Home Left

୭୫ ନାଗରିକଙ୍କୁ ସିରିଆରୁ ସ୍ଥାନାନ୍ତର କଲା ଭାରତ

ନୂଆଦିଲ୍ଲୀ,୧୧।୧୨: ବିଦ୍ରୋହୀ ସୈନ୍ୟମାନେ ବାଶାର ଅଲ-ଆସାଦ ସରକାରକୁ ବହିଷ୍କାର କରିବାର ଦୁଇ ଦିନ ପରେ ଭାରତ ୭୫ ଜଣ ନାଗରିକଙ୍କୁ ସିରିଆରୁ ସ୍ଥାନାନ୍ତର କରିଛି। ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ କହିଛି ଯେ ସୁରକ୍ଷା ପରିସ୍ଥିତିର ଆକଳନ କରିବା ପରେ ଦମିସ୍କ ଏବଂ…

ମୟୂରଭଞ୍ଜ ରାଜନୀତି ସରଗରମ: ଗୋଟିଏ ମଞ୍ଚରେ ବବି, ବିଜୟ

ବାରିପଦା,୧୧।୧୨(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ବାରିପଦା ଛଉ ପଡ଼ିଆର ଅନୁଷ୍ଠିତ ମୟୂରଭଞ୍ଜ ମହୋତ୍ସବର ଗୋଟିଏ ମଞ୍ଚରେ ବରିଷ୍ଠ ନେତା ବିଜୟ ମହାପାତ୍ର ଓ ପୂର୍ବତନ ବିଜେଡି ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ(ବବି) ଏକାଠି ବସିବା ନେଇ ଜିଲା ରାଜନୀତି ସରଗରମ…

ଡିଜିପି ସମ୍ମିଳନୀ ବେଳେ ପନ୍ନୁଙ୍କ ନାଁରେ ଧମକପୂର୍ଣ୍ଣ ମେଲ୍‌ ପ୍ରସଙ୍ଗ

ଭୁବନେଶ୍ୱର,୧୦ା୧୨(ସତ୍ୟଜିତ୍‌ ରାଉତ): ଭୁବନେଶ୍ୱରରେ ସର୍ବଭାରତୀୟ ୫୯ତମ ଡିଜିପି- ଆଇଜିପି ସମ୍ମିଳନୀ ଚାଲିଥିବାବେଳେ ଖଲିସ୍ତାନୀ ବିଚ୍ଛିନ୍ନତାବାଦୀ ତଥା ଶିଖ୍‌ ଫର୍‌ ଜଷ୍ଟିସ୍‌ର ମୁଖ୍ୟ ଗୁରୁପତ୍‌ୱନ୍ତ ସିଂ ପନ୍ନୁ ନାଁରେ ଆସିଥିବା ଧମକ୍‌ପୂର୍ଣ୍ଣ ମେଲ୍‌କୁ ନେଇ କ୍ରାଇମବ୍ରାଞ୍ଚ ଅଧିକ ତଦନ୍ତ ଜାରି ରଖିଛି। ତେବେ…

ୟୁନୁସଙ୍କୁ ଖୋଲା ଚ୍ୟାଲେଞ୍ଜ ଦେଲେ ଭାଜପା ନେତା, କାବା ହୋଇଗଲେ ସରକାର

ନୂଆଦିଲ୍ଲୀ,୧୦।୧୨: ବରିଷ୍ଠ ଭାଜପା ନେତା ତଥା ପଶ୍ଚିମବଙ୍ଗ ବିଧାନସଭାର ବିରୋଧୀ ଦଳ ନେତା ଶୁଭେନ୍ଦୁ ଅଧିକାରୀ ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ ହାସିନାଙ୍କୁ ସମର୍ଥନ କରିଛନ୍ତି। ସେ ଶେଖ ହସିନାଙ୍କୁ ବାଂଲାଦେଶର ଆଇନଗତ ପ୍ରଧାନମନ୍ତ୍ରୀ ବୋଲି କହିବା ସହ ବର୍ତ୍ତମାନ କ୍ଷମତାରେ…

