍ସିଲିରେ ପହଞ୍ଚିବା ପରେ, ସେ ଭାରତୀୟ ସ୍ବାଧୀନତା ସଂଗ୍ରାମୀ ବୀର ସାଭରକରଙ୍କ ସହ ଜଡିତ ଏକ ଗୁରୁତ୍ୱପୂର୍ଣ୍ଣ ଇତିହାସକୁ ମନେ ପକାଇଥିଲେ।…
ସରକାରଙ୍କ ପୁଣି ଏକ ଘୋଷଣା, ଝିଅ ଜନ୍ମ ହେଲେ ୫୦ହଜାର, ଆଉ ଦ୍ୱିତୀୟ ସନ୍ତାନରେ…
ମୁମ୍ବାଇ,୧୨।୨: ଝିଅଙ୍କ ଭବିଷ୍ୟତ ପାଇଁ ଅନେକ ଯୋଜନା କାର୍ଯ୍ୟକାରୀ ହେଉଛି । ଏଭଳି ହିଁ ଏକ ଯୋଜନାରେ ରାଜ୍ୟ ସରକାର ଝିଅଙ୍କୁ ପୁରା ୫୦ ହଜାର ଟଙ୍କା ଦେଉଛନ୍ତି । ଏଭଳି ଏକ ଯୋଜନା ଅଛି, ଯେଉଁଥିରେ ସାମିଲ ହେଲେ ଝିଅଙ୍କ…
ଏଣିକି ଆଉ କାଗଜ ନୁହେଁ ଟ୍ୟାବ୍ରେ ପ୍ରଶ୍ନୋତ୍ତର, ପ୍ରସ୍ତାବ ପଢ଼ିବେ ବିଧାୟକ
ଭୁବନେଶ୍ୱର,୧୨।୨: ବିଧାନସଭାରେ ଏଣିକି ଆଉ କାଗଜ ନୁହେଁ ଲାଗିଲା ଟ୍ୟାବ। ପେପର ଧରି ନୁହେଁ ଏଥର ଟ୍ୟାବ୍ରେ ପଢ଼ିବେ ବିଧାୟକ ୧୪୭ ବିଧାୟକଙ୍କ ଟେବଲ୍ରେ ଏହି ଟ୍ୟାବ୍ ଲାଗିଛି। ବିନା କାଗଜରେ ପ୍ରଶ୍ନୋତ୍ତର କିମ୍ବା ପ୍ରସ୍ତାବ ପଢ଼ିବେ ବିଧାୟକ। ସୂଚନାଯୋଗ୍ୟ, ଗୁରୁବାର…
ନବଜାତକଙ୍କୁ ଜନ୍ମ ଦେଇ ଶୌଚାଳୟ ପ୍ୟାନ୍ରେ ଫିଙ୍ଗିଦେଲେ ନାବାଳିକା ଛାତ୍ରୀ, ଆଉ ତା’ ପରେ…
ଦାରିଙ୍ଗବାଡ଼ି,୧୨ା୨(ଅରୁଣ ସାହୁ): ସ୍ବାସ୍ଥ୍ୟକେନ୍ଦ୍ରର ଶୌଚାଳୟରୁ ମୃତ ନବଜାତ ଶିଶୁ ଉଦ୍ଧାର ହୋଇଛି। ଜନୈକା ନାବାଳିକା ଛାତ୍ରୀ ନବଜାତକଙ୍କୁ ଜନ୍ମ ଦେଇ ଶୌଚାଳୟ ମଧ୍ୟରେ ଫିଙ୍ଗିଦେଇଥିଲେ ବୋଲି ଚର୍ଚ୍ଚା ହେଉଛି। ଅଗ୍ନିଶମ ବିଭାଗ ପକ୍ଷରୁ ଶୌଚାଳୟ ଭାଙ୍ଗି ମୃତ ନବଜାତକଙ୍କୁ ଉଦ୍ଧାର କରାଯାଇଛି।…
୩-୦ ହାରିଲେ ବି ମନ ଦୁଃଖ ନାହିଁ; କିନ୍ତୁ ଚାମ୍ପିଅନ୍ସ ଟ୍ରଫି ଫାଇନାଲ୍ରେ…ଇଂଲଣ୍ଡ ଓପନର୍ଙ୍କ ଅଜବ ମନ୍ତବ୍ୟ
ଅହମଦାବାଦ,୧୨।୨: ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ତୃତୀୟ ଏକଦିବସୀୟ ମ୍ୟାଚ ଧାୱରରେ ଖେଳାଯିବ। ଉଭୟ ଦଳ ଅହମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ପରସ୍ପରକୁ ମୁହାଁମୁହିଁ ହେବେ। ସେହିପରି, ଏହି ମ୍ୟାଚ ଭାରତୀୟ ସମୟ ଅନୁସାରେ ଅପରାହ୍ନ ୧.୩୦ ରେ ଆରମ୍ଭ ହେବ।…
8th Pay Commission: ସରକାରୀ କର୍ମଚାରୀଙ୍କ ପାଇଁ ଖୁସିଖବର, ଏହି ଦିନଠୁ ଲାଗୁ ହେବ… ଆସିଲା ଅପଡେଟ୍
ନୂଆଦିଲ୍ଲୀ,୧୨।୨: କେନ୍ଦ୍ର ସରକାର ୮ମ ବେତନ କମିଶନ ଗଠନ ପ୍ରସ୍ତାବକୁ ମଞ୍ଜୁରୀ ଦେଇଛନ୍ତି। ଏବେ ଲକ୍ଷ ଲକ୍ଷ କେନ୍ଦ୍ରୀୟ କର୍ମଚାରୀ ଏବଂ ପେନସନଭୋଗୀ କମିଶନ କେବେ ଗଠନ ହେବ ତାହା ଜାଣିବାକୁ ଅପେକ୍ଷା କରିଛନ୍ତି। ରିପୋର୍ଟ ଅନୁଯାୟୀ, ଏହି କମିଶନ ଚଳିତ…
ମୁଁ କୁଆଡେ ଯାଇ ନାହିଁ…, ଦିଲ୍ଲୀ ପୋଲିସ କମଶନରଙ୍କୁ କାହିଁକି ଏମିତି ଚିଠି ଲେଖିଲେ ବିଧାୟକ ଅମାନତୁଲ୍ଲା
ନୂଆଦିଲ୍ଲୀ,୧୨।୨: ଓଖଲା ବିଧାନସଭା ନିର୍ବାଚନମଣ୍ଡଳୀରୁ ନବନିର୍ବାଚିତ ଆମ ଆଦମୀ ପାର୍ଟି (ଆପ) ବିଧାୟକ ଅମାନତୁଲ୍ଲା ଖାନଙ୍କ ସମସ୍ୟା ଥମିବାର ନାଁ ନେଉନାହିଁ। ଜାମିଆ ନଗରରେ ପୋଲିସ ଦଳ ଉପରେ ଆକ୍ରମଣର ନେତୃତ୍ୱ ନେବା ପାଇଁ ତାଙ୍କ ବିରୁଦ୍ଧରେ ଏଫଆଇଆର ରୁଜୁ ହେବା…
Archives


