ୟୁକ୍ରେନ-ରୁଷିଆ ଯୁଦ୍ଧ ସମାପ୍ତ କରିବାର ମିଶନରେ ଆମେରିକା, ପୁଟିନ୍-ଜେଲେନସ୍କିଙ୍କ ସହ କଥା ଦେଲେ ଟ୍ରମ୍ପ
ୱାଶିଂଟନ,୧୩।୨: ୟୁକ୍ରେନ ଯୁଦ୍ଧ ସମାପ୍ତ କରିବାର ମିଶନରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କହିଛନ୍ତି ସେ ସାଉଦି ଆରବରେ ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍ଙ୍କୁ ଭେଟିବାକୁ ଯୋଜନା କରୁଛନ୍ତି। ବୁଧବାର ପୁଟିନ୍ଙ୍କ ସହ ଫୋନ ମାଧ୍ୟମରେ କଥାବାର୍ତ୍ତା ପରେ ସେ ୱାଶିଂଟନରେ…
ଗେଷ୍ଟ୍ ହାଉସ୍ରେ ଚାଲିଥିଲା ସେକ୍ସ ର଼୍ୟାକେଟ୍: ଜଣେ ଯୁବତୀଙ୍କ ସହ ୩ ଗ୍ରାହକଙ୍କୁ ବାନ୍ଧିଲା ପୋଲିସ
ବଲାଙ୍ଗୀର,୧୩ା୨(ସୁନୀଲ ମହାନ୍ତି): ବଲାଙ୍ଗୀର ସହର ଭିତରେ ସେକ୍ସ ର଼୍ୟାକେଟ୍ ଠାବ ହୋଇଛି। ରାଜେନ୍ଦ୍ର ପାର୍କ ନିକଟରେ ଥିବା ତିରୁପତି ଗେଷ୍ଟ ହାଉସ୍ରେ ସେକ୍ସ ର଼୍ୟାକେଟ୍ ଚାଲିଥିବା ନେଇ ଖବର ପାଇଥିଲା ଟାଉନ ଥାନା ପୋଲିସ। ଏକ ସ୍ବତନ୍ତ୍ର ଟିମ୍ ଗେଷ୍ଟ୍ ହାଉସ୍…
ମାତ୍ର ୭ ଦିନ ବିଟ୍ ଜୁସ୍ ପିଇ ଦେଖନ୍ତୁ ଚମତ୍କାରିତା: ଦୂର ହେବ ଏସବୁ ସମସ୍ୟା
ବିଟ୍ ସ୍ବାସ୍ଥ୍ୟ ପାଇଁ ବହୁତ ଲାଭଦାୟକ ବୋଲି ବିବେଚନା କରାଯାଏ। ବିଟ୍କୁ ଅନେକ ଉପାୟରେ ଖାଦ୍ୟରେ ସାମିଲ କରାଯାଇପାରିବ। ଯେଉଁମାନଙ୍କର ଆଇରନ ସମସ୍ୟା ଅଛି ସେମାନଙ୍କ ପାଇଁ ବିଟ୍ ଖାଇବା ଲାଭଦାୟକ। କାରଣ ଏଥିରେ ମାଙ୍ଗାନିଜ, ପୋଟାସିୟମ, ଆଇରନ, ଫୋଲେଟ, ଭିଟାମିନ୍…
ଆମେରିକା-ଜେଲେନ୍ସି ବୈଠକ ପୂର୍ବରୁ ବଡ଼ ଦୁର୍ଘଟଣା, ଲୋକଙ୍କୁ ଦଳିଦେଲା କାର୍, ୨୦ଜଣ…
ମ୍ୟୁନିଚ,୧୩।୨: ଆମେରିକା-ୟୁକ୍ରେନ ବୈଠକ ପୂର୍ବରୁ ବଡ଼ ଅଘଟଣ। ହେଲା ବଡ଼ ଦୁର୍ଘଟଣା। ଜର୍ମାନୀର ମ୍ୟୁନିଚରେ ଫେବୃଆରୀ ୧୪ରେ ଏକ ସୁରକ୍ଷା ସମ୍ମିଳନୀ ଅନୁଷ୍ଠିତ ହେବାକୁ ଯାଉଛି। ଯେଉଁଥିରେ ଆମେରିକା ସହ ୟୁକ୍ରେନ ମଧ୍ୟରେ ବୈଠକ ବସିବାକୁ ଯାଉଛି। କିନ୍ତୁ ଏସବୁ ଭିତରେ…
ଭାଜପାରେ ମିଶିବା ଚର୍ଚ୍ଚା ମଧ୍ୟରେ ସନାଙ୍କ ବିସ୍ଫୋରକ ବୟାନ: ଖୋଲାଖୋଲି କହିଦେଲେ ଏମିତି, ରାଜନୀତିରେ ଚହଳ
ଭୁବନେଶ୍ୱର, ୧୩।୨: ବିଜେଡି ବିଧାୟକ ସନାତନ ମହାକୁଡ଼ ଭାଜପା ମିଶିବା ଚର୍ଚ୍ଚା ମଧ୍ୟରେ ବିଧାୟକ ବିସ୍ଫୋରକ ବୟାନ ଦେଇଛନ୍ତି। ସନା ମହାକୁଡ କହିଛନ୍ତି, ମୁଁ ବିଜେଡିରେ ଅଛି, ରହିବି । ମୁଁ ଦଳ ଠାରୁ ଦୂରେଇନି, ଦଳ ସହ ଅଛି, ରହିଛି,…
୩୦୦୦ କୋଟି ସମ୍ପତ୍ତି ଛାଡି ଗେରୁଆ ପିନ୍ଧିଲେ ଏହି ବ୍ୟକ୍ତି : ମହାକୁମ୍ଭରେ ଭାଇରାଲ୍ ହେଉଛନ୍ତି ବିଜ୍ନେସମ୍ୟାନ୍ ବାବା
ପ୍ରୟାଗରାଜ,୧୩।୨: ଉତ୍ତର ପ୍ରଦେଶର ପ୍ରୟାଗରାଜରେ ମହାକୁମ୍ଭ ଆୟୋଜନ କରାଯାଉଛି। ୧୩ ଜାନୁଆରୀରେ ଆରମ୍ଭ ହୋଇଥିବା ଏହି ମହାକୁମ୍ଭ ୨୬ ଫେବୃଆରୀ ପର୍ଯ୍ୟନ୍ତ ଆୟୋଜିତ ହେବ। ଏହି ମହାକୁମ୍ଭକୁ ଭାରତ ଏବଂ ବିଦେଶରୁ କୋଟି କୋଟି ଭକ୍ତ ଆସୁଛନ୍ତି। ଏହି ମହାକୁମ୍ଭରେ ଏପରି…
କୋହଲି, ଧୋନୀ ନା ରୋହିତ…ଭାରତର ସବୁଠାରୁ ଲୋକପ୍ରିୟ ଖେଳାଳି କିଏ, ଆଶ୍ଚର୍ଯ୍ୟ କଲା ସର୍ଭେ
ନୂଆଦିଲ୍ଲୀ,୧୩।୨: ବିରାଟ କୋହଲି, ଏମ୍ଏସ୍ ଧୋନୀ ଏବଂ ରୋହିତ ଶର୍ମାଙ୍କ ମଧ୍ୟରେ କିଏ ସବୁଠାରୁ ଲୋକପ୍ରିୟ ଖେଳାଳି କିମ୍ବା ପ୍ରଶଂସକମାନେ କାହାକୁ ଅଧିକ ପସନ୍ଦ କରନ୍ତି। ତାହାକୁ ଜାଣିବାକୁ ଆପଣ ଆଗ୍ରହୀ ଅଛନ୍ତି କି? ନିକଟରେ ଏକ ସର୍ଭେର ରିପୋର୍ଟ ଆସିଛି…
ଦିନେ ଆରସିବି ପାଇଁ ଘୁଞ୍ଚାଇ ଦେଇଥିଲେ ବିବାହ: ଆଜି ମିଳିଲା ବଡ଼ ପୁରସ୍କାର
ବେଙ୍ଗାଲୁରୁ,୧୩।୨: ଆଇପିଏଲ୍ ୨୦୨୫ ପାଇଁ ରଜତ ପଟିଦାରଙ୍କୁ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (ଆର୍ସିବି)ର ଅଧିନାୟକ କରାଯାଇଛି। ପଟିଦାର ୨୦୨୧ ମସିହାରୁ ଆରସିବି ପାଇଁ ଖେଳୁଛନ୍ତି। ସେ ଆରସିବି ମାଧ୍ୟମରେ ତାଙ୍କର ଆଇପିଏଲ୍ ଡେବ୍ୟୁ କରିଥିଲେ। କିନ୍ତୁ ୨୦୨୧ରେ ପାଇଁ ଖେଳିଥିବା ପଟିଦାରଙ୍କୁ…
ଅନେକ ଦିନ ହେବ କ୍ରେଡିଟ କାର୍ଡ ବ୍ୟବହାର ବନ୍ଦ କରିଦେଇଛନ୍ତି କି, ହୋଇପାରେ ବଡ଼ ଅସୁବିଧା
ନୂଆଦିଲ୍ଲୀ,୧୩।୨: ଅନେକ ଥର କ୍ରେଡିଟ କାର୍ଡ ପାଇଁ ଆବେଦନ କରିବା ପରେ, ଆମେ ଏହାକୁ ବ୍ୟବହାର ନ କରି ରଖିଥାଉ। ଯଦିଓ ଆପଣଙ୍କୁ ଲାଗୁଛି ଯେ ଏହା ଯୋଗୁ କିଛି ହେବ ନାହିଁ, ତାହା ସମ୍ପୂର୍ଣ୍ଣ ଭୁଲ। କ୍ରେଡିଟ କାର୍ଡ ଧାରକମାନେ…
କଉଡ଼ିଆ ଗାଁରେ ଲୋକଙ୍କୁ ମିଳୁନି ପାନୀୟ ଜଳ, ପ୍ରତିବାଦରେ ରାସ୍ତା ଅବରୋଧ କଲେ ମହିଳା
ଦିଗପହଣ୍ଡି,୧୩ା୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ କଉଡ଼ିଆ ଗ୍ରାମରେ ପାନୀୟ ଜଳ ସଙ୍କଟ ଦେଖାଦେଇଛି। ପାନୀୟ ଜଳ ପାଇଁ ଲୋକେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ୧ କୋଟିରୁ ଊର୍ଦ୍ଧ୍ୱ ଟଙ୍କା ବ୍ୟୟରେ ଗ୍ରାମରେ ନିର୍ମାଣ…
ଗୋଟିଏ ଭୁଲ୍ ପଡ଼ିଲା ଭାରୀ: ପାକିସ୍ତାନ ଖେଳାଳିଙ୍କ ଉପରେ ଲାଗିଲା ଜୋରିମନା
ନୂଆଦିଲ୍ଲୀ,୧୩।୨: ଆଇସିସି ତିନି ଜଣ ପାକିସ୍ତାନୀ ଖେଳାଳିଙ୍କ ଉପରେ ଜୋରିମନା ଲଗାଇଛି। ପାକିସ୍ତାନ ଶାହିନ ଆଫ୍ରିଦି, ସୌଦ ଶକିଲ ଏବଂ କମରାନ ଗୁଲାମଙ୍କୁ ଆଇସିସି ଦଣ୍ଡ ଦେଇଛନ୍ତି। ଗୁରୁବାର ଆଇସିସି ଏକ୍ସ ମାଧ୍ୟମରେ ଏହି ସୂଚନା ଦେଇଛି। ତ୍ରିକୋଣୀୟ ସିରିଜର ତୃତୀୟ…
Shivratri aur Mahashivratri: ଶିବରାତ୍ରି ଏବଂ ମହାଶିବରାତ୍ରି ମଧ୍ୟରେ ପ୍ରାର୍ଥକ୍ୟ କ’ଣ? ସମାନ ଭାବୁଥିଲେ ଦୂର କରନ୍ତୁ ଦ୍ୱନ୍ଦ୍ୱ…
ହିନ୍ଦୁ ଧର୍ମରେ ସୋମବାରକୁ ଭଗବାନ ଶିବ ଏବଂ ଦେବୀ ପାର୍ବତୀଙ୍କ ପୂଜା ପାଇଁ ସମର୍ପିତ ଦିନ ଭାବରେ ବିବେଚନା କରାଯାଏ। ସୋମବାର ଭଗବାନ ଶିବଙ୍କ ପୂଜା କରିବା ଦ୍ୱାରା ବ୍ୟକ୍ତିର ବୈବାହିକ ଜୀବନରେ ସୁଖ ଏବଂ ସମୃଦ୍ଧି ଆସିଥାଏ ଏବଂ ମହାଦେବ…
Archives