୨୦୨୪ରେ ଏସବୁ ଜିନିଷ ଗୁଗଲରେ ଅଧିକ କରାଯାଇଛି ସର୍ଚ୍ଚ, ଟ୍ରେଣ୍ଡରେ ରହିଛି ଆମ୍ବ ଆଚାର

ନୂଆଦିଲ୍ଲୀ,୧୦।୧୨: ଚଳିତ ବର୍ଷ ଇଣ୍ଟରନେଟ୍‌ରେ ଅଧିକ ସର୍ଚ୍ଚ କରାଯାଇଥିବା ଜିନିଷକୁ ଗୁଗଲ ଜାରି କରିଛି। ୨୦୨୪ରେ ସବୁଠାରୁ ଅଧିକ ସର୍ଚ୍ଚ କରାଯାଇଥିବା ବିଷୟ ଓ ଜିନିରେ ବିବରଣୀ ବିଷୟରେ ଏଥିରେ ତଥ୍ୟ ଦିଆଯାଇଛି। ଭାରତୀୟ ୟୁଜର୍ସମାନେ ଇଣ୍ଟରନେଟରେ ଫିଲ୍ମ, କ୍ରିକେଟ ଓ…

ରାୟଗଡ଼ା ମହୋତ୍ସବ ‘ଚଇତି’କୁ ଉଦ୍‌ଘାଟନ କରିବେ ମୁଖ୍ୟମନ୍ତ୍ରୀ

ରାୟଗଡ଼ା,୧୦।୧୨(ଆଶିଷ ରଞ୍ଜନ ପଣ୍ଡା): ଆସନ୍ତା ୨୬ରେ ରାୟଗଡ଼ା ଜିଲାସ୍ତରୀୟ ଲୋକ ମହୋତ୍ସବ ‘ଚଇତି’ କାର୍ଯ୍ୟକ୍ରମକୁ ଉଦ୍‌ଘାଟନ କରିବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଏ ନେଇ ଭାଜପା ଜିଲା ସଭାପତି ଶିବ ପଟ୍ଟନାୟକ ସୂଚନା ଦେଇଛନ୍ତି। ଚଇତିରେ ଯୋଗଦେବା ପାଇଁ ରାୟଗଡ଼ା…

ମୃତ୍ୟୁ ପୂର୍ବରୁ ୨୪ପୃଷ୍ଠାର ସୁଇସାଇଡ ନୋଟ୍‌ ଲେଖିଲେ ଆଇଟି କର୍ମଚାରୀ, ଶେଷ ପୋଷ୍ଟରେ ମସ୍କ-ଟ୍ରମ୍ପଙ୍କୁ କଲେ ଟ୍ୟାଗ୍‌

ବେଙ୍ଗାଲୁରୁ,୧୦।୧୨: ସ୍ତ୍ରୀ ବାରମ୍ବାର ହଇରାଣ କରୁଥିଲେ। ସ୍ତ୍ରୀଙ୍କ ସହ ପରିବାର ଲୋକ ମଧ୍ୟ ହାତ ମିଳାଇଥିଲେ। ଦିନକୁ ଦିନ ସ୍ତ୍ରୀଙ୍କ ନିର୍ଯ୍ୟାତନା ବଢିବାରେ ଲାଗିଥିଲା। ଜଣେ ମହିଳା ବିଚାରପତି ମଧ୍ୟ ସ୍ତ୍ରୀଙ୍କୁ ଘରୋଇ ହିଂସା ମାମଲାରେ ସହାୟତା କରୁଥିଲେ। ଏପରିକି ସ୍ତ୍ରୀ…

ସିରିଆ ପରେ ଇରାନର ପାଳି? ଅଡୁଆ କରିବେ ଟ୍ରମ୍ପ!

ତେହେରାନ,୧୦।୧୨: ସେପ୍ଟେମ୍ବର ଶେଷରେ ଯେତେବେଳେ ଇସ୍ରାଏଲର ଏୟାର ଷ୍ଟ୍ରାଇକ୍‌ରେ ଇରାନର ସବୁଠାରୁ ଶକ୍ତିଶାଳୀ ହିଜବୁଲାର ମୁଖ୍ୟ ହାସନ ନାସରାଲ୍ଲାଙ୍କୁ ହତ୍ୟା କରାଯାଇଥିଲା, ସେତେବେଳେ ଏହା ତେହେରାନକୁ ଏକ ବଡ଼ ଝଟକା ଲାଗିଥିଲା। ଦୁଇମାସ ପରେ ଇରାନର ପ୍ରମୁଖ ସହଯୋଗୀ ସିରିଆ ରାଷ୍ଟ୍ରପତି…

ବାବା ଭେଙ୍ଗା କରିଦେଲେ ଭୟଙ୍କର ଭବିଷ୍ୟବାଣୀ, ୨୦୨୫ରେ ହେବ ସବୁଠାରୁ ବଡ଼ ଯୁଦ୍ଧ! ରଚିବ ତାଣ୍ଡବ…

ନୂଆଦିଲ୍ଲୀ,୧୦।୧୨: ଆଉ କେଇଟା ଦିନ ପରେ ଶେଷ ହୋଇଯିବ ୨୦୨୪। ଏବଂ କିଛି ଦିନ ପରେ ନୂଆ ବର୍ଷ ଆରମ୍ଭ ହେବାକୁ ଯାଉଛି। ନୂଆ ବର୍ଷ ଆରମ୍ଭ ପୂର୍ବରୁ, ଅନେକ ଲୋକ ଜାଣିବାକୁ ଚାହାଁନ୍ତି ଯେ ଆଗାମୀ ବର୍ଷରେ କେଉଁ ବଡ଼…

ଚାଞ୍ଚଲ୍ୟକର ବୟାନ ଦେଲେ ଏମ୍‌ପି ପ୍ରଦୀପ ପାଣିଗ୍ରାହୀଙ୍କ ଓକିଲ, ଫସାଇ ଦେଇଥିଲେ କି ବିଜେଡି ସରକାର…

ବ୍ରହ୍ମପୁର,୧୦।୧୨(ସୁବାସ ଚନ୍ଦ୍ର ପାଢ଼ୀ): ବହୁ ଚର୍ଚ୍ଚିତ ଟାଟା ମୋଟର୍ସରେ ଚାକିରି ଦେବା ନାଁରେ ଟଙ୍କା ଠକେଇ ମାମଲାର ବିଚାରଣା ଆରମ୍ଭ ହୋଇଛି। ଏମ୍‌ପି ପ୍ରଦୀପ ପାଣିଗ୍ରାହୀଙ୍କ ନାଁରେ ଟାଟା ମୋଟର୍ସ ସମ୍ପର୍କିତ ମାମଲା ନେଇ ଚାଞ୍ଚଲ୍ୟକର ତଥ୍ୟ ରଖିଲେ ପ୍ରଦୀପ ପାଣିଗ୍ରାହୀଙ୍କ…

କଏଦୀଙ୍କ ପାଇଁ ଖୁସି ଖବର: ଜେଲ ଡିଜି କହିଲେ….

ଭୁବନେଶ୍ୱର,୧୦।୧୨: କଏଦୀଙ୍କ ପାଇଁ ଆସିଲା ଖୁସିଖବର। ରାଜ୍ୟର ୮୭ଟି ଜେଲ୍‌ରେ ଥିବା ୪୦୦ କଏଦୀଙ୍କ ସଜା ହେବ କୋହଳ । ଅପରାଧ କରିଥିଲେ ସୁଦ୍ଧା ଜେଲ୍‌ରେ ଉତ୍ତମ ଆଚରଣ ପ୍ରଦର୍ଶନ କରିବାରୁ ସଜା କୋହଳ କରିଛନ୍ତି ରାଜ୍ୟ ସରକାର। ଏ ନେଇ…

ଜମିଜମା କିଣାବିକା କରୁଥିଲେ ନିଶ୍ଚିତ ଜାଣନ୍ତୁ, ରାଜସ୍ବମନ୍ତ୍ରୀ କହିଲେ…

ଭୁବନେଶ୍ୱର,୧୦।୧୨: ଆଗାମୀ ଦିନରେ ଜମିଜମା କିଣାବିକା ସମ୍ପୂର୍ଣ୍ଣ କ୍ୟାସଲେସ ହେବ। ଜମିଜମା କିଣାବିକାକୁ କ୍ୟାସଲେସ କରିବାକୁ ଯୋଜନା ଚାଲିଛି। ଏ ନେଇ ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ ସୂଚନା ଦେଇଛନ୍ତି। ଏହାଦ୍ୱାରା ଲାଞ୍ଚ କାରବାରକୁ ରୋକାଯାଇପାରିବ ବୋଲି ସେ କହିଛନ୍ତି। ଭୁବନେଶ୍ୱର…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri